ନୟାଗଡ଼: ବୋମା ମାଡ଼ କରି ଉଡ଼ାଇଦେବାର ପ୍ଲାନିଂ। ତିନି ଜଣ ଯୁବକ ମାତାଲ୍ ହୋଇ ବୋମା ଧରି ଜଣେ ଯୁବକଙ୍କୁ ଖୋଜି ଖୋଜି ବିଭିନ୍ନ ଜାଗାରେ ବୋମାମାଡ଼ କରି ଆତଙ୍କ ଖେଳାଇଦେଲେ ଓ ଶେଷରେ ନିଜ ବୋମାରେ ନିଜେ ଆହତ ହେଲେ। ଆଉ ବିନା ଦୋଷରେ ଜଣ ପଥଚାରୀ...
ବ୍ରହ୍ମପୁର: ଲଗାଣ ବର୍ଷାରେ ବେହାଲ ଦକ୍ଷିଣ ଓଡ଼ିଶା। ସବୁଠୁ ବେଶୀ ପ୍ରଭାବିତ ହୋଇଛି ଗଞ୍ଜାମ ଓ ଗଜପତି ଜିଲ୍ଲା। ତେବେ ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକର ଗୋକୁଳପୁର ନିକଟରେ ପଦ୍ମା ନଦୀର ପୋଲ ଭାସିଯାଇଛି। ଏଥିଯୋଗୁଁ ୧୦ଖଣ୍ଡ ଗାଁର ଲୋକ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛନ୍ତି। ଲୋକମାନେ ବିପଦସଙ୍କୁଳ...
ଚିଲିକା: ଚିଲିକାରେ ଡଙ୍ଗାବୁଡି ଘଟଣା ପରେ ଡଙ୍ଗା ଚଳାଚଳ ବନ୍ଦ ରହିଛି। ଘଟଣାକୁ ଦୁଇମାସ ବିତିଗଲା ପରେ ବି ଡଙ୍ଗା ଚଳାଚଳ ପାଇଁ ଅନୁମତି ମିଳିନି। ଫଳରେ ଡଙ୍ଗା ଚାଳକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି। ଡଙ୍ଗା ଚଳାଇ ପରିବାର ପୋଷୁଥିବା ଚାଳକ ଏବେ ଘରେ ହାତ ବାନ୍ଧି...
ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ ଦନ୍ତେୱାଡାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି। ଦନ୍ତେୱାଡାର ଫେରେସାଲ ଜଙ୍ଗଲରେ ଏକ ବଡ ଧରଣର ମାଓ ଶିବିର ଥିବା ସୂଚନା ପାଇ ଛତିଶଗଡ ପୋଲିସ ଓ ସିଆରପିଏଫ୍ ପକ୍ଷରୁ ମିଳିତ ଅପରେସନ କରାଯାଇଥିଲା। ପୋଲିସକୁ ଦେଖି ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ।...
ଭୁବନେଶ୍ୱର : ବିଶ୍ୱକପ୍ ହକି ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଛନ୍ତି ସତ ହେଲେ ରାଜ୍ୟରେ ଉନ୍ନତମାନର ହୋଟେଲର ଅଭାବ ମୁଣ୍ଡବିନ୍ଧା ବଢାଇ ଦେଇଛି। କାରଣ ବିଶ୍ୱକପରେ ଅଂଶଗ୍ରହଣ କରୁଥିବା ୧୬ଟି ଦେଶର ଖେଳାଳି , ଟୁର୍ଣ୍ଣାମେଣ୍ଟ ଅଫିସିଅାଲ, ହକି ସଂଘର କର୍ମକର୍ତ୍ତା, ଭିଭିଅାଇପି , ଟିଭି ବ୍ରଡକାଷ୍ଟର...
