ବାଲିଗୁଡା: କନ୍ଧମାଳ ଜିଲ୍ଲା ଖାଜମ ଗାଁର ଗୋଟିଏ ପରିବାରର ୭ଜଣ ଛତୁଆ ଖାଇ ଗୁରୁତର ଅସୁସ୍ଥ। ଅସୁସ୍ଥଙ୍କୁ ପ୍ରଥମେ ତୁମୁଡିବନ୍ଧ ହସପିଟାଲରେ ପ୍ରାଥମିକ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା। ପରେ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ହେବାରୁ ସେମାନଙ୍କୁ ବାଲିଗୁଡା ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣଙ୍କୁ ବିଳମ୍ବିତ ରାତିରେ...
ବ୍ରହ୍ମଗିରି: ଦେବସ୍ନାନ ପୂର୍ଣ୍ଣିମା ପରେ ଶୀଜୀଉ ବିଜେ କରିବେ ଅଣସର ଘରକୁ । ଏହି ସମୟରେ ମହାପ୍ରଭୁଙ୍କ ପରିବର୍ତ୍ତେ ଜଗନ୍ନାଥଙ୍କ ପ୍ରତୀକ ଭାବେ ଦର୍ଶନ ଦେବେ ଅଲାରନାଥ। ଅଲାରନାଥଙ୍କୁ ଦର୍ଶନ ପାଇଁ ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଜମିବ । ହେଲେ ଏବେ ବଡ଼ ସମସ୍ୟା ଭାବେ ଉଭା...
ପାରଳାଖେମୁଣ୍ଡି: ସରକାରଙ୍କ ହିସାବରେ ଦେଶର ସବୁ ଗାଁରେ ପହଂଚି ସାରିଛି ବିଜୁଳି। ହେଲେ ଏହାର ବାସ୍ତବତା କିନ୍ତୁ ଭିନ୍ନ। ସ୍ୱାଧୀନତାର ୭୦ ବର୍ଷ ପରେ ମଧ୍ୟ ଗଜପତି ଜିଲ୍ଲାର ରାୟଗଡ ବ୍ଲକ ଲୋବା ଗାଁର ବିପିଏଲ ପରିବାର ପାଖରେ ପହଂଚି ପାରିନି ବିଜୁଳି। ଫଳରେ ଏଠିକାର ଲୋକଙ୍କର ଡିବିରି...
ସାଲେପୁର: ବର୍ଷେ କି ଦୁଇ ବର୍ଷ ନୁହେଁ, ଦୀର୍ଘ ତିନି ବର୍ଷ ହେଲାଣି ମନ୍ଦିର ବେଢାରେ ଚାଲିଛି ବିଦ୍ୟାଳୟ। ସ୍କୁଲ ପାଇଁ ଅର୍ଥ ମଂଜୁର ହୋଇଥିଲେ ମଧ୍ୟ ଜାଗା ଅଭାବରୁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରୁନାହିଁ। ଫଳରେ ଅନେକ ସମସ୍ୟା ଦେଇ ପାଠ ପଢୁଛନ୍ତି ପିଲାଏ। ଏ...
କଟକ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତର ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଜଷ୍ଟିସ ରଘୁବୀର ଦାଶ କମିଶନଙ୍କ କାର୍ଯ୍ୟ ଆରମ୍ଭ। ଘଟଣାର ବିଚାର ବିଭାଗୀୟ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। କଟକ ସର୍କିଟ ହାଉସରେ କମିଶନଙ୍କ କାର୍ଯ୍ୟାଳୟ ଆରମ୍ଭ ହୋଇଛି। ଆଜି କାର୍ଯ୍ୟାଳୟରେ ଯୋଗଦେଇଛନ୍ତି କମିଶନ ଜଷ୍ଟିସ୍ ରଘୁବୀର...
ଭୁବନେଶ୍ୱର : ମହିଳାଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସହାୟତା ରାଶି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ସହାୟତା ରାଶି ୫ ଲକ୍ଷରୁ ୭ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି। ଆଜି ସଚିବାଳୟରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅବସରରେ ଏଭଳି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ...
