• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

dust
ଦିଲ୍ଲୀ, ଗୁରୁଗ୍ରାମ ଏବଂ ରାଜସ୍ଥାନରେ ଘୂର୍ଣ୍ଣିଝଡ଼ର ତାଣ୍ଡବ  

ନୂଆଦିଲ୍ଲୀ : ଦିଲ୍ଲୀ, ଗୁରୁଗ୍ରାମ ଏବଂ ରାଜସ୍ଥାନରେ ଘୂର୍ଣ୍ଣିଝଡ଼ର ତାଣ୍ଡବ। ଗତକାଲି ସଂଧ୍ୟାରୁ ଆରମ୍ଭ ହୋଇଥିବା ଘୂର୍ଣ୍ଣିଝଡ଼ର ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଖବର ମିଳିଛି। ଦିଲ୍ଲୀ ସମେତ ଗ୍ରେଟର ନୋଏଡ଼ା, ଫରିଦାବାଦ୍, ଖୁରଜା ଅଞ୍ଚଳରେ ମୁଖତଃ ଏହାର ପ୍ରଭାବ ପଡ଼ିଛି। ଫଳରେ ଏସମସ୍ତ ଅଞ୍ଚଳରେ ବର୍ଷା ହୋଇଥିବା...

deepak
ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସଙ୍ଗ

ନୂଆଦିଲ୍ଲୀ : ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ସଂପର୍କିତ ମାମଲାର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ। ଜଷ୍ଟିସ ଏ.କେ ସିକ୍ରୀ, ଏସ.ଏ, ବୋବ୍‌ଡେ, ଏନ୍‌ଭି ରମନା,ଅରୁଣ  ଓ ଜଷ୍ଟିସ  ଏ.କେ. ଗୋୟଲଙ୍କୁ ନେଇ ଗଠିତ ୫ ଜଣିଆ ଖଣ୍ଡପୀଠ ଏହି ଶୁଣାଣି କରିବେ।...

earphone
ହେଡ୍‌ଫୋନ ଲଗେଇ ଶୋଇପଡିଲେ ; କରେଣ୍ଟ ଲାଗି ଚାଲିଗଲା ମହିଳାଙ୍କ ଜୀବନ

ତାମିଲନାଡୁ : ଆପଣ ଅନେକ ସମୟରେ ଦେଖିଥିବେ କିଛି ଲୋକ ହେଡ୍‌ଫୋନ୍ ଲଗେଇ ଗୀତ ଶୁଣି ଶୋଇଯାଆନ୍ତି। ଏମିତି ଅଭ୍ୟାସ ଅନେକ ଲୋକଙ୍କର ଅଛି। ହେଲେ ଏହା ଯେ ବିପଦ ଜନକ ହୋଇପାରେ ଆପଣ କେବେ ଭାବିନଥିବେ। ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ,...

matric
୯ ପ୍ରତିଶତ କମିଲା ମାଟ୍ରିକ୍ ପାଶ୍ ହାର

ଭୁବନେଶ୍ୱର : କମିଲା ମାଟ୍ରିକ୍ ପାସ୍ ହାର। ଗତ ବର୍ଷଠାରୁ ଏବର୍ଷ ପାସ୍ ହାର ପାଖାପାଖି ୯ ପ୍ରତିଶତ କମିଛି। ଗତବର୍ଷ ୮୫ .୨୮ ପ୍ରତିଶତ ପିଲା ପାସ୍ କରିଥିବା ବେଳେ ଏଥର ପାସ୍ ହାର ରହିଛି ୭୬.୩ ପ୍ରତିଶତ। ଏବର୍ଷ ମୋଟ ୫ ଲକ୍ଷ ୭୬ ହଜାର...

land
ସହରାଞ୍ଚଳ ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର

ଛତ୍ରପୁର: ଛତ୍ରପୁରରେ ବସ୍ତିବାସିନ୍ଦାଙ୍କ ଜମି ଅଧିକାର ବଣ୍ଟନ ସମାରୋହ। ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ରତନ୍ ଟାଟା, ବ୍ରିଟିଶ ଆର୍କିଟେକ୍ଟ ରୋମାନ୍ ଫୋଷ୍ଟରଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଜଣଙ୍କ ପରେ ଜଣେ ବସ୍ତି ବାସିନ୍ଦାଙ୍କୁ ବାଣ୍ଟିଲେ ବାସପୋଯୋଗୀ ଜମି ପଟ୍ଟା। ଗଞ୍ଜାମ ଜିଲ୍ଲାର ୮ଟି ଓ ପୁରୀ ଜିଲ୍ଲାର ଗୋଟିଏ ପୌରାଞ୍ଚଳର...

