• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

puri-1
ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ଶେଷ

ପୁରୀ  : ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ। ବୈଠକ ପରେ ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ତଦନ୍ତ କରୁଥିବା ଜିଲ୍ଲା ଜଜଙ୍କୁ ସବୁ ତଥ୍ୟ ଦିଆଯିବ। ଦାନ ଅର୍ଥ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁପାଳନ ହେବ। ଶ୍ରୀମନ୍ଦିର ପରିସର ୨୩ଟି ଜାଗାରେ ସିସିଟିଭି...

tractor
ବୃଦ୍ଧା ମାଆକୁ ଚଳନ୍ତା ଟ୍ରାକ୍ଟର ସାମ୍ନାକୁ ଫୋପାଡି ଦେଲା ପୁଅ

ମହାରାଷ୍ଟ୍ର : ନିର୍ଦ୍ଦୟ ପୁଅର ଅମାନୁଷିକ କାଣ୍ଡ। ନିଜ ସ୍ୱାର୍ଥ ପାଇଁ ଜନ୍ମ କଲା ମାଆର ଜୀବନକୁ ବାଜି ଲଗାଇଛି ପୁଅ। ବୃଦ୍ଧା ମାଆକୁ ଚଳନ୍ତା ଟ୍ରାକ୍ଟର ସାମ୍ନାକୁ ଫୋପାଡି ଦେଇଛି ପୁଅ। ଏଭଳି ଅମାନବୀୟ ଘଟଣା ଘଟିଛି ମହାରାଷ୍ଟ୍ରର ଓ୍ୱାସିମ୍ ସହରରେ। ଯେଉଁଠି ଜମିବାଡ଼ି ବିବାଦକୁ କେନ୍ଦ୍ର...

chilika
ଡଙ୍ଗାର ଅବସ୍ଥା ଭଲ ନଥିଲା, ପାଣି ଗଳୁ ଥିଲା :  ପରିବହନ ମନ୍ତ୍ରୀ

ଚିଲିକା : ଚିଲିକାରେ ଡଙ୍ଗାବୁଡ଼ି ୬ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାରେ ପବନ ସହ ଡଙ୍ଗା ଓ ଡଙ୍ଗା ମାଲିକକୁ ଦୋଷ ଦେଇଛନ୍ତି ମନ୍ତ୍ରୀ ନୃସିଂହ ସାହୁ। ଦୁର୍ଘଟଣାଗ୍ରସ୍ତ ଡଙ୍ଗାର ଅବସ୍ଥା ଭଲ ନଥିଲା, ପାଣି ଗଳୁ ଥିଲା ବୋଲି ସ୍ୱୀକାର କରିଛନ୍ତି ମନ୍ତ୍ରୀ। ଏଥିସହ ଡଙ୍ଗା ମାଲିକଙ୍କ ବିରୋଧରେ...

India Monsoon
ଦିନେ ଦୁଇ ଦିନ ମଧ୍ୟରେ ମୌସୁମୀ ବାୟୁ ହେବ ସକ୍ରିୟ : ପାଣିପାଗ ବିଭାଗ

ଭୁବନେଶ୍ୱର : ଦିନେ ଦୁଇ ଦିନ ମଧ୍ୟରେ ପୁଣି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।  ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ଓ ବିହାରରୁ ଝାଡ଼ଖଣ୍ଡ ଦେଇ ଯାଇଥିବା ଟ୍ରପଲାଇନ୍ ପ୍ରଭାବରେ ମୌସୁମୀ ସକ୍ରିୟ ହେବ ବୋଲି କହିଛି ପାଣିପାଗ...

viral photo
ପୁଣି ଶ୍ରୀମନ୍ଦିର ଫଟୋ ଭାଇରାଲ

ପୁରୀ: ପୁଣି ଭାଇରାଲ ହୋଇଛି ଶ୍ରୀମନ୍ଦିର ଫଟୋ। ଆଉ ସୋସିଆଲ ମିଡ଼ିଆରେ ଘୂରିବୁଲୁଛି ଶ୍ରୀମନ୍ଦିରର ନାଟମଣ୍ଡପ ଓ ଜଗମୋହନ ବାହାର ପାର୍ଶ୍ୱ ଫଟୋ। ହାଇଦ୍ରାବାଦର ଆନନ୍ଦ ଗିନ୍‌କିଣ୍ଟ୍‌ଲା ନାମକ ଜଣେ ପର୍ଯ୍ୟଟକ ତାଙ୍କ ଫେସ୍‌ବୁକ୍‌ରେ ଏହି ଫଟୋ ଅପ୍‌ଲୋଡ଼ କରିଥିବା ଜଣାପଡିଛି। ସନ୍ଧ୍ୟା ସମୟରେ କୀର୍ତ୍ତନ ଚକଡ଼ାରୁ ଏହି...

