ଭୁବନେଶ୍ୱର: ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ। ଏନେଇ କେନ୍ଦ୍ର ଶିକ୍ଷା ସଚିବ ଅନୀଲ ସ୍ୱରୂପ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି। Results of Class 12 CBSE Exams declared. Can be accessed now through following modes: (On account of too...
ସମ୍ବଲପୁର: ଆଜିଠାରୁ ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ୍ ୱେରେ ଥିବା ୩ଟି ଟୋଲ୍ ପ୍ଲାଜାରେ ଆନ୍ଦୋଳନ ଆରମ୍ଭ ହୋଇଛି। ସମ୍ବଲପୁର ହାଇୱେ ୟୁଜର୍ସ ଫୋରମ୍ ପକ୍ଷରୁ ସୁନ୍ଦରଗଡ଼ର ମସନିକାନି, ସମ୍ବଲପୁରର ରେଙ୍ଗାଲି ଓ ରାଜଗାଙ୍ଗପୁରର ଲାଇଙ୍ଗରେ ଥିବା ତିନିଟି ଯାକ ଟୋଲ୍ ପ୍ଲାଜାରେ ଆନ୍ଦୋଳନ ଚାଲିଛି। ଏହାକୁ ବିଭିନ୍ନ ଓକିଲ...
ପୁରୀ: ପୁରୀ ଜିଲ୍ଲା ପିପିଲିରେ ପୋଲିସର ଏନ୍କାଉଣ୍ଟର। କଣ୍ଟେଇ ନିଜିଗଡ଼ ନିକଟରେ ଏନ୍କାଉଣ୍ଟରରେ ଅପରାଧୀ ସର୍ବେଶ୍ୱର ବେହେରା ଆହତ ହୋଇଛି। ତାଙ୍କ ବାମ ଗୋଡ଼ରେ ଗୁଳି ବାଜିଛି। ସର୍ବେଶ୍ୱରର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୂର୍ବତନ ମହିଳା କାଉନସିଲର ସତ୍ୟଭାମା ବେହେରାଙ୍କୁ...
ବାଲେଶ୍ୱର: ବୟସ ଅନୁସାରେ ନୁହେଁ, ଅପ୍ରାକୃତିକ ଭାବେ ବଢୁଛି ମୁଣ୍ଡ। ଚିକିତ୍ସା ପାଇଁ ଅର୍ଥ ନାହିଁ। ପ୍ରଶାସନକୁ ଅନେକ ଗୁହାରି ପରେ ବି ସାହାଯ୍ୟ ସହଯୋଗ ମିଳୁନି। ଏହା ହେଉଛି ବାଲେଶ୍ୱର ଜିଲ୍ଲା ପଦ୍ମପୁରର ପ୍ରକାଶ ପାତ୍ରଙ୍କ ପରିବାରର କରୁଣ କାହାଣୀ। ପ୍ରକାଶଙ୍କ ସାନ ଝିଅ ଝିଅ ଗାୟତ୍ରୀଙ୍କ...
ସୁନ୍ଦରଗଡ଼: ମୃତ୍ୟୁ କେଉଁଠି କେମିତି ଓ କେତେବେଳେ ଆସେ ତାହା କେହିବି ଜାଣି ନଥାନ୍ତି। ଏମିତି ହଠାତ୍ ମୃତ୍ୟୁର ଶିକାର ହୋଇଛନ୍ତି ୩ଜଣ ବ୍ୟକ୍ତି। ଶୋଇଥିବା ଅବସ୍ଥାରେ ଟ୍ରକ୍ ମାଡ଼ି ଯିବାରୁ ସେମାନଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ସୁନ୍ଦରଗଡ଼ କୁତ୍ରା ବଜାର ନିକଟରେ ଘଟିଛି। ଗତକାଲି ବିଳମ୍ବିତ ରାତିରେ ରାସ୍ତାକଡ଼ରେ...
