• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

representational image
ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ

ପଟ୍ଟାମୁଣ୍ଡାଇ: ପୁଣି ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ ଅଣ୍ଡିରା ଗାଁରେ ଏପରି ଏକ ଦୁଃଖଦ ଘଟଣା ଘଟିଛି। ସୂଚନା ଅନୁସାରେ, ଆଜି ସକାଳେ ଜଣେ ନବବଧୂଙ୍କ ଝୁଲନ୍ତା ମୃତଦେହ ଘର ଭିତରୁ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କ ନାଁ ନମିତା ମଲ୍ଲିକ। ଗତ...

IRCTC
ପ୍ରକାଶ ପାଇଲା ଆଇଆରସିଟିସି ନିଯୁକ୍ତି ବିଜ୍ଞପ୍ତି

ପଦବି- ସୁପରଭାଇଜର ପଦବି ସଂଖ୍ୟା- ୧୨ ଶିକ୍ଷାଗତ ଯୋଗ୍ୟତା – ହସ୍ପିଟାଲିଟି ହୋଟେଲ ଆଡ଼ମିନିଷ୍ଟ୍ରେସନରେ ବିଏସସି । ପ୍ରାର୍ଥୀ NCHMCT/AICTE/UGC ଏବଂ ଭାରତ ସରକାରଙ୍କ  ଦ୍ୱାରା ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ପାସ କରିଥିବା ଆବଶ୍ୟକ । ଏହI ସହ ଅତି କମ୍‌ରେ ଦୁଇ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ ।...

Ranveer-Bajirao-Mastani-
ଚର୍ଚ୍ଚାରେ ରଣବୀର - ଦୀପିକା ବାହାଘର ତାରିଖ; କେବେ ବାଜିବ ସାହାନାଇ ?

ନୂଆଦିଲ୍ଲୀ: ବଲିଉଡ ଅଭିନେତା ରଣବୀର ସିଂ ଓ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ବାହାଘର ଆଉ ବେଶୀ ବିଳମ୍ବ ନୁହେଁ । ଖୁବ୍‌ ଶୀଘ୍ର ରିଲ୍ ଲାଇଫ୍‌ର ଏହି ହିଟ୍ ଯୋଡ଼ି ଏବେ ରିୟଲ ଲାଇଫ୍‌ରେ ବାନ୍ଧି ହେବାକୁ ଯାଉଛନ୍ତି । ଯାହା ଶୁଣାଯାଉଛି, ବିବାହ ତାରିଖ ମଧ୍ୟ ପକ୍କା...

snake rescued
ଗୋଟିଏ ପରେ ଗୋଟିଏ ଉଦ୍ଧାର ହେବାରେ ଲାଗିଛି ନାଗ ସାପ

ଭଦ୍ରକ: ଗୋଟିଏ ପରେ ଗୋଟିଏ ଉଦ୍ଧାର ହେବାରେ ଲାଗିଛି ନାଗ ସାପ। ଭଦ୍ରକ ଧାମନଗର ପାଇକ ସାହିରୁ ପୁଣି ଥରେ ନାଗ ସାପ ଉଦ୍ଧାର ହୋଇଛି । ଗତକାଲି ଶ୍ୟାମପୁର ଗାଁର ବିଜୟ ଭୂୟାଁଙ୍କ ଘରୁ ଏକାଧିକ ନାଗ ସାପ ଉଦ୍ଧାର ହୋଇଥିବାବେଳେ ଆଜି ପୁଣି ୩ଟି ନାଗ...

health3
 ଏ କ’ଣ ଗୁଣାତ୍ମକ ସ୍ୱାସ୍ଥ୍ୟସେବା; ଭାରବାଡ଼ିରେ ବୁହାହୋଇ ରୋଗୀ ଯାଉଛନ୍ତି ହସ୍ପିଟାଲ

ନାରାୟଣପାଟଣା: ଯେତେ ଚର୍ଚ୍ଚା ଯେତେ ସମାଲୋଚନା ପରେ ବି ଉପାନ୍ତ ଅଞ୍ଚଳରେ ବଦଳି ପାରୁନି ରୋଗୀ ସେବାର ସ୍ଥିତି । ଗୁରୁତର ରୋଗୀଙ୍କ ସେବାରେ ଆସିପାରୁନି ଆମ୍ବୁଲାନ୍ସ । ଫଳରେ ଠିକ୍ ସମୟରେ ସେବା ନ ପାଇ ଅକାଳରେ ଜୀବନ ହରାଉଛନ୍ତି ବହୁ ନୀରିହ ଲୋକ । କୋରାପୁଟ...

