• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

ତେଲ ଦର ବୃଦ୍ଧି ପ୍ରତିବାଦ
ତେଲ ଦର ବୃଦ୍ଧି ପ୍ରତିବାଦ

ଭୁବନେଶ୍ୱର : ତେଲ ଦର ବୃଦ୍ଧି ପ୍ରତିବାଦରେ ଅାସନ୍ତାକାଲି ଭାରତ ବନ୍ଦ ଡାକରା ଦେଇଛି କଂଗ୍ରେସ।  ସକାଳ ୬ଟାରୁ ଅପରାହ୍ନ ୩ଟା ଯାଏଁ ବନ୍ଦ ପାଳନ କରିବ ଦଳ। ବନ୍ଦ ପାଳନ ବେଳେ ଜରୁରିକାଳୀନ ସେବାକୁ ବାଦ ଦିଅାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ଔଷଧ ଦୋକାନ, ଅାମ୍ବୁଲାନ୍ସ,...

୭ଟି ମଣିଷ ଖପୁରୀ ଜବତ
୭ଟି ମଣିଷ ଖପୁରୀ ଜବତ

ପୁରୀ : ପୁରୀ ଘୋଡ଼ା ବଜାର ନିକଟରେ ଥିବା କମଳା ହସ୍ପିଟାଲ ପଛପଟୁ ୭ଟି ଖପୁରୀ ଜବତ କରିଛି ପୁଲିସ୍‌। କେହି ଦୁର୍ବୃତ୍ତ ଏଠାରେ ଖପୁରୀ ପକାଇଥିବା ଅନୁମାନ କରାଯାଉଛି। ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି। କିଏ କାହିଁକି ଏଠାରେ ଖପୁରୀ ପକାଇଲା ଓ...

ଶିଶୁ ମୃତ୍ୟୁକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା
ଶିଶୁ ମୃତ୍ୟୁକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା

ଜଗତସିଂହପୁର  : ଶିଶୁ ମୃତ୍ୟୁକୁ ନେଇ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା। ଡାକ୍ତର ନ ଥିବାରୁ ଚିକିତ୍ସାରେ ଡେରି ହେବାରୁ ବାଳକର ମୃତ୍ୟୁ ହୋଇଛି ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ। ପାଣିରେ ବୁଡ଼ି ଗୁରୁତର ହୋଇଥିବା ଚାଟରା ଗାଁର ୭-୮ ବର୍ଷର ଇସ୍ମାଇଲ୍ ଖାଁଙ୍କୁ ଅାଜି...

ଡାକ୍ତର କଳିରେ ବଳି ପଡ଼ିଲେ ରୋଗୀ
ଡାକ୍ତର କଳିରେ ବଳି ପଡ଼ିଲେ ରୋଗୀ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ କଳିରୁ ରୋଗୀ ମୃତ୍ୟୁ ଅଭିଯୋଗ। ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ଦୁଇଜଣ ଡାକ୍ତରଙ୍କ ମଧ୍ୟରେ ଯୁକ୍ତିତର୍କ ଯୋଗୁ ଚିକିତ୍ସାରେ ବିଳମ୍ବ ହୋଇଥିଲା। କିଏ ଚିକିତ୍ସା କରିବ ସେନେଇ ଦୁଇଜଣଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ବେଳେ ରୋଗୀଙ୍କ ମୃତ୍ୟୁ ହୋଇସାରିଥିଲା...

ମାନ୍ୟତା କଟିବା ପରେ ବି ୮ ଅଟୋନମସ୍ କଲେଜରେ ବେଧଡକ୍ ଚାଲିଛି ଅାଡମିଶନ୍

ଭୁବନେଶ୍ୱର: କଲେଜ ଗେଟ୍‌ରେ ତାଲା ପକାଇ ବିକ୍ଷୋଭ କରିଛନ୍ତି ଛାତ୍ରଛାତ୍ରୀ। ଅଟୋନମସ୍‌ ମାନ୍ୟତା ହରାଇଥିବା ଜଣାପଡ଼ିବାପରେ ଯାଜପୁର ଏନ.ସି. କଲେଜରେ ଦେଖାଦେଇଛି ଛାତ୍ର ଅଶାନ୍ତି। ପିଲାଙ୍କ ପ୍ରଶ୍ନ ୫ ବର୍ଷ ହେଲା ଅଟୋନମସ୍ ମାନ୍ୟତା କଟିଥିଲେ ବି କାହିଁକି ସେମାନଙ୍କୁ ଅନ୍ଧାର ଭିତରେ ରଖାଯାଇଥିଲା? ସମାନ ଚିତ୍ର ପୁରୀ...

