ପୁରୀ: ପୁରୀ ବେଳାଭୂମିରେ ଆନ୍ତର୍ଜାତିକ ଖ୍ୟାତି ସଂପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା। ରାଜ୍ୟରେ କୁନିକୁନି ଝିଅମାନଙ୍କ ଉପରେ ଘଟୁଥିବା ପାଶବିକ ଅତ୍ୟାଚାର ରୋକିବା ଲାଗି ସମାଜରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସେ ଏହି ପ୍ରୟାସ କରିଛନ୍ତି। କୁନି କୁନି ଝିଅ ଆମ ଝିଅ...
ଭୁବନେଶ୍ୱର: ନିର୍ମାଣାଧୀନ ବମିଖାଲ ଓଭରବ୍ରିଜ୍ ଦୁର୍ଘଟଣାରେ ନିର୍ମାଣକାରୀ ସଂସ୍ଥା ପଣ୍ଡା ଇନ୍ଫ୍ରା ପ୍ରୋଜେକ୍ଟ ମାଲିକ ପ୍ରତାପ କିଶୋର ପଣ୍ଡା ଗିରଫ ହୋଇଛନ୍ତି। ପ୍ରୋଜେକ୍ଟ ମାଲିକ ପ୍ରତାପ ପଣ୍ଡାଙ୍କୁ ଗିରଫ କରାଯାଇଥିବା ନେଇ କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା ମିଳିଛି। ଗତକାଲି ଭୁବନେଶ୍ୱର ବମିଖାଲର ନିର୍ମାଣାଧୀନ ଓଭବ୍ରିଜ୍ର ଲୁହା ରଡ଼୍ରେ...
ଭୁବନେଶ୍ୱର: ଆସନ୍ତା ୨୧ ତାରିଖରେ ଚତୁର୍ଥ ପାଳିର ୪ ବର୍ଷ ପୂରଣ କରିବାକୁ ଯାଉଛି ଶାସକ ବିଜୁ ଜନତା ଦଳ(ବିଜେଡି)। ତେବେ ଏହାପୂର୍ବରୁ ଆସନ୍ତା ୮ ତାରିଖ ଠାରୁ ସମସ୍ତ ବିଭାଗର ରିପୋର୍ଟ କାର୍ଡ ନେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଭାଗୀୟ ସଚିବ ମାନଙ୍କ ଉପସ୍ଥିତିରେ ଆସନ୍ତା ୮...
ଭୁବନେଶ୍ୱର : ଭୁବନେଶ୍ୱର ବମିଖାଲ ଓଭର ବ୍ରିଜ୍ରେ ପୁଣି ଦୁର୍ଘଟଣା। ନିର୍ମାଣାଧିନ ବ୍ରିଜର ଲୁହା ରଡ୍ରେ ଚାପି ହୋଇ ୨ ଶ୍ରମିକ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଉଭୟଙ୍କୁ ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣଙ୍କ ଅବସ୍ଥା ସଂକଟାପନ୍ନ...
ଭୁବନେଶ୍ୱର : ପୁଣି ବମିଖାଲ ଓଭର ବ୍ରିଜ୍ରେ ଦୁର୍ଘଟଣା। ଲୁହା ରଡ୍ରେ ଚାପି ହୋଇ ୨ ଶ୍ରମିକ ଗୁରୁତର। ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ବାରମ୍ୱାର ଦୁର୍ଘଟଣା ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକ ରାସ୍ତା ଅବରୋଧ କରିଛନ୍ତି। ଏ ଘଟଣା ପ୍ରସାରିତ ହେବା କ୍ଷଣି...
ଭୁବନେଶ୍ୱର : ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ୍ରେ ହେବ ପୂର୍ବାଞ୍ଚଳ ରିଜିଓନାଲ ଆଥଲେଟିକସ ଏକାଡେମୀ। ପ୍ରଥମ ପର୍ଯ୍ୟାୟରେ ୨୦୦, ୪୦୦, ୮୦୦ ମିଟର ଆଦି ଦୌଡ ଇଭେଣ୍ଟରେ ପ୍ରଶିକ୍ଷଣ ଦିଆଯିବ। ୩୦ ଜଣ ପ୍ରତିଭାବାନ୍ ଆଥଲେଟଙ୍କୁ ଚୟନ କରାଯାଇ ଏକାଡେମୀରେ ଦିଆଯିବ ପ୍ରଶିକ୍ଷଣ। ଦ୍ୱିତୀୟ ପର୍ଯ୍ୟାୟରେ ୧୫ଶହ ମିଟର, ହେପଟାଥଲନ...
