• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

salman
ବଢ଼ିପାରେ ସଲମାନ୍‌ଙ୍କ ସମସ୍ୟା!

ନୂଆଦିଲ୍ଲୀ: ଯାହା ଲାଗୁଛି ବଲିଉଡ଼୍‌ ଭାଇଜାନ୍ ସଲମାନ୍‌ ଖାନ୍‌ଙ୍କୁ ତାଙ୍କର ଭାଗ୍ୟ ତାଙ୍କୁ ସାଥ୍‌ ଦେଉନାହିଁ। କାରଣ ସଲମାନ୍‌ଙ୍କ ଜାମିନ ଆବେଦନର ଶୁଣାଣି କରିବାକୁ ଥିବା ଜଜ୍‌ଙ୍କ ବଦଳି ହୋଇଛି। ଯୋଧପୁର ସେସନ୍ସ କୋର୍ଟର ଜଜ୍‌ ରବୀନ୍ଦ୍ର କୁମାର ଯୋଶୀ, ଯିଏକି ବଲିଉଡ଼୍‌ ଅଭିନେତାଙ୍କ ଜାମିନ୍‌ ଉପରେ ଆଜି...

IPL
ଉଦଘାଟନୀ ଉତ୍ସବରେ ଯୋଗଦେବେ ବହୁ ବଲିଉଡ଼ କଳାକାର

ମୁମ୍ବାଇ: ଆଜିଠାରୁ ଆରମ୍ଭ ହେଉଛି ଆଇପିଏଲ୍‌ର ମହାସମର। ୨୦୦୮ରେ ଆରମ୍ଭ ହୋଇଥିବା ଆଇପିଏଲ୍‌ରେ ଏହା ୧୧ ତମ ସଂସ୍କରଣ।  ଉଦ୍‌ଘାଟନୀ ଉତ୍ସବରେ ରଙ୍ଗାରଙ୍ଗ  କାର୍ଯ୍ୟକ୍ରମ ସାଙ୍ଗକୁ ବହୁ ବଲିଉଡ କଳାକାର ଯୋଗ ଦେବେ। ଆଜି ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମରେ ସନ୍ଧ୍ୟା ୫ଟାରେ ଆରମ୍ଭ ହେବ। ଉଦ୍‌ଘାଟନୀ ସମାରୋହ କାର୍ଯ୍ୟକ୍ରମ...

encounter in ctc
ଦୁର୍ଦ୍ଦାନ୍ତ ଅପରାଧୀ ଆହତ

କଟକ: କଟକରେ ପୁଣି ଏନ୍‌କାଉଣ୍ଟର।  ଗତକାଲି ସନ୍ଧ୍ୟାରେ ଚୌଦ୍ୱାର ଅଞ୍ଚଳରେ ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଅଶୋକ ବେହେରା ଓରଫ୍ ଟୁଟୁନି ଆହତ ହୋଇଛି। ଟୁଟୁନିର ଗୋଡ଼ରେ ଗୁଳି ବାଜିଛି। ତାକୁ SCB ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଟୁଟୁନି ଠାରୁ ବନ୍ଧୁକ ଓ ଗୁଳି ଜବତ କରିଛି ପୋଲିସ। ...

air
୧୧୦ଟି ଲଢୁଆ ବିମାନ କିଣିବ ଭାରତ

ନୂଆଦିଲ୍ଲୀ: ଚୀନ ଓ ପାକିସ୍ତାନ ଭଳି ପଡ଼ୋଶୀ ରାଷ୍ଟ୍ର ସହିତ ସମ୍ପର୍କ ତିକ୍ତ ହେବାରେ ଲାଗିଥିବା ବେଳେ ଭାରତ ଧୀରେ ଧୀରେ ନିଜର ବାୟୁସେନାର ଶକ୍ତି ବଢ଼ାଇବାରେ ଲାଗିଛି। ବାୟୁ ସେନାକୁ ଆହୁରି ମଜବୁତ୍‌ କରିବା ପାଇଁ ଏବେ ଆମେରିକାଠାରୁ ୧୧୦ଟି ଲଢ଼ୁଆ ବିମାନ କିଣିବାକୁ ଯାଉଛି ଭାରତ।...