ଶ୍ରୀମନ୍ଦିର ହୁଣ୍ଡିରୁ ଅାଦାୟ ସୁନା ଗହଣା ହିସାବରେ ନାହିଁ ତାଳମେଳ

ଭୁବନେଶ୍ୱର: ପ୍ରଭୁ ଜଗନ୍ନାଥଙ୍କୁ ଦାନ ଅାକାରରେ ମିଳିଛି କେତେ ସୁନା ଅଳଙ୍କାର? ମନ୍ଦିର ପ୍ରଶାସନ କହୁଛି ହୁଣ୍ଡିରୁ ଅାଦାୟ ହୋଇଛି ୧୮ କେଜି। ହେଲେ ଅାଇନ ମନ୍ତ୍ରୀଙ୍କ ଉତ୍ତର ୧୬ କେଜି। ତଥ୍ୟରେ ରହୁନାହିଁ ତାଳମେଳ। ପ୍ରାୟ ୨କିଲୋ ସୁନାର ମିଳୁନି ହିସାବ। କୁଅାଡ଼େ ଗଲା ଭକ୍ତ ଦେଇଥିବା...

light
୯ବର୍ଷ ହେବ ଏହି ମନ୍ଦିରରେ ପାଣିରେ ଜଳୁଛି ଦୀପ: ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଭାରତରେ ଅନେକ ମନ୍ଦିର ଅଛି ଯାହାର ନିଜସ୍ୱ ବିଶେଷତ୍ତ୍ୱ ରହିଛି। ଅନେକ ମନ୍ଦିର ସେମାନଙ୍କର ଚମତ୍କାର ଶକ୍ତି ପାଇଁ ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛନ୍ତି। ଏମିତି ଏକ ମନ୍ଦିର ମଧ୍ୟପ୍ରଦେଶର ଶାହାଜାହାନପୁର ଜିଲ୍ଲାରେ ଅବସ୍ଥିତ। ଏହି ମନ୍ଦିରର ବିଶେଷତ୍ତ୍ୱ ହେଉଛି, ଏଠି ତେଲରେ ନୁହେଁ ପାଣିରେ ଦୀପ...

ବନ୍ୟା ପାଣି ଗିଳିସାରିଲାଣି ଶହ ଶହ ଗାଁ
ବନ୍ୟା ପାଣି ଗିଳିସାରିଲାଣି ଶହ ଶହ ଗାଁ

ଭୁବନେଶ୍ୱର: ମାଡ଼ି ଚାଲିଛି ବୈତରଣୀର ବନ୍ୟା ପାଣି। କେଉଁଠି ଲହଡ଼ି ଭାଙ୍ଗୁଛି ତ ଅାଉ କେଉଁଠି ଖେଳୁଛି ଭଉଁରୀ। ରାସ୍ତାଘାଟ, ଗାଁ ଦାଣ୍ଡ, ପଞ୍ଚାୟତ ଅଫିସ, ମନ୍ଦିର ସବୁକିଛି ଏବେ ଜଳବନ୍ଦୀ ଅବସ୍ଥାରେ। ବୈତରଣୀ ନଦୀର ଉଛୁଳା ବନ୍ୟାପାଣି ମାଡ଼ରେ ସାଂଘାତିକ ଅବସ୍ଥା ସୃଷ୍ଟି ହୋଇଛି ଭଦ୍ରକ ଜିଲ୍ଲାରେ।...

