• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

bande utkala janani
'ବନ୍ଦେ ଉତ୍କଳ ଜନନୀ'କୁ ରାଜ୍ୟ ସଂଗୀତର ମାନ୍ୟତା ମିଳୁ

ଭୁବନେଶ୍ୱର: ହକି ବନାମ ବନ୍ଦେ ଉତ୍କଳ ଜନନୀ। ହକିକୁ ହକ୍ ଦେବା ପାଇଁ ଜାତୀୟ ସ୍ତରରେ ନବୀନଙ୍କ ଗୋଟିଚାଳନା ପରେ ଏବେ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଂଗୀତ ମାନ୍ୟତା ନ ମିଳିବାକୁ ନେଇ ପ୍ରଶ୍ନ ଉଠିଛି। ନବୀନ ସରକାର ପ୍ରଥମ ପାଳିରୁ ଏଥିପାଇଁ ଉଦ୍ୟମ କରିଥିଲେ ବି,...

puri
ଆସନ୍ତାକାଲି ଶ୍ରୀମନ୍ଦିର ପରିଚାଳନା ପରିଷଦ ବୈଠକ

ପୁରୀ: ଆସନ୍ତାକାଲି ଦିନ ୧୧ ବେଳେ ଗଜପତି ମହାରାଜା ଦିବ୍ୟସିଂହଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଶ୍ରୀମନ୍ଦିର ପରିଚାଳନା ପରିଷଦର ଏକ ବୈଠକ ବସିବ। ଏଥିରେ ନୂତନ ଭାବେ ଯୋଗଦାନ କରିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର, ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ଏସ.ପି ସାର୍ଥକ ଷଡଙ୍ଗୀଙ୍କ ସମେତ...

dhananjaya datta
ମହଙ୍ଗା ପଡ଼ିଲା ମହିମା ମୋହ: ଗିରଫ ପରେ ନିଲମ୍ବିତ ହେଲେ ହାବିଲ୍‌ଦାର ଧନଞ୍ଜୟ

ଭୁବନେଶ୍ୱର: ମହଙ୍ଗା ହେଲା ମହିମା ମୋହ। ଗିରଫ ପରେ ନିଲମ୍ବିତ ହେଲେ କଟକ ଏପିଆର ହାବିଲଦାର ଧନଞ୍ଜୟ ଦତ୍ତ। ବେନିୟମ କାର୍ଯ୍ୟ ଓ କର୍ତ୍ତବ୍ୟରେ ଅବହେଳା ଯୋଗୁଁ ତାଙ୍କୁ କଟକ ଡିସିପି ନିଲମ୍ବିତ କରିଛନ୍ତି। କେଉଁ ପରିସ୍ଥିତିରେ ୨୦ ରାଉଣ୍ଡ ସର୍ଭିସ ଗୁଳି ଧରି ଧନଞ୍ଜୟ ଏୟାରପୋର୍ଟ ଯାଉଥିଲେ...

Panthera_tigris_tigris
ଏଯାଏଁ ଖାଇନି ସାତକୋଶିଆକୁ ଆସିଥିବା ମହାବଳ ବାଘ

ଭୁବନେଶ୍ୱର: ସାତକୋଶିଆ ଜଙ୍ଗଲରେ ସ୍ୱାଭାବିକ ବିଚରଣ କରୁଛି ମଧ୍ୟପ୍ରଦେଶରୁ ଆସିଥିବା ମହାବଳ ବାଘ।  ସିସିଟିଭି, ରେଡିଓ ଫ୍ରିକ୍ୱେନ୍ସି ଓ ସାଟେଲାଇଟ୍ ମନିଟରିଂ ଜରିଆରେ ବାଘ ଉପରେ ନଜର ରଖାଯାଇଛି। ତେବେ ବାଘ ଏ ପର୍ଯ୍ୟନ୍ତ ଖାଦ୍ୟ ଗ୍ରହଣ କରିନାହିଁ। ବାଘ ପାଇଁ ବନ ବିଭାଗ ପକ୍ଷରୁ ଜଙ୍ଗଲୀ ବାରାହା...

