କଟକ : ରାଜ୍ୟରେ ପୁଣି ଡେଙ୍ଗୁ ଆତଙ୍କ। ଚଳିତ ସିଜିନର ଏସ୍ସିବିରେ ପ୍ରଥମ ଡେଙ୍ଗୁ ଜନିତ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ହେଉଛନ୍ତି ତ୍ରୌଲୋକ୍ୟ ବାରିକ। ତାଙ୍କ ଘର କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନାର ଡିମିରିଆରେ ବୋଲି ଜଣାପଡିଛି। ସେ ଗତ ୨୨ ତାରିଖରୁ ଏସସିବିର ମେଡିସିନ...
ନୂଆଦିଲ୍ଲୀ : ପରକୀୟା ପ୍ରେମକୁ ନେଇ ବଲିଉଡ୍ ଫିଲ୍ମ ‘ରୁସ୍ତମ’ର କାହାଣୀ ଥିଲା। ଯେଉଁଠି ନିଜ ପତ୍ନୀଙ୍କ ସହ ପରକୀୟା ସନ୍ଦେହ କରି କେମିତି ଅନ୍ୟ ଜଣଙ୍କ ଜୀବନ ନେଉଛନ୍ତି ଜଣେ ସେନା ଅଧିକାରୀ। ଦିଲ୍ଲୀର ରିୟଲ୍ ଷ୍ଟୋରୀରେ ବି ରହିଛି ସେମିତି ଜଣେ ସେନା ଅଧିକାରୀଙ୍କ କାହାଣୀ।...
ପାଟନା: ମହଙ୍ଗା ପଡ଼ିଲା ବିହାରୀ ପୋଲିସଙ୍କ ଦବଙ୍ଗଗିରି I ମାଗଣାରେ ପରିବା ନ ଦେବାରୁ ମିଛ କେଶରେ ନାବାଳକ ପରିବା ଦୋକାନୀକୁ ଗିରଫ ମାମଲାର ବିହାର ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି I ଏହି ମାମଲାରେ ସମ୍ପୃକ୍ତ ଥିବା 2 ଜଣ ଇନସ୍ପେକ୍ଟରଙ୍କ ସମେତ 9 ଜଣ...
ଭୁବନେଶ୍ୱର : ଓଡ଼ିଶାରେ ସି-ପ୍ଲେନ ସେବା ଆରମ୍ଭ ଲାଗି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି ବିମାନସେବା ପ୍ରଦାନକାରୀ କଂପାନି ସ୍ପାଇସ ଜେଟ୍। ଭୁବନେଶ୍ୱରରୁ ଚିଲିକା ଦେଇ ପୁରୀ, ଭୁବନେଶ୍ୱରରୁ ଭିତରକନିକା ଦେଇ ଚାନ୍ଦିପୁର ଓ ଭୁବନେଶ୍ୱରରୁ ହୀରାକୁଦ ଜଳଭଣ୍ଡାର ମଧ୍ୟରେ ସି-ପ୍ଲେନ ଚଳାଇବା ଲାଗି ରାଜ୍ୟ ସରକାରଙ୍କୁ ସ୍ପାଇସଜେଟ୍...
୨୪ଜୁନ୍, ୨୦୧୮ ରେ ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକର ନଜାରା ଥିଲା କିଛି ଅଲଗା। ଅବସର ଥିଲା ୧୯ତମ ଆଇଫା ଆଓ୍ୱାର୍ଡ। ଭେଟରାନ ଅଭିନେତ୍ରୀ ରେଖାଙ୍କ ଠାରୁ ଆରମ୍ଭ କରି ବଲିଉଡ ହାର୍ଟଥ୍ରୋବ୍ ରଣବୀର କପୁର ନିଜର ପରଫରମାନ୍ସ ଦ୍ୱାରା ଷ୍ଟେଜରେ ନିଆଁ ଲଗେଇ ଦେଇଥିଲେ। ତେବେ ଏହି ଆଓ୍ୱାର୍ଡ...