praful samal
ରୋକ୍‌ଠୋକ୍‌ ମନା କଲେ ମନ୍ତ୍ରୀ; କଳିଙ୍ଗ ଷ୍ଟୁଡ଼ିଓ ଜାଗା କାହାକୁ ଦିଆଯିବନି

ଭୁବନେଶ୍ୱର : ପୁଣି ତେଜିଲା କଳିଙ୍ଗ ଷ୍ଟୁଡିଓରେ ସ୍ପୋର୍ଟସ କମ୍ପଲେକ୍ସ ନିର୍ମାଣ ପ୍ରସ୍ତାବ ବିବାଦ। ଆଜି ଜମି ଦେବାକୁ ସିଧାସଳଖ ମନା କରିଦେଇଛନ୍ତି ବିଭାଗୀୟ ମନ୍ତ୍ରୀ। କ୍ଷୁଦ୍ର, ମଧ୍ୟମ ଶିଳ୍ପ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ କହିଛନ୍ତି, କୌଣସି ପରିସ୍ଥିତିରେ କଳିଙ୍ଗ ଷ୍ଟୁଡ଼ିଓ ଜାଗାକୁ...

fake student
ନିଟ୍ ପରୀକ୍ଷାରେ ନକଲି ପରୀକ୍ଷାର୍ଥୀ 

ରାଉରକେଲା : ନିଟ୍ ପରୀକ୍ଷାରେ ନକଲି ପରୀକ୍ଷାର୍ଥୀ। ଗତକାଲି ରାଉରକେଲା ଡିଏଭି ପବ୍ଳିକ ସ୍କୁଲରେ ହୋଇଥିବା ପରୀକ୍ଷା ସମୟରେ ଜଣେ ନକଲି ପରୀକ୍ଷାର୍ଥୀଙ୍କୁ ଧରିବାରେ ସ୍କୁଲ କର୍ତ୍ତୃପକ୍ଷ ସକ୍ଷମ ହୋଇଛନ୍ତି। ତାଙ୍କ ନାଁ ରମେଶ କୁମାର। ଘର ରାଜସ୍ଥାନର ଡୁଙ୍ଗୁରୀ ଗ୍ରାମରେ। ଖବର ପାଇବାପରେ ଉଦିତନଗର ପୋଲିସ ଛାତ୍ରକୁ...

whatsapp
ହ୍ୱାଟ୍ସଆପ୍‌ର ନୂଆ ଫିଚର : ଆପ୍‌ ନଖୋଲି କରିପାରିବେ ଚାଟିଂ

ହ୍ୱାଟ୍ସଆପ୍‌ ଏବେ ଏକ ନୂଆ ଫିଚର ଆଣିଛି। ଯାହା ଦ୍ୱାରା ଆପ୍‌ ନଖୋଲି ମଧ୍ୟ ଚାଟ୍‌ କରିହେବ। ଫେସ୍‌ବୁକ୍‌ର ଏଫ୍‌୮ କନ୍‌ଫରେନ୍ସରେ ହ୍ୱାଟ୍ସଆପ୍‌ ନିଜର ୟୁଜର ମାନଙ୍କୁ ଏହି ନୂଆ ଫିଚର ବିଷୟରେ ସୂଚନା ଦେଇଛି। ହ୍ୱାଟ୍ସଆପ୍‌ର ସାରା ବିଶ୍ୱରେ ୧.୫ ବିଲିୟନରୁ ଅଧିକ ଆକ୍ଟିଭ୍‌ ୟୁଜର ଅଛନ୍ତି।...

bjp
ମହିଳା ସୁରକ୍ଷା ଓ ସମ୍ମାନ ଯାତ୍ରା କରିବ ବିଜେପି ମହିଳା ମୋର୍ଚ୍ଚା

ଭୁବନେଶ୍ୱର : ଆସନ୍ତା ୧୭ରୁ ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ମହିଳା ସୁରକ୍ଷା ଓ ସମ୍ମାନ ଯାତ୍ରା କରିବ ବିଜେପି ମହିଳା ମୋର୍ଚ୍ଚା। ରାଜ୍ୟରେ ନାବାଳିକା ଓ ମହିଳାଙ୍କ ସହ ଦୁଷ୍କର୍ମ ଘଟଣା ବୃଦ୍ଧି ପାଉଥିବା ଅଭିଯୋଗ କରି ଆଜି ମହିଳା ମୋର୍ଚ୍ଚା ପକ୍ଷରୁ ଭୁବନେଶ୍ୱରରେ...

