• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

ahsan iqbal
ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଗୁଳିମାଡ଼ରେ ଆହତ ପାକ୍‌ ଗୃହମନ୍ତ୍ରୀ

ଇସଲାମାବାଦ୍‌: ପାକିସ୍ତାନ ଗୃହମନ୍ତ୍ରୀ ଏହସାନ୍‌ ଇକ୍‌ବାଲ୍‌ଙ୍କୁ ଗୁଳିମାଡ଼। ପଞ୍ଜାବ ନରୋୱାଲ୍‌ ଅଞ୍ଚଳରେ ରାଲିକୁ ସମ୍ବୋଧନ କରୁଥିବା ବେଳେ ଅଜଣା ଆତତାୟୀ ଇକବାଲ୍‌ଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ତେବେ ଇକ୍‌ବାଲ୍‌ଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡ଼ିଛି। ‘ମୋ ବାପା ବର୍ତ୍ତମାନ ବିପଦମୁକ୍ତ’ ବୋଲି ଇକ୍‌ବାଲ୍‌ଙ୍କ ପୁଅ ଅହମଦ ଇକ୍‌ବାଲ୍‌ ସୂଚନା...

maoist
ଲାଲ୍‌ କ୍ୟାମ୍ପରେ ଜର୍ମାନୀ ହତିଆର

ଭୁବନେଶ୍ୱର: ମାଓବାଦୀଙ୍କ ବିଦେଶୀ ଲିଙ୍କ୍। ଲାଲବାହିନୀ କ୍ୟାମ୍ପରୁ ମିଳିଛି ଜର୍ମାନୀ ବନ୍ଧୁକ। ଛତିଶଗଡ଼ ସୁକ୍‌ମା ଅଞ୍ଚଳରେ ସକ୍ରିୟ ଥିବା ମାଓବାଦୀଙ୍କ ନିକଟରୁ ମିଳିଛି ଜି-ଥ୍ରୀ ବନ୍ଧୁକ। ଗତ ୧ ତାରିଖରେ ଛତିଶଗଡ଼ ଜିଲ୍ଲା କିସ୍ତାରାମ ଜଙ୍ଗଲରେ ହୋଇଥିବା ସୁରକ୍ଷାକର୍ମୀଙ୍କ ଅପରେସନ ସମୟରେ ମିଳିଛି ଏହି ବିଦେଶୀ ବନ୍ଧୁକ। ତେବେ...

missing woman found
ଅନୁଗୁଳରୁ ନିଖୋଜ ମହିଳାଙ୍କ ମିଳିଲା ସନ୍ଧାନ

ଭୁବନେଶ୍ୱର: ସମ୍ବଲପୁର ମୋଦିପଡ଼ାରୁ ସ୍ୱାମୀଙ୍କ ସହ କାର୍‌ରେ ଭୁବନେଶ୍ୱର ଅଭିମୁଖେ ଯାଉଥିବାବେଳେ ରାସ୍ତାରୁ ନିଖୋଜ ହୋଇଯାଇଥିବା ମହିଳାଙ୍କ ସନ୍ଧାନ ମିଳିଛି। ତାଙ୍କୁ ଜଗତ୍‌ସିଂହପୁର ଟାଉନ ଥାନା କୋର୍ଟ ଛକ ଅଞ୍ଚଳରେ ଥିବା ତାଙ୍କର ଜଣେ ଭଉଣୀଙ୍କ ଘରେ ଠାବ କରାଯାଇଛି। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ନେଇ ସେ...

girls students
ମାଟ୍ରିକ୍‌ ପରୀକ୍ଷାରେ ଝିଅଙ୍କ ବାଜିମାତ୍‌

କଟକ: ଆଜି ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳାଫଳ। ଏଥର ମୋଟ୍‌ ପାସ୍ ହାର ୭୬.୨୩ ପ୍ରତିଶତ। ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଝିଅମାନେ ବାଜି ମାରି ନେଇଛନ୍ତି। ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍‌ ହାର ଅଧିକ ଅଛି। ଚଳିତ ବର୍ଷ ୬ ଲକ୍ଷ ୮ହଜାର ୬ଶହ ୫୯...

baripada
୬ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ

ବାରିପଦା: ଆଜି କୁଡୁମୀ ସେନା ପକ୍ଷରୁ ମୟୂରଭଞ୍ଜ ବନ୍ଦ ଡାକରା ଦିଆଯାଇଛି। ୬ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା ଦେଇଛି କୁଡୁମୀ ସେନା। କୁଡୁମୀ ଜାତିକୁ ପୁନଃ ଆଦିବାସୀ ମାନ୍ୟତା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି। ଏନେଇ NH୧୮ ଓ ୪୯ରେ ଆନ୍ଦୋଳନକାରୀଙ୍କ ଦ୍ୱାରା ରାସ୍ତା ଅବରୋଧ...

matric result
ଆଜି ପ୍ରକାଶ ପାଇବ ମାଟ୍ରିକ୍‌ ରେଜଲ୍ଟ

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ। ଏଥିପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ଆଜି ସକାଳ ୯ଟାରେ ଫଳାଫଳ ପ୍ରକାଶ ପାଇବ। ମଧ୍ୟାହ୍ନ ୧୨ଟାରୁ ଛାତ୍ରଛାତ୍ରୀ ବୋର୍ଡର ୱେବସାଇଟ୍ www.bseodisha.nic.inରେ ଲଗ୍ ଇନ୍ କରି...