ମାଲକାନଗିରି : ମିଳୁନି ଜାତିଗତ ପ୍ରମାଣପତ୍ର। ଚଳିତ ବର୍ଷ ପାଠପଢାରୁ ବଞ୍ଚିତ ହୋଇପାରନ୍ତି ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ପଞ୍ଚାୟତର ଶତାଧିକ ଛାତ୍ରଛାତ୍ରୀ। କାଲିଠାରୁ ସ୍କୁଲ ଓ କଲେଜ ଖୋଲିବାକୁ ଥିବାବେଳେ ଏହି ପଞ୍ଚାୟତର ଛାତ୍ରଛାତ୍ରୀମାନେ ଏ ପର୍ଯ୍ୟନ୍ତ ଜାତିଗତ ପ୍ରମାଣପତ୍ର ପାଇନାହାଁନ୍ତି। ଜାତିଗତ ପ୍ରମାଣ ପତ୍ର ଲାଗି ସରପଞ୍ଚଙ୍କ...
ମୁମ୍ବାଇ: ବଲିଉଡରେ ଏମିତି କିଛି କଳାକାର ଅଛନ୍ତି ଯେଉଁମାନେ ପିଲାବେଳୁ ତାଙ୍କ ନଖରାମି ଦେଖାଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବଲିଉଡର ଅାଗଧାଡିର ନାୟକ ରଣବୀର ସିଂ । ଏହି ଫଟୋରୁ ଯାହା ଜଣାପଡୁଛି ରଣବୀର ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି ପୂର୍ବରୁ ଭଲ ନଖରାମି ଦେଖାଉଥିଲେ। ତାଙ୍କ ପାଇଁ ସବୁ ଅଡ୍...
ପୁରୀ : ରଥ ଟଣା ପାଇଁ ୧୪ଟି ଦଉଡ଼ି ଆବଶ୍ୟକ। ୧୨ଟି ତିଆରି ସରିଛି। କର୍ମଚାରୀଙ୍କ ଆନ୍ଦୋଳନ ପାଇଁ ୨ଟି ଦଉଡ଼ି ତିଆରି ହୋଇନି। ଶ୍ରୀମନ୍ଦିର ପ୍ରଶାସନ ପାଖରେ ୨୦ଟି ଦଉଡ଼ି ମହଜୁଦ ଅଛି। କାଲି ରାଜସ୍ୱ ମନ୍ତ୍ରୀଙ୍କ ନେତୃତ୍ୱରେ ଟିମ୍ ଆନ୍ଦୋଳନକାରୀଙ୍କୁ ଭେଟିବେ। ଆବଶ୍ୟକ ହେଲେ ଉକ୍ତ...
ଭୁବନେଶ୍ୱର : ସାଧାରଣ ନିର୍ବାଚନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରସ୍ତୁତି। ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ମୁଖ୍ୟ ନିର୍ବାଚନ ଅଧିକାରୀ। ନିର୍ବାଚନ ଲାଗି କେତେ ଟଙ୍କା ଖର୍ଚ୍ଚ ହେବ ହିସାବ ଦେବାକୁ ଚିଠି ଲେଖିଛନ୍ତି। ପୋଲିଂ ପାର୍ଟିର ଯାତାୟତ ଓ ବୁଥ୍ ଖର୍ଚ୍ଚର ହିସାବ...
ଭୋପାଳ : କୁହାଯାଏ କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି। ବାରମ୍ବାର ବିଫଳତା ପରେ ବି ଯିଏ ମନକୁ ଦୃଢ କରି ସଫଳତାର ସ୍ୱପ୍ନ ଦେଖିଥାଏ, ଶେଷରେ ସେହିଁ ବିଜୟୀ ହୋଇଥାଏ। ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି। ଥରେ ନୁହେଁ କି ଦୁଇ ଥର ନୁହେଁ, ପାଞ୍ଚ...
