• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

salman
ଜେଲ୍‌ରେ ଆଉ ଏକ ରାତି ବିତାଇବେ ସଲମାନ୍‌

ମୁମ୍ବାଇ: ଜେଲରେ ରହିବେ ବଲିଉଡ଼ ଭାଇଜାନ୍‌ ସଲମାନ ଖାନ୍‌। ଆଜି ସଲମାନଙ୍କ ଜାମିନ ଶୁଣାଣି ଥିବାବେଳେ ଏହା କାଲିକୁ ଘୁଞ୍ଚାଇ ଦିଆଯାଇଛି। ଫଳରେ ତାଙ୍କୁ ଜେଲ୍‌ ଭିତରେ ଆଉ ଏକ ରାତି ବିତାଇବାକୁ ପଡ଼ିବ। ଯୋଧପୁର ସେସନ୍ସ କୋର୍ଟରେ ସଲମାନଙ୍କ ଜାମିନକୁ ଘୁଞ୍ଚାଇ ଦିଆଯାଇଛି। ଫଳରେ ସଲମାନଙ୍କୁ ପୁଣି...

arun jaitley
ଅରୁଣ ଜେଟଲି ଅସୁସ୍ଥ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଅସୁସ୍ଥ। କିଡ଼୍‌ନୀ ଜନିତ ସମସ୍ୟା ଓ ଇନଫେକ୍ସନ କାରଣରୁ ସେ ଚିକିତ୍ସାଧୀନ ଅଛନ୍ତି। ଅସୁସ୍ଥତା ଯୋଗୁଁ ସେ ଏବେ ଘରେ ରହି ତାଙ୍କ କାର୍ଯ୍ୟ ପରିଚାଳନା କରୁଥିବା ନିଜେ ଜେଟଲି ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି। ପରବର୍ତ୍ତୀ ଅବସ୍ଥାରେ ତାଙ୍କର କ’ଣ...

salman
ଜେଲରେ ରାତି ବିତାଇଲେ ସଲମାନ୍‌

ଯୋଧପୁର: ବହୁ ଚର୍ଚ୍ଚିତ କୃଷ୍ଣସାର ମୃଗ ଶିକାର ମାମଲାରେ ଜେଲରେ ଥିବା ସଲମାନ ଖାନଙ୍କ ଆଜି ଜାମିନ ଆବେଦନର ଶୁଣାଣି ହେବ।  ଗତକାଲି ଦୋଷୀ ସାବ୍ୟସ୍ତ ହେବା ପରେ ସଲମାନଙ୍କୁ ସିଧା ଯୋଧପୁର ସେଣ୍ଟ୍ରାଲ ଜେଲ୍ ପଠାଯାଇଥିଲା। ସେଠାରେ ତାଙ୍କୁ ୨ନଂ କୋଠରୀରେ ରଖାଯାଇଥିବା ବେଳେ କଏଦୀ ନଂ....

attack
ଘରେ ପଶି ଯୁବତୀ ଓ ତାଙ୍କ ମାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ

ଭୁବନେଶ୍ୱର: ପ୍ରେମିକର ଆକ୍ରମଣରେ ଲହୁ ଲୁହାଣ ପ୍ରେମିକା ଓ ତାଙ୍କ ମା। ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଜାରଡ଼ା ଗାଁରେ ଗତକାଲି ଜଣେ ମହିଳା ଓ ତାଙ୍କ ଝିଅକୁ ମରଣାନ୍ତକ ଆକ୍ରମଣ ହୋଇଥିବାର ଅଭିଯୋଗ ହୋଇଛି। କପ୍ତିପଦା ଥାନା ବେଲଡିହା ଗାଁର ଭରତ ମହାନ୍ତି ଆକ୍ରମଣ କରିଥିବା ଅଭିଯୋଗ...

