ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ। ଭୁବନେଶ୍ୱର ବୁଦ୍ଧନଗର ଅଞ୍ଚଳରେ ଥିବା ଏକ ଘରୋଇ ସଂସ୍ଥାର ଅଫିସ୍ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ବୈଜୟନ୍ତ ପ୍ରସାଦ ମହାନ୍ତି। ବୈଜୟନ୍ତ ପ୍ରସାଦ ଜଣେ ମେରାଇନ୍ ଇଞ୍ଜିନିୟର। ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ତାଙ୍କୁ ହତ୍ୟାକାଣ୍ଡ କରାଯାଇଥିବା ସନ୍ଦେହ କରାଯାଉଛି।...
ମୁଜାଫରନଗର: ଫିଲ୍ମରେ ସୁପରମ୍ୟାନ୍ଙ୍କ କଥା ତ ସମସ୍ତେ ଜାଣିଥିବେ। କାହିଁକି ନା ସୁପରମ୍ୟାନ୍ ଶେଷ ସମୟରେ ଆସି ସମସ୍ତଙ୍କ ଜୀବନ ବଞ୍ଚାଇ ଥାଏ। ଆଉ ସମସ୍ତେ ଭାବନ୍ତି କି ସୁପରମ୍ୟାନ୍ ହେଉଛି ସବୁଠୁ ଶକ୍ତିଶାଳୀ। ସୁପରମ୍ୟାନ୍ ପାଖରେ ସେସବୁ ଶକ୍ତି ଅଛି ଯାହା ଅନ୍ୟମାନଙ୍କ ପାଖରେ ନାହିଁ ବୋଲି...
ଭୁବନେଶ୍ୱର: ସାତକୋଶିଆରେ ଥିବା ମଧ୍ୟପ୍ରଦେଶର ବାଘକୁ ମିଳିବ ସାଥୀ। କାହିଁକି ନା ଓଡିଶା ଆସୁଛି ଆଉ ଏକ ବାଘୁଣୀ। ମଧ୍ୟପ୍ରଦେଶ ବାନ୍ଧବଗଡ଼ରୁ ସାତକୋଶିଆ ଜଙ୍ଗଲକୁ ଅଣାଯାଉଛି ବାଘୁଣୀ। ବାଘୁଣୀଟି ଏହି ସପ୍ତାହରେ ସାତକୋଶିଆ ଜଙ୍ଗଲରେ ପହଞ୍ଚିବା ସମ୍ଭାବନା ରହିଛି। ହେଲେ କେଉଁ ରୁଟ୍ରେ ବାଘୁଣୀକୁ ଅଣାଯାଉଛି, ସୁରକ୍ଷା ଦୃଷ୍ଟିରୁ...
ମୋହନା: ବିଭିନ୍ନ ଦାବିରେ ମୋହନା ଉନ୍ନୟନ ପରିଷଦ ପକ୍ଷରୁ ଆସନ୍ତା ଜୁଲାଇ ୪ ତାରିଖରେ ବନ୍ଦ ଡାକରା ଦିଆଯାଇଛି। ମୋହନାରେ ବସ୍ଷ୍ଟାଣ୍ଡ, ଶୌଚାଳୟ, ଯାତ୍ରୀ ବିଶ୍ରାମଗାର ସହ ରାସ୍ତାରେ ଷ୍ଟ୍ରିଟ୍ ଲାଇଟ ନ ଥିବାରୁ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏମିତିକି ରାସ୍ତା ପାର୍ଶ୍ୱରେ ପାର୍କିଂ ହେଉଥିବାରୁ...
