• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

sonam-anand
ବାଜିଲା ସୋନମଙ୍କ ସାହାନାଇ

ମୁମ୍ବାଇ: ଦୀର୍ଘଦିନର ବନ୍ଧୁ ଆନନ୍ଦ ଆହୁଜାଙ୍କୁ ବିବାହ କରିଛନ୍ତି ବଲିଉଡ ମସକ୍କଲି ଗାର୍ଲ ସୋନମ କପୁର। ପାରମ୍ପରିକ ପଞ୍ଜାବୀ ରୀତିରେ ବିବାହ ଅନୁଷ୍ଠିତ ହୋଇଯାଇଛି। ବଲିଉଡର ବହୁ ଷ୍ଟାର ଏଥିରେ ଯୋଗଦେଇ ନବ ଦମ୍ପତିଙ୍କୁ ଆଶୀର୍ବାଦ ଦେଇଛନ୍ତି। ଦୀର୍ଘ ଏକମାସ ପ୍ରସ୍ତୁତି ପରେ ଶେଷରେ ହାତରୁ ଦି ହାତ...

father-son
ସମାନ ନମ୍ବର ରଖି ଉତ୍ତୀର୍ଣ୍ଣ ହେଲେ ବାପ-ପୁଅ

ବାଲେଶ୍ୱର : ପାଠପଢା ଆଗରେ ହାର ମାନିଥାଏ ବୟସ। ଏହି ଉକ୍ତିକୁ ସଫଳ କରିଦେଖାଇଛନ୍ତି ବାଲେଶ୍ୱର ଜିଲ୍ଲାର ବିଜେପି ନେତା ଅରୁଣ ବେଜ। ଜଲେଶ୍ୱର ଅଞ୍ଚଳର ୫୮ ବର୍ଷୀୟ  ଅରୁଣ ଏବଂ ତାଙ୍କ ପୁଅ ୩୦ ବର୍ଷୀୟ ବିଶ୍ୱଜିତ ଏକାଠି ମାଟ୍ରିକ୍ ପାସ୍ କରିଛନ୍ତି। ଉଭୟେ ଜଳେଶ୍ୱର ଅଞ୍ଚଳର...

reven-
ରେଭେନ୍ସାରେ ଛାତ୍ର ଅଶାନ୍ତି

କଟକ : ରେଭେନ୍ସାରେ ଛାତ୍ର ଅଶାନ୍ତି। ବିଭିନ୍ନ ଦାବିରେ କୁଳପତିଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ। ଫି ବୃଦ୍ଧି ପ୍ରତ୍ୟାହାର, ହଷ୍ଟେଲ ଛାଡିବା ନିର୍ଦ୍ଦେଶର ପ୍ରତିବାଦରେ ଛାତ୍ରଛାତ୍ରୀମାନେ ଏହି ଧାରଣା ଦେଇଛନ୍ତି। ହଷ୍ଟେଲ ନବୀକରଣ ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆସନ୍ତା ୨୮ତାରିଖ ସୁଦ୍ଧା ହଷ୍ଟେଲ ଛାଡିବାକୁ ନୋଟିସ୍...

jasmin-1
ଆଶ୍ଚର୍ଯ୍ୟ ! ଏହି ଝିଅକୁ ଆଡ୍‌ମିସନ ଦେବାକୁ ୧୧୩ କଲେଜ ମଧ୍ୟରେ ପ୍ରତିଯୋଗିତା

ଆମେରିକା : ସବୁ କଲେଜରେ ବର୍ତ୍ତମାନ ଆଡ୍‌ମିସନ ଋତୁ ଆରମ୍ଭ ହୋଇଗଲାଣି। ଭଲ କଲେଜରେ ଆଡମିସନ କେମିତି ପାଇବେ ଏଥିପାଇଁ ଷ୍ଟୁଡେଣ୍ଟମାନେ ଚିନ୍ତିତ। ହେଲେ ଆପଣ ବିଶ୍ୱାସ କରିବେନି ଏମିତି ଜଣେ ଝିଅ ଅଛନ୍ତି , ଯାହାଙ୍କୁ ନିଜ କଲେଜରେ ଆଡମିସନ କରିବାକୁ ୧୧୩ଟି କଲେଜ ଲାଇନ୍‌ ଲଗେଇ...

blast-1
ପୁରୁଣା ଟିଭିକୁ ବିସ୍ଫୋରଣରେ ଉଡାଇଲା ବୋମା ନିଷ୍କ୍ରିୟକାରୀ ଟିମ୍

ମାଲକାନଗିରି : ବୋମା ସନ୍ଦେହରେ ଏକ ପୁରୁଣା ଟିଭିକୁ ବିସ୍ଫୋରଣରେ ଉଡାଇଲେ ବୋମା ନିଷ୍କ୍ରିୟକାରୀ ଟିମ୍। ସୂଚନା ମୁତାବକ, ମାଲକାନଗିରି ଜିଲ୍ଲା ମାଧିଲି ଥାନା ମୁଦୁଲିବେଡା ଗାଁରେ ଏକ ଗଛ ତଳେ ପୁରୁଣା ଟିଭି ପଡିଥିଲା। ଏହାକୁ ସ୍ଥାନୀୟ ଲୋକେ ଦେଖି ବି.ଏସ୍.ଏଫ୍ କୁ ସୂଚନା ଦେଇଥିଲେ। ବି.ଏସ୍.ଏଫ୍...