salman -1
ଶନିବାରକୁ ଘୁଞ୍ଚିଲା ସଲମାନଙ୍କ ଜାମିନ୍ ଆବେଦନ ଶୁଣାଣି

ଯୋଧପୁର : ଦବଙ୍ଗ ଖାନ୍ ଜେଲ୍‌କୁ ଯିବା ପରେ ପୁରା ବଲିଉଡ୍‌ରେ ହଲଚଲ। ସଲମାନଙ୍କ ପ୍ରଶଂସକମାନେ ଯେତିକି ମର୍ମାହତ, ତାଙ୍କୁ ନେଇ ଫିଲ୍ମ ନିର୍ମାଣ କରୁଥିବା ପ୍ରଯୋଜକ ଓ ନିର୍ଦ୍ଦେଶକମାନେ ମଧ୍ୟ ସେତିକି ଛାନିଆ। କାରଣ ସଲମାନଙ୍କ ମୁଣ୍ଡରେ ଏବେ ରହିଛି ପ୍ରାୟ ୬ ଶହ କୋଟି ଟଙ୍କାର...

salt-1
ସାବଧାନ ! ଅଧିକ ଲୁଣ ଖାଉଛନ୍ତି କି ? ଆୟୁଷ ହାନି ହୋଇପାରେ...

ବିନା ଲୁଣରେ ଖାଦ୍ୟ ରୁଚିକର ହୋଇନଥାଏ। ଏହା ଖାଦ୍ୟକୁ ସୁସ୍ୱାଦୁ କରିଥାଏ। ଏଣୁ ଆମର ଦୈନିନ୍ଦିନ ଜୀବନରେ ଲୁଣର ଆବଶ୍ୟକତା ନିହାତି ରହିଛି । ହେଲେ  ଆପଣ ଜାଣନ୍ତି ଏହି ଦରକାରୀ ଜିନିଷ ବେଳେବେଳେ ଆମର କ୍ଷତି ମଧ୍ୟ କରିଥାଏ। ସତର୍କତାର ସହ ଏହାକୁ ବ୍ୟବହାର ନକଲେ ଆପଣ...

thunder
କାଳବୈଶାଖୀ ବର୍ଷା ସହ ବଜ୍ରପାତ ନେଇ ସତର୍କ ସୂଚନା

ଭୁବନେଶ୍ୱର : ରାଜ୍ୟରେ କାଳବୈଶାଖୀ ବର୍ଷା ସହ କୁଆପଥର, ବଜ୍ରପାତ ନେଇ ସତର୍କ ସୂଚନା ।୧୪ଟି ଜିଲ୍ଲାର ଲୋକଙ୍କୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଗଜପତି, ରାୟଗଡ଼ା,କନ୍ଧମାଳ, ସୁନ୍ଦରଗଡ଼, ଅନୁଗୁଳ, ଦେବଗଡ଼, ଢେଙ୍କାନାଳ,ବଲାଙ୍ଗିର, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଜିଲ୍ଲା ପାଇଁ ସତର୍କ...

chunu
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ

ନୂଆଦିଲ୍ଲୀ : ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ। ୫୩ କେଜି ମହିଳା ଭାରୋତ୍ତଳନ ବର୍ଗରେ ଭାରତ ପାଇଁ ଦ୍ୱିତୀୟ ସ୍ୱର୍ଣ୍ଣ ଜିତିଛନ୍ତି ସଞ୍ଜିତା ଚାନୁ। ମଣିପୁରର ଏହି ୨୪ ବର୍ଷୀୟ ଭାରତ୍ତୋଳିକା ପପୁଆ ନିଉ ଗୁଏନାରର ଲୋଆ ଡିକାଙ୍କୁ ଫାଇନାଲ ରାଉଣ୍ଡରେ ପରାସ୍ତ...

