• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

airstrike
ଅବହେଳିତ ମୟୁରଭଞ୍ଜର ଅମର୍ଦ୍ଦା ଏୟାରଷ୍ଟ୍ରିପ

ମୟୁରଭଞ୍ଜ : ୯ ଶହ ଏକର ଅଞ୍ଚଳ। ୧୧ ହଜାର୍ ଫୁଟ୍ ବା ସାଢ଼େ ୩ କିଲୋମିଟରର ରନ୍‌ୱେ। ଏ ହେଉଛି ମୟୁରଭଞ୍ଜ ଜିଲ୍ଲାର ଅମର୍ଦ୍ଦା ଏୟାରଷ୍ଟ୍ରିପ୍। ଏହାକୁ ଏସିଆର ସର୍ବବୃହତ୍ ଏୟାରଷ୍ଟ୍ରିପ୍ କୁହାଯାଉଥିଲା। ହେଲେ ଏବେ ଏହା ଅବହେଳିତ ଅବସ୍ଥାରେ। ଚାରିଆଡ଼େ ବଣବୁଦା ଓ ଉଇହୁଙ୍କାରେ ଭର୍ତ୍ତି...

shraddha kapoor
କାହାକୁ ବାହା ହେବେ ଶ୍ରଦ୍ଧା? ଏମିତି କହିଲେ ବାପା

ମୁମ୍ବାଇ: ନିଜ ପସନ୍ଦରେ ବିବାହ କରିବେ ବଲିଉଡ଼ ଅଭିନେତ୍ରୀ ଶ୍ରଦ୍ଧା କପୁର୍‌। ତାଙ୍କର ଏହି ପସନ୍ଦରେ ପରିବାର ଲୋକଙ୍କ ମଧ୍ୟ କୌଣସି ଆପତ୍ତି ନାହିଁ। ପଢ଼ନ୍ତୁ ପୂରା ଘଟଣା କ’ଣ… ବଲିଉଡ଼ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଲଭ୍‌ ଆଫାୟର୍ସକୁ ନେଇ ଅନେକ କଥା ଶୁଣିବାକୁ ମିଳିଛି। ବର୍ତ୍ତମାନ ତାଙ୍କ...

sambalpur
ଶୋଇଥିବା ବେଳେ ଦଳିଦେଲା ହାତୀ

ସମ୍ବଲପୁର: ସମ୍ବଲପୁରରେ ହାତୀ ଆତଙ୍କ। ଗତରାତିରେ ରେଢ଼ାଖୋଲ ମାକରକେଣ୍ଡା ଗାଁରେ ହାତୀ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଶମ୍ଭୁ ଭୋଇ ଓ ଦଇମତି ଭୋଇ। ସେମାନେ ରାତିରେ ଶୋଇଥିଲା ବେଳେ ଘରେ ପଶି ହାତୀ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଛି। ବନବିଭାଗ...

Modi-Jinping
ଚା’ ପିଇଲେ, ଏକାଠି ନୌକାବିହାର କଲେ

ବେଜିଂ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ ଆଜି ବୁହାନ ସହର ଇଷ୍ଟ୍ ହ୍ରଦ କୂଳରେ କିଛି ସମୟ ବୁଲିବା ପରେ ନୌକାବିହାର କରିଥିଲେ । ଏଥିସହ ଉଭୟ ନେତା ମିଶିକି ଚା’ ମଧ୍ୟ ପିଇଥିଲେ। ୨୪ ଘଣ୍ଟା ମଧ୍ୟରେ ଏହା ହେଉଛି ଉଭୟ ନେତାଙ୍କର...

taptapani
ଉଷ୍ଣପ୍ରସବଣ ତପ୍ତପାଣିର ଅସ୍ତିତ୍ୱ ସଙ୍କଟରେ

ବ୍ରହ୍ମପୁର: ଗଂଜାମ ଜିଲ୍ଲାର ପ୍ରସିଦ୍ଧ ଉଷ୍ଣପ୍ରସବଣ ତପ୍ତପାଣି ସଙ୍କଟରେ। ଏଠାରେ ବାହାରୁ ଥିବା ପାଣିର ପରିମାଣ କମି କମି ଆସୁଛି। କିଛି ମାସ ଭିତରେ ପାଣିର ଉଷ୍ଣତା ମଧ୍ୟ କମିଯାଇଛି। ସରକାର ଏ  ଦିଗରେ କିଛି ପଦକ୍ଷେପ ନ ନେଲେ, ଆନ୍ଦୋଳନ କରିବାକୁ ସ୍ଥାନୀୟ ଲୋକେ ସଜବାଜ ହେଲେଣି।...