accident
ଦୁର୍ଘଟଣାରେ ଯବାନ ମୃତ

ଧର୍ମଗଡ଼ : ଧର୍ମଗଡ଼ ଗୋଲାମୁଣ୍ଡା ତେଲନଦୀ ପୋଲ ଉପରେ ବାଇକ୍ ଦୁର୍ଘଟଣା। ଏଥିରେ ଜଣେ ଯବାନଙ୍କ ମୃତ୍ୟୁ ଘଟିଛି। ମୃତ ଯବାନ ଜଣଙ୍କ ବୃନ୍ଦାବାହାଲ ଗାଁର ଲକ୍ଷ୍ମୀ ରାଉତ ବୋଲି ଜଣାପଡିଛି। ଅନ୍ୟଜଣଙ୍କ ଗୁରୁତର ଅବସ୍ଥାରେ ଧର୍ମଗଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସୂଚନା ମୁତାବକ, ଜଣେ ସଂପର୍କୀୟଙ୍କ  ବାହାଘରରେ...

vigilance
ଭିଜିଲାନ୍ସ ଜାଲରେ ଜଳସେଚନ ବିଭାଗର ୨ ଅଧିକାରୀ

ବରଗଡ଼ : ଭିଜିଲାନ୍ସ ଜାଲରେ ଜଳ ସେଚନ ବିଭାଗର ୨ ଅଧିକାରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣା ରେତ ପ୍ରକଳ୍ପ ସହକାରୀ ଯନ୍ତ୍ରୀ ଓ ରେଙ୍ଗାଲି କେନାଲ ସବ୍ ଡିଭିଜନର ସହକାରୀ ଯନ୍ତ୍ରୀଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ। ରେତ ପ୍ରକଳ୍ପ ସହକାରୀ ଯନ୍ତ୍ରୀ ରସାନନ୍ଦ...

elephant-1
ହାତୀ ଆକ୍ରମଣରେ ୩ଜଣଙ୍କ ମୃତ୍ୟୁ

କାମାକ୍ଷାନଗର : ଢେଙ୍କାନାଳରେ ଦୁଇ ଜଣଙ୍କୁ ଦଳି ମାରିଦେଲା ହାତୀ। ଢେଙ୍କାନାଳ ଜିଲ୍ଲାର ମହାବିରୋଡ଼ ରେଞ୍ଜର ଡିହୋଡୋଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ସରାଙ୍ଗରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ସରାଙ୍ଗ ଖନ୍ଦାନାଳ ଆଶ୍ରମର ତିନି ଜଣ ଲୋକ ଶୌଚ ପାଇଁ ନଦୀକୁ ଯାଇଥିବା ବେଳେ ହାତୀ...

daRINGIBADI
ପ୍ରଧାନଶିକ୍ଷକଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ

କନ୍ଧମାଳ : ଅସଦାଚରଣ ନୁହଁ ବରଂ ଦୁଷ୍କର୍ମ ହୋଇଛି। ସ୍କୁଲର ପ୍ରଧାନଶିକ୍ଷକ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଛନ୍ତି ଛାତ୍ରୀ। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଅଞ୍ଚଳର ଏକ ସ୍କୁଲର ପ୍ରଧାନଶିକ୍ଷକ ଅନ୍ତେବାସୀ ଛାତ୍ରୀଙ୍କ ସହ ଏଭଳି ଜଘନ୍ୟକାଣ୍ଡ ଭିଆଇଛନ୍ତି। ପୂର୍ବରୁ ପ୍ରଧାନଶିକ୍ଷକଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆଣିଥିଲେ...

sonam
ଆଜି ବିବାହ କରିବେ ସୋନମ୍ କପୁର୍

ବଲିଉଡ ଅଭିନେତ୍ରୀ ସୋନମ୍ କପୁରଙ୍କ ଆଜି ବାହାଘର। ବୟଫ୍ରେଣ୍ଡ ତଥା ବ୍ୟବସାୟୀ ଆନନ୍ଦ ଅହୁଜାଙ୍କ ସାତ ଜନ୍ମର ସାଥୀ ବନିବେ ସୋନମ୍। ଏନେଇ ପୁରା କପୁର୍ ଫ୍ୟାମିଲି ଚଳ ଚଞ୍ଚଳ ହୋଇ ଉଠିଛି। ସୋନମ୍‌ଙ୍କ ପରିବାର ପକ୍ଷରୁ ଏନେଇ ସ୍ୱତନ୍ତ୍ର ଆୟୋଜନ ହୋଇଛି। ବିବାହ ପୂର୍ବରୁ ମେହେନ୍ଦୀ ଏବଂ...