ନବରଙ୍ଗପୁର/ନୂଆପଡ଼ା/ଭବାନୀପାଟଣା: କିଛି ଦିନର ନିରବତା ପରେ ପୁଣି ସକ୍ରିୟ ଲାଲବାହିନୀ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମାଓ ଦମନ ନୀତିକୁ ବିରୋଧ କରି ଆଜି ମାଓବାଦୀଙ୍କ ପକ୍ଷରୁ ଓଡ଼ିଶା ଓ ଛତିଶଗଡ଼ ବନ୍ଦ ଡାକରା ଦିଆଯାଇଛି। ଏନେଇ ନବରଙ୍ଗପୁର ଜିଲ୍ଳା ରାଇଘରରେ ମାଓବାଦୀ ପୋଷ୍ଟର ଲଗାଇଛନ୍ତି। ରାଇଘର ବ୍ଳକର...
ମୁମ୍ବାଇ: ମୁମ୍ବାଇରେ ମୌସୁମୀ ବର୍ଷାର ତାଣ୍ଡବ। ପ୍ରବଳ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ବର୍ଷାରେ ମୁମ୍ବାଇର ଅନେକ ଅଞ୍ଚଳ ଜଳମଗ୍ନ ହୋଇପଡିଛି। ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି। ବିଭିନ୍ନ ସ୍ଥାନରେ ମାଟି ଅତଡ଼ା ଖସିଛି। ଲଗାତର ୩ ଦିନ ଧରି ମୁମ୍ବାଇରେ...
ଭୁବନେଶ୍ୱର: ଆସନ୍ତା ଜୁଲାଇ ୨୨ରେ ହେବାକୁ ଥିବା ସ୍ପେଶାଲ୍ OJEE ପାଇଁ ଆଜିଠୁ ଛାତ୍ରଛାତ୍ରୀ ଆବେଦନ କରିବେ। Btech, Lateral Entry, MBA, MCA ପାଇଁ ଛାତ୍ରଛାତ୍ରୀ ଆଜିଠୁ ଜୁଲାଇ ୧୩ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଜୁଲାଇ ୧୮ରୁ ଆଡ଼ମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ। ଏହାପରେ ଜୁଲାଇ...
ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ମେଜରଙ୍କ ପତ୍ନୀଙ୍କ ହତ୍ୟାକାଣ୍ଡ ଘଟଣାର ଧିରେ ଧିରେ ଗୁମର ଫିଟିବାରେ ଲାଗିଛି। ଆଉ ସାମ୍ନାକୁ ଆସୁଛି ଚାଞ୍ଚଲ୍ୟକର ତଥ୍ୟ। ହତ୍ୟା ଘଟଣାରେ ଗିରଫ ହୋଇଥିବା ଆଉ ଜଣେ ମେଜର ନିଖିଲ ହାଣ୍ଡା ମେଜର ଅମିତ ଦ୍ୱିବେଦୀଙ୍କ ପତ୍ନୀ ଶୈଲଜା ଦ୍ୱିବେଦୀଙ୍କୁ ବିବାହ କରିବାକୁ ଚାହୁଁଥିଲେ।...
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ଅଭାବନୀୟ ଘଟଣା। ବଜ୍ରପାତରେ ମାଆ, ଝିଅଙ୍କ ମୃତ୍ୟୁ। ଡଙ୍ଗାରେ ଯାଉଥିବା ବେଳେ ବଜ୍ରପାତ ହେବା ଫଳରେ ମାଆ,ଝିଅଙ୍କ ମୃତ୍ୟୁ ହୋଇଛି। ଡଙ୍ଗାରେ ଥିବା ନାତି ଓ ସଂପର୍କୀୟ ଭାଉଜ ଆହତ ହୋଇଥିବା ସୂଚନା ମିଳିଛି। ମୃତାହତମାନେ ସ୍ଥାନୀୟ ଜମ୍ବୁ ଗ୍ରାମର। ନଦୀକୁ ମାଛ ଧରିବାକୁ...