ମୁମ୍ବାଇ: ବହୁ ଚର୍ଚ୍ଚିତ ସାମ୍ବାଦିକ ଜ୍ୟୋତିର୍ମୟ ଦେ ହତ୍ୟା ମାମଲା। ମୁମ୍ବାଇ ମକୋକା କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ଅଣ୍ଡର ୱାର୍ଲଡ ଡନ୍ ଛୋଟା ରାଜନ ଦୋଷୀ ସାବ୍ୟସ୍ତ। ଅନ୍ୟତମ ଅଭିଯୁକ୍ତ ସାମ୍ବାଦିକା ଜିଗ୍ନା ଭୋରା ଦୋଷମୁକ୍ତ। ବାଲିରୁ ଗିରଫ ଛୋଟା ରାଜନ ଏବେ ତିହାର ଜେଲରେ ଅଛି। ୨୦୧୧,...
ପାଟଣାଗଡ଼ : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ୬ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଛି। ଆଜି ପୁଞ୍ଜିଲାଲଙ୍କୁ ପାଟଣାଗଡ ଏସ୍ଡିଜେଏମ୍ଙ୍କ କୋର୍ଟରେ ହାଜର କରାଯିବ। ଘଟଣାରେ ତଦନ୍ତ ଜାରି ରହିଥିବାରୁ ଅଧିକ ପଚରାଉଚରା ପାଇଁ କ୍ରାଇମବ୍ରାଞ୍ଚ ପୁଣିଥରେ ପୁଞ୍ଜିଲାଲଙ୍କୁ ରିମାଣ୍ଡରେ ଆଣିବାକୁ...
ଜୟପୁର : କୋରାପୁଟ ଜିଲ୍ଲା ଜୟପୁରରେ ଭାଇରାଲ୍ ହୋଇଛି ବିବାହିତ ଆଦିବାସୀ ମହିଳାଙ୍କର ଅନ୍ତରଙ୍ଗ ଭିଡ଼ିଓ। ଗତ ୨୦ ତାରିଖରେ ବିବାହ ହୋଇଥିବା ଆଦିବାସୀ ମହିଳାଙ୍କ ଭିଡ଼ିଓ ଭାଇରାଲ୍ କରିଛନ୍ତି ପୂର୍ବତନ ପ୍ରେମିକ। ମିଳିଥିବା ସୂଚନା ଅନୁସାରେ, ପୂର୍ବତନ ପ୍ରେମିକ ମହିଳାଙ୍କ ସ୍ୱାମୀଙ୍କ ପାଖକୁ ଭିଡ଼ିଓ ପଠାଇଥିଲେ। ବୋରିଗୁମ୍ମା...
In strongest possible words I condemn those regressive and reactionary organisations who are threatening Sona Mahapatra for making a music video of a Amir Khusrau ‘ Geet . These mullas should know that Amir Khusrau...
ନୂଆଦିଲ୍ଲୀ : ବିମାନରେ ଯାତ୍ରୀଙ୍କୁ ମିଳିବ ଫୋନରେ କଥାହେବା ସହ ଇଣ୍ଟରନେଟ ବ୍ୟବହାର କରିବା ପାଇଁ ସୁଯୋଗ। ବିମାନରେ ଯାତ୍ରୀଙ୍କୁ ଫୋନ ସେବା ନେଇ ଟେଲିକମ ବିଭାଗ ପକ୍ଷରୁ ମିଳିଛି ଗ୍ରୀନ ସିଗ୍ନାଲ ନିଷ୍ପତ୍ତି। ଫଳରେ ଘରୋଇ କିମ୍ବା ବିଦେଶୀ ବିମାନରେ ଯାତ୍ରା ସମୟରେ ଯାତ୍ରୀଙ୍କୁ ଏହି ସୁବିଧା...
ଭୁବନେଶ୍ୱର : ଭୁବନେଶ୍ୱରରେ ପାଳିତ ହୋଇଛି ରାଜ୍ୟ ସ୍ତରୀୟ ଶ୍ରମିକ ଦିବସ। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଶୁଣ ଶ୍ରମିକ’ ଗୋଷ୍ଠୀ ରେଡ଼ିଓ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏଥିସହ ପ୍ରବାସୀ ଶ୍ରମିକଙ୍କ ପାଇଁ ରାଜ୍ୟର ୩ଟି ଜିଲ୍ଲାରେ ପ୍ରତିଷ୍ଠା ହୋଇଥିବା ସହାୟତା ଓ ସାଧନ କେନ୍ଦ୍ର...
ନୂଆଦିଲ୍ଲୀ : ଦେଶରେ ବଢ଼ୁଥିବା ନାବାଳିକା ଦୁଷ୍କର୍ମ ଘଟଣାକୁ ନେଇ ସବୁ ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ। ପୋକ୍ସୋ ଆଇନ ଅନୁସାରେ ଏଭଳି ମାମଲାଗୁଡିକର ପରିଚାଳନା ଓ ତଦାରଖ ପାଇଁ କମିଟି ଗଠନ ଲାଗି ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର,...
ଭୁବନେଶ୍ୱର : ଆଜି ବି ବିଧାନସଭା ଆରମ୍ଭରୁ ହଙ୍ଗାମା। ଗୃହର ମଧ୍ୟ ଭାଗକୁ ଆସି ବିରୋଧୀଙ୍କ ହୋହାଲ୍ଲା। ବିରୋଧୀ କଂଗ୍ରେସ ଦେଇଥିବା ମୁଲତବି ନୋଟିସ ଗ୍ରହଣ ନହେବାରୁ ଦଳୀୟ ବିଧାୟକ ମାନେ ଗୃହର ମଧ୍ୟଭାଗକୁ ଆସି ହୋହାଲ୍ଲା କରିଥିଲେ। ରାଜ୍ୟର ଲକ୍ଷ ଲକ୍ଷ ଯୁବକଯୁବତୀ ବେକାର, ନିଯୁକ୍ତି କିମ୍ବା...
ଭୁବନେଶ୍ୱର : ବରିଷ୍ଠ ଅଧିକାରୀ ସ୍ତରରେ ବଡ଼ଧରଣର ଅଦଳବଦଳ। ଜି.ଭି.ଭି ଶର୍ମା ବୋର୍ଡ଼ ଅଫ୍ ରେଭିନ୍ୟୁ ସଦସ୍ୟ ହୋଇଥିବା ବେଳେ ମୋନା ଶର୍ମା ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଭାବେ ଅବସ୍ଥାପିତ କରାଯାଇଛି। ବିଷ୍ଣୁପଦ ସେଠୀ SRC ସହ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ ତୁଳାଇବେ। ବିଶାଲ...
ମୁମ୍ବାଇ: ଗୋଟିଏପଟେ ବଲିଉଡ଼ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଗୋପନୀୟ ବିବାହକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବାବେଳେ ଅନ୍ୟପଟେ ମଙ୍ଗଳସୂତ୍ର ସହ ପ୍ରିୟଙ୍କାଙ୍କ ଫଟୋକୁ ନେଇ ସମସ୍ତେ ଦ୍ୱନ୍ଦରେ ପଡ଼ିଯାଇଛନ୍ତି। ସତରେ କ’ଣ ପ୍ରିୟଙ୍କା ଲୁଚି କି ବିବାହ କରିଛନ୍ତି ନା ଆଉ କିଛି। ଏମିତି ଅନେକ କଥା ମନ...