tata
କ୍ୟାନ୍‌ସର ଚିକିତ୍ସାରେ ସହାୟତା ଲାଗି ହାତ ବଢାଇଲା ଟାଟା

ଭୁବନେଶ୍ୱର : ରାଜ୍ୟରେ କ୍ୟାନସର ରୋଗୀ ଚିହ୍ନଟ, ଚିକିତ୍ସା ସୁବିଧା ଓ ନିରାକରଣରେ ସହାୟତା ଦେବ ଟାଟା। ଏଥିପାଇଁ ଟାଟା ଟ୍ରଷ୍ଟ ଏବଂ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମଧ୍ୟରେ ସ୍ୱାକ୍ଷରିତ ହୋଇଛି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ବା ଏମଓୟୁ। ଆଜି ସଚିବାଳୟରେ ଟାଟା ଟ୍ରଷ୍ଟର ଅଧ୍ୟକ୍ଷ...

kalinga studio-
କ୍ରୀଡ଼ା ବିଭାଗର ପ୍ରସ୍ତାବ ବିରୋଧରେ ବର୍ଷିଲେ ବିରୋଧୀ ଓ କଳାକାର

ଭୁବନେଶ୍ୱର : ବିରୋଧ ଜୋର୍‌ଦାର। ଶାସକ ଦଳ ଭିତରୁ, ଦଳ ବାହାରୁ ବି। କଳିଙ୍ଗ ଷ୍ଟୁଡିଓ ଭିତରେ ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ ଲାଗି କ୍ରୀଡ଼ା ବିଭାଗର ଏ ପ୍ରସ୍ତାବକୁ ଗତକାଲି ଓଡିଶା ଫିଲ୍ମ ଡେଭଲମେଣ୍ଟ କର୍ପୋରେସନ୍‌ର ଅଧ୍ୟକ୍ଷ ତଥା ବିଜେଡି ନେତା ମୁନ୍ନା ଖାଁ ଦୃଢ଼ ବିରୋଧ କରିଥିଲେ।...

father
ମାଟ୍ରିକ ରେଜଲ୍ଟ ଖରାପ ହେବ କହିବାରୁ ଝିଅକୁ ପୋଡ଼ି ମାରିବାକୁ ବାପାର ଉଦ୍ୟମ

ବାଲେଶ୍ୱର : ମାଟ୍ରିକ୍ ରେଜଲ୍ଟ ଖରାପ ହୋଇପାରେ ବୋଲି ଆଶଙ୍କା କରି ବାପାଙ୍କୁ ସତ କଥା କହିବାରୁ ଜଣେ ନାବାଳିକାକୁ ବାପାର ଆକ୍ରୋଶର ଶିକାର ହେବାକୁ ପଡିଛି। ବାପା ବର୍ବରତାର ସୀମା ଟପି ନିଜ ଝିଅକୁ ପୋଡି ମାରିଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ଆସିଛି। ଘଟଣାଟି ବାଲେଶ୍ୱର ଜିଲ୍ଲା...

professor
ଅଧ୍ୟାପନାରୁ ଅାତଙ୍କବାଦ

ସୋପିଆନ୍ : ଅଧ୍ୟାପନାରୁ ଆତଙ୍କବାଦ। ଆଜି ଜାମ୍ମୁ ଓ କାଶ୍ମୀରର ସୋପିଆନ୍ ଜିଲ୍ଲାର ବାଡିଗାମରେ ହୋଇଥିବା ଏନକାଉଣ୍ଟରରେ ଜଣେ ଆସିଷ୍ଟାଣ୍ଟ ପ୍ରଫେସର ନିହତ ହେବା ପରେ ପଦାକୁ ଆସିଛି ଆତଙ୍କବାଦର ନୂଆ ଚେହେରା। କାଶ୍ମୀର ବିଶ୍ୱବିଦ୍ୟାଳୟରେ ଚୁକ୍ତିଭିତ୍ତିରେ କାର୍ଯ୍ୟ କରୁଥିବା ଏହି ଆସିଷ୍ଟାଣ୍ଟ ପ୍ରଫେସର ହେଲେ ମହମ୍ମଦ ରଫି...

bse
ଆସନ୍ତାକାଲି ମାଟ୍ରିକ ରେଜଲ୍ଟ

ଭୁବନେଶ୍ୱର : ଆସନ୍ତାକାଲି ପ୍ରକାଶ ପାଇବ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ। ଏଥିପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୁଡାନ୍ତ ହୋଇଛି। ଆସନ୍ତାକାଲି ପୂର୍ବାହ୍ନ ୯ଟାରେ ଫଳାଫଳ ପ୍ରକାଶ ପାଇବ। ମଧ୍ୟାହ୍ନ ୧୨ଟାରୁ ଛାତ୍ରଛାତ୍ରୀ ବୋର୍ଡର ୱେବସାଇଟ୍ WWW.bseodisha.nic.inରେ ଲଗ୍ ଇନ୍...

bihar
ଏକ ତରଫା ପ୍ରେମକୁ ମନା କରିବାରୁ ଯୁବତୀଙ୍କୁ ମାଡ଼

ବିହାର : ଏକ ତରଫା ପ୍ରେମକୁ ମନା କରିବାରୁ ଯୁବତୀଙ୍କୁ ମାଡ଼। ଗାଁର ଏକ ବିଜୁଳି ଖୁଣ୍ଟରେ ବାନ୍ଧି ମାଡ଼ ମାରିଲା ବିଫଳ ପ୍ରେମିକ। ଏହାର ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍‌ ହୋଇଛି। ଭିଡ଼ିଓରେ ଦେଖିବାକୁ ମିଳୁଛି ,କେମିତି ଯୁବତୀଙ୍କୁ ବନ୍ଧା ହୋଇଛି। ତା ପରେ ଅଭିଯୁକ୍ତ...