ପୁରୀ : ଶ୍ରୀକ୍ଷେତ୍ରରେ ରଥ ନିର୍ମାଣରେ ବିଭ୍ରାଟ ଘଟଣାରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥର ଫାଟଥିବା ପହିକୁ ବଦଳାଯାଇ ନୂଆ ପହି ଲଗାଯାଇଛି। ଏଥିସହ ନନ୍ଦିଘୋଷ ଓ ତାଳଧ୍ୱଜର ଫାଟ ଥିବା ଅଖ କାଠକୁ ମଧ୍ୟ ବଦଳାଯାଉଛି। ପ୍ରଶାସନ ପକ୍ଷରୁ ନୂଆ ଅଖ ପାଇଁ କାଠ ଯୋଗାଇଦିଆଯାଇଛି ଏବଂ...
କଟକ : ନକଲି ଘିଅ, ତେଲ ଓ ଜର୍ଦ୍ଦା ପରେ ଏବେ ଠାବ ହୋଇଛି ନକଲି ସିମେଣ୍ଟ କାରଖାନା। କଟକ ଜଗତପୁର ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟରେ ଏହି ନକଲି ସିମେଣ୍ଟ କାରଖାନା ଠାବ କରିଛି ଜଗତପୁର ପୋଲିସ। ସେହି କାରଖାନାରୁ ୭ହଜାର ୫ଶହ ବସ୍ତା ନକଲି ସିମେଣ୍ଟ ସହ ବିଭିନ୍ନ...
ବଲାଙ୍ଗିର : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେରଙ୍କୁ ଧରି ରାୟପୁରରେ ଛାନ୍ଭନ୍ ଜାରି ରଖିଛି କ୍ରାଇମବ୍ରାଞ୍ଚ। ଗତ ଦୁଇ ଦିନ ହେଲା ପୁଞ୍ଜିଲାଲକୁ ବିଭିନ୍ନ ସ୍ଥାନକୁ ନେଇ କ୍ରାଇମବ୍ରାଞ୍ଚ ଡେମୋ କରାଉଛି। ତେବେ ଯେଉଁ ଅଟୋ ଚାଳକଙ୍କ ସହାୟତାରେ ପୁଞ୍ଜିଲାଲ୍ କୋରିୟର...
ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ପୁଣି ଏନ୍କାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ୫ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ କାଶ୍ମୀର ବିଶ୍ୱବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ମହମ୍ମଦ ରଫି ଭଟ୍ଟ ଓ ଟପ୍ ହିଜ୍ବୁଲ୍ କମାଣ୍ଡର ଥିବା ଜଣାପଡିଛି। ମୃତ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଆତଙ୍କୀ ନେତା ବୁରହାନ ୱାନି ସହ ସଂପୃକ୍ତି...
କଟକ: ଆମ ଗହଣରେ ଆଉ ନାହାନ୍ତି ଏ ବନର ଛାଇ ଓ ମୁଁ ଯେ ଜାଣେନା କାହା ବାଟ ରହିଛି ଚାହିଁ ଭଳି ଲୋକପ୍ରିୟ ଏଭର୍ଗ୍ରୀନ୍ ଗୀତର ଗୀତିକାର ଗୁରୁକୃଷ୍ଣ ଗୋସ୍ୱାମୀ। ଆଜି ସକାଳେ କଟକ ସେଲ୍ଟର ଛକସ୍ଥିତ ବାସଭବନରେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ତାଙ୍କର ପରଲୋକ...
ମାଲକାନଗିରି: ଗୁରୁପ୍ରିୟା ସେତୁର ସୁରକ୍ଷା ଚିନ୍ତା। ସେତୁରେ ଲଗାଗଲା ସିସିଟିଭି କ୍ୟାମେରା। ସେତୁର ତଳ, ଉତ୍ତର ପାର୍ଶ୍ୱ ଓ ଉତ୍ତର ପାର୍ଶ୍ୱର ଉପରି ଭାଗରେ ମୋଟ ୬ଟି ସିସିଟିଭି କ୍ୟାମେରା ଲଗାଯାଇଛି। ଏହାଦ୍ୱାରା ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖାଯିବା ସହ ସେତୁର ସୁରକ୍ଷା ଲାଗି ବିଏସଏଫ୍ ଯବାନଙ୍କୁ...
ଆବଶ୍ୟକୀୟ ସାମଗ୍ରୀ: ଚୂନା ମାଛ, ବୋଇତି କଖାରୁ ପତ୍ର, ଚାଉଳ, ସୋରିଷ, ରସୁଣ, ଜିରା, ଶୁଖିଲା ଲଙ୍କା, ସୋରିଷ ତେଲ, ଲୁଣ ଓ ହଳଦୀ। ପ୍ରସ୍ତୁତି ପ୍ରଣାଳୀ: ଚୂନା ମାଛକୁ ଭଲ ଭାବରେ ବାଛି ନିଅନ୍ତୁ। ଚାଉଳକୁ ପାଣିରେ ଭିଜାଇ ବାଟି ନିଅନ୍ତୁ। ସୋରିଷ, ଜିରା, ଲଙ୍କାକୁ ବାଟି...
