• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

mother-son-duo-694x430
ପୁଅ ସହ ମାଟ୍ରିକ୍‌ ପାସ୍‌ କଲେ ମାଆ

ବାଲେଶ୍ୱର: ଯେଉଁ ଆଶା ଛାତ୍ରୀ ଜୀବନରେ ପୂରଣ ହୋଇପାରି ନଥିଲା ଆଜି ପୂରଣ ହୋଇଯାଇଛି। ଗୋଟିଏ ପୁଅ ଓ ଗୋଟିଏ ଝିଅର ମାଆ ହେବା ପରେ ମାଟ୍ରିକ ପରୀକ୍ଷାରେ ପାସ୍‌ ହୋଇଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଚଳିତବର୍ଷ ପୁଅ ସହ ସେ ଦେଇଥିଲେ ମାଟ୍ରିକ ପରୀକ୍ଷା। ଆଉ ଉଭୟ...

invest-odisha-logo
ଇନଭେଷ୍ଟ ଓଡ଼ିଶା ଲୋଗୋକୁ ନେଇ ବିବାଦ: ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

ଭୁବନେଶ୍ୱର: ଇନଭେଷ୍ଟ ଓଡ଼ିଶା ଲୋଗୋରେ ଜଗନ୍ନାଥଙ୍କ ଗୋଟିଏ ଆଖି ପ୍ରଦର୍ଶନ ବିରୋଧରେ ଦାୟର ଜନସ୍ୱାର୍ଥ ମାମଲାରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନୋଟିସ୍ କରିଛନ୍ତି।  ଆବେଦନକାରୀ ଆଇନଜୀବୀ ଦେବେନ ସତ୍ୟଦର୍ଶୀ ନନ୍ଦଙ୍କ ଆବେଦନକୁ ଗ୍ରହଣ କରି ରାଜ୍ୟ ମୁଖ୍ୟ ଶାସନ ସଚିବ, ଶିଳ୍ପ ସଚିବ, ଇପିକଲ ସିଏମଡିଙ୍କୁ ହାଇକୋର୍ଟ ଏହି...

success-tips
ସଫଳତା ଚାହୁଁଛନ୍ତି, ଆପଣାନ୍ତୁ ଏହି ୧୦ଟି ଉପାୟ

ଭୁବନେଶ୍ୱର: ସଫଳତା ପାଇବାକୁ ସମସ୍ତେ କଠିନ ପରିଶ୍ରମ କରିଥାନ୍ତି। ଏଥିପାଇଁ କିଏ କେତେ ପ୍ରକାର ଉପାୟ ଅବଲମ୍ବନ କରିଥାନ୍ତି। ସଫଳତାର ପାହାଚ ଚଢ଼ି ଆଗକୁ ବଢ଼ିବା ଏତେ ସହଜ ହୋଇ ନଥାଏ। ଏଥିପାଇଁ ନାନା ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡିଥାଏ। ସଫଳତା ମିଳିବା ଆମ ଦୈନନ୍ଦିନ ଜୀବନୀ ଉପରେ...

arup
ପୂର୍ବତନ ମୁମ୍ବାଇ ପୋଲିସ୍‌ କମିଶନର ଅରୂପ ପଟ୍ଟନାୟକ ହେଲେ ଓୱାଇଡବ୍ଲ୍ୟୁବି ଅଧ୍ୟକ୍ଷ

ଭୁବନେଶ୍ୱର: ପୂର୍ବତନ ମୁମ୍ବାଇ ପୋଲିସ୍‌ କମିଶନର ଅରୂପ ପଟ୍ଟନାୟକଙ୍କୁ ରାଜ୍ୟ ସରକାର ରାଜ୍ୟ ଯୁବ କଲ୍ୟାଣ ବୋର୍ଡ (ଓୱାଇଡବ୍ଲ୍ୟୁବି)ର ନିର୍ବାହୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ବୋର୍ଡର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ପୂର୍ବତନ ମୁମ୍ବାଇ ପୋଲିସ ମୁଖ୍ୟ ‘ବିଜୁ ଯୁବ ବାହିନୀ’ କାର୍ଯ୍ୟକ୍ରମ ବୁଝିବେ। ନେତୃତ୍ୱ ଓ ସେବା...

sa-716x430
ଘରୋଇ ସ୍କୁଲରେ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ

ବ୍ରହ୍ମପୁର: ଚୋରି ଅଭିଯୋଗରେ ଜଣେ ଛାତ୍ରୀଙ୍କୁ ଦିଆଯାଇଛି ନିର୍ଯାତନା। ଏଭଳି ଅଭିଯୋଗ ଆସିଛି ବ୍ରହ୍ମପୁର ସହରର ଏକ ଘରୋଇ ସ୍କୁଲରୁ। ସ୍କୁଲର ଜଣେ ଶିକ୍ଷୟିତ୍ରୀଙ୍କ ଟଙ୍କା ଚୋରି କରିବା ନେଇ ଉକ୍ତ ଛାତ୍ରୀଙ୍କୁ ମାନସିକ ନିର୍ଯାତନା ଦିଆଯିବା ସହ ପରୀକ୍ଷାରେ କମ ମାର୍କ ଦିଆଯାଇଥିବା ଅଭିଯୋଗ ହୋଇଛି। ଏନେଇ...