ଅନୁଗୁଳ : ସାତକୋଶିଅାରେ ପାଦ ରଖିବା ପରେ, ସ୍ଥାନୀୟ ଲୋକଙ୍କ ନିଦ ଉଡ଼ାଇ ଦେଇଛି, ବାନ୍ଧବଗଡ଼ର ‘ସୁନ୍ଦରୀ’। ଗାଁ ମୁଣ୍ଡରେ ବାଘପଞ୍ଝାର ଚିହ୍ନ ଦେଖିବା ପରେ ଗାଁ ସାରା କୋକୁଅା ଭୟ। ଜୀବନ ବଞ୍ଚାଇ ଘରେ ରହିବେ, ନା ପେଟ ପୋଷିବାର ମାଧ୍ୟମ ଛେଳିଗୋରୁଙ୍କୁ ଚରେଇବାକୁ ନେବେ। ଏବେ...
ଭୁବନେଶ୍ୱର : ଡାକ୍ତର ରବୀନ୍ଦ୍ର ରଥ ମୃତ୍ୟୁ ମାମଲାର ନୂଅା ଖୁଲାସା । ବାଇକ୍ ପଛରେ ବସି ପ୍ଲାଟଫର୍ମ ଯାଇଥିବା CCTV ଫୁଟେଜ୍ରୁ ଜଣାପଡ଼ିଛି। ତେବେ କାହା ଗାଡ଼ି ପଛରେ ବସି ରବୀନ୍ଦ୍ର ଯାଇଥିଲେ ସେନେଇ ତଦନ୍ତ କରିବାକୁ ପରିବାର ପକ୍ଷରୁ ଦାବି କରାଯାଇଛି। ସୂଚନା ମୁତାବକ, ଅଘଟଣ...
ଭୁବନେଶ୍ୱର: ବିବାହକୁ ନେଇ ପ୍ରାୟ ଲୋକଙ୍କର କିଛି ନା କିଛି ସ୍ନପ୍ନଥାଏ। ବିବାହକୁ କେମିତି ଆଡମ୍ବର ସହ କରିବେ ସେ ନେଇ ପ୍ରାୟ ଲୋକ ଯୋଜନା କରନ୍ତି। ସାଙ୍ଗ, ସାଥୀ, ବନ୍ଧୁ, ବାନ୍ଧବଙ୍କ ସହ ସେ ଏହି ଖୁସିକୁ ବାଣ୍ଟିବାର ଲକ୍ଷ ରଖିଥାନ୍ତି। ଆଉ ବିବାହ ପରେ ଗୋଟେ...
କୋରାପୁଟ : କୋରାପୁଟ ଜିଲ୍ଲାରେ ଲଗାଣ ବର୍ଷା । ଫଳରେ କୋରାପୁଟ ଉପର କୋଲାବ, ମାଛକୁଣ୍ଡ ଓ ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। କୋରାପୁଟ ଉପର କୋଲାବ ଜଳ ଭଣ୍ଡାରରେ ଜଳପତ୍ତନ ବୃଦ୍ଧି ପାଇଛି। ଏଠାରେ ବିପଦ ସଂକେତ ୮୫୮ ମିଟର ଥିବା ବେଳେ ଏବେ ଜଳପତ୍ତନ...
ରାଉରକେଲା : ଚିକିତ୍ସା ଅବହେଳାରୁ ଗର୍ଭବତୀ ଓ ଗର୍ଭସ୍ଥ ଶିଶୁର ମୃତ୍ୟୁ ଅଭିଯୋଗ। ଏହି ସଂଗୀନ ଅଭିଯୋଗ ଅାସିଛି ରାଉରକେଲା ସରକାରୀ ହସ୍ପିଟାଲରୁ। ସୂଚନା ଅନୁସାରେ ମାଲଗୋଦାମ ବସ୍ତିର ହରିଶ୍ଚନ୍ଦ୍ର ପାତ୍ରଙ୍କ ଗର୍ଭବତୀ ପତ୍ନୀ ଭାମା କିଷାନଙ୍କୁ ଗତକାଲି ରାତି ପ୍ରାୟ ୧୧ଟାରେ ଏହି ହସ୍ପିଟାଲକୁ ଅଣାଯାଇଥିଲା। ସେ...