ମହାରାଷ୍ଟ୍ର : ବାୟୁସେନାର ପୁଣି ଏକ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ । ମହାରାଷ୍ଟ୍ର ନାସିକ ପାଖରେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ସୁଖୋଇ-30 ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଏଥିରେ କେହି ମୃତାହତ ହୋଇ ନାହାନ୍ତି। ଏହି ଲଢୁଆ ବିମାନରେ ଦୁଇ ଜଣ ପାଇଲଟ୍ ଥିଲେ। ସେମାନେ ସୁରକ୍ଷିତ...
ଗତକାଲି ଫିଫା ବିଶ୍ୱକପ୍ରେ ଖେଳାଯାଇଛି ୪ଟି ମ୍ୟାଚ୍ । ଏହି ସମସ୍ତ ମ୍ୟାଚ୍ ମଧ୍ୟରୁ ରୋମାଞ୍ଚକର ଥିଲା ନାଇଜେରିଆ ଓ ଆର୍ଜେଣ୍ଟିନା ମଧ୍ୟରେ ମୁକାବିଲା । ବହୁ କସରତ ପରେ ନାଇଜେରିଆକୁ ୨-୧ ଗୋଲ୍ରେ ହରାଇ ପ୍ରି-କ୍ୱାଟ୍ରରେ ପ୍ରବେଶ କରିଛି ଆର୍ଜେଣ୍ଟିନା । ଗତକାଲିର ମ୍ୟାଚ୍ରେ ଟିମ୍ର ଷ୍ଟାର...
ଭୁବନେଶ୍ୱର : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଯୋଗୁଁ ରାଜ୍ୟବ୍ୟାପୀ ଲାଗିରହିଛି ବର୍ଷା। ଟ୍ୱିନ୍ ସିଟି ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିଛି। ଓଡ଼ିଶାର ଉପରି ଭାଗରେ ଘୂର୍ଣ୍ଣିବଳୟ ସହ ମୌସୁମୀ ପ୍ରଭାବରେ ବର୍ଷା ଜାରି ରହିଛି। ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଉତ୍ତର-ଓଡିଶାରେ ପ୍ରବଳ...
ନୂଆପଡା : ନୂଆପଡା ଜିଲ୍ଲା ରଘୁପାଲି ଗାଁର ପ୍ରଭାସିନୀ ପଟେଲଙ୍କ ଝିଅ ଡଲି । ଦ୍ୱିତୀୟ ଶ୍ରେଣୀରେ ପାଠ ପଢୁଛି। ହେଲେ ଲୋୟର ଇନ୍ଦ୍ର ପ୍ରକଳ୍ପ ଲାଗି ଏବେ ଗାଁ ସ୍କୁଲ ବନ୍ଦ ହେବା ଯୋଗୁ ତାଙ୍କ ଭବିଷ୍ୟତ ଅନ୍ଧାରରେ । ତେଣୁ ତାଙ୍କୁ ମାମୁ ଘରେ ରଖି...
ଜମ୍ମୁ : ଆରମ୍ଭ ହୋଇଛି ଚଳିତ ବର୍ଷର ଅମରନାଥ ଯାତ୍ରା। ବାବା ଅମରନାଥଙ୍କ ଦର୍ଶନ ପାଇଁ ସାରା ଦେଶରୁ ଛୁଟିଛି ଶ୍ରଦ୍ଧାଳୁଙ୍କ ଭିଡ଼। ଜମ୍ମୁ ବେସ୍ କ୍ୟାମ୍ପରୁ ବାହାରିଛନ୍ତି ପ୍ରଥମ ବ୍ୟାଚ୍ ଯାତ୍ରୀ । କଡ଼ା ସୁରକ୍ଷା ବଳୟ ମଧ୍ୟରେ ତୀର୍ଥ ଯାତ୍ରୀଙ୍କୁ ବାଲ୍ଘାଟ ଯାଏ ନିଆଯିବ ।...
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ଦୌରା ଜଜଙ୍କ ଐତିହାସିକ ରାୟ। ମହିଳାଙ୍କ ସହ ଗଣ ଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ । କେନ୍ଦ୍ରାପଡ଼ା ଜିଲ୍ଳା ଦୌରା ଜଜ୍ ଦୁଇ ଦୋଷୀଙ୍କୁ ୨୦ ବର୍ଷ ଲେଖାଏ ଜେଲ୍ ଦଣ୍ଡ ଶୁଶାଇଛନ୍ତି। ଏହାସହ ଅନ୍ୟ ଏକ ଅଭିଯୁକ୍ତକୁ...