ନୂଆଦିଲ୍ଳୀ : ୬୫ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ହୋଇଛି। ଆଜି ନୂଆଦିଲ୍ଳୀ ବିଜ୍ଞାନ ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗରେ ବିଜେତାଙ୍କୁ ପୁରସ୍କୃତ କରାଯାଇଛି। ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ର ‘ହାଲୋ ଆର୍ସି’ ପାଇଁ ପାଇଛନ୍ତି ସ୍ୱତନ୍ତ୍ର ପୁରସ୍କାର। ପ୍ରଥମ ପର୍ଯ୍ୟାୟରେ ସୂଚନା ଏବଂ ପ୍ରସାରଣ...
ଭୁବନେଶ୍ୱର : ପୁଣି ଆଳୁ ଦର ବେଲଗାମ୍। ହଠାତ୍ ଆଳୁ ଦର କିଲୋ ପ୍ରତି ୫ ଟଙ୍କା ବଢିଯାଇଛି। କଟକ ଛତ୍ରବଜାର ପରିବା ମଣ୍ଡିରେ ଆଳୁ ୩ କେଜିକୁ ବିକ୍ରି ହେଉଛି ୫୦ ଟଙ୍କାରେ। ପୂର୍ବରୁ ଏହି ଦର ୩୦ରୁ ୩୫ ଟଙ୍କା ଥିଲା। ସେପଟେ ଖୁଚୁରା ବ୍ୟବସାୟୀ...
ପୁରୀ : ଚିଲିକାରେ ମାଛ ଧରିବାକୁ ଯାଇଥିବା ନିଖୋଜ ୪ ମତ୍ସ୍ୟଜୀବୀ ଉଦ୍ଧାର। ସ୍ଥାନୀୟ ଲୋକେ ଏହି ୪ ଜଣଙ୍କୁ ଉଦ୍ଧାର କରିଛନ୍ତି। ସୂଚନା ଅନୁସାରେ ପୁରୀ ଜିଲ୍ଲା କଣାସ ବ୍ଲକ କଉଡ଼ିଖୁଣି ଗାଁର କିଛି ବ୍ୟକ୍ତି ଚିଲିକାକୁ ମାଛ ମାରିବାକୁ ଯାଇଥିଲେ। ଏହି ସମୟରେ କାଳବୈଶାଖୀ ବର୍ଷା...
ଭୁବନେଶ୍ୱର : ନାଗ ସାପ ଅଣ୍ଡା ଦେବାର ଭିଜୁଆଲ। କ୍ୟାମେରାରେ ଏହାର ଭିଜୁଆଲ ଉତ୍ତୋଳନ ହୋଇଛି। ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟରରେ ଏହି ନାଗ ସାପଟି ଅଣ୍ଡା ଦେଇଥିଲା। ପ୍ରକୃତରେ ଜଣକ ଘରୁ ଏହି ନାଗସାପକୁ ଧରା ଯାଇଥିଲା। ଜଙ୍ଗଲରେ ଛାଡ଼ିବା ବେଳେ ଜଣାପଡ଼ିଲା ଯେ, ସାପଟି ଅଣ୍ଡା...
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଓ ରାଜସ୍ଥାନରେ ଧୂଳିଝଡର ତାଣ୍ଡବ। ପ୍ରଳୟଙ୍କାରୀ ଧୂଳିଝଡରେ ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଉତ୍ତରପ୍ରଦେଶରେ ୪୫ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆଗ୍ରାରେ କେବଳ ୩୬ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଧୂଳିଝଡର...
ହାଇଦ୍ରାବାଦ୍: ରେଳ ଷ୍ଟେସନ୍ରେ ଆପଣ ଚା’ କିମ୍ବା କଫି ପିଉଛନ୍ତି କି ? ହେଲେ ହୁସିଆର୍। ଆପଣ ପିଉଥିବା ଚା’ ଆଉ କଫି କେଉଁ ପାଣିରେ ତିଆରି ହେଉଛି ତାକୁ ନେଇ ଆପଣଙ୍କୁ ରହିବାକୁ ପଡ଼ିବ ଯଥେଷ୍ଟ ସାବଧାନ। କାରଣ, ଟ୍ରେନ୍ରେ ବିକ୍ରି ହେଉଥିବା ଚା’ରେ ଶୌଚାଳୟ ପାଣି...
ସାଲେପୁର: ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଜେଲରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଗତକାଲି ସେ ପାଇଖାନା ଭିତରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ଏହି ଖବର ପାଇବା ପରେ ସାଙ୍ଗେ ସାଙ୍ଗେ ସାଲେପୁର ଥାନା ପୋଲିସ...