• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

ram dev
ରାମଦେବଙ୍କ ନିର୍ମାଣ ହେବ ମହମ ମୂର୍ତ୍ତି

ନୂଆଦିଲ୍ଲୀ : ଯୋଗ ଗୁରୁ ବାବା ରାମଦେବଙ୍କ ନିର୍ମାଣ ହେବ ମହମ ମୂର୍ତ୍ତି। ଲଣ୍ଡନ ବିଶ୍ୱ ପ୍ରସିଦ୍ଧ ମାଡେମ୍ ତୁସାଡ୍ ମ୍ୟୁଜିୟମରେ ନିର୍ମାଣ ହେବ ରାମଦେବ ୱାକ୍ସ ମୂର୍ତ୍ତି। ଏନେଇ ଲଣ୍ଡନରେ ପହଞ୍ଚିଛନ୍ତି ଯୋଗଗୁରୁ। ପ୍ରତିମୂର୍ତ୍ତି ପାଇଁ ସବୁ ମାପଚୁପ୍ ନେଇଛନ୍ତି ମ୍ୟୁଜିୟମ୍ ଅଧିକାରୀ। ଏହି ଅବସରରେ ପ୍ରତିକ୍ରିୟା...

baby1
ପିଶାଚୀ ମାଆ : ପୁଅକୁ ହତ୍ୟା କଲା ଜନ୍ମଦାତ୍ରୀ 

ମହାରାଷ୍ଟ୍ର : ପିଶାଚୀ ମାଆ। ଜନ୍ମଦାତ୍ରୀ ସାଜିଲା ହତ୍ୟାକାରୀ। ଝିଅର ଲାଲସାରେ ନିଜ ଜନ୍ମକଲା ଦଶ ମାସର ପୁଅକୁ ପାଣି ବ୍ୟାରେଲ୍‌ରେ ବୁଡ଼ାଇ ହତ୍ୟା କରିଛି ମାଆ । ଏପରି କିଛି ଅଭିଯୋଗ ଆସିଛି ମହାରାଷ୍ଟ୍ର ଔରଙ୍ଗାବାଦ୍ ସହରରୁ। ଔରଙ୍ଗାବାଦ୍ ସହରର ପୈଠାଣ ଅଞ୍ଚଳରେ ଘଟିଛି ଏହି ଘଟଣା...

pipili
ପିପିଲିରୁ ୧୨ଟି ନାଗ ଛୁଆ ଉଦ୍ଧାର

ପୁରୀ : ଭଦ୍ରକ ପରେ ପୁରୀ ଜିଲ୍ଳା ପିପିଲିରୁ ଉଦ୍ଧାର ହେଲା ନାଗ ସାପ । ମଙ୍ଗଳପୁର ସୁହାଗପୁର ଗାଁର ଅନାଦି ସାହୁଙ୍କ ଘରୁ ୧୨ଟି ନାଗ ଛୁଆ ଉଦ୍ଧାର କରାଯାଇଛି। ସାପ ଧରାଳି ସୁଶାନ୍ତ କୁମାର ବେହେରା ସାପକୁ ଉଦ୍ଧାର କରି ନିଛାଟିଆ ଜାଗାରେ ଛାଡ଼ି ଦେଇଛନ୍ତି...

bhagavad-gita
କାହିଁକି କୁହାଯାଏ 'ବୁଝ୍ ନ ବୁଝୁ ପଢ଼ ଗୀତା' ?

ଓଡ଼ିଆରେ ଗୋଟିଏ କଥା ଅଛି, ବୁଝ୍ ନ ବୁଝୁ ପଢ଼ ଗୀତା, ରୁଚୁ ନ ରୁଚୁ ଖା ପିତା I ସରଳ ଭାଷାରେ ଏହାର ଅର୍ଥ ହେଉଛି, ପିତା ଯେମିତି ଶରୀର ପାଇଁ ହିତକର ଗୀତା ସେମିତି ଆମ ମାନସିକ ଶାନ୍ତି ପାଇଁ ଆବଶ୍ୟକ ଯାହା ଆଜିକାଲିର ବ୍ୟସ୍ତବହୁଳ...

baby born
ଆସିଲାନି ଆମ୍ବୁଲାନ୍ସ, ଅଟୋରେ ପ୍ରସବ କଲେ ମହିଳା

ମୟୁରଭଞ୍ଜ  : ବାରମ୍ବାର ଫୋନ ସତ୍ତ୍ୱେ ଆସିଲାନି ଆମ୍ବୁଲାନ୍ସ। ମୟୁରଭଞ୍ଜ ଜିଲ୍ଲା ମୋରଡା ବ୍ଲକର ଫୁଲବାଡିଆ ଗାଁରେ ଘଟିଛି ଏହି ଘଟଣା। ଗାଁର ସୁଲୋଚନା ମହନ୍ତଙ୍କ ପ୍ରସବ ବେଦନା ହେବା ପରେ ଘର ଲୋକେ ୧୦୨ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ବାରମ୍ବାର ଫୋନ୍ ସତ୍ତ୍ୱେ ୧୦୨ ଆମ୍ବୁଲାନ୍ସ ଆସି...

susant singh
ବନ୍ଦେ ଉତ୍କଳ ଜନନୀ ବିବାଦରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ପୁରାଇଲେ କେଁ