ନୂଆଦିଲ୍ଲୀ: ଆଇପିଏଲ -୧୧ ଫାଇନାଲ୍ରେ ହେବ ଚେନ୍ନାଇ-ହାଇଦ୍ରାବାଦ ଟକ୍କର। ଗତକାଲି ଦ୍ୱିତୀୟ କ୍ୱାଲିଫାୟରରେ କୋଲକାତା ନାଇଟ୍ ରାଇଡର୍ସକୁ ୧୩ ରନ୍ରେ ହରାଇ ଫାଇନାଲ୍ରେ ପ୍ରବେଶ କରିଛି ସନ୍ରାଇଜର୍ସ ହାଇଦ୍ରାବାଦ। ଇଡ଼େନ୍ ଗାର୍ଡେନ୍ସରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ଦଳ ନିର୍ଦ୍ଧାରିତ ୨୦ ଓଭର୍ରେ ୭...
ଅଛେ ଦିନର ନାରା ଦେଇ ପ୍ରଧାନମନ୍ତ୍ରୀ ହୋଇଥିବା ନରେନ୍ଦ୍ର ମୋଦି ଦେଶ ପାଇଁ କଣ କରିଛନ୍ତି ତାହା ସବୁ ଭାରତୀୟଙ୍କ ପାଇଁ ବଡ଼ ପ୍ରଶ୍ନ । ୨୦୧୪ ମେ ମାସରେ ଶାସନ ଭାର ଗ୍ରହଣ କରିଥିବା ମୋଦି ସରକାର ପାଳନ କରୁଛନ୍ତି ସଫଳତାର ୪ ବର୍ଷ । ଏହି...
ଭୁବନେଶ୍ୱର: ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ହେଲେ ପ୍ରଫେସର ଗଣେଶୀ ଲାଲ। ହରିୟାଣାର ବିଜେପି ନେତା ପ୍ରଫେସର ଲାଲଙ୍କୁ କେନ୍ଦ୍ର ସରକାର ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି। ସେ ହରିୟାଣା ସୀର୍ସା ଆସନରୁ ବିଧାୟକ ଥିଲେ। ଏଥିସହିତ ସେ ବିଜେପି ଶୃଙ୍ଖଳା କମିଟିର ସଭାପତି ଦାୟିତ୍ୱ...
ଭୁବନେଶ୍ୱର/କଟକ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ଅବସରରେ ଆସନ୍ତାକାଲି କଟକରେ ପକୁଡ଼ି ବିକିବ କଂଗ୍ରେସ। ପୂର୍ବରୁ ଯେଉଁଭଳି ଭାବେ ମୋଦି ଯୁବକଙ୍କୁ ନିଯୁକ୍ତି ବଦଳରେ ପକୁଡ଼ି ବିକିବାକୁ ପରାମର୍ଶ ଦେଇଥିଲେ, ସେହି ନ୍ୟାୟରେ ଯୁବକମାନେ ପକୁଡ଼ି ବିକିବାର ଆୟୋଜନ କରିଛନ୍ତି। ତେବେ ଏହା ଏକ ଭଲ ପଦକ୍ଷେପ...
ଭୁବେଶ୍ୱର: କେରଳରେ ଆତଙ୍କ ସୃଷ୍ଟି କରିଥିବା ନିପା ଭାଇରସ୍ କର୍ଣ୍ଣାଟକକୁ ବ୍ୟାପିଥିବା ଜଣା ପଡ଼ିବା ପରେ ଏହାର ମୁକାବିଲା ପାଇଁ ତତ୍ପର ହୋଇଛନ୍ତି ଓଡ଼ିଶା ସରକାର। ଏଥିପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏକ ତିନିଜଣିଆ ଟିମ୍ ଗଠନ ହୋଇଛି। ନିପା ଭାଇରସ୍କୁ...
