• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

ଡ୍ରେନ୍ ଭିତରୁ ଯୁବକ ଉଦ୍ଧାର
ଡ୍ରେନ୍ ଭିତରୁ ଯୁବକ ଉଦ୍ଧାର

ପୁରୀ  : ପୁରୀ ସହରର ବଡ଼ଡାକ୍ତରଖାନା ଛକ ନିକଟ ଡ୍ରେନ୍ ଭିତରୁ ଯୁବକ ଉଦ୍ଧାର। ସଂପୃକ୍ତ ଯୁବକ ଜଣକ ମୂଷାନଈ ଅାଡକୁ ଯାଉଥିବାବେଳେ ଖସିପଡ଼ି ଡ୍ରେନ ଭିତରକୁ ଚାଲିଯାଇଥିଲେ । ତେବେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ଅଗ୍ନିଶମ କର୍ମଚାରୀ । ଅାଉ ଦୀର୍ଘ ସମୟ ଧରି ଜାରି...

ବିଧାନସଭାରେ ଅାଜି ଉପସ୍ଥାପିତ ହେବ ଅତିରିକ୍ତ ବଜେଟ
ବିଧାନସଭାରେ ଅାଜି ଉପସ୍ଥାପିତ ହେବ ଅତିରିକ୍ତ ବଜେଟ

ଭୁବନେଶ୍ୱର : ବିଧାନସଭାରେ ଅାଜି ଉପସ୍ଥାପିତ ହେବ ଅତିରିକ୍ତ ବଜେଟ।  ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଏହି ବଜେଟ ଉପସ୍ଥାପନ କରିବେ।  ୧୨ ହଜାର ୭୬୮ କୋଟି ଟଙ୍କା ବଜେଟରେ ବ୍ୟୟବରାଦ ରହିଛି । ତେଣୁ ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ନ୍ୟାୟ, ଶିଳ୍ପ, କୃଷି ଅାଦି ଉପରେ ଗୁରୁତ୍ୱ ଦିଅାଯାଇପାରେ।...

ତେଜିଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି
ତେଜିଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି

ସମ୍ବଲପୁର : ଜୋରଧରିଲା ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାୟୀବେଞ୍ଚ ପ୍ରତିଷ୍ଠା ଦାବି। ଅାଜିଠାରୁ ସମ୍ବଲପୁର ଓକିଲ ସଂଘ ପୁଣି ଥରେ ଅାନ୍ଦୋଳନକୁ ଓହ୍ଲାଉଛି। ବିଧାନସଭା ମୌସୁମୀ ଅଧିବେଶନ ସରିବା ପର୍ଯ୍ୟନ୍ତ କୋର୍ଟ ବର୍ଜନ ନିଷ୍ପତ୍ତି ନିଅାଯାଇଛି। ସମ୍ବଲପୁର ଓକିଲ ସଂଘ ସାଧାରଣ ପରିଷଦ ବୈଠକରେ ଏନେଇ ନିଷ୍ପତ୍ତି ନିଅାଯାଇଛି।...

exam
ନିଜ ଜିଲ୍ଲାରେ ପରୀକ୍ଷା ଦେବେ ଡି.ଏଲ.ଇଡି ପରୀକ୍ଷାର୍ଥୀ

ଭୁବନେଶ୍ୱର: ନିଜ ଜିଲ୍ଲାରେ ପରୀକ୍ଷା ଦେବେ ଡି.ଏଲ.ଇଡି ପରୀକ୍ଷାର୍ଥୀ। ସେମାନେ ପାଠ ପଢୁଥିବା ଡି.ଆଇ.ଇ.ଟି ମାଧ୍ୟମରେ ଆବେଦନ କରି ନିଜ ଜିଲ୍ଲାରେ ପରୀକ୍ଷା ଦେଇପାରିବେ।  ଅନଲାଇନ୍ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ଦାବି ପରେ ଭିତ୍ତିଭୂମି ଅଭାବରୁ ନିଜ ଜିଲ୍ଲାରେ ଅଫଲାଇନ୍‌ରେରେ ପରୀକ୍ଷା  କରିବା ପାଇଁ ନିଷ୍ପତ୍ତି ନେଇଛି ଗଣଶିକ୍ଷା...

