ବ୍ରହ୍ମପୁର: ରାୟଗଡ଼ାରୁ ଗଞ୍ଜାମକୁ ବ୍ୟାପିଲା ପିଲା ଚୋରି ଗୁଜବ। ପିଲା ଚୋରି ସନ୍ଦେହରେ ୭ ଅଣ ଓଡ଼ିଆ ଯୁବକଙ୍କୁ ନିର୍ଧୂମ୍ ପିଟିଲେ ଲୋକେ। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମପୁର ନୂଆବଜାର ଥାନା ଗେଟ୍ ବଜାର ଅଞ୍ଚଳରେ ତାମିଲନାଡୁର ୭ ଜଣ ଯୁବକ ବୁଲୁଥିବାର ସ୍ଥାନୀୟ ଲୋକ...
ଭୁବନେଶ୍ୱର: ଏସିଡ୍ ଆକ୍ରମଣ ବନ୍ଦ କରିବାକୁ ନେଇ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଭୁବନେଶ୍ୱରରେ ହୋଇଛି ଏକ ଗଣଦୌଡ଼। ଯାହାର ନାଁ ରଖାଯାଇଥିଲା ଷ୍ଟପ୍ଆଥନ୍। କଳିଙ୍ଗ ଷ୍ଟାଡିୟମରେ INITIATIVE FOR SOCIAL DEVELOPMENT ପକ୍ଷରୁ ଆୟୋଜିତ ହୋଇଥିବା ଏହି ଗଣଦୌଡ଼କୁ ଉଦଘାଟନ କରିଥିଲେ ମହିଳା ଓ ଶିଶୁ କଲ୍ୟାଣ...
ମୁମ୍ବାଇ: ଆଜି ଆଇପିଏଲ୍-୧୧ର ଫାଇନାଲ ଟକ୍କର। ସାମ୍ନାସାମ୍ନି ହେବେ ପଏଣ୍ଟ ଟେବୁଲର ପ୍ରଥମ ଦୁଇଟି ସ୍ଥାନରେ ରହିଥିବା ଚେନ୍ନାଇ ସୁପରକିଙ୍ଗସ୍ ଏବଂ ସନରାଇଜର୍ସ ହାଇଦ୍ରାବାଦ। ପ୍ରଥମ କ୍ୱାଲିଫାୟରରେ ଚେନ୍ନାଇ ଠାରୁ ପରାସ୍ତ ହୋଇଥିଲା ହାଇଦ୍ରାବାଦ। ତେବେ ଦ୍ୱିତୀୟ କ୍ୱାଲିଫାୟରରେ କୋଲକାତା ନାଇଟ୍ ରାଇଡର୍ସକୁ ୧୩ ରନ୍ରେ ହରାଇ ଫାଇନାଲ୍ରେ...
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ନିରାକାରପୁରରେ ଏକ ବଡ଼ ଧରଣର ଏଟିଏମ୍ ଲୁଟ୍ ହୋଇଛି। ଗତକାଲି ବିଳମ୍ବିତ ରାତିରେ ନିରାକାରପୁର କଲେଜ ଛକରେ ଥିବା ଏକ୍ସିସ୍ ବ୍ୟାଙ୍କ ATMରୁ ପ୍ରାୟ ୧୦ ଲକ୍ଷ ଟଙ୍କା ଲୁଟ୍ ହୋଇଛି। ଦୁର୍ବୃତ୍ତମାନେ ଗ୍ୟାସ୍ କଟର୍ରେ ଏଟିଏମ୍ର ଚାମ୍ବର କାଟି ଟଙ୍କା ନେଇ ଯାଇଛନ୍ତି।...
ନୂଆଦିଲ୍ଲୀ: ମାଡ଼ି ଆସୁଛି ବାତ୍ୟା! ବାତ୍ୟା ମେକୁନୁକୁ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହାର ପ୍ରଭାବରେ ମହାରାଷ୍ଟ୍ର ଓ ଗୋଆରେ ପ୍ରବଳ ବର୍ଷା ସହ ପବନ ହେବାର ସମ୍ଭାବନା ରହିଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବା ସମ୍ଭାବନା ଥିବାରୁ ସମୁଦ୍ର...