ଭୁବନେଶ୍ୱର: ବାଂଲାଦେଶରୁ ବେଙ୍ଗାଲୁରୁ ଭାୟା ଓଡ଼ିଶା ଦେଇ ଟ୍ରେନରେ ଚାଲାଣ ହେଉଛି ଜାଲ୍ ନୋଟ। ୫୦ ହଜାରରୁ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ କମିଶନ ନେଇ ଏଜେଣ୍ଟ ବା କ୍ୟାରିୟରମାନେ ଚାଲାଣକାରୀଙ୍କ ପାଖରୁ ଗ୍ରାହକଙ୍କ ପାଖରେ ଏହି ନୋଟ୍ ପହଞ୍ଚାଉଛନ୍ତି। ଶୁକ୍ରବାର ଖୋର୍ଦ୍ଧାରୋଡ୍ ରେଳ ଷ୍ଟେସନ୍ରୁ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ...
ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ପୂର୍ବରୁ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏଥିରେ ସେ ମୋଦି ସରକାରଙ୍କ ୪ ବର୍ଷର ଉପଲବ୍ଧି ଏବଂ ଓଡ଼ିଶା ପ୍ରତି ମୋଦିଙ୍କ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଛନ୍ତି। ସୂଚନା...
ସମ୍ବଲପୁର: ଆଞ୍ଚଳିକ କୋଇଲା ଖଣି ଭବିଷ୍ୟତ ନିଧି କାର୍ଯ୍ୟାଳୟ(ସିଏମ୍ପିଏଫ୍ଓ)ରେ ଜଣେ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଆଞ୍ଚଳିକ କମିଶନର ଉପେନ୍ଦ୍ର ପଣ୍ଡାଙ୍କ ନାଁରେ ଏହି ଅଭିଯୋଗ ଆସିଛି। ଅଫିସରେ କାର୍ଯ୍ୟ କରୁଥିବା ଜଣେ ଅସ୍ଥାୟୀ ମହିଳା କର୍ମଚାରୀ ଉପେନ୍ଦ୍ରଙ୍କ ନାଁରେ ଏହି ଅଭିଯୋଗ ଆଣିଛନ୍ତି।...
ଭୁବନେଶ୍ୱର: ଓଡ଼ିଶା ଜଏଣ୍ଟ ଏଣ୍ଟ୍ରାନ୍ସ ଏଗ୍ଜାମିନେସନ ବା ଓଜେଇଇ ପରୀକ୍ଷାଫଳ ପ୍ରକାଶ ପାଇଛି।। ଏଥିରେ MBA, MCA, M.TECH ଆଦି ୧୨ଟି ବିଭାଗରେ ମୋଟ ୪୨, ୨୮୮ ଜଣ ପିଲା ପରୀକ୍ଷା ଦେଇଥିଲେ । ପ୍ରକାଶିତ ପରୀକ୍ଷାଫଳରେ ମୋଟ ୪୨,୨୮୩ ଜଣ ପରୀକ୍ଷାର୍ଥୀଙ୍କୁ ରାଙ୍କ କାର୍ଡ ମିଳିଛି। MBAରେ...
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର ଡେରାବିଶ ଅଞ୍ଚଳରେ ଜଣେ ୭ ବର୍ଷର ନାବାଳିକାକୁ ଦୁଷ୍କର୍ମ ନେଇ ଅଭିଯୋଗ ହୋଇଛି। ଗତ ୨୩ ତାରିଖରେ ନାବାଳିକା ଜଣକ ବାହାରେ ବୁଲୁଥିବା ବେଳେ ଟଙ୍କା ଦେବାକୁ କହି ନାବାଳିକା ସହ ତାର ଛୋଟ ଛୋଟ ଭାଇଭଉଣୀଙ୍କୁ ଅଭିଯୁକ୍ତ ଏକ ଘର ମଧ୍ୟକୁ ନେଇଯାଇଥିଲା ସେହି...
ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ କିମ୍ବା ବିଜେପି ସହ ମେଣ୍ଟ ହେବ ନାହିଁ ବୋଲି ପୁଣି ଥରେ ସ୍ପଷ୍ଟ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଉଭୟ ଦଳଠାରୁ ବିଜେଡି ସମଦୂରତ୍ୱ ରଖିବ ଓ କଂଗ୍ରେସ ସହ ମେଣ୍ଟକୁ ନେଇ ହେଉଥିବା ସବୁ ଅଭିଯୋଗ ଭିତ୍ତିହୀନ ବୋଲି...