ଅାଜି ଗୁରୁ ଦିବସକୁ କଳା ଦିବସ ଭାବେ ପାଳିବେ ବ୍ଲକଗ୍ରାଣ୍ଟ ଶିକ୍ଷକ ଓ ଅଧ୍ୟାପକ
ଅାଜି ଗୁରୁ ଦିବସକୁ କଳା ଦିବସ ଭାବେ ପାଳିବେ ବ୍ଲକଗ୍ରାଣ୍ଟ ଶିକ୍ଷକ ଓ ଅଧ୍ୟାପକ

ଭୁବନେଶ୍ୱର : ଅାଜି ଗୁରୁ ଦିବସକୁ କଳା ଦିବସ ଭାବେ ପାଳିବେ ବ୍ଲକଗ୍ରାଣ୍ଟ ଶିକ୍ଷକ ଓ ଅଧ୍ୟାପକ। ତାସହ ଅାସନ୍ତାକାଲିଠାରୁ ଏକକାଳୀନ ସବୁ ବ୍ଲକଗ୍ରାଣ୍ଟ ସ୍କୁଲ ଓ କଲେଜରେ ତାଲା ପକାଇବାକୁ ନିଷ୍ପତ୍ତି ନେଇଛି ମିଳିତ ମଞ୍ଚ। ବ୍ଲକଗ୍ରାଣ୍ଟ ଉଚ୍ଛେଦ ସହ ପୂର୍ଣ୍ଣ ଅନୁଦାନ ଓ ଚାକିରି ସର୍ତ୍ତାବଳୀ...

କୋଲକାତାରେ ଭୁଶୁଡ଼ିଲା ପୁରୁଣା ଫ୍ଲାଏ ଓଭର
କୋଲକାତାରେ ଭୁଶୁଡ଼ିଲା ପୁରୁଣା ଫ୍ଲାଏ ଓଭର

କୋଲକାତା : କୋଲକାତାରେ ଭୁଶୁଡ଼ି ପଡ଼ିଲା ପୁରୁଣା ଫ୍ଲାଏ ଓଭର। ଦକ୍ଷିଣ କୋଲକାତାର ଅାଲିପୁର ମାଜରହାଟ ଅଞ୍ଚଳରେ ଥିବା ୪୦ ବର୍ଷର ଏକ ପୁରୁଣା ପୋଲ ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣାସ୍ଥଳରୁ ୯ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଅାଉ କିଛି...

ଅାଇନକୁ ଅଣଦେଖା କରୁଛନ୍ତି ଅାଇନ ପ୍ରଣେତା
ଅାଇନକୁ ଅଣଦେଖା କରୁଛନ୍ତି ଅାଇନ ପ୍ରଣେତା

ଭୁବନେଶ୍ୱର : ଅାଇନ ତିଅାରି କରୁଥିବା ଜନ ପ୍ରତିନିଧିଙ୍କର ଅାଇନ ପ୍ରତି ଅବଜ୍ଞା। ସମ୍ପତ୍ତି ତାଲିକା ଘୋଷଣା କରୁ ନାହାନ୍ତି ସାଂସଦ। ସୂଚନା ଅଧିକାର ଅାଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ଷୋଡ଼ଶ ଲୋକସଭାରେ ୬୧ ଜଣ ସାଂସଦ ଏ ଯାଏଁ ବାଚସ୍ପତିଙ୍କ ନିକଟରେ ନିଜ ସଂପତ୍ତି ତାଲିକା...

ହାତୀଙ୍କ ଅାତଙ୍କରାଜ
ହାତୀଙ୍କ ଅାତଙ୍କରାଜ

କେନ୍ଦୁଝର  : କେନ୍ଦୁଝର ବନଖଣ୍ଡରେ ଝାଡ଼ଖଣ୍ଡୀ ହାତୀଙ୍କ ଉପଦ୍ରବ। ଖାଦ୍ୟ ଅନ୍ୱେଷଣରେ ୧୬୦ରୁ ଉର୍ଦ୍ଧ୍ୱ ହାତୀ ଅାସି କେନ୍ଦୁଝର ବନଖଣ୍ଡରେ ଅାତଙ୍କରାଜ ଚଳାଇଛନ୍ତି। ସେ ମଧ୍ୟରୁ ଚମ୍ପୁଅା ରେଞ୍ଜରେ ୬୮ଟି ହାତୀ ଅଛନ୍ତି । ମାଲଦା, ଦୁବୁନା, ମିରିଗିସିଂଗା, ଟୁନଟୁନା ଅାଦି ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ କରିବା...