ctc murder
ଯୁବକଙ୍କୁ ଛୁରୀ ଭୁସି ହତ୍ୟା

କଟକ:କଟକ ଗୋବିନ୍ଦପୁରରେ ହତ୍ୟାକାଣ୍ଡ। ଯୁବକଙ୍କୁ ଘରୁ ଡାକି ନେଇ ଛୁରି ଭୁସି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ମୃତକ ହେଉଛନ୍ତି ଗୋବିନ୍ଦପୁର ଥାନା ଅନ୍ତର୍ଗତ କଜଳପୁର ଗାଁ କାନ୍ଦୁରା ଭୋଇ। ଗତକାଲି ମଧ୍ୟରାତିରେ ଗୋବିନ୍ଦଙ୍କୁ କେତେକ ଦୁର୍ବୃତ୍ତ ଘରୁ ଡାକି ନେଇ ହତ୍ୟା କରିଥିବା ତାଙ୍କ ପରିବା...

berhampur
ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ବ୍ରହ୍ମପୁର: ବ୍ରହ୍ମପୁରରେ ପୁଣି ଏନ୍‌କାଉଣ୍ଟର। ରମ୍ଭା ଅଞ୍ଚଳରେ ଗଞ୍ଜାମ ପୋଲିସ୍‌ର ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୋଷ ବେହେରା ଆହତ ହୋଇଛି। ସନ୍ତୋଷର ୨ଟି ଆଣ୍ଠୁରେ ବାଜିଛି ଗୁଳି। ତାକୁ ଚିକିତ୍ସା ନିମନ୍ତେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ତା ନିକଟରୁ ପିସ୍ତଲ, ଅଫୁଟା ଗୁଳି, ବାଇକ ଜବତ...

monsoon
ବଜ୍ରାଘାତରେ ଗଲା ଦମ୍ପତ୍ତିଙ୍କ ପ୍ରାଣ

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ଯୋଗୁ ତାତିରୁ ମିଳିଛି ନିସ୍ତାର। ହେଲେ କାଳବୈଶାଖୀ ଯୋଗୁ ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିଛି। ଆଜି ମଧ୍ୟ ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବାର ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଗତକାଲି ବଜ୍ରାଘାତରେ...

ctc
ଏନ୍‌କାଉଣ୍ଟରରେ ୨ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

କଟକ: କଟକରେ ପୁଣି ଏନ୍‌କାଉଣ୍ଟର। ଚାଉଳିଆଗଞ୍ଜରେ କମିଶନରେଟ୍ ପୋଲିସ୍‌ର ଏନ୍‌କାଉଣ୍ଟରରେ ୨ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି। ଆହତ ଦ୍ୱୟ ହେଲେ କାଲା ବାବୁ ଓ ଅଲେଖ ରାଉତରାୟ। ଉଭୟେ ଟିଟୋ ଗ୍ୟାଙ୍ଗର ସଦସ୍ୟ ବୋଲି ସୂଚନା ମିଳିଛି।  ନିକଟରେ ସନ୍ଦିଗ୍ଧ ଆତଙ୍କବାଦୀ ରେହମାନର ଭାଇ ତାହିରଙ୍କୁ ଗୁଳି...

foreigner
ମହଙ୍ଗା ପଡିଲା ଫେସବୁକ୍‌ରେ ବିଦେଶିନୀଙ୍କ ସହ ବନ୍ଧୁତା : ହରବାଲ୍ ପାଉଡର କହି କୋରିଅର କଲେ ଅଦରକାରୀ ଗୁଣ୍ଡ

ଭୁବନେଶ୍ୱର : ଫେସବୁକ୍‌ରେ ବନ୍ଧୁତା, ପରେ ବ୍ୟବସାୟ ପାଇଁ ପ୍ଲାନ। ଆଉ ଶେଷରେ ଲକ୍ଷାଧିକ ଟଙ୍କାର ଠକେଇ। ଜଣେ ସରକାରୀ ବାବୁଙ୍କୁ ଏଭଳି ଚୁନା ଲଗାଇଛନ୍ତି ବିଦେଶିନୀ। ଏହି ବିଦେଶିନୀଙ୍କ ନାଁ କ୍ଲିଫଡ୍ ଜୋଫିଆ। ଘର ଇଂଲଣ୍ଡରେ। ଉଭୟଙ୍କ ମଧ୍ୟରେ ପ୍ରଥମେ ଫେସବୁକ୍‌ରେ ଫ୍ରେଣ୍ଡସିପ୍ ହେଲା। ଏହାପରେ ବ୍ୟବସାୟ...