ଖୋର୍ଦ୍ଧା: ୧୦୦୦ କୋଟି ଟଙ୍କା ବ୍ୟୟରେ ଖୋର୍ଦ୍ଧାରେ ୨ଟି ଦକ୍ଷତା ବିକାଶ ପ୍ରତିଷ୍ଠାନ (ସ୍କିଲ୍ ଡେଭଲପ୍ମେଣ୍ଟ ସେଣ୍ଟର) ପ୍ରତିଷ୍ଠା କରାଯିବାନେଇ କେନ୍ଦ୍ର ଯୋଜନା କରୁଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ତରଫରୁ ବରୁଣେଇ ପାହାଡ ତଳେ ରାଜ୍ୟ ସରକାର ଯୋଗାଇ ଦେଇଥିବା ୬୦...
ଭୁବନେଶ୍ୱର: ପଣ୍ଡା ଇନ୍ଫ୍ରା ପ୍ରୋଜେକ୍ଟସ୍ କମ୍ପାନୀ ମାଲିକ ପ୍ରତାପ କିଶୋର ପଣ୍ଡାଙ୍କ ଜାମିନ ଆବେଦନ ଖାରଜ। ଗତକାଲି ଭୁବନେଶ୍ୱର SDJM କୋର୍ଟରେ ତାଙ୍କ ଜାମିନ ଆବେଦନ କରାଯାଇଥିବା ବେଳେ କୋର୍ଟ ଏହି ଆବେଦନକୁ ଖାରଜ କରି ଦେଇଛନ୍ତି। ବମିଖାଲ ଓଭର ବ୍ରିଜ୍ ଦୁର୍ଘଟଣାରେ ତାଙ୍କର ସିଧାସଳଖ ସଂପୃକ୍ତି ନଥିବା...
ବ୍ରହ୍ମପୁର: ଭଞ୍ଜନଗର ବୁଗୁଡ଼ା ଥାନା ବାଘୁଆ ଜଙ୍ଗଲରେ ଏନ୍କାଉଣ୍ଟରରେ ଆହତ ଅପରାଧୀ ଶ୍ରୀକାନ୍ତ ରଣାର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି। ଶ୍ରୀକାନ୍ତର ମୃତ୍ୟୁ ନେଇ ଭଞ୍ଜନଗର SDPO ସୂଚନା ଦେଇଛନ୍ତି। ଏନ୍କାଉଣ୍ଟରରେ ଶ୍ରୀକାନ୍ତ ଆହତ ହେବା ପରେ ବ୍ରହ୍ମପୁର MKCGରେ ଭର୍ତ୍ତି ହୋଇଥିଲେ। ସୂଚନାଥାଉ କି, ଗତକାଲି ପୋଲିସ୍...
ନୂଆଦିଲ୍ଲୀ/ଭୁବନେଶ୍ୱର: ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଜି ସାରା ଦେଶରେ ଅନୁଷ୍ଠିତ ହେଉଛି ନ୍ୟାସନାଲ ଏଲିଜିବିଲିଟି ଆଣ୍ଡ୍ ଏନଟ୍ରାନ୍ସ ଟେଷ୍ଟ ବା ନିଟ୍। ସକାଳ ୧୦ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ଆବେଦନକାରୀ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରକୁ ସକାଳ ୭ଟା ୩୦ ମିନିଟ୍ରୁ ଆଡମିଟ୍ କାର୍ଡ...
ଭୁବନେଶ୍ୱର : ସମୟ ରାତି ଗୋଟାଏ। ବମିଖାଲ ଓଭରବ୍ରିଜର ଦୁର୍ଘଟଣା ସ୍ଥାନରୁ ମାତ୍ର ୫ ମିଟର ଦୂରରେ ଚାଲିଛି ପାଇଲିଂ କାମ। ଏଠି ଅନ୍ଧାରରେ ଠିଆ ହୋଇ ମେସିନକୁ ଅପରେଟ କରୁଛନ୍ତି ଶ୍ରମିକ। ପାଦରେ ଜୋତା ନାହିଁ କି ମୁଣ୍ଡରେ ହେଲମେଟ ନାହିଁ। ହଠାତ୍ କ୍ୟାମେରା ଦେଖିବା ପରେ...
ଭୁବନେଶ୍ୱର : ସ୍ପୋର୍ଟସ ବନାମ ସିନେମା। କ୍ଷତିରେ ଚାଲିଥିବା ସିନେ ଶିଳ୍ପକୁ ଦୁର୍ବଳ କରି ଖେଳ ଭିତ୍ତିଭୂମି ନିର୍ମାଣ ପ୍ରସ୍ତାବକୁ ଆରମ୍ଭ ହୋଇଛି ଏକ ନୂଆ ବିବାଦ। ଓଡିଆ ସିନେ ଦୁନିଆର ମୁକସାକ୍ଷୀ କଳିଙ୍ଗ ଷ୍ଟୁଡିଓ। ପ୍ରାୟତଃ ଅଚଳ ଅବସ୍ଥାରେ ପଡ଼ି ରହିଥିବା ଏହି ଷ୍ଟୁଡିଓ ଉପରେ ଏବେ...
ଶ୍ରୀନଗର : ଜାମ୍ମୁ ଓ କାଶ୍ମୀର ଶ୍ରୀନଗରରେ ହୋଇଥିବା ଏନକାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିହତ। ଏହା ସହିତ ପ୍ରାୟ ୪ ଘଣ୍ଟା ଧରି ଚାଲିଥିବା ଏନ୍କାଉଣ୍ଟର ଶେଷ ହୋଇଛି। ଏନ୍କାଉଣ୍ଟରରେ ୩ ଜଣ ସିଆର୍ପିଏଫ୍ ଯବାନ ଓ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଆଜି ଭୋର୍ରୁ...