priyanka
ଯେତେ ଲୁଚାଇଲେ ଲୁଚୁନି, ଏହି ଅଭିନେତାଙ୍କ ସହ ଡିନର ଡେଟ୍‌ରେ ଗଲେ ପ୍ରିୟଙ୍କା

ମୁମ୍ବାଇ: ହାତରେ ହାତ ଥାପି ଜଣେ ଅଭିନେତାଙ୍କ ସହ ବଲିଉଡ଼ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ଦେଖିବାକୁ ମିଳିଛି। ଆଉ ଏଥିରୁ ଉଭୟଙ୍କ ରିଲେସନ୍‌ସିପ୍‌କୁ ନେଇ ସବୁକିଛି ସ୍ପଷ୍ଟ ଜଣାପଡ଼ୁଛି। ବର୍ତ୍ତମାନ ପ୍ରିୟଙ୍କାଙ୍କ ଏହି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଆମେରିକୀୟ ଅଭିନେତା ତଥା ପପ୍‌ ଷ୍ଟାର...

Jagannath-Temple
ଶ୍ରୀମନ୍ଦିର ସେବାୟତଙ୍କ ବିରୋଧରେ ଚୋରି ଅଭିଯୋଗ

ପୁରୀ: ଶ୍ରୀଜିଉଙ୍କ ଦର୍ଶନ ବେଳେ ଶ୍ରଦ୍ଧାଳୁଙ୍କଠାରୁ ଚୋରି ଅଭିଯୋଗ। କଟକର ଜଣେ ଭକ୍ତଙ୍କ ପକେଟରୁ ପର୍ସ ଚୋରି କରିଛନ୍ତି ଖୋଦ୍ ଜଣେ ସେବାୟତ। ଏ ନେଇ ଭକ୍ତ ଜଣକ ସିଂହଦ୍ୱାର ଥାନାରେ ଅଭିଯୋଗ ପରେ ପୋଲିସ ସଂପୃକ୍ତ ସେବାୟତଙ୍କୁ ଅଟକ ରଖିଛି। ଅଭିଯୋଗ ଅନୁସାରେ, ଗତକାଲି  କଟକରୁ ଆସିଥିବା...

bridge collapse
ଭୁଶୁଡ଼ିଲା ପୋଲ

ଝାରସୁଗୁଡ଼ା: ଭାରିଯାନର ଓଜନ ସହି ନ ପାରି ଦବିଗଲା ପୋଲ। ଆଉ ଏକ  ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ହାଇଓ୍ୱା ଗାଡ଼ି। ଝାରସୁଗୁଡ଼ା ଜିଲ୍ଲା ବଞ୍ଜରି ପଞ୍ଚାୟତରେ ଏହି ଦୁର୍ଘଟଣା ଘଟିଛି। ଝାରସୁଗୁଡ଼ା ଓ ସୁନ୍ଦରଗଡ଼କୁ ସଂଯୋଗ କରୁଥିବା ଲୋଟସ ପୋଲ ଉପରେ ଗତକାଲି ରାତିରେ ଏକ ଚିପ୍ସ ବୋଝେଇ...

elephant attack
ହାତୀ ଘଉଡ଼ାଇବା ପାଇଁ ଗଠନ ହେଲା ୧୫ଟି ସ୍କ୍ୱାଡ୍‌

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅଞ୍ଚଳରେ ପୁଣି ମାତିଲେ ହାତୀପଲ।  ଚମ୍ପୁଆ ରେଞ୍ଜ ମୁକୁନ୍ଦପୁର, ସାରତଳିଆ, ମିରିଗିସିଙ୍ଗା ଓ ମଙ୍ଗଳପୁର ଅଞ୍ଚଳରେ ପ୍ରାୟ ୨୦ରୁ ଅଧିକ ହାତୀ ବୁଲୁଥିବା ଦେଖିବାକୁ ମିଳିଛି।  ସେମାନଙ୍କ ମଧ୍ୟରେ ଗୋଟିଏ ଦନ୍ତା ହାତୀ ରହିଛି। ହାତୀମାନେ ମୁକୁନ୍ଦପୁର ଗାଁରେ ପ୍ରାୟ ୨ଏକରରୁ...

ratha yatra
ରଥଯାତ୍ରାରେ ବିଭ୍ରାଟ ନେଇ ଆଶଙ୍କା!

ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରାରେ ବିଭ୍ରାଟ ଆଶଙ୍କା। କାରଣ ରଥଟଣା ପାଇଁ ଆବଶ୍ୟକ ଦଉଡ଼ି ପ୍ରସ୍ତୁତି କାମ ଅଟକି ଯାଇଥିବାରୁ ଯାତ୍ରାରେ ବିଭ୍ରାଟ ଉପୁଜିପାରେ ବୋଲି ଆଶଙ୍କା ପ୍ରକାଶ କରିଛି ଗୁଇନ୍ଦା ବିଭାଗ। ପ୍ରସଙ୍ଗ ଅତି ଜରୁରୀ  ଓ ଏହା ଉପରେ ଆବଶ୍ୟକ ପଦକ୍ଷେପ ନେବାକୁ ପୁରୀ ଏସ୍‌ପିଙ୍କୁ...

jay panda
ବିଜେପି ନେତା ସମୀର ଦେଙ୍କ ବାସଭବନରେ ବୈଜୟନ୍ତ ପଣ୍ଡାଙ୍କ ବୈଠକକୁ ନେଇ ଚର୍ଚ୍ଚା

କଟକ: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ କଟକ ଗସ୍ତ ଓ ବିଜେପି ନେତା ସମୀର ଦେଙ୍କ ବାସଭବନରେ ବୈଠକକୁ ନେଇ ଚର୍ଚ୍ଚା।  ବୈଜୟନ୍ତ ଗତକାଲି ସଂଧ୍ୟାରେ ବିଜେପି ନେତା ସମୀର ଦେଙ୍କ ବାସଭବନରେ ସହରର କିଛି ବୁଦ୍ଧିଜୀବୀଙ୍କ ସହ ଅନୌପଚାରିକ ଆଲୋଚନା କରିଥିବା ଜଣାପଡ଼ିଛି।  ହେଲେ କେଉଁ ବିଷୟରେ...

fire
ବାଣ ମାର୍କେଟରେ ନିଆଁ

ବ୍ରହ୍ମପୁର: ବ୍ରହ୍ମପୁର ଅନ୍ଧପସରା ସ୍ଥିତ ବାଣ ମାର୍କେଟରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ବାଣ ପୋଡି ନଷ୍ଟ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଗତକାଲି ରାତିରେ ସ୍ଥାନୀୟ ଲୋକେ ବାଣ ମାର୍କେଟର ଏକ ଦୋକାନରୁ ହଠାତ ଧୂଆଁ ବାହାରିବା ସହ ବାଣ ଫୁଟିବା ଶବ୍ଦ ଶୁଣିଥିଲେ।...

rainfall
ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ପୁଣି ସକ୍ରିୟ ହୋଇଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ବିଶେଷତଃ ଗତକାଲିଠୁ ରାଜଧାନୀ ସମେତ ଉତ୍ତର ଓଡ଼ିଶାର ବହୁ ଅଞ୍ଚଳରେ ବର୍ଷା ହୋଇଛି। ଯାହା ଆଜି ମଧ୍ୟ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ...

jica projects
ଜାଇକା ପ୍ରକଳ୍ପ ପାଇଁ ଖୋଳାଯାଇଥିବା ଗାତରେ ୨ ଶ୍ରମିକ ଶ୍ୱାସରୁଦ୍ଧ

କଟକ: ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକ ଆହତ ହୋଇଥିବା ଅଭିଯୋଗ ହୋଇଛି। କଟକ କାଳୀଗଳି ନିକଟରେ ଜାଇକା ପ୍ରକଳ୍ପ ପାଇଁ ଖୋଳାଯାଇଥିବା ଗାତରେ ପଶି କାମ କରୁଥିବାବେଳେ ସଂଗ୍ରାମ ନାୟକ ଓ ରାଜେଶ ଇସ୍କୁ ଶ୍ୱାସରୁଦ୍ଧ ହୋଇପଡିଥିଲେ। ଉଭୟଙ୍କୁ ଉଦ୍ଧାର କରାଯାଇ ପ୍ରଥମେ କଟକ ସିଟି ହସ୍ପିଟାଲ ଏବଂ...