dharmendra
ଇମ୍ଫା ପ୍ରସଙ୍ଗରେ ଟାଟାଙ୍କୁ ଧର୍ମେନ୍ଦ୍ରଙ୍କ ଅପିଲ୍‌

ଭୁବନେଶ୍ୱର : ରାୟଗଡ଼ା ଜିଲ୍ଲା ଥେରୁବାଲିସ୍ଥିତ ଇମ୍ଫା କାରଖାନାରେ ଜାରି ରହିଥିବା ଅଚଳାବସ୍ଥା ପ୍ରସଙ୍ଗରେ ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କୁ ଟ୍ୱିଟ୍ ଜରିଆରେ ଅପିଲ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ମୁଖ୍ୟମନ୍ତ୍ରୀ ଓ ପ୍ରଶାସନକୁ ପ୍ରଭାବିତ କରି ଇମ୍ଫା କଂପାନୀରେ ଚାଲିଥିବା ଅଚଳାବସ୍ଥା ଦୂର କରନ୍ତୁ ବୋଲି...

kalabaisakhi
ଝଡ଼ତୋଫାନ ଆଶଙ୍କା: ଆଲର୍ଟରେ ୧୩ ରାଜ୍ୟ

ନୂଆଦିଲ୍ଲୀ: ଉତ୍ତର ଓ ପୂର୍ବ ଭାରତରେ ୧୩ଟି ରାଜ୍ୟରେ ଝଡ଼ତୋଫାନ ଓ ଘଡ଼ଘଡ଼ି ସହ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।  ଏହି ୧୩ଟି ରାଜ୍ୟ ପାଇଁ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଝଡ଼ ତୋଫାନ ଆଶଙ୍କାକୁ ଦେଖି ହରିୟାଣାରେ ଆଜି...

punjilal meher
ସରିଲା ରିମାଣ୍ଡ ଅବଧି, ପୁଣି ଜେଲ୍‌ ଗଲେ ପୁଞ୍ଜିଲାଲ୍‌

ବଲାଙ୍ଗିର: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେରଙ୍କ ଆଜି ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ସରିଛି। ରିମାଣ୍ଡ ସରିବା ପରେ ଆଜି ତାଙ୍କୁ ପାଟଣାଗଡ଼ ଏସ୍‌ଡ଼ିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା। ଏହାପରେ ୧୫ ଦିନ ପାଇଁ ପୁଞ୍ଜିଲାଲଙ୍କୁ ବିଚାର ବିଭାଗୀୟ ହାଜତକୁ...

gold seized from airport
ଏୟାରପୋର୍ଟ ବାହାରୁ ମିଳିଲା ବିଦେଶୀ ସୁନା

ଭୁବନେଶ୍ୱର: ପୁଣି ଭୁବନେଶ୍ୱର ଏୟାରପୋର୍ଟ ବାହାରୁ ମିଳିଲା ବିଦେଶୀ ସୁନା। ୫ କିଲୋରୁ ଅଧିକ ସୁନା ଜବତ କରିଛି ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ। ଜବତ ସୁନାର ଆନୁମାନିକ ମୂଲ୍ୟ ୧ କୋଟି ୮୨ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏହି ଘଟଣାରେ ଗୁଇନ୍ଦା ଅଧିକାରୀ ୩...

sarat chandra misra
‘ଗ୍ଲୋରି ଅଫ ଇଣ୍ଡିଆ’ ଡାକ୍ତର ଶରତ ମିଶ୍ର

ଭୁବନେଶ୍ୱର: ବ୍ୟାଙ୍ଗ୍‌କକ୍‌ରେ ସମ୍ମାନିତ ହୋଇଛନ୍ତି ଓଡିଆ ଡାକ୍ତର ଶରତ ଚନ୍ଦ୍ର ମିଶ୍ର। ଇଣ୍ଡିଆ ଇଣ୍ଟରନ୍ୟାସନାଲ ଫ୍ରେଣ୍ଡସିପ୍‌ ସୋସାଇଟି ପକ୍ଷରୁ ମିଳିଛି ଗ୍ଲୋରି ଅଫ ଇଣ୍ଡିଆ ସମ୍ମାନ। ମେ ୪ ତାରିଖରେ ଥାଇଲାଣ୍ଡରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତାଙ୍କୁ ଏହି ସମ୍ମାନ ମିଳିଛି।  ଡାକ୍ତର ମିଶ୍ର କ୍ୟାପିଟାଲ ହସ୍ପିଟାଲରେ ଦୀର୍ଘ...