Bhubaneswar-con34949
ତାତିରେ ଛଟପଟ ହେଉଛି ସାରା ଓଡ଼ିଶା

ଭୁବନେଶ୍ୱର: ପ୍ରଚଣ୍ଡ ତାତିରେ ଛଟପଟ ହେଉଛି ସାରା ଓଡ଼ିଶା। ଆଜି ରାଜ୍ୟର ୧୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଟପିଛି। ୪୪.୪ ସହ ଝାରସୁଗୁଡ଼ା ଆଜି ଥିଲା ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର। ତା’ ତଳକୁ ଥିଲା ହୀରାକୁଦ, ସମ୍ବଲପୁର ଓ ବଲାଙ୍ଗିର। ତେବେ କାଲିଠୁ ପୁଣି କାଳବୈଶାଖୀ...

Child-658x430
କଲଭର୍ଟରେ ସନ୍ତାନ ପ୍ରସବ କଲେ ବାସହରା ମହିଳା

ବାରିପଦା: କଲଭର୍ଟ ଭିତରେ ପ୍ରସବ କଲେ ବାସହରା ମହିଳା। ଏଭଳି ଏକ ଅବିଶ୍ୱସନୀୟ ଓ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ଶୁକୃଳି ବ୍ଲକ ଅଞ୍ଚଳରେ। ଘରଦ୍ୱାର ନଥିବାରୁ ବାଧ୍ୟ ହୋଇ ମହିଳା ଜଣଙ୍କ କଲଭର୍ଟ ଭିତରେ ସନ୍ତାନ ପ୍ରସବ କରିଛନ୍ତି। ଅଭିଯୋଗ ଅନୁସାରେ, ଏହି ଅଞ୍ଚଳର ଜଣେ...

Damodar-Rout
ସରକାରଙ୍କୁ ଦାମଙ୍କ ମହାନଦୀ ବାଣ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ବିଧାୟକ ଦାମୋଦର ରାଉତ ମହାନଦୀ ବାଣ ମାରିଛନ୍ତି। ଆଜି ମହାନଦୀ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଯୋଜନାକୁ କଟାକ୍ଷ କରିଛନ୍ତି ଦାମ। କହିଛନ୍ତି- “ଛତିଶଗଡ଼ ବିରୋଧରେ ଖାଲି ପ୍ରଚାର କଲେ ହେବନି। ସମସ୍ୟା ସମାଧାନ ପାଇଁ ଆମକୁ ମଧ୍ୟ କିଛି କରିବାକୁ ପଡ଼ିବ। ରାଜ୍ୟ ପାଇଁ...

Ration-card
ଭୋକିଲା ପେଟ ଖାଲି: ବିନା କାର୍ଡରେ ଚାଉଳ ନେଉଛନ୍ତି ୧୯ ଲକ୍ଷ ପରିବାର

ଭୁବନେଶ୍ୱର: ମଲା ହଜିଲା ଲୋକଙ୍କ ନାଁରେ ଉଠୁଛି ଖାଦ୍ୟଶସ୍ୟ। ବଣ୍ଟା ନହୋଇ ପଡିରହିଛି ହଜାର ହଜାର ରାସନକାର୍ଡ। ବିନା କାର୍ଡରେ ବି ଚାଉଳ ଉଠୁଛି। ପ୍ରାୟ ୧୯ ଲକ୍ଷ ପରିବାର ବିନା କାର୍ଡରେ ଏମିତି ଚାଉଳ ନେଇ ଚାଲିଛନ୍ତି। ହେଲେ ତାଲିକାକୁ ଉଠିପାରୁନି, ପ୍ରକୃତ ହିତାଧିକାରୀଙ୍କ ନାଁ। ଓଡ଼ିଶା...

Cyclone
ଓଡ଼ିଶା ସମେତ ୨୦ ରାଜ୍ୟରେ ଝଡ଼ ତୋଫାନ ଆଶଙ୍କା

ନୂଆଦିଲ୍ଲୀ: ଉତ୍ତର ପଶ୍ଚିମରେ ଦେଖା ଦେଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶା ସମେତ ଦେଶର ପ୍ରାୟ ୨୦ଟି ରାଜ୍ୟରେ ଝଡତୋଫାନର ଆଶଙ୍କା ରହିଛି। ଏ ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ବିଭିନ୍ନ ସ୍ଥାନରେ ପବନର ବେଗ ୫୦ରୁ ୭୦ କିଲୋମିଟର ରହିବା ସହ ଘଡ଼ଘଡ଼ି...