• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

villagers
ନ୍ୟାୟ ପାଇଁ ସାରା ରାତି ଥାନା ଆଗରେ ବସିଲେ ଗ୍ରାମବାସୀ

ନୟାଗଡ଼: ନ୍ୟାୟ ପାଇଁ ଥାନା ଆଗରେ ବସିଲେ ଗ୍ରାମବାସୀ। ଜଣେ କି ଦୁଇଜଣ ନୁହେଁ ୫୦୦ରୁ ଅଧିକ ଗ୍ରାମବାସୀ ରାତି ସାରା ଥାନା ଆଗରେ ବସି ରହିଲେ। ନୟାଗଡ଼ ଖଣ୍ଡପଡ଼ା ବ୍ଳକ ବୋଦରା ପଞ୍ଚାୟତରେ କିଛି ଦଳିତ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଏକ ଶିବ ମନ୍ଦିର ଭିତରକୁ...

snake rescued
ପୁଣି ଉଦ୍ଧାର ହେଲା ୧୦ରୁ ଅଧିକ ନାଗ ସାପ

ଭଦ୍ରକ: ଭଦ୍ରକ ଧାମନଗରରେ ପୁଣି ଥରେ ଉଦ୍ଧାର ହୋଇଛି ନାଗ ସାପ। ଆଜି ଧାମନଗରର ଜୟନଗର କଣ୍ଟାବଣିଆ ଗ୍ରାମରୁ ୧୦ରୁ ଅଧିକ ନାଗ ସାପ ଉଦ୍ଧାର ହୋଇଛି। କଣ୍ଟାବଣିଆ ଗ୍ରାମରେ ରହୁଥିବା ଗୌରାଙ୍ଗ ଜେନାଙ୍କ ଘରୁ ଏହି ସବୁ ସାପ ଉଦ୍ଧାର ହୋଇଛି । ଏକ ଶିଳ ତଳୁ...

representational image
ଝୁଲନ୍ତା ଅବସ୍ଥାରେ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର

ଖୋର୍ଦ୍ଧା: ଖୋର୍ଦ୍ଧାରେ ଅଭାବନୀୟ ଘଟଣା। ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଖୋର୍ଦ୍ଧା ଟାଉନ୍ ଥାନା ସାମନ୍ତରାପୁରରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଦ୍ୱୟ ହେଲେ ସୁଚିସ୍ମିତା ପଟ୍ଟନାୟକ ଏବଂ ତାଙ୍କ ସ୍ୱାମୀ ସୌମ୍ୟକାନ୍ତ ପଟ୍ଟନାୟକ। ଏମାନେ ବାଙ୍କି ପଥୁରୀଆପଡ଼ା ଅଞ୍ଚଳର। ନିଜର...

snake
ଉଦ୍ଧାର ନାଗ ସାପ ଗୁଡିକୁ ଜଙ୍ଗଲରେ ଛଡ଼ାଗଲା

ଭଦ୍ରକ: ଭଦ୍ରକ ଧାମନଗରର ପାଇକ ସାହିରୁ ଉଦ୍ଧାର କରାଯାଇଥିବା ନାଗ ସାପ ଗୁଡିକୁ ଆନନ୍ଦପୁରର ହଦଗଡ଼ ଡ୍ୟାମ୍ ପାର୍ଶ୍ୱ ଜଙ୍ଗଲରେ ଛଡାଯାଇଛି। ଗତ ୨ ଦିନ ଧରି ଶହେରୁ ଅଧିକ ନାଗ ଛୁଆ ଉଦ୍ଧାର ପରେ ଗତକାଲି ପାଇକ ସାହିରୁ ପୁଣି ୫ଟି ବିଷଧର ନାଗ ଧରାପଡିଥିଲେ।  ସେଠାରେ...

ganja
ପଇଡ଼ ଭିତରେ ଗଞ୍ଜେଇ ଚାଲାଣ

ଭୁବନେଶ୍ୱର: ଛତିଶଗଡ଼ ପୋଲିସକୁ ଏକ ବଡ଼ ସଫଳତା।  ପ୍ରାୟ ୧୦ କୋଟି ଟଙ୍କାର ଗଞ୍ଜେଇ ଚୋରା ଚାଲାଣବେଳେ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ହାତରେ ଏହା ଧରାପଡ଼ିଛି। ମାଲକାନଗିରି ଜିଲ୍ଲାରୁ ଗଞ୍ଜେଇ ମଧ୍ୟପ୍ରଦେଶକୁ ଚାଲାଣ ହେଉଥିବାବେଳେ ଏହା ଧରାପଡ଼ିଛି। ଏଠାରେ ସବୁଠୁ ବଡ଼ କଥା ହେଉଛି ଯେ, ଅଭିନବ ଉପାୟରେ...