ସୁନ୍ଦରଗଡ଼: ଆତ୍ମସମ୍ମାନ ପାଇଁ ଝିଅର ପ୍ରେମିକକୁ ହତ୍ୟା କଲା ବାପା। ଗତକାଲି ସୁନ୍ଦରଗଡ ଜିଲ୍ଲା ଧରୁଅଡିହି ଥାନା ବେଜିଡିହି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁଯାୟୀ, ବେଜିଡିହି ଗାଁର ମୋହନ କିଶାନଙ୍କ ଝିଅଙ୍କ ସହ ସମ୍ବଲପୁର ଜିଲ୍ଲାର ବାମରା ଅଞ୍ଚଳର ଜଣେ ଯୁବକଙ୍କ ସହ ପ୍ରେମ...
ଭୁବନେଶ୍ୱର: ମୌସୁମୀ ବର୍ଷାରେ ଭିଜିଲା ସାରା ଓଡ଼ିଶା। ଗତକାଲି ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହୋଇଛି। ରାଜ୍ୟର କିଛି ଜିଲ୍ଲାର ୨ ଦିନ ଧରି ବର୍ଷା ଲାଗି ରହିଛି। ପାଣିପାଗ ବିଭାଗର ପ୍ରାକ୍ ସୂଚନା ଅନୁସାରେ ଆସନ୍ତା ୧୨ ଘଣ୍ଟା ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷା ଜାରି ରହିବ। ...
ପୁରୀ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ସ୍ନାନ ମଣ୍ଡପରେ ଦିବ୍ୟସ୍ନାନ କରିବେ ଚତୁର୍ଦ୍ଧା ବିଗ୍ରହ। ୧୦୮ କୁମ୍ଭ ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ। ବିଧି ମୁତାବକ କାଳିଆ ଠାକୁର ୩୫, ବଡ଼ ଠାକୁର ୩୩, ଦେବୀ ସୁଭଦ୍ରା ୨୨ ଓ ସୁଦର୍ଶନ ୧୮ ଗରା ଜଳରେ ସ୍ନାନ...
ଭୁବନେଶ୍ୱର: ଫିଫା ବିଶ୍ୱକପରେ ବଡ଼ ବିପର୍ଯ୍ୟୟ। ଡଫେଣ୍ଡିଂ ଚାମ୍ପିୟନ ଜର୍ମାନୀକୁ ୨-୦ ଗୋଲରେ ହରାଇ ବିପର୍ଯ୍ୟୟ ଆଣିଛି ସାଉଥ୍ କୋରିଆ। ଗ୍ରୁପ-Fର ଶେଷ ଲିଗ୍ ମ୍ୟାଚ୍ରେ ହାରି ଜର୍ମାନୀ ଫିଫା ବିଶ୍ୱକପରୁ ବିଦାୟ ନେଇଛି। ୨୦୧୪ ବିଶ୍ୱକପରେ ଚାମ୍ପିୟନ ଦଳ ୨୦୧୮ ବିଶ୍ୱକପର ପ୍ରଥମ ରାଉଣ୍ଡରୁ ବିଦା ହେବା...
ପୁରୀ: ରାତି ପାହିଲେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ସ୍ନାନ ମଣ୍ଡପରେ ଦିବ୍ୟସ୍ନାନ କରିବେ ଚତୁର୍ଦ୍ଧା ବିଗ୍ରହ। ପୁଣି ଗଜାନନ ବେଶରେ ଭକ୍ତଙ୍କୁ ଦେବେ ଦର୍ଶନ। ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଏହି ସର୍ବ ପ୍ରଥମ ଯାତ୍ରାକୁ ଶୃଙ୍ଖଳିତ ଭାବେ ସଂପନ୍ନ କରିବାକୁ ହୋଇଛି ବ୍ୟାପକ ବ୍ୟବସ୍ଥା। ସେହିପରି ଶ୍ରୀମନ୍ଦିର...