ଭାରତ ବନ୍ଦ ଡାକରା ପାଇଁ ସୋମବାର ରାଜ୍ୟର ସମସ୍ତ ସ୍କୁଲ୍‌ ଛୁଟି
ଭାରତ ବନ୍ଦ ଡାକରା ପାଇଁ ସୋମବାର ରାଜ୍ୟର ସମସ୍ତ ସ୍କୁଲ୍‌ ଛୁଟି

ଭୁବନେଶ୍ୱର: ଆସନ୍ତା ସୋମବାର ରାଜ୍ୟର ସମସ୍ତ ସ୍କୁଲ୍‌ ଛୁଟି ରହିବ। ତୈଳ ଦର ବୃଦ୍ଧି ପ୍ରତିବାଦରେ ସୋମବାର କଂଗ୍ରେସ ପକ୍ଷରୁ ଭାରତ ବନ୍ଦ ଡ଼ାକରା ଦିଆଯାଇଥିବାରୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ୍‌ ଛୁଟି ଘୋଷଣା କରିଛନ୍ତି। ଭାରତ ବନ୍ଦ ପାଇଁ ପ୍ରତିଷେଧମୂଳକ ପଦକ୍ଷେପ ସ୍ୱରୂପ ସମସ୍ତ...

mumbai
ଅନ୍ଧାରରେ ମୁମ୍ବାଇ ସହର!

ମୁମ୍ବାଇ: ଟାଟା ବିଦ୍ୟୁତ ଯୋଗାଣ ସଂସ୍ଥା ଦ୍ୱାରା ବିଦ୍ୟୁତ ସରବରାହରେ ବାଧା ଉପୁଜିବାରୁ ୨ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଅନ୍ଧାରରେ ରହିଛନ୍ତି ମୁମ୍ବାଇ ବାସିନ୍ଦା।  ଥାନେ, ପୁଣେ ସମେତ ଅନେକ ସ୍ଥାନରେ ବିଦ୍ୟୁତ ଯୋଗାଣ ବନ୍ଦ ରହିଛି। ଏମିତିକି  ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନାଲରେ ଅନେକ ଲୋକାଲ...

ଫୋକସ୍‌ ୨୦୧୯: ବିଜେପିର ୨ ଦିନିଅା ଜାତୀୟ କାର୍ଯ୍ୟକାରିଣୀ
ଫୋକସ୍‌ ୨୦୧୯: ବିଜେପିର ୨ ଦିନିଅା ଜାତୀୟ କାର୍ଯ୍ୟକାରିଣୀ

ନୂଆଦିଲ୍ଲୀ: ଫୋକସ୍‌ରେ ୨୦୧୯। ତା’ ସହିତ ଅାଗକୁ ଥିବା ୪ ରାଜ୍ୟର ବିଧାନସଭା ନିର୍ବାଚନ। ଦିଲ୍ଲୀରେ ଅାଜିଠାରୁ ଅାରମ୍ଭ ହୋଇଥିବା ବିଜେପିର ଦୁଇ ଦିନିଅା ଜାତୀୟ କାର୍ଯ୍ୟକାରିଣୀରେ ଏହି ଦୁଇଟି ପ୍ରସଙ୍ଗରେ ମୁଖ୍ୟତଃ ଅାଲୋଚନା ହେବ। ଏଥିରେ ପ୍ରଧାନମନ୍ତ୍ରୀ ମୋଦି ଓ ସଭାପତି ଅମିତ ଶାହାଙ୍କ ସହିତ ସବୁ...

ନବରଙ୍ଗପୁର ଜିଲ୍ଲାରେ ମହିଳା ଚାଷୀଙ୍କ ଅାତ୍ମହତ୍ୟା ଅଭିଯୋଗ

ନବରଙ୍ଗପୁର: ନବରଙ୍ଗପୁରରେ ମହିଳା ଚାଷୀଙ୍କ ଅାତ୍ମହତ୍ୟା ଅଭିଯୋଗ। ମୃତ ଚାଷୀଙ୍କ ନାଁ ପଦ୍ମାବତୀ ମୁଦୁଲି ତାଙ୍କ ଘର ତେନ୍ତୁଳିଖୁଣ୍ଟି ବ୍ଲକର ଆଉଁଳିମା ଗାଁରେ। ବର୍ଷାରେ ଫସଲ ଉଜୁଡ଼ି ଯିବାରୁ ଗତକାଲି ସେ ବିଷ ପିଇ ଦେଇଥିଲେ। ଅାଜି ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଛି। ସେ ଏକ ଘରୋଇ ସଂସ୍ଥାଠାରୁ...