scb
SCB ମେଡ଼ିକାଲ୍‌ରେ ଅଗ୍ନିକାଣ୍ଡ

କଟକ: କଟକ SCB ମେଡ଼ିକାଲ୍‌ର କାଜୁଆଲ୍‌ଟି ବିଲ୍ଡିଂରେ ଅଗ୍ନିକାଣ୍ଡ। ବିଲ୍ଡିଂର ଟ୍ରମା ଆଇସିୟୁ ଏବଂ ସେଣ୍ଟ୍ରାଲ ଆଇସିୟୁରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଆଜି ଭୋରରୁ ଘଡ଼ଘଡ଼ି ମାରିବାରୁ ସଟ୍ ସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଛି। ଆଇସିୟୁର ଏସି ପୋଡ଼ି ଯିବା ସହ ଅକ୍ସିଜେନ୍‌ ପାଇପ୍...

chilika
ଚିଲିକାରେ ହୋଇପାରେ ୱାଟର ଏରୋଡ୍ରମ୍

ଭୁବନେଶ୍ୱର : ଚିଲିକାରେ ପ୍ରତିଷ୍ଠା ହୋଇପାରେ ୱାଟର ଏରୋଡ୍ରମ୍। ଏନେଇ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ଉଦ୍ୟମ ଆରମ୍ଭ କରିଛି। ଇତିମଧ୍ୟରେ ସଂସ୍ଥାର ଏକ ବିଶେଷଜ୍ଞ ଟିମ୍ ଚିଲିକାରେ କ୍ଷେତ୍ର ପରିଦର୍ଶନ କରିଛି। ଚିଲିକା ହ୍ରଦରେ ପ୍ଲେନ୍ ଓହ୍ଲାଇବା ଲାଗି ଓ୍ୱାଟର ଏରୋଡ୍ରମ ପ୍ରତିଷ୍ଠା ପାଇଁ ଯୋଜନା କରିଛି...

mines1
ଜରିମାନା ଦେଇନଥିବା ଖଣି ମାଲିକଙ୍କ ଲାଗି ସତର୍କ ଘଣ୍ଟି

ଭୁବନେଶ୍ୱର : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଜରିମାନା ପୈଠ କରିନଥିବା ଖଣି ମାଲିକଙ୍କ ପାଇଁ ସତର୍କ ଘଣ୍ଟି। ତୁରନ୍ତ ଜରିମାନା ରାଶି ପୈଠ ନକଲେ ବ୍ୟାଜାପ୍ତି ହେବ ସଂପତ୍ତି। ଖଣି ସଚିବଙ୍କ ନିର୍ଦ୍ଦେଶ ପାଇବା ପରେ ଏନେଇ ପ୍ରକ୍ରିୟା ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ। ଏନେଇ ପ୍ରଶାସନ ପକ୍ଷରୁ...

ac
ସର୍ବନିମ୍ନ ଏସି ତାପମାତ୍ରା ରହିବ ୨୪ ଡିଗ୍ରୀ ସେଲସିୟସ୍ : କେନ୍ଦ୍ର ସରକାର

ନୂଆଦିଲ୍ଲୀ : ଏସି ଜରିଆରେ ତାପମାତ୍ରା ୨୪ ଡିଗ୍ରୀ ସେଲସିୟସରୁ କମ୍ ରଖି ହେବ ନାହିଁ । ଅର୍ଥାତ ସର୍ବନିମ୍ନ ତାପମାତ୍ରା ୨୪ ଡିଗ୍ରୀ ସେଲସିୟସ୍ ହିଁ ରହିବ। ଏପରି ଏକ ନିୟମ ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର।  ବିଜୁଳି ଖର୍ଚ୍ଚ କମ୍‌ କରିବାକୁ ଏଭଳି ପ୍ରସ୍ତାବ ଦିଆଯାଇଛି।...

saudi-2
କାର୍ ଚଳାଇବାକୁ ମହିଳାଙ୍କୁ ମିଳିଲା ଅନୁମତି

ସାଉଦି ଆରବ : ସାଉଦି ଆରବରେ ନୂଆ ଯୁଗର ଆରମ୍ଭ। କାର୍ ଚଳାଇବାକୁ ମହିଳାଙ୍କୁ ମିଳିଲା ଅନୁମତି। ଜୁନ୨୩ ର ରାତି ସେମାନଙ୍କ ପାଇଁ ଏକ ଐତିହାସିକ ରାତି। ଏହି ରାତିରୁ ନିଜେ ନିଜେ କାର୍ ଡ୍ରାଇଭିଂ କରି ପାରିଛନ୍ତି ସାଉଦି ଆରବର ମହିଳା। କାରରେ ଯିବାକୁ ଡ୍ରାଇଭର...

ଟ୍ରେନ୍ ଆଗରେ ମହିଳା
ଆତ୍ମହତ୍ୟା କରିବାକୁ ଟ୍ରେନ୍ ଆଗରେ ଶୋଇଲେ, ତା’ ପରେ .....