ପୁଣି ଖୋଲିଲା JK ପେପର ମିଲ୍
ପୁଣି ଖୋଲିଲା JK ପେପର ମିଲ୍

ରାୟଗଡ଼ା  : ଖୋଲିଲା ରାୟଗଡ଼ା ଜିଲ୍ଲାର JK ପେପର ମିଲ୍ । କିଛି ସମୟ ତଳେ କମ୍ପାନୀ କର୍ତ୍ତୃପକ୍ଷ କାରଖାନାର ତାଲା ଖୋଲିଛନ୍ତି।  ଅାନ୍ଦୋଳନ ପ୍ରତ୍ୟାହାର ପାଇଁ ଶ୍ରମିକ ସଂଘର ନିଷ୍ପତ୍ତି ପରେ କାରଖାନାର ତାଲା ଖୋଲିଛି। ଗତକାଲି ବିଳମ୍ବିତ ରାତିରେ ଜିଲ୍ଲା ପ୍ରଶାସନର ଉଦ୍ୟମରେ ତ୍ରିପାକ୍ଷିକ ଅାଲୋଚନା...

devgan-2
ଅଜୟଙ୍କୁ ଘେରି ଯାଇଥିଲେ ଲୋକେ, ୨୫୦ ସୁରକ୍ଷାକର୍ମୀ ଧରି ପହଞ୍ଚିଥିଲେ ବାପା

ମୁମ୍ବାଇ: ବଲିଉଡ୍‌ରେ ଲୋକପ୍ରିୟ ବାପା-ପୁଅ ଯୋଡି ମଧ୍ୟରେ ସାମିଲ୍‌ ଅଛନ୍ତି ଅଭିନେତା ଅଜୟ ଦେବଗନ୍‌ ଏବଂ ତାଙ୍କ ବାପା ତଥା ନିର୍ଦ୍ଦେଶକ ବିରୁ ଦେବଗନ୍‌। ଅଜୟଙ୍କ ବାପା ଜଣେ ଲୋକପ୍ରିୟ ଆକ୍ସନ ଡିରେକ୍ଟର। ଷ୍ଟଣ୍ଟ ଏବଂ ଆକ୍ସନ୍ ସିନ୍‌ର ନିର୍ଦ୍ଦେଶନା‌ ଦେବାରେ ସେ ଏକଦମ୍‌ ମାହିର୍‌। ତେବେ ବିରୁ...

କଟକ ଓକିଲ-ପୁଲିସ୍ ଗଣ୍ଡଗୋଳ
କଟକ ଓକିଲ-ପୁଲିସ୍ ଗଣ୍ଡଗୋଳ

କଟକ : କଟକର ଅାଇନଜୀବୀ-ପୁଲିସ ଗଣ୍ଡଗୋଳର କ୍ରାଇମବ୍ରାଞ୍ଚ ତଦନ୍ତ ହେବ। ଏହି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଜଣେ ଡିଏସ୍‌ପି ସ୍ତରର ଅଧିକାରୀ ଏହାର ତଦନ୍ତ କରିବେ। କଟକ ହାଇକୋର୍ଟର ଜଣେ ଓକିଲଙ୍କୁ ପୁଲିସ ମାଡ଼ ମାରିବା ଅଭିଯୋଗ ପରେ ଲଙ୍କାକାଣ୍ଡ ହୋଇଥିଲା। ଏକ ଭ୍ୟାନକୁ ମଧ୍ୟ ପୋଡ଼ି ଦିଅାଯାଇଥିଲା।...

ବେଲଗାମ ତେଲ ଦର
ବେଲଗାମ ତେଲ ଦର

ଭୁବନେଶ୍ୱର : ବେଲଗାମ ତେଲ ଦର । ଗତ ୧୦ ଦିନ ଧରି ଲଗାତର ଭାବେ ବଢ଼ିବାରେ ଲାଗିଛି ପେଟ୍ରୋଲ ଏବଂ ଡିଜେଲ୍ ଦର । ଅାଜି ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ପେଟ୍ରୋଲ ଦାମ୍ ।  ମୁମ୍ବାଇରେ ୮୬ ଟଙ୍କା ପାର କରିଛି ପେଟ୍ରୋଲ । ଅାଜି ମୁମ୍ବାଇରେ...

ବିଜେଡିକୁ ଦାମଙ୍କ ନୂଅା ବାଣ
ବିଜେଡିକୁ ଦାମଙ୍କ ନୂଅା ବାଣ

ଭୁବନେଶ୍ୱର: ଦାମଙ୍କ ନିଶାନାରେ ମେ ୨୯ର ଖଳନାୟକ। କିଛି ନେତା ଓ ଅଫିସରଙ୍କ ଚକ୍ରବ୍ୟୁହରେ ଫସିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ମାନଙ୍କୁ ଲକ୍ଷ୍ୟ କରି ଦାମ ଛାଡିଛନ୍ତି ଶଦ୍ଦ ବାଣ। ନାଁ ନେଇ ନଥିଲେ ବି ଏହି ଖଳନାୟକ କରୁଥିବା ଦୋଷ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରାୟଶ୍ଚିତ କରିବାକୁ ପଡିବ ବୋଲି...

