• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

amitabha
ବିଗ୍ ବି ଅମିତାଭଙ୍କ ଟ୍ୱିଟ୍; ହିନ୍ଦୁସ୍ତାନୀ ଆଜି ବି ଇଂରେଜମାନଙ୍କ ଗୋଲାମ

ନୂଆଦିଲ୍ଲୀ :  ବିଗ୍ ବି ଅମିତାଭ ଏକ ଟ୍ୱିଟ୍ ଜରିଆରେ ଆମେ ହିନ୍ଦୁସ୍ତାନୀ ଆଜି ବି ଇଂରେଜମାନଙ୍କ ଗୋଲାମ ହୋଇ ରହିଛୁ ବୋଲି କହିଛନ୍ତି। ତେବେ ଏହାକୁ ସେ  ଇଂଲିଶ ଷ୍ଟାଇଲ୍‌ରେ ଜନ୍ମଦିନ ମନାଇବା ପ୍ରସଙ୍ଗରେ କହିଛନ୍ତି। ହାପି ବାର୍ଥ ଡେ ଟୁ ୟୁ  ସମ୍ବୋଧନ, ମହମବତୀ ଲଗାଇ...

love promise
ରିଲିଜ୍ ହେଲା ନୂଆ ଓଡ଼ିଆ ଫିଲ୍ମ ‘ଲଭ୍ ପ୍ରମିଜ୍’

ଭୁବନେଶ୍ୱର : ରିଲିଜ୍ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ‘ଲଭ୍ ପ୍ରମିଜ୍‌’। ସିନେମାରେ ମୁଖ୍ୟ ଭୂମିକାରେ ଅଛନ୍ତି ଅଭିନେତା ରାକେଶ ଏବଂ ଅଭିନେତ୍ରୀ ଜୟା। ବିଶ୍ୱାସ ସିନେପ୍ରଡକ୍ସନ୍ସର ଆନୁକୂଲ୍ୟରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ସନ୍ତୋଷ ବିଶ୍ୱାଳ। ସଂଗୀତ ଦେଇଛନ୍ତି ପ୍ରେମ ଆନନ୍ଦ। ପରଦାକୁ ଆସିବା ପୂର୍ବରୁ...

airport
ମୁଁ ନିଶା କାରବାର କରିବାକୁ ଚାହୁଁଛି... ମୋ ପାଇଁ ତୁରନ୍ତ ଟିକଟ ବୁକିଂ କର... ନହେଲେ...

ଭୁବନେଶ୍ୱର: କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଥିବା ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରକୁ ମିଳିଛି ଧମକ। କେହି ଜଣେ ଅଜଣା ବ୍ୟକ୍ତି ଏୟାରପୋର୍ଟକୁ ଟେଲିଫୋନ୍‌ରେ ଧମକ ଦେଇଥିବା ଖବର ମିଳିଛି। ଏ ସଂପର୍କରେ ଏୟାରପୋର୍ଟ ପକ୍ଷରୁ ଅଭିଯୋଗ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନରେ...

petrol
୧୧ ଦିନ ଧରି ବଢ଼ିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ଲଗାତର ୧୧ ଦିନ ପାଇଁ ବଢ଼ିଛି ତୈଳ ଦର। ମୁମ୍ବାଇରେ ଦେଶର ସବୁଠୁ ମହଙ୍ଗା ପେଟ୍ରୋଲ ଏବଂ ଡିଜେଲ ବିକ୍ରି ହେଉଛି। ଆଜି ମୁମ୍ବାଇରେ ବର୍ଦ୍ଧିତ ପେଟ୍ରୋଲ ଦର ୮୫ଟଙ୍କା ୨୯ ପଇସା ହୋଇଥିବାବେଳେ ଦିଲ୍ଲୀରେ ୭୭ଟଙ୍କା ୪୭ ପଇସା। ସେହିପରି ଡିଜେଲ ଦର ମୁମ୍ବାଇରେ ୭୨ଟଙ୍କା...

maoists called bandh
୪ ଜିଲ୍ଲାରେ ମାଓବାଦୀଙ୍କ ବନ୍ଦ ଡାକରା

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ସୁଡ୍ରୁକୁମ୍ପାରେ ପୋଲିସ ଏନ୍‌କାଉଣ୍ଟରରେ ୫ ମାଓବାଦୀଙ୍କ ମୃତ୍ୟୁର ପ୍ରତିବାଦରେ ଆଜି ବନ୍ଦ ଡାକରା ଦେଇଛନ୍ତି ସିପିଆଇ (ମାଓବାଦୀ)ର କେକେବିଏନ୍‌ ଡ଼ିଭିଜନ୍‌। କନ୍ଧମାଳ ସମେତ କଳାହାଣ୍ଡି, ବୌଦ୍ଧ ଏବଂ ନୟାଗଡ଼ରେ ମଧ୍ୟ ୨୪ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଏହି ମାଓ ସଂଗଠନ। ତେବେ ବର୍ତ୍ତମାନ...

representational image
IED ବିସ୍ଫୋରଣରେ ଜଣେ ସିଆରପିଏଫ ଯବାନ ସହିଦ, ଆଉ ଜଣେ ଯବାନ ଗୁରୁତର ଆହତ

ଭୁବନେଶ୍ୱର: ଓଡ଼ିଶା ସୀମାନ୍ତ ଛତିଶଗଡ଼ରେ ପୁଣି ମାଓହିଂସା। ମାଓବାଦୀଙ୍କ ଆଇଇଡି ବିସ୍ଫୋରଣରେ ଜଣେ ସିଆରପିଏଫ ଯବାନ ସହିଦ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ଯବାନ ମାନେ ୨୦୬ କୋବ୍ରା ବାଟାଲିୟନରେ କାର୍ଯ୍ୟ କରୁଥିଲେ। ଆଜି ସକାଳେ ଛତିଶଗଡର ପୁଶ୍‌ୱାଡ଼ାରେ ସୁରକ୍ଷାକର୍ମୀ ମାନେ ପାଟ୍ରୋଲିଂରେ ଯାଉଥିବା...

ipl
ଆଇପିଏଲ୍‌ ମହାସମର: ରାଜସ୍ଥାନକୁ ୨୫ ରନ୍‌ରେ ହରାଇଲା କୋଲକାତା

ନୂଆଦିଲ୍ଲୀ: ଆଇପିଏଲ୍-୧୧ରୁ ବାଦ୍ ପଡ଼ିଲା ରାଜସ୍ଥାନ ରୟାଲ୍ସ।  ଗତକାଲି କୋଲକାତାର ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିବା ଏଲିମିନେଟରରେ ରାଜସ୍ଥାନକୁ ୨୫ ରନ୍‌ରେ ହରାଇ ମ୍ୟାଚ୍ ହାତେଇ ନେଇଛି କୋଲକାତା ନାଇଟ୍ ରାଇଡର୍ସ। କୋଲକାତା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର୍‌ରେ ୭ ଓ୍ୱିକେଟ୍ ହରାଇ ୧୬୯ ରନ୍ ହାସଲ...