ବାଲେଶ୍ୱର/ କେନ୍ଦୁଝର : ପୁଣି ଲଜ୍ଜା। ବଢି ଚାଲିଛି ଦୁଷ୍କର୍ମ ଅପରାଧ। ବାଲେଶ୍ୱର ଜିଲ୍ଲାରେ ଜଣେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ନେଇ ଅଭିଯୋଗ। ସୋର ଥାନା ଅଞ୍ଚଳରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା। ଏହି ଘଟଣାରେ ଶ୍ୟାମ ସିଂ ନାମକ ଯୁବକକୁ ଗିରଫ କରିଛି ପୋଲିସ। ଚଳିତ ମାସ...
ନୂଆଦିଲ୍ଲୀ : ବେଳେବେଳେ ଏମିତି ହୁଏ କୌଣସି ସ୍ଥାନରେ ମୋବାଇଲ୍ର ସିଗ୍ନାଲ୍ ବା ନେଟୱର୍କ କାମ କରେନି, ଫଳରେ ଆପଣ କାହା ସହ କଥାବାର୍ତ୍ତା ହୋଇପାରନ୍ତି ନାହିଁ। ବହୁତ ଅସୁବିଧାରେ ପଡିଯାଆନ୍ତି। ଜରୁରୀ କାର୍ଯ୍ୟ ଥିଲେ ଚିନ୍ତା ବଢିଯାଏ। ଏବେ ଏହାକୁ ନେଇ ଚିନ୍ତା କରନ୍ତୁ ନାହିଁ। ଏହାର...
କଳାହାଣ୍ଡି : ମାଓ ଭୟରେ ପୁଣି ଗାଁ ଛାଡ଼ିଲେ ୧୦ଟି ପରିବାର। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ତ୍ରିଲୋଚନପୁରରରେ ୧୦ଟି ପରିବାର ଗାଁ ଛାଡ଼ିଛନ୍ତି। ପୂର୍ବରୁ ଗତ ମାସ ୨୦ ତାରିଖରେ ତ୍ରିଲୋଚପୁର ଅଞ୍ଚଳର ଗ୍ରାମରକ୍ଷୀ ସମେତ ୪ ଜଣ ଗ୍ରାମାସୀଙ୍କୁ ମାଓବାଦୀ ଅପହରଣ କରି ନେଇ ନିସ୍ତୁକ...
କଟକ : ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଗଲେ ଗିରଫ ବିଜେପି ନେତା ତଥା ପୂର୍ବତନ ବିଧାୟକ ଜୟ ନାରାୟଣ ମିଶ୍ର। କଟକ ଏସସିବିରୁ ତାଙ୍କୁ ରାଜଧାନୀ ଏକ୍ସପ୍ରେସସ୍ରେ ଦିଲ୍ଲୀ ଏମ୍ସ ଅଭିମୁଖେ ନିଆଯାଇଛି। କଡା ସୁରକ୍ଷା ବଳୟ ମଧ୍ୟରେ ପୋଲିସ ତାଙ୍କୁ ଦିଲ୍ଲୀ ନେଉଛି। ବରଗଡ଼ ଜିଲ୍ଲା...
ପୁରୀ : ପୁରୀରେ ଶ୍ରୀଜୀଉଙ୍କ ରଥ ନିର୍ମାଣ ଯାଞ୍ଚ ବେଳେ ସାମ୍ନାକୁ ଆସିଲା ବିଭ୍ରାଟ। ଯାଞ୍ଚ ବେଳେ ବିଭ୍ରାଟ ଥିବା ଧରିଛି ରଥ ନିର୍ମାଣ ଇଂଜିନିୟରିଂ କମିଟି। ଦେବଦଳନ ରଥ ପହିରେ ଫାଟ ସାଙ୍ଗକୁ ତାଳଧ୍ୱଜ ରଥ ଅଖ କାଠ ମଧ୍ୟ ଦୁର୍ବଳ ଥିବା କମିଟି ପକ୍ଷରୁ ସୂଚନା...
କଟକ : ଶ୍ରମିକ ମୃତ୍ୟୁକୁ ନେଇ ଆଠଗଡ଼ସ୍ଥିତ ଆରତି ଷ୍ଟିଲ୍ ପ୍ଲାଣ୍ଟରେ ଉତ୍ତେଜନା। ମୃତ ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ପ୍ଲାଣ୍ଟ ଗେଟ୍ ଆଗରେ ଧାରଣା ଦେଇଥିଲେ ଶ୍ରମିକ। ପ୍ଲାଣ୍ଟ ପରିସରରେ ଡମ୍ପର ମାଡ଼ି ଯିବାରୁ ଆହତ ଅବସ୍ଥାରେ ଚିକିତ୍ସାଧୀନ ଥିଲେ ମୃତ ଶ୍ରମିକ। ଚିକିତ୍ସାଧୀନ ଅବସ୍ଥାରେ କଟକର...
ଭୁବନେଶ୍ୱର: ବିବାହର ଦୁଇ ଦିନ ପୂର୍ବରୁ ହେଲା ଲୁଟ୍, ହେଲେ ଠିକ୍ ଗୋଟିଏ ଦିନ ପୂର୍ବରୁ ମିଳିଗଲା ଚୋରି ହୋଇଯାଇଥିବା ସୁନା ଗହଣା। ସୂଚନା ଅନୁଯାୟୀ, ବିଶାଖାପାଟଣାର ଜଣେ ଯୁବତୀ ବିବାହ ପାଇଁ ଭୁବନେଶ୍ୱର ଆସୁଥିଲେ। ଆସନ୍ତା ୭ତାରିଖରେ ଯୁବତୀ ଜଣଙ୍କର ବିବାହ ସ୍ଥିର ହୋଇଛି। ଯୁବତୀ ଜଣକ...