ବ୍ରହ୍ମପୁର : ବ୍ରହ୍ମପୁରରେ ୬ ନୁହେଁ, ୭ଟି ଏଟିଏମରୁ ହୋଇଥିଲା ଲୁଟ୍ । ବ୍ରହ୍ମପୁର ଉପକଣ୍ଠ ପଥରା ଛକ ନିକଟ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ଏଟିଏମରୁ ଲୁଟ୍ ହୋଇଥିବା ସୂଚନା ମିଳିଛି। ଗ୍ୟାସ୍ କଟରରେ କାଟି ୨ ଲକ୍ଷ ୨୩ ହଜାର ଟଙ୍କା ଲୁଟ୍ କରିନେଇଛନ୍ତି ଦୁର୍ବୃତ୍ତ। ଗତକାଲି...
ଭୁବନେଶ୍ୱର : ଶସ୍ତାରୁ ହିନସ୍ତା। ଅନଲାଇନ ମାର୍କେଟିଂ ନାଁରେ ଲକ୍ଷଲକ୍ଷ ଟଙ୍କା ଠକେଇ। ଦାମୀ ପୋଷାକରେ ଲୋଭନୀୟ ଅଫିର ଦେଖାଇ ସୋସିଆଲ୍ ମିଡିଆରେ ଠକେଇ ଅଭିଯୋଗରେ ଅଭିଯୁକ୍ତ ଗିରଫ। ଅଭିଯୁକ୍ତଙ୍କ ନାଁ ରଶ୍ନୀ ରଂଜନ ପାଣି । ତେବେ କେମିତି ଲୋକଙ୍କୁ ଠକୁ ଥିଲେ ରଶ୍ମୀରଂଜନ ଆସନ୍ତୁ ଜାଣିବା...
ଭୁବନେଶ୍ୱର : ପଲିଥିନ୍ମୟ ଭୁବନେଶ୍ୱର। ଛୋଟ ଦୋକାନ ଠାରୁ ଆରମ୍ଭ କରି ବଡବଡ଼ ମଲ୍। ସବୁଠି ଚାଲିଛି ପଲିଥିନ୍ର ଖୋଲାଖୋଲି ବ୍ୟବହାର। ଆଉ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଡମ୍ପିଂୟାର୍ଡରେ ଗଦାଗଦା ହୋଇ ପଡି ରହିଛି ପଲିଥିନ୍ ସାଙ୍ଗକୁ ଅଳିଆ। ରାଜ୍ୟ ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡର ସୂଚନା ଅନୁସାରେ ପ୍ରତିଦିନ...
ମୁମ୍ବାଇ : ‘ଜି ହାଁ ମେ ହିଁ ଖଲନାୟକ ,ଅବ ବନଗେୟା ହୁଁ ଗ୍ୟାଙ୍ଗଷ୍ଟାର’ । ଟ୍ୱିଟରରେ ସଂଜୁ ବାବା ଓରଫ ସଞ୍ଜୟ ଦତ୍ତଙ୍କ ଏହି ଡାଇଲଗ ଏବେ ଭାଇରାଲ ହେଉଛି । ସଞ୍ଜୟଙ୍କ ଆଗାମୀ ଦିନରେ ଆସିବାକୁ ଥିବା ସିନେମା ମଧ୍ୟରୁ ‘ସାହେବ ବିବି ଅର ଗ୍ୟାଙ୍ଗଷ୍ଟାର3’...
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା। ୧୫ ଏପ୍ରିଲ ୨୦୧୬ ମସିହାରେ ପ୍ରଧାନମନ୍ତ୍ରୀ ଏବଂ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଚିଠି ଲେଖିଥିଲେ ମାଲ୍ୟା। ସେ ସମୟରେ ଲେଖିଥିବା ଚିଠିକୁ ସାର୍ବଜନୀନ କରିଛନ୍ତି ଖୋଦ୍ ମାଲ୍ୟା। ବିଭିନ୍ନ ସମୟରେ ତାଙ୍କୁ...