encounter
ଜାମ୍ମୁ ଓ କାଶ୍ମୀରରେ ଏନ୍‌କାଉଣ୍ଟର: ୪ ଆତଙ୍କବାଦୀ ନିହତ, ପୋଲିସ କର୍ମୀ ସହିଦ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ଅନନ୍ତନାଗ ଜିଲ୍ଲା ଶ୍ରୀଗୁଫୱାରା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ଏକ ବଡ଼ ଧରଣର ଏନ୍‌କାଉଣ୍ଟର ହୋଇଛି। ଏଥିରେ ୪ ଜଣ ଆତଙ୍କବାଦୀ ନିହତ ହେବା ସହିତ ଜଣେ ପୋଲିସ ଅଧିକାରୀ ସହିଦ ହୋଇଛନ୍ତି। ଏହି ଆତଙ୍କବାଦୀମାନେ ଶ୍ରୀଗୁଫୱାରାର ଏକ ଘରକୁ ଜୋର ଜବରଦସ୍ତ ଭାବେ...

panchalingeswara
ପଞ୍ଚଲିଙ୍ଗେଶ୍ୱରଙ୍କ ହୁଣ୍ଡିରୁ ଚୋରି

ବାଲେଶ୍ୱର: ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ୱରଙ୍କ ହୁଣ୍ଡିରୁ ଚୋରି ହୋଇଥିବା ଅଭିଯୋଗ ଆସିଛି। ଗତକାଲି ରାତିରେ ହୁଣ୍ଡି ବାକ୍ସରୁ ୫୦ ହଜାରରୁ ଅଧିକ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଖବର ପାଇ ନୀଳଗିରି ଏସ୍‌ଡିପିଓ ଓ ଆଇଆଇସି ସନ୍ଧାନୀ କୁକୁର ସହ ମନ୍ଦିରରେ ପହଞ୍ଚି ତନାଘନା କରିଛନ୍ତି।

pradeep
ଗୁରୁପ୍ରିୟା ସେତୁ ଉଦ୍‌ଘାଟନରେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରିବ କଂଗ୍ରେସ

ମାଲକାନଗିରି: ଗୁରୁପ୍ରିୟା ସେତୁ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରିବ ମାଲକାନଗିରି ଜିଲ୍ଲା କଂଗ୍ରେସ। ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି। ଏଥିସହିତ ସେ ଅଭିଯୋଗ କରିଛନ୍ତି ଯେ, ସରକାର ମାଲକାନଗିରି ଜିଲ୍ଲାବାସୀଙ୍କୁ ତଥା ଆଦିବାସୀଙ୍କୁ ଅବହେଳା କରି ଆସୁଛନ୍ତି।...

girl
ଯୁବତୀଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ

ଯାଜପୁର: ଯୁବତୀଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ। ଏଭଳି ସଂଗୀନ ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ବିଞ୍ଚାରପୁର ଥାନା କଏଣା ଗାଁରୁ। ଗାଁର ଜଣେ ଯୁବତୀଙ୍କୁ ସେହି ଗାଁର ଜଣେ ଯୁବକ ଅପହରଣ କରିନେଇ ଯାଜପୁର ଟାଉନର ୪ଜଣ ଯୁବକଙ୍କ ନିକଟରେ ଛାଡ଼ି ଦେଇଥିଲା। ଉକ୍ତ ଯୁବମାନେ ଯୁବତୀକୁ ବିଭିନ୍ନ...

chilka
ଚିଲିକା ଡଙ୍ଗାବୁଡ଼ି ଘଟଣାରେ ଆସିଲା ତଦନ୍ତ ରିପୋର୍ଟ

ବାଲୁଗାଁ: ଚିଲିକାରେ ଡଙ୍ଗାବୁଡ଼ି ୬ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାର ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କ ହସ୍ତଗତ ହୋଇଛି। ଅନ୍ତର୍ଦେଶୀୟ ଜଳପଥ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ରାଜ୍ୟ ସରକାରଙ୍କୁ ଦେଇଥିବା ତଦନ୍ତ ରିପୋର୍ଟ ପ୍ରବଳ ପବନ ହିଁ ଦୁର୍ଘଟଣାର କାରଣ ବୋଲି ଦର୍ଶାଯାଇଛି। ଡଙ୍ଗାରେ ପର୍ଯ୍ୟାପ୍ତ ପରିମାଣରେ ଲାଇଫ୍ ଜ୍ୟାକେଟ ଥିଲା...

