• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

anushka
ସ୍ୱାମୀ ବିରାଟଙ୍କ ସହ ଏମିତି ଜନ୍ମଦିନ ପାଳନ କଲେ ଅନୁଷ୍କା, ଦେଖନ୍ତୁ ଫଟୋ

ମୁମ୍ବାଇ: ୩୦ ବର୍ଷରେ ପାଦ ଥାପିଛନ୍ତି ବଲିଉଡ ଡିଭା ଅନୁଷ୍କା ଶର୍ମା। ଜନ୍ମଦିନ ଅବସରରେ ବିଭିନ୍ନ ମହଲରୁ ଅନୁଷ୍କାଙ୍କୁ ମିଳିଛି ଶୁଭେଚ୍ଛା ଏବଂ ଅଭିନନ୍ଦନ। ହେଲେ ଏଥିରୁ ବାଦ୍ ପଡ଼ି ନାହାନ୍ତି ସ୍ୱାମୀ ବିରାଟ୍ କୋହଲି। ଚଳିତ ଥର ଜନ୍ମଦିନ ବିରାଟ୍‌ଙ୍କ ସହ ପାଳନ କରିଛନ୍ତି ଅନୁଷ୍କା। ଏଭଳି...

lalu yadav
ପୁଣି ମେଡିକାଲରେ ଭର୍ତ୍ତି ହେଲେ ଲାଲୁ

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରୁ ଡିସ୍‌ଚାର୍ଜ ହେବା ପରେ ଲାଲୁଙ୍କୁ ପୁଣି ରାଞ୍ଚି ସ୍ଥିତ ଆର୍‌ଆଇଏମ୍ଏସ୍ ମେଡିକାଲରେ ଭର୍ତ୍ତି କରାଯାଇଛି। ଲାଲୁଙ୍କ ପାଇଁ ମେଡିକାଲ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କ ଚିକିତ୍ସା ପାଇଁ ନିୟୋଜିତ ରହିବେ। ହସ୍ପିଟାଲ୍‌ରେ ପହଞ୍ଚିବା ପରେ...

representationl image
ନାବାଳିକାଙ୍କୁ ରାସ୍ତାରୁ ଟେକି ନେଇ ଦୁଷ୍କର୍ମ ଅଭିଯୋଗ

କେନ୍ଦ୍ରାପଡ଼ା: ପୁଣି ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍‌ ଅନ୍ତର୍ଗତ ବୀରଭଞ୍ଜପୁର ସ୍ଥିତ ଚିଙ୍ଗୁଡ଼ି ଘେରିକୁ ଉଠାଇ ନେଇ ସଂପୃକ୍ତ ନାବାଳିକାଙ୍କୁ ଦୁର୍ଷ୍କମ କରିଥିବା ଅଭିଯୋଗ ହୋଇଛି। ମୁହଁରେ ଓଢ଼ଣୀ ବାନ୍ଧି ନାବାଳିକାଙ୍କୁ ରାସ୍ତାରୁ ଟେକି ନେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ...

sona mohapatra
ଗାୟିକା ସୋନା ମହାପାତ୍ରଙ୍କୁ ଧମକ

ମୁମ୍ବାଇ/ଭୁବନେଶ୍ୱର: ବଲିଉଡ଼ ଗାୟିକା ସୋନା ମହାପାତ୍ରଙ୍କୁ ଧମକ। ତାଙ୍କୁ ଧମକପୂର୍ଣ୍ଣ ଇ-ମେଲ ଦିଆଯାଇଥିବା ନେଇ ଟ୍ୱିଟ୍‌ କରିଛନ୍ତି ବଲିଉଡ଼୍‌ରେ ପ୍ରତିଷ୍ଠିତ ଏହି ଓଡ଼ିଆ ଗାୟିକା। ମଦରିୟା ସୁଫି ଫାଉଣ୍ଡେସନ୍ ନାମକ ଏକ ସଂସ୍ଥା ପକ୍ଷରୁ ତାଙ୍କୁ ଧମକ ଦିଆଯାଇଥିବା ନେଇ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ସୋନା।  ଏହି ସଂଗଠନ...