ବଲାଙ୍ଗିର: କୁହାଯାଏ ଯେ ମାଆର ମମତା ଆଗରେ ସବୁକିଛି ଫିକା ପଡ଼ିଯାଏ । କାରଣ ସନ୍ତାନ ପ୍ରତି ମାଆର ଭଲ ପାଇବା, ତ୍ୟାଗ ଓ ସେହ୍ନ ସଂସାରର ସବୁ କିଛିଠୁ ବହୁ ଊର୍ଦ୍ଧ୍ୱରେ। ତେବେ ଏ କେମିତିକା ମାଆ? ଯିଏ କି ତା’ର ସନ୍ତାନକୁ ଏକାକି ଛାଡ଼ି ଛୁ...
ଆପଣ ଜାଣନ୍ତି କି, ଓଡ଼ିଶାରେ ପର୍ଯ୍ୟାପ୍ତ ପରିମାଣରେ ମିଳୁଥିବା ଏକ ଔଷଧୀୟ ଗୁଳ୍ମ ଅମୃତ ଭଳି କାମ କରେ। ଏହା ମଣିଷକୁ ସାରା ଜୀବନ ସୁସ୍ଥ ରଖିବା ସହ ଦୀର୍ଘାୟୁ କରିଥାଏ। ଏହି ଔଷଧ ଆମ ହାତ ପାହାନ୍ତାରେ ରହିଛି, କିନ୍ତୁ ଆମେ ଏହାକୁ ବ୍ୟବହାର କରୁନୁ। ଏହି...
ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପି କାଯ୍ୟାଳୟ ଉପରେ ବୋମାମାଡ଼। ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଆଜି ସନ୍ଧ୍ୟାରେ ଦୁଇ ଜଣ ଯୁବକ ପାର୍ଟି ଅଫିସକୁ ଆସି ଦୁଇଟି ବୋମା ଫିଙ୍ଗି ଫେରାର ହୋଇଯାଇଥିଲେ। ତେବେ ଖାରବେଳନଗର ଥାନା ପୋଲିସ ୨ ଜଣଙ୍କୁ ଗିରଫ...
ଭୁବନେଶ୍ୱର : ୪ ବର୍ଷ ମୋଦି ଶାସନର ହିସାବ ନିକାଶ। ମୋଦିଙ୍କୁ ଶାହା ଦେଇଛନ୍ତି ଫୁଲ ମାର୍କ। ଆଉ ରାହୁଲ କରିଛନ୍ତି ଫେଲ। ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରି ନଥିବାରୁ ମୋଦିଙ୍କୁ ବିଶ୍ୱାସଘାତକ ସହ ତୁଳନା କରି ସାରା ଦେଶରେ ହଲ୍ଲାବୋଲ କରିଛି କଂଗ୍ରେସ।ଚଣ୍ଡିଗଡରେ ଲଣ୍ଡା ହୋଇ...
ଲକ୍ଷ୍ନୌ: ଶିବସେନା ଓ ବିଜେପି ମଧ୍ୟରେ ବିବାଦ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି I ଚପଲ ଖୋଲି ପିଟିବାକୁ ଇଚ୍ଛା ହେଊଥିବା ନେଇ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ମନ୍ତବ୍ୟ ଉପରେ ଜବାବ ରଖିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟାନାଥ। ଯୋଗୀ ଅଦିତ୍ୟନାଥ ଉଦ୍ଧବ ଥାକରେଙ୍କୁ ଟାର୍ଗେଟ...
ଭୁବନେଶ୍ୱର : ବହୁ ବାଦ ବିବାଦ ଏବଂ ନାନା କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ପ୍ରକାଶ ପାଇଛି ସିବିଏସ୍ଇର ଦ୍ୱାଦଶ ରେଜଲ୍ଟ। ନିର୍ଦ୍ଧାରିତ ସମୟର ଦୁଇ ଘଣ୍ଟା ବିଳମ୍ବରେ ଆଜି ସିବିଏସ୍ଇର ୱେବସାଇଟ୍ରେ ରେଜଲ୍ଟ ପ୍ରକାଶ ପାଇଥିଲା। ସେପଟେ ରେଜଲ୍ଟ ଆସିବା ପରେ କୃତୀ ଛାତ୍ରଛାତ୍ରୀ କରିଛନ୍ତି...