sonam kapoor
ସଜ ହେଉଛନ୍ତି ସୋନମ୍‌

ମୁମ୍ବାଇ: ଆଉମାତ୍ର କିଛିଦିନ ପରେ ବିବାହ ବନ୍ଧନରେ ଆବଦ୍ଧ ହେବେ ବଲିଉଡ଼ ଇଣ୍ଡଷ୍ଟ୍ରିର ଫ୍ୟାଶନ ଡିଭା ସୋନମ କପୁର। ଏଥିପାଇଁ ଏବେଠୁ ସୋନମ୍‌ ନିଜକୁ ସଜେଇବା ଆରମ୍ଭ କରିଦେଲେଣି। ଯଦିଓ ସୋନମଙ୍କ ବିବାହକୁ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟୋକ୍ତି ମିଳିନାହିଁ ତେବେ ପ୍ରତ୍ୟେକ ଦିନ ତାଙ୍କ ବିବାହକୁ ନେଇ...

elephant death
ବିଲରୁ ହାତୀର ମୃତଦେହ ଠାବ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜର ବଇଁଚା ଗାଁ ବିଲରୁ ଆଜି ସକାଳେ ଏକ ହାତୀର ମୃତଦେହ ଦେଖିବାକୁ ମିଳିଛି। ହାତୀଟିର ବୟସ ୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। କେଉଁ କାରଣରୁ ହାତୀଟିର ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ। ଘଟଣାସ୍ଥଳରେ ବନ...

giet
ଗୁଣପୁର GIETକୁ ମିଳିବ ବିଶ୍ୱବିଦ୍ୟାଳୟ ମାନ୍ୟତା

ଭୁବନେଶ୍ୱର: ଗୁଣପୁର GIETକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରସ୍ତାବକୁ ମିଳିଛି କ୍ୟାବିନେଟ ମୋହର। ଏନେଇ ଗତକାଲି ବସିଥିବା ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ କ୍ୟାବିନେଟ୍‌ରେ ବସିଥିବା ବୈଠକରେ ୫ଟି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ପୂର୍ବତନ ବିଧାୟକମାନଙ୍କ ବୀମା ଓ ସ୍ୱାସ୍ଥ୍ୟ ଭତ୍ତା ବୃଦ୍ଧି ପ୍ରସ୍ତାବକୁ ମୋହର ମାରିଛି...

heat wave
୫ଟି ସହର ତାପମାତ୍ରା ୪୦ ଡିଗ୍ରୀ ଉପରେ

ଭୁବନେଶ୍ୱର: ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଉପକୂଳ ତଥା ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଉଛି। ଗତକାଲି ତାପମାତ୍ରା ସାମାନ୍ୟ ହ୍ରାସ ପାଇଥିବା ଜଣାପଡିଛି। ମାତ୍ର ୫ଟି ସହର ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଟିଟିଲାଗଡ଼ରେ ସର୍ବାଧିକ ୪୨. ୫ ଡିଗ୍ରୀ ରେକର୍ଡ...

UPSC-CMS-Exam-2018
ପ୍ରକାଶ ପାଇଲା ୟୁପିଏସ୍‌ସି ପରୀକ୍ଷା ଫଳ

ଭୁବନେଶ୍ୱର: କେନ୍ଦ୍ରୀୟ ଲୋକ ସେବା ଆୟୋଗ(ୟୁପିଏସ୍‌ସି) ଦ୍ୱାରା ପରିଚାଳିତ ସିଭିଲ୍‌ ପରୀକ୍ଷା ୨୦୧୭ ଫଳ ଆଜି ପ୍ରକାଶ ପାଇଛି। ଏଥିରେ ଓଡ଼ିଶାର ଶୁଭଙ୍କର ମହାପାତ୍ର ୪୬ ତମ ସ୍ଥାନରେ ରହିଛନ୍ତି। ସେହିପରି ହାଇଦ୍ରାବାଦର ଅନୁଦୀପ ଦୂରୀସେଚ୍ଚୀ ଟପ୍ପର ହୋଇଥିବା ବେଳେ ଅନୁ କୁମାର ଦ୍ୱିତୀୟ ଓ ସଚିନ ଗୁପ୍ତା...

punji-1-1
ପାର୍ସଲ ବୋମା ଘଟଣାର ଦୋଷୀ ପୁଞ୍ଜିଲାଲ୍‌ଙ୍କୁ ନେଇ ନିର୍ମାଣ ହେବ ଓଡ଼ିଆ ଫିଲ୍ମ

ଭୁବନେଶ୍ୱର: ଅଧ୍ୟାପକରୁ ଅଭିଯୁକ୍ତ ପାଲଟିଥିବା ପ୍ରାଣଘାତୀ ପାର୍ସଲ ବୋମାର ଖଳନାୟକ ପୁଞ୍ଜିଲାଲ୍‌ଙ୍କୁ ନେଇ ନିର୍ମାଣ ହେବ ଓଡ଼ିଆ ଫିଲ୍ମ। ଏନେଇ ଆଜି ବିଧିବଦ୍ଧ ଭାବେ ଘୋଷଣା କରିଛି ପ୍ରଯୋଜନା ସଂସ୍ଥା- ରେଞ୍ଜ ରୟାଲ୍ ସିନେ ଲ୍ୟାବ୍। ଫିଲ୍ମର ନାଁ ରଖାଯାଇଛି ବୁଲେଟ୍ ରାଜା। ବାସ୍ତବିକ ଜୀବନରେ ପ୍ରତିଶୋଧର ଷଡ଼ଯନ୍ତ୍ର...