child
ବିବାହର ପ୍ରତିଶ୍ରୁତି ଦେଇ ନାବାଳିକାକୁ ନିର୍ଯାତନା

ସାଲେପୁର: ବିବାହର ପ୍ରତିଶ୍ରୁତି ଦେଇ ନାବାଳିକାଙ୍କୁ ଘରୁ ନେଇ ଆସିଲେ। ତା’ପରେ ତାଙ୍କ ସହ ସମ୍ପର୍କ ରଖିବା ପରେ ନିର୍ଯାତନା ଦେବା ଆରମ୍ଭ କରିଦେଲେ। ଏହି ଅଭିଯୋଗ ଆସିଛି ସାଲେପୁରର ଓଡାସିଂ ଗାଁରୁ। ନିଜେ ନାବାଳିକା ଏହି ଅଭିଯୋଗ କରିଛନ୍ତି। ନାବାଳିକାଙ୍କ ଅଭିଯୋଗ ଅନୁଯାୟୀ ସାଲେପୁରର ଓଡାସିଂ ଗାଁର...

jail
ମୁମ୍ବାଇ ଜେଲ୍‌ରେ ଓଡ଼ିଆ କଏଦୀଙ୍କ ମୃତ୍ୟୁ; ଭାଇ କହିଲେ, ନିର୍ଯାତନା ଦିଆଯାଉଥିଲା

ମୁମ୍ବାଇ: ମୁମ୍ବାଇର ତଲୋଜା ଜେଲ୍‌ରେ ଓଡ଼ିଆ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡାସ୍ଥିତ ଛନ୍ଦା ଗାଁର ବଟକୃଷ୍ଣ ସ୍ୱାଇଁ ବୋଲି ଜଣାପଡ଼ିଛି। ୨୦ ବର୍ଷୀୟ ବଟକୃଷ୍ଣ ମୁମ୍ବାଇକୁ କାମ ଅନ୍ୱେଷଣରେ ଯାଇଥିଲେ। ତେବେ ସେଠାରେ ସେ ଡ୍ରାଇଭରଭାବେ କାମ କରୁଥିବା...

monsoon
ଝଡ଼ବର୍ଷା ସମ୍ଭାବନା, ସତର୍କ ସୂଚନା ଜାରି

ଭୁବନେଶ୍ୱର: ଆଜି ରାଜ୍ୟର ୪ଟି ଜିଲ୍ଲାରେ ଝଡ଼ବର୍ଷା ସହିତ ବଜ୍ରପାତ ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତା’ସହିତ ସତର୍କ ରହିବାକୁ କୁହାଯାଇଛି। ଏହି ଚାରୋଟି ଜିଲ୍ଲା ହେଉଛି- ରାୟଗଡ଼ା, ଗଜପତି, ମାଲକାନଗିରି ଓ କୋରାପୁଟ। ଅପରାହ୍ନ ୫ଟା ୧୫ ପର୍ଯ୍ୟନ୍ତ...

sahitya ekademi puraskar
ଜୟଦ୍ରଥ ଓ ବୀରେନ୍ଦ୍ରଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ୱର: ଘୋଷଣା ହେଲା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ୨ ଓଡ଼ିଆଙ୍କୁ ମିଳିବ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। କବିତା ସଂକଳନ ‘ରୁମ୍‌କୁ ଝୁମା’ ପାଇଁ ବୀରେନ୍ଦ୍ର ମହାନ୍ତିଙ୍କୁ ବାଲ୍ ସାହିତ୍ୟ ପୁରସ୍କାର ପ୍ରଦାନ କରାଯିବ। ସେହିପରି କବିତା ପୁସ୍ତକ ‘ଶୋଷ’ ପାଇଁ କଳାହାଣ୍ଡିର ଜୟଦ୍ରଥ ସୁନା ଯୁବ...