ban
ଆଜିଠୁ ମହାରାଷ୍ଟ୍ରରେ ପ୍ଲାଷ୍ଟିକ୍ ବ୍ୟାନ୍

ମୁମ୍ୱାଇ : ମହାରାଷ୍ଟ୍ରରେ ପ୍ଲାଷ୍ଟିକ୍ ବ୍ୟାନ୍। ଆଜିଠୁ ମହରାଷ୍ଟ୍ରରେ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ୍ ବିକ୍ରି ଏବଂ ବ୍ୟବହାର ଉପରେ ରୋକ ଲାଗିଛି। ପ୍ଲାଷ୍ଟିକ୍‌ରେ ନିର୍ମିତ ବ୍ୟାଗ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଯାହା ଥରେ ବ୍ୟବହାର ହୋଇ ଫୋପାଡ଼ି ଦିଆଯାଏ ସେ ନେଇ କଟକଣା ଜାରି ହୋଇଛି। ଏପରିକି ନିୟମକୁ ଖିଲାପ...

women poision
ଶ୍ୟାମଳୀ ବୋଲି ଥଟ୍ଟା କରିବାରୁ ଭୋଜିରେ ବିଷ ମିଶାଇଲେ ମହିଳା

ମହାରାଷ୍ଟ୍ର : ମହାରାଷ୍ଟ୍ର ରାଇଗଡ଼ ଅଞ୍ଚଳରେ ବିଷାକ୍ତ ଖାଦ୍ୟ ଖାଇ ୫ ଜଣଙ୍କ ମୃତ୍ୟୁ ମାମଲାରେ ଚାଞ୍ଚଳ୍ୟକର ତଥ୍ୟ ସାମନାକୁ ଆସିଛି। ପରିବାରର ଜଣେ ସମ୍ପର୍କୀୟ ମହିଳା ପ୍ରଜ୍ଞା ସୁରଭାସୀ ଖାଦ୍ୟରେ ମିଶାଇଥିଲେ ବିଷ। ଘଟଣାରେ ତଦନ୍ତ କରି ରାଇଗଡ଼ ପୋଲିସ ହାତରେ ଲାଗିଛି ଏପରି ତଥ୍ୟ। ତେବେ...

protest
ପାନୀୟ ଜଳ ପାଇଁ ମହିଳାଙ୍କ ରାସ୍ତା ଅବରୋଧ

ଯାଜପୁର : ପାନୀୟ ଜଳ ପାଇଁ ଗରା ବାଲତି ରଖି ମହିଳାଙ୍କ ରାସ୍ତା ଅବରୋଧ। ଏ ଅବସ୍ଥା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ପନ୍ତୁରି ଗାଁରେ। ଗାଁରେ ପ୍ରାୟ ୧୦୦ଟି ପରିବାର ରହୁଥିବା ବେଳେ ଏଠାରେ ଥିବା ଏକମାତ୍ର ଓଭରହେଡ଼୍ ଟ୍ୟାଙ୍କ ପାଣି ଉପରେ ସମସ୍ତେ...

Mosquito-bite
ମଶା ଦାଉରୁ କେମିତି ରକ୍ଷା ପାଇବେ ?

ଅାଜିର ଦିନରେ ମଶା ଭୟାନକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଛି I ମଶା ବିଭିନ୍ନ ରୋଗର ବାହକ ହୋଇଥାଏ I ମଶା ଅାମକୁ କାମୁଡ଼ି ରକ୍ତ ନେଇଥାଏ ଓ ବିଭିନ୍ନ ଜୀବାଣୁ ଅାମ ଶରୀରରେ ଛାଡିଯାଇଥାଏ I ମଶା କାମୁଡିବା ଦ୍ୱାରା ମେଲେରିଅା, ଡେଙ୍ଗୁ, ଚିକୁନଗୁନିଅା ଭଳି ମାରାତ୍ମକ ରୋଗରେ ଅାମେ...