coin
ବିଜୟ ରାଜେ ସିନ୍ଧିଆଙ୍କ ସ୍ମୃତିରେ ଉନ୍ମୋଚିତ ହେଲା ୧୦୦ ଟଙ୍କିଆ ମୁଦ୍ରା

ନୂଆଦିଲ୍ଲୀ: ରାଜମାତା ବିଜୟ ରାଜେ ସିନ୍ଧିଆଙ୍କ ସ୍ମୃତିରେ ଉନ୍ମୋଚିତ ହେଲା ୧୦୦ ଟଙ୍କିଆ ମୁଦ୍ରା।  ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ୧୦୦ ଟଙ୍କିଆ ମୁଦ୍ରା ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭର୍ଚୁଆଲ୍ କାର୍ଯ୍ୟକ୍ରମ ମାଧ୍ୟମରେ ଏହାର ଉନ୍ମୋଚନ ହୋଇଛି। ରାଜମାତା ସିନ୍ଧିଆ ଗରିବ ଲୋକଙ୍କ ପାଇଁ ତାଙ୍କ ଜୀବନ...

ଓଡିଶା ସମେତ ୯ଟି ରାଜ୍ୟକୁ ଏକ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା
ଓଡିଶା ସମେତ ୯ଟି ରାଜ୍ୟକୁ ଏକ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା

ନୂଆଦିଲ୍ଲୀ: ସହରାଞ୍ଚଳରେ ବାସହୀନ ଲୋକମାନଙ୍କ ଥଇଥାନ ପାଇଁ ପଦକ୍ଷେପ ନେଇ ନଥିବାରୁ ୯ଟି ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା। ଏ ସମ୍ପର୍କିତ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଓଡିଶା ସମେତ ୯ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ଏକ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।...

ଲୋକଙ୍କ ମନରେ ପୁଲିସ୍‌ ସଂପର୍କରେ ଭଲ ଧାରଣା ସୃଷ୍ଟି କରିବାକୁ ପ୍ରୟାସ

ଭୁବନେଶ୍ୱର: ସ୍କୁଲ ପିଲାମାନଙ୍କୁ ପୁଲିସ୍‌ ବିଷୟରେ ଅବଗତ କରାଇବା ପାଇଁ କମିଶନରେଟ ପୁଲିସ୍‌ ଏକ ଅଭିବନ ପଦକ୍ଷେପ ନେଇଛି। ଏଥିପାଇଁ ଆରମ୍ଭ କରାଯାଇଛି KNOW YOUR POLICE କାର୍ଯ୍ୟକ୍ରମ। ଅର୍ଥାତ୍ ଆପଣଙ୍କ ପୁଲିସ୍‌କୁ ଜାଣନ୍ତୁ। ରାଜଧାନୀର କ୍ୟାପିଟାଲ ଥାନା ଓ ନନ୍ଦନକାନନ ଥାନାରେ ଏହି କାର୍ଯ୍ୟକ୍ରମକୁ ପୁଲିସ୍‌ କମିଶନର...

varsha
ଅନୁଭବଙ୍କୁ ମିଳିଲା କୋର୍ଟରୁ ନୋଟିସ୍‌

କଟକ: ପାରିବାରିକ ହିଂସା ମାମଲାରେ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କୁ କୋର୍ଟ ନୋଟିସ୍  କରିଛନ୍ତି। କଟକ SDJM କୋର୍ଟରେ ପାରିବାରିକ ହିଂସା ନେଇ ଅନୁଭବଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ  ମାମଲା ରୁଜୁ କରିଥିଲେ। ଆସନ୍ତା ମାସ ୧୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ...

