ଭୁବନେଶ୍ୱର: ଦାବି ହାସଲ ପାଇଁ ରାଜଧାନୀରେ ଗର୍ଜିଲେ ରାଜସ୍ୱ ଅମଲା ସଙ୍ଘ କର୍ମଚାରୀ। ୪ ଦଫା ଦାବିରେ ଆଜି ଲୋୟର ପିଏମ୍ଜିରେ ବିଶାଳ ରାଲିରେ ଏକାଠି ହୋଇଥିଲେ ହଜାର ହଜାର କର୍ମଚାରୀ। ଦାବୀ ପୂରଣ ନହେଲେ ଆସନ୍ତାକାଲିଠାରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଆନ୍ଦୋଳନ ଚାଲୁ ରଖିବାକୁ ନିଷ୍ପତ୍ତି ନେଇଛି...
ପାଟନା: ବିହାର ମୋତିହାର ସଡ଼କ ଦୁର୍ଘଟଣାରେ କୌଣସି ବି ବ୍ୟକ୍ତିଙ୍କ ମୃତ୍ୟୁ ହୋଇନାହିଁ। ଗତକାଲି ସଡ଼କ ଦୁର୍ଘଟଣାରେ ୨୭ ଜଣଙ୍କ ମୃତ୍ୟୁ ଖବର ମିଛ ବୋଲି କହିଛନ୍ତି ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ଦିନେଶ ଯାଦବ। ଯାତ୍ରୀଙ୍କ ମୃତ୍ୟୁ ଖବର କେବଳ ଅପପ୍ରଚାର ଥିଲା ବୋଲି ସେ...
ଶ୍ରୀନଗର: ସ୍ୱାଧୀନତାର ୭୦ ବର୍ଷ ପରେ ମଧ୍ୟ ଆମ ଦେଶର ଗାଁ ଗହଳିରେ ସ୍ୱଚ୍ଛତା ସାତ ସପନ। ଏବେ ବି ଖୋଲା ପଡ଼ିଆ, ରାସ୍ତାର ଦୁଇ କଡ଼େ, ରେଳ ଲାଇନ୍ରେ ଲୋକେ ଶୌଚ କରୁଛନ୍ତି। ହେଲେ ଜାମ୍ମୁ ଓ କାଶ୍ମୀର ରାଜ୍ୟର ଉଦ୍ଧମପୁରର ଜଣେ ବୃଦ୍ଧାଙ୍କର ଉଦ୍ୟମ ଏକ...
ନୂଆଦିଲ୍ଲୀ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହୋଇପାରେ ଘୂର୍ଣ୍ଣିଝଡ଼। ଏଥିପାଇଁ ଦେଶର ୪ଟି ରାଜ୍ୟକୁ ସତର୍କ କରିଛନ୍ତି କେନ୍ଦ୍ର ସରକାର। ଘୂର୍ଣ୍ଣିଝଡ଼ ନେଇ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ପରେ ଗୃହମନ୍ତ୍ରଣାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଓଡ଼ିଶା, ପଶ୍ଚିମବଙ୍ଗ, ବିହାର ଏବଂ ଉତ୍ତର ପ୍ରଦେଶକୁ ସତର୍କ...
ବେଙ୍ଗାଲୁରୁ: ଡିଜିଟାଲ୍ ଇଣ୍ଡିଆ ସ୍ୱପ୍ନ ସାକାର କରିବା ପାଇଁ ମୋଦି ଆଉ ପାଦେ ଆଗେଇଛନ୍ତି। କର୍ଣ୍ଣାଟକ ନିର୍ବାଚନ ପାଇଁ ବିଜେପି ଜାରି କରିଥିବା ଇସ୍ତାହାରରେ ମହିଳାଙ୍କୁ ସ୍ମାର୍ଟ ଫୋନ୍ ଦେବାକୁ ଘୋଷଣା କରିଛି। ତେବେ ଏହା ସବୁ ବର୍ଗର ମହିଳାଙ୍କୁ ମିଳିବ ନାହିଁ। କେବଳ ବିପିଏଲ୍ ବର୍ଗର ମହିଳାଙ୍କୁ...
ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀର ତଣ୍ଡବ ଜାରି ରହିଛି। ଆଜି ପୁଣି ବର୍ଷା, ପବନ ଓ ବଜ୍ରପାତ ନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ। ୭ଟି ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ ଏବଂ ଅନୁଗୁଳ...
ଭୁବନେଶ୍ୱର: ବମିଖାଲରେ ନିର୍ମାଣାଧିନ ଓଭରବ୍ରିଜ ଦୁର୍ଘଟଣାକୁ ନେଇ ସାଂଘାତିକ ଅଭିଯୋଗ ଆଣିଛି ରାଜ୍ୟ ଠିକାଦାର ସଂଘ। ସରକାରୀ ଇଞ୍ଜିନିୟରଙ୍କ ଅବହେଳା ସହ ପିସି କାରବାର ପାଇଁ ଏଭଳି ଦୁର୍ଘଟଣା ହେଲା ବୋଲି ଅଭିଯୋଗ ଉଠାଇଛନ୍ତି ସଂଘ ସଭାପତି ପ୍ରଭାତ ଦାସ। ଦୁର୍ଘଟଣା ପାଇଁ ଦାୟିତ୍ୱରେ ଥିବା ଇଞ୍ଜିନିୟରମାନଙ୍କୁ ସେ...