aiims hospital
ଏମ୍ସ ଡାକ୍ତରଖାନାରେ ଅଚଳାବସ୍ଥା

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସ ଡାକ୍ତରଖାନାରେ ଅଚଳାବସ୍ଥା ଦେଖାଦେଇଛି। ଏମ୍‌ସର ରେସିଡେଣ୍ଟ ଡାକ୍ତର ସଙ୍ଘ ଅନିର୍ଦ୍ଦିଷ୍ଟ କାଳ ଯାଏ ଧାରଣାକୁ ଓହ୍ଲାଇ ଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ସିନିଅର୍ ଡାକ୍ତରଙ୍କ ଦୁର୍ବ୍ୟବହାର ଅଭିଯୋଗରେ ଡାକ୍ତର ସଙ୍ଘ ପକ୍ଷରୁ ଧାରଣା ଦିଆଯାଇଛି। ଫଳରେ ବହୁ ସଂଖ୍ୟାରେ ରୋଗୀ ନାହିଁ ନଥିବା...

supreem court
କାଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲା: ନିମ୍ନ ଅଦାଲତରେ ଶୁଣାଣି ଉପରେ ରୋକ

ନୂଆଦିଲ୍ଲୀ: ଜାମ୍ମୁକାଶ୍ମୀର କଠୁଆର ନାବାଳିକା ଗଣଦୁଷ୍କର୍ମ ମାମଲାରେ ନିମ୍ନ ଅଦାଲତରେ ହେଉଥିବା ଶୁଣାଣି ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ। ଅନ୍ୟ ଅଦାଲତରେ ଶୁଣାଣି କରିବା ନେଇ ପୀଡ଼ିତାଙ୍କ ବାପାଙ୍କ ଏକ ଆବେଦନ କରିଥିଲେ। ଏହାର ଶୁଣାଣି କରି କୋର୍ଟ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୭ ତାରିଖରେ...

congress manifesto-for karnataka
କର୍ଣ୍ଣାଟକରେ ନିର୍ବାଚନୀ ଇସ୍ତାହାର ଜାରି କଲା କଂଗ୍ରେସ

ବେଙ୍ଗାଲୁରୁ: କର୍ଣ୍ଣାଟକ ନିର୍ବାଚନ ପାଇଁ କଂଗ୍ରେସ ଶୁକ୍ରବାର ନିର୍ବାଚନୀ ଇସ୍ତାହାର ଜାରି କରିଛି। ରାଜ୍ୟର କୃଷକ ଏବଂ ଯୁବ ପୀଢ଼ିଙ୍କୁ ଆକୃଷ୍ଟ କରିବା ପାଇଁ ଏଥିରେ ଅଧିକ ଗୁରୁତ୍ୱ ଦେଇଛି ଦଳ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ଏହାକୁ ଉନ୍ମୋଚନ କରିଛନ୍ତି। ରାଜ୍ୟରେ କୃଷକଙ୍କ ଆୟ ଦୁଇ...

bidhan sava
ଲୋକାୟୁକ୍ତ ନିଯୁକ୍ତି ନେଇ ହୋ ହାଲ୍ଲା: ଗୃହ ମୁଲତବୀ

ଭୁବନେଶ୍ୱର: ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ଆଜି ବିଧାନସଭାରେ ପ୍ରବଳ ହୋ ହାଲ୍ଲା ହୋଇଛି। ବିରୋଧୀଙ୍କ ହୋ ହଲ୍ଲା ଓ ହଟ୍ଟଗୋଳ ଯୋଗୁ ଗୃହ ବାରମ୍ବାର ମୁଲତବୀ ହୋଇଛି। ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଭୁଲ୍ ତଥ୍ୟ ଦେଇଥିବା ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି।...

Naxal weapons
ଏନ୍‌କାଉଣ୍ଟରରେ ୭ ନକ୍ସଲ ମୃତ

ବିଜାପୁର: ଧୀରେ ଧୀରେ ଭୁଶୁଡ଼ିବାରେ ଲାଗିଛି ନକ୍ସଲ ସଙ୍ଗଠନ। ମାଓବାଦୀଙ୍କୁ ନିପାତ କରିବା ପାଇଁ ଜୋରଦାର ଉଦ୍ୟମ ଜାରି ରହିଛି। ପ୍ରଥମେ ମହାରାଷ୍ଟ୍ର ଆଉ ଏବେ ଛତିଶଗଡ଼ରେ ହୋଇଛି ପୋଲିସ ଏନ୍‌କାଉଣ୍ଟର। ଏଥିରେ ୭ ଜଣ ନକ୍ସଲଙ୍କ ମୃତ୍ୟ ହୋଇଛି। ଶୁକ୍ରବାର ବିଜାପୁର ଜିଲ୍ଲାରେ ପୋଲିସ୍ ଓ ନକ୍ସଲଙ୍କ...