ମାଲକାନଗିରି/ଚିତ୍ରକୋଣ୍ଡା: ବାରମ୍ବାର ଡେଡ୍ ଲାଇନ ଟପିବା ପରେ ଶେଷରେ କାମ ସରିଛି। ହେଲେ ସରି ନାହିଁ ମାଲକାନଗିରି ବିଚ୍ଛିନ୍ନାଞ୍ଚଳବାସୀଙ୍କ ପ୍ରତୀକ୍ଷା। ଏବେ ରାଜନୀତିର ଚକ୍ରବ୍ୟୁହରେ ଯେମିତି ଫସି ଯାଇଛି ଗୁରୁପ୍ରିୟା ସେତୁ ଉଦ୍ଘାଟନ । ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ ଫଟୋ ଛାଡ଼ି ଖୁବ୍ ଶୀଘ୍ର ସେତୁ ଉଦ୍ଘାଟନ ହେବ...
ଭୁବନେଶ୍ୱର: କିଟ୍ ଓ କିସ୍ ବିରୋଧରେ ଜମି ହଡ଼ପର ଆଉ ଏକ ସାଂଘାତିକ ଅଭିଯୋଗ । ଜଣେ ଆଦିବାସୀଙ୍କ ଜମିକୁ ବି ଜବରଦଖଲ କରିବାକୁ ପଛାଇନାହାନ୍ତି କିଟ୍ କର୍ତ୍ତୃପକ୍ଷ । ପୂର୍ବରୁ ବି ଏ ସଂସ୍ଥା ନାଁରେ ଜମି ହଡପ ଅଭିଯୋଗର ତାଲିକା ବେଶ୍ ଲମ୍ବା । ଏତେସବୁ...
ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ବଢ଼ି ଚାଲିଛି ବ୍ରାଉନ ସୁଗାର ବ୍ୟବସାୟ। ନିକଟରେ ଲକ୍ଷ୍ମୀସାଗର ଥାନା ହଳଦି ପଡିଆ ବସ୍ତିରୁ ୧୨ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ ହୋଇଥିବାବେଳେ, ପୁଣି ସେହି ଅଂଚଳରୁ ପୋଲିସ ୧୪ଗ୍ରାମ ବ୍ରାଉନ ସୁଗାର ଜବତ କରିଛି। ଏହି ଘଟଣାରେ ପୋଲିସ ଉଭୟ ମା’...
ଭୁବନେଶ୍ୱର: ରାୟଗଡ଼ା ଜିଲ୍ଲା ଥେରୁବାଲି ଇମ୍ଫାରେ ପୁଣି ତେଜିଛି ଆନ୍ଦୋଳନ । ଇମ୍ଫା କର୍ତ୍ତୃପକ୍ଷ ପ୍ରତିଶ୍ରୁତି ପାଳନରେ ଅବହେଳା କରିଥିବା ଅଭିଯୋଗ କରି ଆଜିଠୁ କମ୍ପାନିର ମୁଖ୍ୟ ଫାଟକରେ ଧାରଣାରେ ବସିଛନ୍ତି ଆନ୍ଦୋଳନକାରୀ। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ପାଇଁ ଚେତାବନୀ ବି ଦେଇଛନ୍ତି । ନା କେହି...
ବାରିପଦା: ଅଭିନବ ଉପାୟରେ ମହିଳାଙ୍କୁ ଠକେଇ। ବିଶୋଇ ଅଂଚଳରେ ଗତ କିଛି ବର୍ଷ ହେଲା ଏକ ବେସରକାରୀ ସଂସ୍ଥା ଶତାଧିକ ମହିଳାଙ୍କୁ ଏକ ଗ୍ରୁପ ମାଧ୍ୟମରେ ଟଙ୍କା ଋଣ ଯୋଗାଇ ଦେଉଥିଲା। ସେହି ସଂସ୍ଥାର ଜଣେ କର୍ମଚାରୀ ଦଶରଥ ସାହୁ ମହିଳାଙ୍କୁ ବିଭିନ୍ନ ଉପହାରର ପ୍ରଲୋଭନ ଦେଖାଇ ଶତାଧିକ...