କଟକ: ମେ’ ୭ ତାରିଖରେ ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇବ। ଏହି ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଜାହାନଆରା ବେଗମ୍। ୭ ତାରିଖ ସକାଳ ୯ଟାରେ ପରୀକ୍ଷାଫଳ ପ୍ରକାଶ ପାଇବ ଓ ସେହିଦିନ ଅପରାହ୍ନରେ ପରୀକ୍ଷା OMR ସିଟ୍ ମଧ୍ୟ ଦେଖି ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।...
ଭୁବନେଶ୍ୱର: ଧଳ ସାମନ୍ତ ବ୍ରଦର୍ସ ଲିଙ୍କ୍ ନେଇ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଆସନ୍ତା ୭ତାରିଖ ଦିନ ସମସ୍ତ କାଗଜପତ୍ର ସହ ହାଜର ହେବାକୁ ପ୍ରଣବଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୨୦୦୫ରୁ ୨୦୧୦ ଯାଏଁ ସବୁ ଅଡିଟ୍ ରିପୋର୍ଟ ଧରି ଆସିବାକୁ ଇଡି...
ରାଉରକେଲା: ବମିଖାଲ ଓଭରବ୍ରିଜ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାଉରକେଲା ନିକଟ ଲାଠିକଟାରେ ରାସ୍ତାରୋକ କରିଛନ୍ତି ମୃତ ଶ୍ରମିକଙ୍କ ପରିବାର ଓ ଗାଁ ଲୋକେ। ବ୍ରିଜ ନିର୍ମାଣ କରୁଥିବା କମ୍ପାନୀ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଛନ୍ତି। ଗତକାଲି ରାତିରେ ବମିଖାଲ...
ନୂଆଦିଲ୍ଲୀ: ଉତ୍ତର ଓ ପଶ୍ଚିମ ଭାରତରେ ହୋଇଥିବା ଧୂଳିଝଡ଼ରେ ମୃତ୍ୟୁ ସଂଖ୍ୟା ୧୧୦କୁ ବୃଦ୍ଧି ପାଇଛି। ଏଥିସହ ୨୦୦ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି। ବିପଦ ଏବେ ବି ଟଳି ନାହିଁ। କାରଣ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜସ୍ଥାନରେ ଆଉ ଏକ ବଡ଼ ଧୂଳିଝଡ଼...
ଭୁବନେଶ୍ୱର: ନିର୍ମାଣାଧୀନ ବମିଖାଲ ଓଭରବ୍ରିଜ୍ ଦୁର୍ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଘଟଣାରେ ସେ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ସେହିପରି ଆହତଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ...
ବ୍ରହ୍ମପୁର: ବ୍ରହ୍ମପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ପାଳିତ କନ୍ୟାକୁ ଚେଙ୍କ ଦେଇଛି ବାପା। ବ୍ରହ୍ମପୁର ବଡ଼ବଜାର ଥାନା ଶ୍ରୀରାମନଗରରେ ଏଭଳି ଘଟଣା ଘଟିଛି। ଶିଶୁଟି ଅଝଟ ହେବାରୁ ବାପା ତତଲା ଖଡ଼ିକାରେ ଚେଙ୍କ ଦେଇଥିବା ଅଭିଯୋଗ ହୋଇଛି। ଶିଶୁର ମୁହଁ ଓ ହାତରେ ଗଭୀର ଆଘାତ ଲାଗିଛି।...
ଆବ୍ୟକୀୟ ସାମଗ୍ରୀ: ମାଂସ, ବାଇଗଣ, ପିଆଜ, ଗୁଜରାତି, ଅଦା, ରସୁଣ, ତେଜପତ୍ର, ଟମାଟୋ, ଡାଲଚିନି, କଞ୍ଚାଲଙ୍କା, ଲୁଣ, ହଳଦୀ ଓ ତେଲ ପ୍ରସ୍ତୁତି ପ୍ରଣାଳୀ: ମାଂସକୁ ପରିଷ୍କାର କରି ଛୋଟ ଛୋଟ କାଟନ୍ତୁ। ବାଇଗଣ ଏବଂ ପିଆଜକୁ ଅଲଗା ଅଲଗା କରି ଛୋଟ ଛୋଟ କାଟନ୍ତୁ। ରସୁଣ, ଅଦା,...
ମୁମ୍ବାଇ: ଦୀର୍ଘ ୨୭ ବର୍ଷ ପରେ ପୁଣି ପରଦାରେ ବଲିଉଡ଼୍ର ୨ଜଣ ପ୍ରସିଦ୍ଧ ଅଭିନେତାଙ୍କୁ ଏକାଠି ଦେଖିବାକୁ ମିଳିଛି। ଫିଲ୍ମ ଫ୍ରାଇଡ଼େରେ ରିଲିଜ୍ ହୋଇଥିବା କମେଡି ଡ୍ରାମା ଫିଲ୍ମ 102 NOT OUT ରେ ଅଭିନେତା ଅମିତାଭ ବଚ୍ଚନ ଓ ଋଷି କପୁର ଏକାଠି ନଜର ଆସିଛନ୍ତି। ଏଥିରେ...