ମୁମ୍ବାଇ: ଚାଲୁ ଚାଲୁ ହଠାତ୍ କଚାଡ଼ି ହୋଇ ପଡ଼ିଗଲେ ବଲିଉଡ଼ ଅଭିନେତ୍ରୀ କାଜୋଲ । ତାହା ବି ପୁଣି କଡ଼ା ସୁରକ୍ଷା ଓ ଲୋକଙ୍କ ଗହଳି ଭିତରେ। ଆଉ ଏସବୁ ଘଟଣାକୁ ନେଇ ଏକ ଭିଡ଼ିଓ ଭାଇରାଲ ମଧ୍ୟ ହୋଇଛି। ପଢ଼ନ୍ତୁ ପୂରା ଘଟଣା… ଭିଡ଼ିଓରେ ଦେଖିବାକୁ ମିଳିଛି...
ଭୁବନେଶ୍ୱର: ବଦଳିଲା ପାଗର ମିଜାଜ୍। ଆଉ ଅସହ୍ୟ ଗରମ ଓ ଗୁଳଗୁଳିରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି। ବର୍ଷା ହେବା ଫଳରେ ରାଜ୍ୟର ସବୁ ଅଞ୍ଚଳର ତାପମାତ୍ରା କମିଛି। କେବଳ ବଲାଙ୍ଗିର ଓ ଟିଟିଲାଗଡ଼କୁ ଛାଡ଼ି ବାକି ସବୁ ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ତଳେ ରହିଛି। ଗତକାଲି ଅନେକ...
ଭୁବନେଶ୍ୱର: ଶିଳ୍ପପତି ମହିମା ମିଶ୍ରଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ହାବିଲ୍ଦାର ଧନଞ୍ଜୟ ଦତ୍ତ ଗିରଫ। ଧନଞ୍ଜୟ ଡ୍ୟୁଟି ଛାଡ଼ି ମହିମାଙ୍କ ସମ୍ପର୍କୀୟଙ୍କ ସହ ଦିଲ୍ଲୀ ଯାଉଥିବା ବେଳେ ଭୁବନେଶ୍ୱର ଏୟାରପୋର୍ଟରୁ ପୋଲିସ ଗିରଫ କରିଛି। ତାଙ୍କ ଠାରୁ ଏୟାରଫିଲ୍ଡ ପୋଲିସ୍ ୨୦ ରାଉଣ୍ଡ ଗୁଳି ଜବତ କରିଛି। ମହିମା...
ନାସିକ: ଏକ ଘରୋଇ ବ୍ୟାଙ୍କ ATM ରେ ବୈଷୟିକ ତ୍ରୁଟି ଯୋଗୁଁ ଗ୍ରାହକମାନେ ଥରେ ବଟନ ଚିପି 5 ଗୁଣା ଟଙ୍କା ପାଇଛନ୍ତି I ବ୍ୟାଙ୍କ ଖବର ପାଇବା ବେଳକୁ 3.5 ଲକ୍ଷ ଡ୍ର ହୋଇସାରିଥିଲା I ଘଟଣା ଘଟିଛି ମହାରାଷ୍ଟ୍ରର ନାସିକ ସହରରେ I ସୂଚନା ମୁତାବକ,...
ଭୁବନେଶ୍ୱର : ଯୋଗ ମୁଦ୍ରାରେ ସାରା ବିଶ୍ୱ। ନଥିଲା ବୟସ କି ବର୍ଗର ଫରକ୍। କିଏ ଶିଖୁଥିଲା ତ କିଏ ଶିଖାଉଥିଲା ସୁସ୍ଥ ଓ ନିରୋଗ ରହିବାର ଏ ମହାନ ପ୍ରାଚୀନ କଳା। ଡେରାଡୁନ୍ରେ ପ୍ରଧାନମନ୍ତ୍ରୀ ମୋଦି ପ୍ରାୟ ୫୦ ହଜାରରୁ ଅଧିକ ଲୋକଙ୍କ ସହ ଭିନ୍ନ ଭିନ୍ନ...
ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ଲକ୍ଷ୍ନୌ ପାସପୋର୍ଟ ସେବା କେନ୍ଦ୍ରରେ ଧର୍ମକୁ ନେଇ ମହିଳାଙ୍କ ଅପମାନ ପ୍ରସଙ୍ଗ। ବୈଦେଶିକ ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ସମ୍ପୃକ୍ତ ମହିଳାଙ୍କୁ ମିଳିଛି ନ୍ୟାୟ । ଗତକାଲି ଲକ୍ଷ୍ନୌର ପାସପୋର୍ଟ ସେବା କେନ୍ଦ୍ରକୁ ତନଭି ନାମକ ଜଣେ ମହିଳା ତାଙ୍କର ସ୍ୱାମୀ ଏବଂ ୬ ବର୍ଷର...
କୋରାପୁଟ : କୋରାପୁଟ ଜିଲ୍ଲା କୁସୁମି ରେଳ ଷ୍ଟେସନ ନିକଟ ରେଳ ଧାରଣାରୁ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣାରେ ମୃତକଙ୍କ ପରିଚୟ ମିଳିଛି। ମୃତ ଦୁଇ ଜଣ ହେଲେ ମୁଣ୍ଡିପଦର ଗାଁର ପର୍ଶୁରାମ ମୁଦୁଲି ଓ ଧନପତି ମୁଦୁଲି। ଦୁହେଁ ସ୍ଥାନୀୟ ମୁଣ୍ଡିପଦର ଗାଁର ବୋଲି ସୂଚନା...
ଭୁବନେଶ୍ୱର: ଖରାରେ ସିଝୁଥିବା ରାଜ୍ୟବାସୀଙ୍କୁ ଆଶ୍ୱସ୍ତ କଲା ଭଳି ଖବର ଦେଇଛି ପାଣିପାଗ ବିଭାଗ । ପାଗ ଅନୁକୂଳ ରହିଛି ଓ ଜୁନ ୨୩ ରୁ ୨୫ ତାରିଖ ମଧ୍ୟରେ ମୌସୁମୀ ପୁଣି ସକ୍ରିୟ ହେବାକୁ ଯାଉଛି। ଏଭଳି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ପଶ୍ଚିମ...
ବାଲେଶ୍ୱର : ତତଲା ପେଜ ପାତ୍ରରେ ପଡି ୫ ବର୍ଷର ଶିଶୁପୁତ୍ର ଗୁରୁତର। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା କଣ୍ଟିଆଟିକର ଗାଁରେ। ଗାଁର ବିଦ୍ୟାଧର ବେହେରାଙ୍କ ୫ ବର୍ଷର ପୁଅ ତନ୍ମୟ ବଡ଼ମା ଘରକୁ ଖେଳି ଯାଇଥିଲା। ହେଲେ ସେଠାରେ ରଖା ଯାଇଥିବା ପେଜ ପାତ୍ରରେ...
ନୂଆଦିଲ୍ଲୀ : 2019 ଲୋକସଭା ଅାସନ ପାଇଁ ସବୁ ଦଳ ଋଣନୀତି ପ୍ରସ୍ତୁତ କରିବାରେ ଲାଗିପଡ଼ିଛନ୍ତି I ଏହା ଭିତରେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବାକୁ ଇଛା ବୋଲି ବୟାନ ଦେଇଛନ୍ତି I ସେ କହିଛନ୍ତି ଯେ, ମୁଁ ଦେଶର ପ୍ରଧାନମନ୍ତ୍ରୀ...
ଦୀର୍ଘ ୧୫ ବର୍ଷ ପରେ ବିରଳ ମହାଜାଗତିକ ସୌନ୍ଦର୍ଯ୍ୟ ଦେଖିବାକୁ ମିଳିପାରେ I ୨୦୦୩ ମସିହା ପରେ ଏହି ବର୍ଷ ପୃଥିବୀ ଓ ମଙ୍ଗଳ ଗ୍ରହ ନିକଟତର ହେବେ I ନାସାର ସୂଚନା ମୁତାବକ ଏହା ଜୁଲାଇ ୨୭ ତାରିଖରେ ଦେଖାଯିବ I ଅନ୍ତରୀକ୍ଷରେ ମଙ୍ଗଳ, ପୃଥିବୀ ଓ...