drown
ପାଣିରେ ବୁଡ଼ି ୩ ଜଣ ନାବାଳିକାଙ୍କ ମୃତ୍ୟୁ

ଦେବଗଡ଼ : ପାଣିରେ ବୁଡ଼ିଯାଇ ୩ଜଣ ନାବାଳିକାଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦେବଗଡ଼ ଜିଲ୍ଲାରେ ୨ ଜଣ ଏବଂ କଳାହାଣ୍ଡି ଜିଲ୍ଲାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଦେବଗଡ଼ ବାରକୋଟ ସିଂହଶାଖ ଗାଁରେ ପୋଖରୀରେ ବୁଡି ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଛୁନକୁ ଓରାମଙ୍କ...

tito
ଅାତଙ୍କବାଦୀ ଅବଦୁର ରେହମାନ ଭାଇକୁ ଗୁଳିମାଡ଼ ଘଟଣାରେ ୮ ଗିରଫ

କଟକ  : କଟକ ଜଗତପୁରର ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁର ରେହମାନର ଭାଇ ସେକ୍ ତାହିରକୁ ଗୁଳିମାଡ଼ ଘଟଣାରେ ୮ ଜଣ ଗିରଫ। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ଟିଟୋ ଗ୍ୟାଙ୍ଗର ସଦସ୍ୟ ବୋଲି ସୂଚନା ମିଳିଛି। ଟେଣ୍ଡର ଫିକ୍ସିଂ ନେଇ ଗତ ୨୯ରେ ଜଗତପୁରରେ ତାହିରକୁ ଗୁଳିମାଡ଼ ହୋଇଥିଲା।...

debu bose
ଓଡ଼ିଆ ସିନେ ଅଭିନେତା ଦେବୁ ବୋଷ ଗୁରୁତର

ଭୁବନେଶ୍ୱର: ବରିଷ୍ଠ ଓଡ଼ିଆ ସିନେ ଅଭିନେତା ଦେବୁ ବୋଷଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର। ଏନେଇ ତାଙ୍କ ବଡ଼ ପୁଅ ସାର୍ଥକ ବୋଷ ସୂଚନା ଦେଇଛନ୍ତି। ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିବାର ଜଣାପଡ଼ିଛି। ଏବେ ଭେଣ୍ଟିଲେଟରରେ ରଖାଯାଇ ଦେବୁ ବୋଷଙ୍କ ଚିକିତ୍ସା ଚାଲିଛି। ପୂର୍ବରୁ ଦେବୁ ୨ ଥର...

bank robbery
ଦିନ ଦ୍ୱିପ୍ରହରରେ ବଡ଼ ଧରଣର ବ୍ୟାଙ୍କ ଡକାୟତି

ଅନୁଗୁଳ: ଦିନ ଦ୍ୱିପ୍ରହରରେ ବଡ଼ ଧରଣର ବ୍ୟାଙ୍କ ଡକାୟତି। ଅନୁଗୁଳ ସହରରେ ଥିବା ଆନ୍ଧ୍ର ବ୍ୟାଙ୍କ ଶାଖାରୁ ୨୦ଲକ୍ଷ ଟଙ୍କା ଓ ଲକରରୁ ସୁନା ଅଳଙ୍କାର ଲୁଟି ନେଇ ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ। ଆଜି ବ୍ୟାଙ୍କ ଖୋଲିବାର ମାତ୍ର କିଛି ସମୟ ମଧ୍ୟରେ ଅର୍ଥାତ୍ ସାଢ଼େ ୧୦ଟାବେଳେ ୬ଜଣ...

dead body found
ପେନ୍‌ସନ୍‌ ପାଇଁ ପୁଅ ଆଣୁଥିଲା ମୃତ ମା’ର ଟିପଚିହ୍ନ

କୋଲକାତା: କ’ଣ ଟଙ୍କା ଆଗରେ ସଂପର୍କର ମୂଲ୍ୟ କିଛି ନଥାଏ, ତାହା ବି ପୁଣି ମା-ପୁଅ ଭଳି ପବିତ୍ର ସଂପର୍କରେ। ତେବେ ଏମିତି ଏପରି ଏକ ଘଟଣା କୋଲକାତାରେ ଘଟିଛି, ଯାହାକି ଏହି କଥାକୁ ପୂରା ସତ୍ୟ ପ୍ରମାଣିତ କରୁଛି। କୋଲକାତାର ଜଣେ ୪୬ ବର୍ଷୀୟ ବ୍ୟକ୍ତି ଦୀର୍ଘ...