ବୁରହାନପୁର: ଏଠାରେ ଏମିତି ଏକ ଘଟଣା ଘଟିଛି ଯାହା ଅବିଶ୍ୱସନୀୟ ହେଲେ ବି ସତ୍ୟ । ମାନସିକ ବିଷାଦରେ ଥିବା ଜଣେ ମହିଳା ଆତ୍ମହତ୍ୟା କହିବାକୁ ନିଜର ଦେଢ଼ ମାସର ଛୁଆକୁ ଧରି ଟ୍ରେନ୍ ଟ୍ରାକ୍‌ରେ ଶୋଇପଡିଲେ । ଦ୍ରୁତ ଗତିରେ ଟ୍ରେନ୍‌ ଆସି ତାଙ୍କ ଉପର ଦେଇ...

bjp-bjp
ବିଜେପି-ବିଜେପି ପିଟାପିଟି

ନୟାଗଡ଼ : ନୟାଗଡ଼ରେ ଜିଲ୍ଲା ବିଜେପିର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପିଟାପିଟି।  ଗୋଟିଏ ଗୋଷ୍ଠୀର ସଦସ୍ୟ ବୈଠକର ଆୟୋଜନ କରିଥିବାବେଳେ ଅନ୍ୟ ଗୋଷ୍ଠୀ ଏହାର ବିରୋଧ କରିବାରୁ ହାତାହାତି ହୋଇଥିଲେ। ଦୁଇ ଗୋଷ୍ଠୀର କର୍ମୀ ସଭା ଚାଲିଥିବାବେଳେ ଦୁଇ ଗୋଷ୍ଠୀର କର୍ମୀ ପରସ୍ପର ମଧ୍ୟରେ ପିଟାପିଟି ହୋଇଥିଲେ।  ଉଭୟ...

pak international
ଭୁଲରେ ସୀମା ପାର କରିଥିବା ପାକ୍ ନାଗରିକଙ୍କୁ ମୁକ୍ତ କଲା ଭାରତ

ଇସଲାମାବାଦ: ସଦ୍‌ଭାବନାର ନିଦର୍ଶନ ସ୍ୱରୂପ ଭାରତ ଦୁଇ ପାକ୍ ନାଗରିକଙ୍କୁ ମୁକ୍ତ କରିଛି । ସେମାନଙ୍କ ମଧ୍ୟରୁ ଜଣେ ଗତ ୧୧ ବର୍ଷ ତଳେ ବିଏସ୍‌ଏଫ୍ ଦ୍ୱାରା ଗିରଫ ହୋଇଥିଲେ । ବିଏସ୍‌ଏଫ ଦ୍ୱାରା ଗିରଫ ହୋଇଥିବା ଏହି ପାକିସ୍ତାନୀ ନାଗରିକ ହେଉଛନ୍ତି ମହମ୍ମଦ ୟାସିନ୍ ଓ ସଇନ୍...

rain
ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସାରା ଓଡ଼ିଶାରେ ମୌସୁମୀ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଧୀରେ ଧୀରେ ସକ୍ରିୟ ହେଉଛି ମୌସୁମୀ। ତେବେ ସମ୍ପୂର୍ଣ୍ଣ ସକ୍ରିୟ ହୋଇ ସାରା ରାଜ୍ୟକୁ ଛୁଇଁବା ପାଇଁ ଆହୁରି ୪୮ ଘଣ୍ଟା ଲାଗିବ। ସେପଟେ ଉପକୂଳରେ ମୌସୁମୀ ପ୍ରଭାବରେ ଆାଜି କିଛି ସ୍ଥାନରେ ବର୍ଷା ହେବା ସହିତ ଉତ୍ତର ଓଡିଶାରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ଆଞ୍ଚଳିକ...

army
ମେଜରଙ୍କ ପତ୍ନୀଙ୍କ ହତ୍ୟା ମାମଲାରେ ଆଉ ଜଣେ ମେଜର୍ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀର ମେଜରଙ୍କ ପତ୍ନୀଙ୍କୁ ହତ୍ୟା ମାମଲାରେ ଗିରଫ ହେଲେ ଆଉ ଜଣେ ମେଜର୍। ଅଭିଯୁକ୍ତ ମେଜର୍ ନିଖିଲ ହାଣ୍ଡୱାଙ୍କୁ ଉତ୍ତରପ୍ରଦେଶ ମିରଟ୍ଟରୁ ଗିରଫ କରିଛି ପୋଲିସ। ଗତକାଲି ଦିଲ୍ଲୀର ବ୍ରାର୍ ସ୍କୋୟାର ନିକଟରେ ମେଜର ଅମିତ ଦ୍ୱିବେଦୀଙ୍କ ପତ୍ନୀ ଶୈଳଜା ଦ୍ୱିବେଦୀଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା।...