ଭୁବନେଶ୍ୱର: ନିର୍ମାଣାଧୀନ ବମିଖାଲ ଓଭର ବ୍ରିଜ୍ ଦୁର୍ଘଟଣାସ୍ଥଳ ବୁଲିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ସେ ଘଟଣାସ୍ଥଳକୁ ଯାଇ ବୁଲି ଦେଖିବା ସହ ସ୍ଥାନୀୟ ଲୋକଙ୍କଠାରୁ ପଚାରି ବୁଝିଥିଲେ। ଏହି ଘଟଣାରେ ଧର୍ମେନ୍ଦ୍ର ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ରାଜଧାନୀରେ ବାରମ୍ବାର ଦୁର୍ଘଟଣା ପରେ ବି...
ଝାରସୁଗୁଡ଼ା: ଝାରସୁଗୁଡ଼ାକୁ ମିଳିଲା ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦର ମାନ୍ୟତା। ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦର ଭାବେ ଝାରସୁଗୁଡ଼ାକୁ ଡିଜିସିଏ ସ୍ୱୀକୃତି ଦେଇଥିବା ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉଷା ପାଢ଼ୀ। ଏଥିସହିତ ଖୁବ୍ଶୀଘ୍ର ରାଉରକେଲା, ଜୟପୁର...
ନୂଆଦିଲ୍ଲୀ: ପୁଣି ଆଉ ଏକ ଭୟଙ୍କର ଘୂର୍ଣ୍ଣିଝଡ଼ ହେବା ନେଇ ପୂର୍ବାନୁମାନ କରାଯାଇଛି। ଏନେଇ ଗୃହମନ୍ତ୍ରଣାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଉତ୍ତରାଖଣ୍ଡ, ଆସାମ, ମେଘାଳୟ, ନାଗାଲାଣ୍ଡ,ମଣିପୁର, ମିଜୋରାମ, ତ୍ରିପୁରା ଓ ସିକିମ୍ର ବିଭିନ୍ନ ସ୍ଥାନରେ ଆଜି ଘୂର୍ଣ୍ଣିଝଡ଼ ହେବାନେଇ ଗୃହମନ୍ତ୍ରଣାଳୟ ପକ୍ଷରୁ ସତର୍କ ସୂଚନା ଜାରି...
ବାଲେଶ୍ୱର: ବାଲେଶ୍ୱରରେ ଚାଞ୍ଚଲ୍ୟ। ଗୋଟିଏ ରାତିରେ ଦୁଇ ଦୁଇଟି ଏଟିଏମ୍ରେ କଳାକନା ବୁଲାଇଲେ ଲୁଟେରା। ସହର ମଝିରେ ଥିବା ଦୁଇଟି SBI ଏଟିଏମ୍ରୁ ଲୁଟ୍ କରିଛନ୍ତି ଦୁର୍ବୃତ୍ତ। ସୁନହଟ ଛକରେ ଥିବା ଏଟିଏମ୍ରୁ ୨୬ ଲକ୍ଷ ଏବଂ ଆଇଟିଆଇ ଛକ ନିକଟ ଏଟିଏମ୍ରୁ ୧୦ ଲକ୍ଷ ଟଙ୍କା ଲୁଟ୍...
ନୟାଗଡ଼: ନୟାଗଡ଼ରେ ପୋଲିସ ଏନ୍କାଉଣ୍ଟର। ରଣପୁର ଥାନା ଦର୍ପନାରାୟଣପୁର ବାପୁଜୀପାଲ୍ଲୀ ଜଙ୍ଗଲ ନିକଟରେ ଏହି ଏନ୍କାଉଣ୍ଟର ହୋଇଛି। ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ରବି ଦୋରା ଆହତ ହୋଇଛି। ଏକ ମାମଲାରେ ପୋଲିସ ଗତକାଲି ରାତିରେ ରବି ଦୋରାକୁ ଧରିବାକୁ ଯାଇଥିବା ବେଳେ ସେ ପୋଲିସ ଗାଡ଼ି ଉପରକୁ ଗୁଳି...
ଭୁବନେଶ୍ୱର: ଜେଲ୍ ଗଲେ ପଣ୍ଡା ଇନଫ୍ରା ପ୍ରୋଜେକ୍ଟସ୍ କମ୍ପାନୀ ମାଲିକ ପ୍ରତାପ କିଶୋର ପଣ୍ଡା। ଗତକାଲି ବିଳମ୍ବିତ ରାତିରେ ପ୍ରତାପଙ୍କୁ ଝାରପଡ଼ା ଜେଲ୍କୁ ପଠାଇଛି କମିଶନରେଟ୍ ପୋଲିସ୍। ବମିଖାଲ ଓଭର ବ୍ରିଜ୍ ଭୁଶୁଡ଼ିବା ଘଟଣାରେ ଗତକାଲି କମିଶନରେଟ୍ ପୋଲିସ ପଣ୍ଡା ଇନଫ୍ରା କମ୍ପାନୀ ମାଲିକ ପ୍ରତାପ କିଶୋର ପଣ୍ଡାଙ୍କୁ...