ଆବଶ୍ୟକ ସାମଗ୍ରୀ: କଞ୍ଚା ଲଙ୍କା, ଡାଲ୍ଚିନି, ଚିକେନ୍, ପିଆଜ, ଟମାଟୋ, ଗୋଲ ମରିଚ, ତେଲ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦି ଗୁଣ୍ଡ, ଲୁଣ, ଅଦା ଓ ରସୁଣ ପେଷ୍ଟ, ନଡ଼ିଆ ରସ,ତେଜପତ୍ର। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଗ୍ୟାସ୍ରେ କଡ଼େଇ ବସାଇ ସେଥିରେ ରିଫାଇନ୍ ତେଲ...
ଭୁବନେଶ୍ୱର : ସିସିଟିଭି ଫୁଟେଜରୁ ଜଣାପଡିଛି ମୃତ୍ୟୁର କିଛି ସମୟ ପୂର୍ବର ଦୃଶ୍ୟ । ଶୁକ୍ରବାର ରାତି ୯ଟା ୧୦ ମିନିଟ୍ରେ ସାମନ୍ତରାପୁରସ୍ଥିତ ନିଜ କ୍ଲିନିକ ଛାଡିଥିଲେ ଡାକ୍ତର ରବୀନ୍ଦ୍ର ନାଥ ରଥ। ଏକ ଫୋନ୍ କଲ୍ ଅାସିବା ପରେ କ୍ଲିନିକ୍ ଛାଡି ରେଲୱେ ଷ୍ଟେସନ ବାହାରିଥିଲେ। ଅାଉ...
ଭୁବନେଶ୍ୱର : ଓଡ଼ିଆରୁ ଭାଷଣ ଅାରମ୍ଭ କରି, ଡାକ୍ତରୀ ଜୀବନରେ ନୂଅା କରି ପାଦ ଥାପିବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କୁ ଉପରାଷ୍ଟ୍ରପତି ଏମ୍.ଭେଙ୍କେୟା ନାଇଡୁଙ୍କ ଗୁରୁମନ୍ତ୍ର। ଡାକ୍ତରୀ ପେଶାକୁ କମିଶନ ନକରି ମିଶନରେ ପରିଣତ କରିବାକୁ ଦେଇଛନ୍ତି ଅାହ୍ୱାନ। ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ସହ ଶରୀର ଓ ମନରେ ବି...
ପୁରୀ : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳଙ୍କ ବିହାରୀ ବାଜପେୟୀଙ୍କ ଅସ୍ଥିକଳସ ଶୋଭଯାତ୍ରା ବେଳେ ଅଣ୍ଡାମାଡ଼ ଘଟଣାରେ ଜଣେ ଗିରଫ। ପୁରୀ ଚନ୍ଦନପୁରର ଦୀପକ ମହାପାତ୍ର ନାମକ ଯୁବକକୁ ଗିରଫ କରିଛି ସ୍ଥାନୀୟ ପୁଲିସ୍। କୋର୍ଟ ଚାଲାଣ ପରେ ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ୍କୁ ପଠାଇ ଦିଅାଯାଇଛି। ଗତ...
ଭୁବନେଶ୍ୱର : ପୂର୍ବତନ ରଣଜୀ ଖେଳାଳି ରଶ୍ମିରଞ୍ଜନ ପରିଡ଼ା ହେଲେ ଓଡ଼ିଶା କ୍ରିକେଟ ଦଳର ନୂଅା କୋଚ୍। ୨୦୧୮-୧୯ ରଣଜୀ ସିଜିନ୍ ପାଇଁ ରଶ୍ମିରଞ୍ଜନଙ୍କୁ କୋଚ୍ ନିଯୁକ୍ତ କରିଛି ଓଡ଼ିଶା କ୍ରିକେଟ ଅାସୋସିଏସନର କାର୍ଯ୍ୟକାରୀ କମିଟି। ଦେବାଶିଷ ମହାନ୍ତିଙ୍କ ସ୍ଥାନରେ ରଶ୍ମିରଞ୍ଜନ ନିଯୁକ୍ତ ହୋଇଛନ୍ତି। ଦେବାଶିଷ ଜାତୀୟ କନିଷ୍ଠ...