car accident
କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା: ଗୋଟିଏ ପରିବାରର ୩ ମୃତ, ୨ ଆହତ

ଭୁବନେଶ୍ୱର: ଝାଡ଼ଖଣ୍ଡ ନୂଆମୁଣ୍ଡି-ଜଗନ୍ନାଥପୁର ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ କାର ସହ ଟ୍ରକ୍‌ର ମୁହାଁମୁହିଁ ଧକ୍କା ହେବାରୁ ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୨ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। କେନ୍ଦୁଝର ଜିଲ୍ଲା ବଡବିଲ ନେସ୍କୋ ବିଭାଗରେ କାର୍ଯ୍ୟରତ ରବୀନ୍ଦ୍ରନାଥ ମହାପାତ୍ର, ତାଙ୍କ ପତ୍ନୀ...

representational image
ଜନ୍ମ ପରେ କଅଁଳ ଛୁଆକୁ ଅଳିଆ ଗଦାରେ ପୋତିଦେଲା ମାଆ

ଉଦଳା: ଯିଏ ସନ୍ତାନର ଭବିଷ୍ୟତ ଓ ଜୀବନକୁ ଆଲୋକିତ କରିବା ପାଇଁ ଦୀପ ପରି ପ୍ରତ୍ୟେକ ଦିନ ଜଳେ ସେ ହେଉଛି ମାଆ। ଆଉ ମାଆର ମମତା ଆଗରେ ସବୁକିଛି ଫିକା ପଡ଼ିଯାଏ । ତେବେ ଏ କେମିତିକା ମାଆ? ଯିଏ କି ତା’ର ନବଜାତ ଶିଶୁକୁ ଅତି...

representationl image
ବିବାହ ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ

ଗଜପତି: ବିବାହର ପ୍ରଲୋଭନ ଦେଖାଇ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ଗଜପତି ଜିଲ୍ଲା ଅଡ଼ବା ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ଅଡ଼ବା ଥାନା ଅନ୍ତର୍ଗତ ଡୁମିଗୁଡ଼ା ଗାଁର ଜଣେ ୨୩ବର୍ଷାୟ ଯୁବତୀଙ୍କ ସହ ଚିତ୍ର ମଲ୍ଲିକ ନାମକ ଜଣେ ଯୁବକଙ୍କର...

earthquake
ହିମାଚଳ ପ୍ରଦେଶରେ ଭୂମିକମ୍ପର ଝଟ୍‌କା

ସିମ୍‌ଲା: ପୁଣି ହିମାଚଳ ପ୍ରଦେଶରେ ଭୂମିକମ୍ପର ଝଟ୍‌କା। ରାତି ପ୍ରାୟ ୨ଟା ୩୭ ମିନିଟ୍‌ରେ ଏହା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩ ରହିଥିଲା। ତେବେ ଏହି ଭୂମିକମ୍ପରେ କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି। ଏହାର କେନ୍ଦ୍ରସ୍ଥଳ ଚାମ୍ବା ଅଞ୍ଚଳ ବୋଲି ଜଣାପଡ଼ିଛି। ହିମାଚଳ ପ୍ରଦେଶରେ...

heavy rainfall
ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଦିନେ ଦୁଇ ଦିନ ମଧ୍ୟରେ ପୁଣି ସକ୍ରିୟ ହେବ  ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଜୁନ୍‌ ୨୩ରୁ ୨୫ ମଧ୍ୟରେ ମୌସୁମୀ ସକ୍ରିୟ ହେବବୋଲି ଜଣାପଡ଼ିଛି। ଫଳରେ ୨୫ ତାରିଖ ପରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ରାଜ୍ୟରେ ୪ଟି ଜିଲ୍ଲାରେ ପ୍ରବଳର ଅତି ପ୍ରବଳ...