ନିର୍ବାଚନୀ ବର୍ଷରେ ବିଜେଡିର ନୂଆଁଖାଇ କାର୍ଡ
ନିର୍ବାଚନୀ ବର୍ଷରେ ବିଜେଡିର ନୂଆଁଖାଇ କାର୍ଡ

ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଅଁାଖାଇ ପାଇଁ ବାହାରିଲା ଲଗ୍ନ । ଅାଉ ଏପଟେ ଲଗ୍ନ ବାହାରୁ ବାହାରୁ  ଗ୍ରାଣ୍ଡ୍ ସେଲିବ୍ରେସନ୍ ପାଇଁ ବ୍ଳୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ବିଜେଡି । ନୂଆଁଖାଇରେ ହେବ ଜୁହାର ଭେଟ୍‌ଘାଟ୍। ପିଠାପଣା ବାସ୍ନାରେ ମହକିବ ପରିବେଶ, ଅାଉ ପାରମ୍ପରିକ ବାଦ୍ୟରେ...

ପୁଣି ଖଟିଅାରେ ବୁହା ହେଲେ ରୋଗୀ
ପୁଣି ଖଟିଅାରେ ବୁହା ହେଲେ ରୋଗୀ

କେନ୍ଦୁଝର  : ପୁଣି ଖଟିଅାରେ ବୁହା ହେଲେ ରୋଗୀ । ଏହି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ନୂଅାଡିହ ଗାଁରେ । କାଦୁଅ ରାସ୍ତା ଯୋଗୁଁ ୧୦୮ ଅାମ୍ବୁଲାନସ ଗାଁକୁ ଯାଇପାରି ନଥିଲ। ସେଥିପାଇଁ ରୋଗୀଙ୍କୁ ଖଟିଅାରେ ବୁହା ହୋଇ ଅାମ୍ବୁଲାନସ ପାଖକୁ ଅଣାଯାଇଥିଲା । ନୂଅାଡିହ...

sanvi
ଗୋଟେ ଘଣ୍ଟାରେ ୩୩ପ୍ରକାର ଖାଦ୍ୟ କରି ରେକର୍ଡ କଲେ ୧୦ବର୍ଷର ଝିଅ

ନୂଆଦିଲ୍ଲୀ: ସୁସ୍ୱାଦୁ ଖାଦ୍ୟ ଖାଇବାକୁ ସମସ୍ତଙ୍କୁ ଭଲ ଲାଗେ କିନ୍ତୁ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରିବା ସାଧାରଣ କଥା ନୁହେଁ। ପାଟି ସୁଆଦିଆ ଖାଦ୍ୟ ରୋଷେଇ କରିବାରେ ପରିଶ୍ରମ ଲାଗେ। କୁହାଯାଏ ଅଭିଜ୍ଞତା ଖାଦ୍ୟ ପ୍ରସ୍ତୁତିକୁ ସହଜ କରିଦିଏ। ସେଥିପାଇଁ ତ ମାଆ ଆଇ ମା ଆଦି ବୟସ୍କ...

ସାହସୀ ଯୁବତୀ ସସ୍ମିତା ନାୟକଙ୍କୁ ଭେଟିଲେ ବୈଜୟନ୍ତ ପଣ୍ଡା
ସାହସୀ ଯୁବତୀ ସସ୍ମିତା ନାୟକଙ୍କୁ ଭେଟିଲେ ବୈଜୟନ୍ତ ପଣ୍ଡା

କଟକ  : କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍‌ ବ୍ରାହ୍ମଣମଣିଯୋରୀ ଗାଁର ସାହସୀ ଯୁବତୀ ସସ୍ମିତା ନାୟକଙ୍କୁ ଭେଟିଲେ କେନ୍ଦ୍ରାପଡାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ସସ୍ମିତା ଗତ ୨୯ ତାରିଖରେ ଗାଁ ପାଖ ଗୋବରୀ ନଦୀରେ ଭାସି ଯାଉଥିବା ଜଣେ ଯୁବତୀଙ୍କୁ ଉଦ୍ଧାର କରିଥିଲେ। ଅାଜି ବୈଜୟନ୍ତ ଗାଁକୁ...

ମଝି ଚିଲିକାରେ ଅଟକିଲା ଫେରି
ମଝି ଚିଲିକାରେ ଅଟକିଲା ଫେରି

ଚିଲିକା : ମଝି ଚିଲିକାରେ ଅଟକିଲା ଫେରି। ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ଧରି ଚିଲିକା ମଝିରେ ଫଶି ରହିଲେ ଯାତ୍ରୀ । ଏପରି ଘଟଣା ଅାଜି ଘଟିଛି ଚିଲିକା ମଝିରେ । ସାତପଡ଼ାରୁ ଜହ୍ନିକୁଦା ଯାଉଥିବା ଫେରିକୁ ମହିଂସା ଗାଁ ଲୋକେ ଅଟକାଇଥିଲେ। ଘାଟ ବିବାଦକୁ ନେଇ...