ରାସ୍ତା କଡ଼ରେ ଥୁଅା ହୋଇଥିଲା କାର୍, ହଠାତ୍‌ ନିଅାଁ ଲାଗି ଜଳିଗଲା

ଖୋର୍ଦ୍ଧା: ଖୋର୍ଦ୍ଧା ପୁରୁଣା ଦମକଳ କେନ୍ଦ୍ର ନିକଟରେ ଜଳିଗଲା କାର୍। ରାସ୍ତା କଡ଼ରେ ଥୁଅା ହୋଇଥିବା କାର୍‌ରେ ନିଆଁ ଲାଗି ଜଳିଗଲା। ତେବେ କାରଟି ଜଳିବା ଅବସ୍ଥାରେ ସେଥିରେ କେହି ନଥିଲେ। ଖବର ପାଇ ଖୋର୍ଦ୍ଧା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇଥିଲେ। ସେତେବେଳକୁ ଗାଡ଼ିଟି ସଂପୂର୍ଣ୍ଣ...

ଭିଡିଓ ଭାଇରାଲ ଘଟଣା: ଦେବେନ୍ଦ୍ର କହଁରଙ୍କୁ ଖୋଜିବ ସ୍ପେଶାଲ୍ ସ୍କ୍ୱାଡ୍

ଫୁଲବାଣୀ: ଯୌନ ବ୍ୟଭିଚାର ଭିଡିଓ ଭାଇରାଲ ଘଟଣାରେ ଫୁଲବାଣୀର ପୂର୍ବତନ ବିଧାୟକ ତଥା ବିଜେଡି ନେତା ଦେବେନ୍ଦ୍ର କହଁରଙ୍କୁ ଖୋଜିବ କନ୍ଧମାଳ ପୋଲିସର ସ୍ପେଶାଲ୍ ସ୍କ୍ୱାଡ୍। ଅାଜି ଏ ନେଇ ଏକ ପ୍ରେସ୍ ମିଟ୍‌ରେ ସୂଚନା ଦେଇଛନ୍ତି କନ୍ଧମାଳ ଏସ୍‌ପି ପ୍ରତୀକ ସିଂହ। ସେ କହିଛନ୍ତି, ଘଟଣାକୁ ଗୁରୁତ୍ୱର...

palabhuta
କରୋନାରୁ ବଞ୍ଚାଉଛି ପାଳଭୂତ! ଏଥିପାଇଁ ଏହି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଶୂନ

କରୋନାରୁ ରକ୍ଷା ପାଇବା ପାଇଁ ଲୋକମାନେ ବିଭିନ୍ନ ପ୍ରକାର ସତର୍କତା ଅବଲମ୍ୱନ କରୁଛନ୍ତି।  ନିଜର ଜୀବନଶୈଳୀ ବଦଳାଉଛନ୍ତି । କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ, କରୋନା କବଳରୁ ବର୍ତ୍ତିବା ପାଇଁ ଲୋକେ ପାଳଭୂତର ସାହାଯ୍ୟ ନେଇଛନ୍ତି। ବିଜ୍ଞାନ ଯୁଗରେ ଏହା ଅନ୍ଧ ବିଶ୍ୱାସ ବୋଲି ଲାଗେ। କିନ୍ତୁ କାମ୍ୱୋଡିଆରେ...

ପୁଣି ବିଷ ଓଗାଳିଲେ ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ

ଭୁବନେଶ୍ୱର: ପ୍ରଥମେ ଚାରା, ତାପରେ ଓମ୍‌ଫେଡ୍‌ ଦୁର୍ନୀତି, ଆଉ ଏବେ ସମବାୟ ବ୍ୟାଙ୍କ ପ୍ରସଙ୍ଗରେ ବିଷ ଓଗାଳିଛନ୍ତି ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ। ସମବାୟ ବ୍ୟାଙ୍କ ଋଣରେ ୭୦୦ରୁ ୮୦୦ କୋଟି ଟଙ୍କାର ଦୁର୍ନୀତି ହୋଇଛି। ୬୦ ଭାଗ ଋଣ ଅଣଚାଷ ପାଇଁ ଦିଆଯାଇଥିବା ବେଳେ ବାକି...