amit shah
ନୋଟ୍‌ବନ୍ଦୀ ପରେ ବ୍ୟାଙ୍କରେ ବିଜେପି ଜମା କରିଥିଲା ୩, ୧୧୮ କୋଟି: କଂଗ୍ରେସ

ନୂଆଦିଲ୍ଲୀ/ଭୁବନେଶ୍ୱର: ନୋଟ୍‌ବନ୍ଦୀ ଘୋଷଣାର ୫ଦିନ ଭିତରେ ବିଜେପି ବ୍ୟାଙ୍କରେ ୩ ହଜାର ୧୧୮ କୋଟିରୁ ଅଧିକ ଟଙ୍କା ଜମା କରିଛି।  ଗୁଜରାଟ  ଡିଷ୍ଟ୍ରିକ୍ଟ୍‌ କୋ-ଅପରେଟିଭ୍ ବ୍ୟାଙ୍କର ୧୧ଟି ଶାଖାରେ ଏହି ପରିମାଣର ଟଙ୍କା ଜମା ହୋଇଥିବା ଆରଟିଆଇ ତଥ୍ୟକୁ ଆଧାର କରି ବିଜେପିକୁ ଘେରିଛି କଂଗ୍ରେସ। ଏମିତିକି ବିଜେପି...

vigilance
ଭିଜିଲାନ୍ସ ଜାଲରେ ଡିଏଫ୍‌ଓ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଡିଏଫ୍‌ଓ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଭଞ୍ଜନଗର ସ୍ଥିତ ଘୁମୁସର ଦକ୍ଷିଣ ବନଖଣ୍ଡ ଡିଏଫ୍‌ଓ ବିଜୟ କେତନ ଆଚାର୍ଯ୍ୟଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଚାଲିଛି ଚଢ଼ାଉ। ଆଜି ସକାଳୁ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ ଚାଲିଛି । ବ୍ରହ୍ମପୁର ଭିଜିଲାନ୍ସ...

kunduli commission
ପୁଣି ବଢ଼ିଲା କୁନ୍ଦୁଲି କମିଶନର କାର୍ଯ୍ୟକାଳ

ବହୁ ଚର୍ଚ୍ଚିତ କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାରେ ତଦନ୍ତ କମିଶନ୍‌ଙ୍କ କାର୍ଯ୍ୟକାଳକୁ ବଢ଼ାଇ ଦିଆଯାଇଛି। ଦ୍ୱିତୀୟ ଥର ପାଇଁ କମିଶନଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାରା ଆସନ୍ତା ଜୁନ୍ ୨୫ ତାରିଖରେ କମିଶନଙ୍କ କାର୍ଯ୍ୟକାଳ ଶେଷ ହେଉଥିଲା। କିନ୍ତୁ ଏହାକୁ ରାଜ୍ୟ ସରକାର ଆଉ...

malkangir heltrh problem
ବିଚ୍ଛିନ୍ନାଞ୍ଚଳରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା: ଏଠି କ୍ୱାକ୍‌ଙ୍କ ହାତରେ ଜୀବନ

ମାଲକାନଗିରି: କ୍ୱାକ୍‌ଙ୍କ ହାତରେ ଜୀବନ। ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ହଜାର ହଜାର ଲୋକଙ୍କ ଭରସା ପାଲଟିଛନ୍ତି ନକଲିଡାକ୍ତର ବା କ୍ୱାକ୍। ଏଠାରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଥିଲେ ବି ଡାକ୍ତର ନାହାନ୍ତି। ଯାହାର ଫାଇଦା ନେଉଛନ୍ତି କ୍ୱାକ୍। ଆଉ ଉପଯୁକ୍ତ ଚିକିତ୍ସା ଅଭାରୁ ଅକାଳରେ ଯାଉଛି ଅନେକ ଅମୂଲ୍ୟ ଜୀବନ। ପଢ଼ନ୍ତୁ...

odisha house committee
ବିଧାନସଭା ଗୃହ କମିଟିକୁ ବେଖାତିର: ଶକ୍ତି ଓ ସୀମା ବିବାଦ ଆଲୋଚନାକୁ ଆସିଲେନି ବିଭାଗୀୟ ମନ୍ତ୍ରୀ

ଭୁବନେଶ୍ୱର: ଗୁରତ୍ୱପୂର୍ଣ ପ୍ରସଙ୍ଗରେ ଆଲୋଚନା କରି ନିଷ୍ପତ୍ତି ନେବାକୁ ସରକାର ବିଧାନସଭା ଗୃହ କମିଟି ଗଠନ କରିଥିଲେ। କିନ୍ତୁ ଏହା ନିୟମିତ ବ୍ୟବଧାନରେ ବସୁ ନାହିଁ। ଯଦି ବା କେତେବେଳେ କେମିତି ବସୁଛି କିନ୍ତୁ ସଦସ୍ୟ ଆସୁ ନାହାଁନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ଶୁକ୍ରବାର ଦେଖିବାକୁ ମିଳୁଛି। ଆଜି...