କଟକ : କିଲ୍ଲା ପଡିଆରୁ ଦେଶବାସୀଙ୍କୁ ନିଜ ସରକାରର ୪ ବର୍ଷର ହିସାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ସେ ବିରୋଧୀ ମେଣ୍ଟ ଉପରେ ଜୋରଦାର ବର୍ଷିଛନ୍ତି। ହଜାର ହଜାର କୋଟି ଟଙ୍କାର ଦୁର୍ନୀତିରେ ଫସିଥିବା ଲୋକ ଦେଶ ବଞ୍ଚାଇବା ନୁହେଁ, ନିଜକୁ ଓ ନିଜ...
ପୁରୀ : ପୁରୀରେ ରଥ ନିର୍ମାଣ କରୁଥିବା ଭୋଇ ସେବାୟତ ଓ ଭକ୍ତଙ୍କ ମଧ୍ୟରେ ପିଟାପିଟି। ଏଥିରେ ବାଲେଶ୍ୱରରୁ ଆସିଥିବା ଜଣେ ଶ୍ରଦ୍ଧାଳୁଙ୍କ ମୁଣ୍ଡ ଫାଟି ପ୍ରବଳ ରକ୍ତସ୍ରାବ ହୋଇଥିବା ଦେଖିବାକୁ ମିଳିଛି। ସେପଟେ ଶ୍ରଦ୍ଧାଳୁଙ୍କ ଆକ୍ରମଣରେ ଭୋଇ ସେବାୟତଙ୍କ ନାକ ଫାଟି ଯାଇଥିବା ଅଭିଯୋଗ ହୋଇଛି। ଏନେଇ...
କଟକ : କଟକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଜେପି ଜନ କଲ୍ୟାଣ ସମାବେଶରେ ଯୋଗ ଦେଇଛନ୍ତି। ଜୟ ଜଗନ୍ନାଥ କହି ନିଜର ବକ୍ତବ୍ୟ ଆରମ୍ଭ କରିବା ସହ ଓଡ଼ିଶାର ଭାଇ ଭଉଣୀ ମାନଙ୍କୁ ନମସ୍କାର କହିଲେ ମୋଦି। ପ୍ରଧାନମନ୍ତ୍ରୀ ନିଜର ଉଦବୋଧନରେ କହିଛନ୍ତି ‘ କଟକର ତାରକସୀ ,ଓଡ଼ିଶାର...
ଖରାଦିନେ ଲିଚୁର ଆଦର ଖୁବ୍ ବଢିଯାଇଥାଏ। ଏହା ସ୍ୱାଦିଷ୍ଟ ଲାଗିବା ସହ ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ। ଏବେ ବଜାରରେ ଓ ରାସ୍ତା କଡ଼ରେ ପ୍ରଚୁର ପରିମାଣରେ ଲିଚୁ ବିକ୍ରି ହେଉଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଫଳ ଖାଇବା ଦ୍ୱାର ଅନେକ ରୋଗରୁ ଉପଶମ...
ନୂଆଦିଲ୍ଲୀ: ଆସନ୍ତା ନିର୍ବାଚନରେ କେଉଁଠୁ ଲଢ଼ିବେ ମୋଦି? ପୁରୀ ନା ଅନ୍ୟ କେଉଁଠୁ…ବର୍ତ୍ତମାନ ସୁଦ୍ଧା ତାହା କିଛି ବି ସ୍ପଷ୍ଟ ଜଣାପଡ଼ିନି। ତେବେ ଏହା ଭିତରେ ମୋଦି ପୁରୀରୁ ଲଢ଼ିବା ନେଇ ଚର୍ଚ୍ଚା ଜୋର ଧରିଛି। ମୋଦି କେଉଁଠୁ ନିର୍ବାଚନ ଲଢ଼ିବେ ସେନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ...
ଭୁବନେଶ୍ୱର: କାଳବୈଶାଖୀ ବର୍ଷା ଓ ବଜ୍ରପାତ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଜି ସନ୍ଧ୍ୟା ୬ଟା ଭିତରେ କାଳବୈଶାଖୀ ହେବାର ଆଶଙ୍କା କରାଯାଉଛି। ଝଡ଼ବର୍ଷା ସହ କୁଆପଥର ମାଡ଼ ହେବାର ସମ୍ଭାବନା ମଧ୍ୟ ଅଛି। ଏଥିପାଇଁ ୫ଟି ଜିଲ୍ଲାକୁ ସତର୍କ...