କେନ୍ଦ୍ରାପଡ଼ା : ଦୁଇ ଜଣ ଯୁବତୀଙ୍କୁ ବିବାହ କରି ଯୁବକ ହଟହଟା। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ପରିସରରେ। ଅଭିଯୋଗ ଅନୁସାରେ ରାଜକନିକା ଥାନା ମେଘପୁର ଗାଁର ରଜନୀକାନ୍ତ ରାଉତ ପ୍ରଥମେ ଚାନ୍ଦବାଲି ଅଞ୍ଚଳରେ ବିବାହ କରିଥିଲେ। ତେବେ ଦୁଇମାସ ପରେ ସ୍ତ୍ରୀକୁ...
ଭୁବନେଶ୍ୱର : ରାଜ୍ୟରେ ଚାଲିଛି ଏବେ ଖଟିଅା ଅାମ୍ବୁଲାନ୍ସ। ଅସଲି ୧୦୨ କି ୧୦୮ ଅାମ୍ବୁଲାନ୍ସ ଠିକ୍ ସ୍ଥାନରେ ଠିକ୍ ସମୟରେ ପହଞ୍ଚି ପାରୁନି। ତେଣୁ ଲୋକଙ୍କ ଭରସା ପାଲଟିଛି ଖଟିଅା ଅାମ୍ବୁଲାନ୍ସ। ଏମିତି କ ଖବର ଆସିଛି । ଖଟିଅାରେ ଜନ୍ମ ହୋଇଛି ଶିଶୁ କନ୍ୟା। ବାଲେଶ୍ୱରରେ...
ଭୁବନେଶ୍ୱର : ଉତ୍ତରପଶ୍ଚିମ ବଙ୍ଗୋପସାଗର ଅାଖପାଖରେ ଲଘୁଚାପ ସୃଷ୍ଟି ହୋଇଛି। ଯାହାର ପ୍ରଭାବରେ ରାଜ୍ୟରେ ଅାଜି ଠାରୁ ୨୮ ଯାଏଁ ବର୍ଷା ଲାଗି ରହିବ। ଅାଜି ପଶ୍ଚିମ, ଅାଭ୍ୟନ୍ତର ଓ ଉପକୂଳ ଓଡ଼ିଶାରେ ବର୍ଷା ହେବ । କାଲିଠୁ ୮ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା...
କନ୍ଧମାଳ: ଜଙ୍ଗଲରେ ଶବ ସତ୍କାରକୁ ଗ୍ରାମବାସୀଙ୍କ ବିରୋଧ। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମାଝୀପଡାରେ ମୃତକଙ୍କ ଶବ ସତ୍କାରକୁ ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଏଠାକାର ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇବା ପରେ ଗ୍ରାମବାସୀ ତାଙ୍କର ଦେହାନ୍ତ କରୋନାରେ ହୋଇଛି ସନ୍ଦେହ କରି ଶବ...
ଭୁବନେଶ୍ୱର: ଚିଲିକା ଜଳରାଶି ଉପରେ ଘୂର୍ଣ୍ଣିଝଡ଼। ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ ପ୍ରଭାବରେ ଉପରକୁ ଉଠିଲା ହ୍ରଦର ଜଳରାଶି। ଗତକାଲି ଅପରାହ୍ନରେ ଚିଲିକା ହ୍ରଦର ଗମ୍ଭାରୀ ନିକଟରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା। କେହିଜଣେ ଏହି ଦୃଶ୍ୟକୁ ମୋବାଇଲ୍ରେ କଏଦ୍ କରିଥିବା ଜଣାପଡ଼ିଛି। ଏହି ଘୂର୍ଣ୍ଣିଝଡ଼ର ପ୍ରଭାବରେ ଗମ୍ଭାରୀ ଗାଁର ଜଣେ...