rourkela
ଏକ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ କଲା ଭିଜିଲାନ୍ସ

ରାଉରକେଲା: ରାଉରକେଲା ଲିଗାଲ୍‌ ମେଟ୍ରୋଲୋଜି ବିଭାଗର ଆସିଷ୍ଟାଣ୍ଟ୍‌ କଣ୍ଟ୍ରୋଲର୍‌ ବିଦ୍ୟାଧର ବିଶ୍ୱାଳଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲିଠୁ ଜାରି ରହିଥିବା ଭିଜିଲାନ୍ସ ରେଡ଼୍‌ରୁ ଏହି ତଥ୍ୟ ଆଜି ସାମ୍ନାକୁ ଆସିଛି।ଗତକାଲି ରାଉରକେଲା ସ୍ଥିତ ତାଙ୍କ କାର୍ଯ୍ୟାଳୟ, ସରକାରୀ...

fire in cotton mill
କପା ମିଲ୍‌ରେ ନିଆଁ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ବେଲପଡ଼ା ଅଞ୍ଚଳରେ କପା ମିଲ୍‌ରେ ନିଆଁ। କପାଣି ଗାଁରେ ଥିବା ରାଧାରମଣ କପା ମିଲ୍‌ରେ ନିଆଁ ଲାଗି କୋଟିଏରୁ ଅଧିକ ଟଙ୍କାର କପା ଓ ଅନ୍ୟାନ୍ୟ ଯନ୍ତ୍ରାଂଶ ପୋଡ଼ି ଯାଇଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି।  କପା ମିଲ୍‌ର...

medical students
ଓଡ଼ିଶାରେ ଖୁବଶୀଘ୍ର ହେବ ଆଉ ୨ଟି ମେଡ଼ିକାଲ୍‌ କଲେଜ

ଭୁବନେଶ୍ୱର:  ବହୁ ଦିନର ପ୍ରତୀକ୍ଷାର ହେବ ଅନ୍ତ। ପୂରଣ ହେବ ମେଡିକାଲ୍ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀଙ୍କ ଆଶା। କାରଣ ଖୁବଶୀଘ୍ର ରାଜ୍ୟରେ ଖୋଲିବାକୁ ଯାଉଛି ଆଉ ଦୁଇଟି ମେଡିକାଲ କଲେଜ। ଦୀର୍ଘ ଦିନ ଧରି ବାଲେଶ୍ୱରରେ ନିର୍ମାଣ ହୋଇ ରହିଥିବା ସରକାରୀ ମେଡିକାଲ୍‌...

rape survivor commits suicide
ଦୁଷ୍କର୍ମ ପୀଡ଼ିତାଙ୍କ ଆତ୍ମହତ୍ୟା ଅଭିଯୋଗ

ନୟାଗଡ଼: ଶେଷରେ ଜୀବନ ହାରିଲେ ନୟାଗଡ ନୂଆଗାଁ ଥାନା ଅଞ୍ଚଳର ଜଣେ ଦୁଷ୍କର୍ମ ପୀଡ଼ିତା। ଲୋକ ଲଜ୍ଜାରେ ଯୁବତୀ ଜଣକ ବିଷ ପିଇଥିବା ନେଇ ନୂଆଗାଁ ଥାନାରେ ଅଭିଯୋଗ କରିଛନ୍ତି ପୀଡିତାଙ୍କ ଭାଇ। ଘଟଣା ୬ମାସ ତଳେ ହୋଇଥିବା ବେଳେ ଗତ ମାର୍ଚ୍ଚ ମାସରେ ଥାନାରେ ହୋଇଥିଲା ଦୁଷ୍କର୍ମ...

monsoon
କାଳବୈଶାଖୀ ସମ୍ଭାବନା: ୫୦ରୁ ୬୦ କିମି ବେଗରେ ବହିବ ପବନ

ଭୁବନେଶ୍ୱର: କାଳବୈଶାଖୀ ପ୍ରଭାବରେ ଆଜି ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । କାଳବୈଶାଖୀ ପ୍ରଭାବରେ ଆଜି ରାଜ୍ୟର ୧୧ ଜିଲ୍ଲା- ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଢେଙ୍କାନାଳ, ଅନୁଗୁଳ,...