jio
ଜିଓର ଆଇପିଏଲ ଧମାକା ଅଫର :୨୫୧ ଟଙ୍କାରେ ୧୦୨ଜିବି , ୫୧ଦିନ

ଶନିବାର ଠାରୁ ଆରମ୍ଭ ହେଉଛି ଆଇପିଏଲ ଧମାକା। ଏହାକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ । କ୍ରିକେଟ ପ୍ରେମୀଙ୍କ ଏହି ଉତ୍ସାହକୁ ଦ୍ୱିଗୁଣିତ କରିବାକୁ ଆଗେଇ ଆସିଛି ଦେଶର ପ୍ରମୁଖ ମୋବାଇଲ ଅପରେଟର କମ୍ପାନୀ ଜିଓ। ଆକର୍ଷଣୀୟ ୨୫୧ଟଙ୍କିଆ ଆଇପିଏଲ୍‌ ପ୍ୟାକ୍‌ ଘୋଷଣା କରିଛି। ୫୧...

teacher
ଏଣିକି ମାର୍କ ନୁହେଁ, ଇଣ୍ଟରଭ୍ୟୁରେ ହେବ ଶିକ୍ଷକ ନିଯୁକ୍ତି

ଭୁବନେଶ୍ୱର : ଶିକ୍ଷକ ନିଯୁକ୍ତି ନେଇ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ମାର୍କ ନୁହେଁ, ଇଣ୍ଟରଭ୍ୟୁରେ ପ୍ରଦର୍ଶନ ଭିତ୍ତିରେ ହେବ ଶିକ୍ଷକ ନିଯୁକ୍ତି। ଏହି ନିଷ୍ପତ୍ତି ଅନୁସାରେ ଷ୍ଟାଫ ସିଲେକ୍ସନ କମିଶନଙ୍କ ଭଳି ସଂସ୍ଥା ଜରିଆରେ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଶିକ୍ଷକ ନିଯୁକ୍ତି ପାଇଁ ପ୍ରାର୍ଥୀ...

moonsoon
ଆସନ୍ତା ୧୨-୧୩ ତାରିଖ ପର୍ଯ୍ୟନ୍ତ ଜାରି ରହିବ କାଳବୈଶାଖୀ ବର୍ଷା

ଭୁବନେଶ୍ୱର  : ଆସନ୍ତା ୧୨ – ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ କାଳବୈଶାଖୀ ବର୍ଷା। ପାଗରେ ସେଭଳି କିଛି ବିଶେଷ ପରିବର୍ତ୍ତନ ହେବ ନାହିଁ  ଉପକୂଳରେ ତାପମାତ୍ର କମ୍ ରହିବ ଏବଂ ଅପରାହ୍ଣରେ କାଳବୈଶାଖୀ ବର୍ଷା ହେବ ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ।...

amit saha
ବଲାଙ୍ଗିର ଯୁବ ସମାବେଶରେ ଅମିତ ଶାହାଙ୍କ ଉଦବୋଧନ : ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଲେ ଟାର୍ଗେଟ୍

ବଲାଙ୍ଗିର : ବଲାଙ୍ଗିରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ଦୁଇ ଦିନିଆ ଓଡିଶା ଗସ୍ତର ଶେଷ ଦିନରେ ବଲାଙ୍ଗିର କୋଶଳ କଳାମଣ୍ଡଳ ପଡିଆରେ ଆୟୋଜିତ ବିଜେପି ଯୁବମୋର୍ଚ୍ଚା ସମାବେଶରେ ଯୋଗଦେଇ ଅମିତ ଶାହା ‘ମିଶନ ୧୨୦’ ଉପରେ ଉତ୍ତର ରଖିଛନ୍ତି। କାଲି ୧୨୦ କଥା କହି ନଥିବା...