ଭୁବନେଶ୍ୱର : ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦାବି ପ୍ରସଙ୍ଗରେ ଶ୍ରମ ଓ ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂଙ୍କ ବିବାଦୀୟ ବୟାନ। ସଙ୍ଗୀତରେ ଥିବା ଉତ୍କଳ ଶଦ୍ଦକୁ ନେଇ କେଁ ପୁରାଇଲେ ମନ୍ତ୍ରୀ ସୁଶାନ୍ତ ସିଂ। ସୁଶାନ୍ତ କହିଛନ୍ତି, ବନ୍ଦେ ଉତ୍କଳ ଜନନୀ ଗୀତ ଆଗରୁ...

pm modi security
ବଢ଼ିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ: ବଢ଼ିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ଥା। ପ୍ରଧାନମନ୍ତ୍ରୀଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଆଲର୍ଟ ଜାରି କରାଯାଇଛି। ଏନେଇ ସମସ୍ତ ରାଜ୍ୟର ପୋଲିସ ମୁଖ୍ୟଙ୍କୁ ଚିଠି ମଧ୍ୟ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ରହିଛି। ଏଣିକି...

pravat biswal
ପ୍ରଭାତ ବିଶ୍ୱାଳଙ୍କୁ ମିଳିଲା ଜାମିନ

କଟକ: ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ହାଇକୋର୍ଟରୁ ମିଳିଲା ନିୟମିତ ଜାମିନ। ଅନ୍ତରୀଣ ଜାମିନର ସର୍ତ୍ତ ଆଧାରରେ ତାଙ୍କୁ ଜାମିନ ମଞ୍ଜୁର କରାଯାଇଛି। ଅନ୍ତରୀଣ ଜାମିନର ସର୍ତ୍ତ ଥିଲା ୨୫ ଲକ୍ଷ ଟଙ୍କା ବ୍ୟାଙ୍କ ଜମା ଓ ୫ ଲକ୍ଷ ଟଙ୍କା ଲେଖାଏଁ ୨ ଜଣ ଜାମିନଦାର। ଏହା ପୂର୍ବରୁ...

Jagannath-Temple
ଦିନକ ପରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା; ପ୍ରସ୍ତୁତି ଆରମ୍ଭ

ପୁରୀ: ଦିନକ ପରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ପରମ୍ପରା ଅନୁଯାୟୀ ଆଜିଠାରୁ ଶ୍ରୀଜିଉଙ୍କ ସ୍ନାନବେଦୀକୁ ପହଣ୍ଡି ପାଇଁ ପ୍ରସ୍ତୁତି ଆରମ୍ଭ ହେବ। ଆଜି ସଂଧ୍ୟା ଧୂପ ପରେ ଶ୍ରୀଜିଉଙ୍କ ବାହୁଟ କଣ୍ଟ କରାଯିବ। ତା’ ପରେ ମହାପ୍ରଭୁଙ୍କ ବଡ଼ ସିଂହାର ବେଶ ହେବ। ଠିଆ ପହୁଡ଼ରେ ଶ୍ରୀମୁଖ ଖଣ୍ଡୁଆ...

airport
ଭୁବନେଶ୍ୱର ବିମାନ ବନ୍ଦରରେ ସନ୍ଦିଗ୍ଧ ଯୁବକ

ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରେ ଜଣେ ସନ୍ଦିଗ୍ଧ ଯୁବକଙ୍କୁ ପୋଲିସ ଠାବ କରିଛି। ଯୁବକଙ୍କୁ ଏୟାରପୋର୍ଟର ରନ୍‌ୱେ ନିକଟରୁ ଆଜି ଠାବ କରାଯାଇଛି। ସନ୍ଦିଗ୍ଧ ଯୁବକ ଜଣଙ୍କ ଏୟାରପୋର୍ଟର ଖଣ୍ଡଗିରି ପଟ ପାଚେରୀ ଡେଇଁ ପଶିଯାଇଥିବା ସୂଚନା ମିଳିଛି। CISF ଯବାନ ଯୁବକଙ୍କୁ ଧରି ଏୟାରଫିଲ୍ଡ ଥାନାକୁ ହସ୍ତାନ୍ତର...

rain
ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟର କିଛି ସ୍ଥାନରେ ସକ୍ରିୟ ହୋଇଛି ମୌସୁମୀ। ଫଳରେ ଆଜି ଭୋରରୁ ବର୍ଷା ଜାରି ରହିଛି। ଭୁବନେଶ୍ୱର, କଟକ ସମେତ ପୁରୀ, ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି। ଖୋର୍ଦ୍ଧା, ପୁରୀ ଏବଂ ଗଞ୍ଜାମ ଜିଲ୍ଲାରେ ଆଜି ସକାଳ ୯ଟା ପର୍ଯ୍ୟନ୍ତ ପ୍ରବଳ...

mumbai
ବର୍ଷା ବିତ୍ପାତ: ମୁମ୍ବାଇ ଜଳାର୍ଣ୍ଣବ, ଚାରି ମୃତ

ମୁମ୍ବାଇ : ପ୍ରବଳ ବର୍ଷାରେ ମୁମ୍ବାଇ ଜଳମଗ୍ନ। ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ମହାନଗରୀରେ ଗତ ୩ ଦିନ ଧରି ମୂଷଳ ଧାରାରେ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ଜଳମଗ୍ନ ହୋଇ ପଡ଼ିଛି ମହାନଗରୀର ଅଧିକାଂଶ ଅଞ୍ଚଳ। ବର୍ଷା ଜନିତ ବିଭିନ୍ନ କାରଣରୁ ୪ ଜଣଙ୍କର...