tulashi
ଶିକ୍ଷାନୁଷ୍ଠାନ ଭଲ ମଣିଷ ଗଢ଼ିବା ଉପରେ ଧ୍ୟାନ ଦିଅନ୍ତୁ : ପଦ୍ମଶ୍ରୀ ତୁଳସୀ ମୁଣ୍ଡା

ପାରାଦୀପ : ସଂସ୍କାର ଓ ମୂଲ୍ୟବୋଧ ଠାରୁ ଦୂରେଇ ଯାଉଛି ଶିକ୍ଷା। ତେଣୁ ଶିକ୍ଷା ବ୍ୟବସ୍ଥାରେ ସୁଧାର ନ ଆସିଲେ ସୁସ୍ଥ ସମାଜ ଗଠନ ହୋଇପାରିବ ନାହିଁ। ଶିକ୍ଷାନୁଷ୍ଠାନମାନେ ଶିକ୍ଷାଦାନ ସହ ପିଲାମାନଙ୍କୁ ଭଲ ମଣିଷ ଭାବେ ଗଢ଼ିବା ଉପରେ ଧ୍ୟାନ ଦେବା ଦରକାର। ଜଗତସିଂହପୁର ଜିଲ୍ଲା କୁଜଙ୍ଗ...

jee
ପ୍ରକାଶ ପାଇଲା ଜେଇଇ ମେନ୍ ରେଜଲ୍ଟ

ଭୁବନେଶ୍ୱର : ପ୍ରକାଶ ପାଇଛି ଜେଇଇ ମେନ୍ ରେଜଲ୍ଟ । CBSE ଦ୍ୱାରା ପରିଚାଳିତ ୨୦୧୮ JEE ମେନ୍‌ରେ ପେପର ଓ୍ୱାନ ରେଜଲ୍ଟ ଆଜି ପ୍ରକାଶ ପାଇଛି। ସିବିଏସ୍ଇ ୱେବସାଇଟ୍‌ରେ ଛାତ୍ରଛାତ୍ରୀଙ୍କ ରାଙ୍କ୍ ସହ ରେଜଲ୍ଟ ଉପଲବ୍ଧ ହେଉଛି। ଏହାସହ ଛାତ୍ରଛାତ୍ରୀମାନେ jeemain.nic.in ଓ results.nic.inକୁ ମଧ୍ୟ ଲଗ୍...

sanda art
ବୁଦ୍ଧ ପୁର୍ଣ୍ଣିମା ଅବସରରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା

#BuddhaPurnima : My SandArt on Lord #Buddha at #Bhubaneswar airport, #Odisha. pic.twitter.com/nqlWjixUXg — Sudarsan Pattnaik (@sudarsansand) April 30, 2018

bank
କେମିତି ବ୍ୟାଙ୍କ ଶୁଳ୍କରୁ ରକ୍ଷା ପାଇବେ, ଜାଣନ୍ତୁ କିଛି ସହଜ ଉପାୟ

ବ୍ୟାଙ୍କର ଅନେକ ସେବା ମାଗଣାରେ ମିଳିଥାଏ। ଏଥିପାଇଁ ବ୍ୟାଙ୍କଗୁଡିକ ହଜାର ହଜାର କୋଟି ଟଙ୍କାର ଟାକ୍ସ ଭରିଥାନ୍ତି। ଏବେ ଏହି ସବୁ ମୁକ୍ତ ସେବା ଆଉ ମାଗଣାରେ ପାଇପାରିବେ ନାହିଁ । ବ୍ୟାଙ୍କ ଏଥିରେ ସେବା ଶୁଳ୍କ ନେବାକୁ ସ୍ଥିର କରିଛି। ଆଉ ଏହାରି ଭିତରେ ଏକ ଗାଇଡ୍‌...