ଅନୁଗୁଳ : ଅନୁଗୁଳ ଜିଲ୍ଲା ଛାଞ୍ଚୁଣିଆରେ ୧୩ଦିନର ଶିଶୁକୁ କୂଅରେ ପକାଇ ମାରିବା ଘଟଣାରେ ପୋଲିସ ଅଭିଯୁକ୍ତ ବାପା ଦୁଃଶାସନ ସାହୁକୁ ଗିରଫ କରିଛି। ଗତ ୬ ତାରିଖରେ ଦୁଃଶାସନଙ୍କ ୧୩ଦିନର ଶିଶୁ ହଠାତ ନିଖୋଜ ହୋଇଯାଇଥିଲା। ପ୍ରଥମେ ଶିଶୁଟିକୁ କୁକୁର ନେଇଯାଇଥିବା ଖବର ପ୍ରଚାର ହୋଇଥିଲା। ତେବେ...
କଟକ : ଚାଷୀଙ୍କ ବିଭିନ୍ନ ଦାବି ନେଇ ପୁଣି ରାସ୍ତାକୁ ଓହ୍ଲାଇଲା ନବ ନିର୍ମଣ କୃଷକ ସଙ୍ଗଠନ। ଆଜି କଟକରେ ସଙ୍ଗଠନ ପକ୍ଷରୁ ଆନ୍ଦୋଳନ କରାଯାଇଛି। ସହରର ଖାନ୍ ନଗର ଟ୍ରାଫିକ ଛକ ଠାରୁ ଏକ ରାଲି ବାହାରି ଶୋଭାଯାତ୍ରା କରାଯାଇଥିଲା । ଆନ୍ଦୋଳନକାରୀମାନେ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିବେ।...
ସମ୍ବଲପୁର : ସମ୍ବଲପୁରରେ ସ୍କୁଲ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ। ଜେସିବିକୁ ପଛରୁ ପିଟିଲା ସ୍କୁଲ ଭ୍ୟାନ୍ । ଅମ୍ବିରାନାଗରରେ ରାସ୍ତାରେ ରଖାଯାଇଥିବା ଜେସିବି ସହ ଧକ୍କା ହୋଇ ଭ୍ୟାନରେ ଥିବା ୮ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।...
ପାରାଦୀପ : ପୂର୍ବତନ କର୍ମଚାରୀଙ୍କ ନିଯୁକ୍ତିକୁ ନେଇ ପାରାଦୀପରେ ଶ୍ରମିକ ଅଶାନ୍ତି। ଏକ ଘରୋଇ କଂପାନୀ ଆଗରେ ଶ୍ରମିକଙ୍କ ଆନ୍ଦୋଳନ। ଅଭିଯୋଗ ଅନୁସାରେ ୨୦୦୪ ମସିହାରେ ପାରାଦୀପରେ କାର୍ଗିଲ ଖାଇବା ତେଲ କଂପାନୀ ପ୍ରତିଷ୍ଠା ହୋଇଥିଲା। ଏଥିରେ ଶହଶହ ଶ୍ରମିକ କାମ କରୁଥିବାବେଳେ ପରିବହନ ସମସ୍ୟାକୁ ନେଇ ୨୦୧୬...
ମୁମ୍ୱାଇ : ଲଗାଣ ବର୍ଷାରେ ବେହାଲ୍ ଦେଶର ବାଣିଜ୍ୟିକ ରାଜଧାନୀ ମୁମ୍ବାଇ । ଲଗାତାର ପଞ୍ଚମ ଦିନ ପାଇଁ ବର୍ଷା ଜାରି ରହିଛି । ପ୍ରବଳ ବର୍ଷାରୁ ତଳିଆ ଅଞ୍ଚଳରେ ପାଣି ଭରି ଯାଇଛି। କଲିନା, ଚେମ୍ବୁର ଓ ମାଙ୍କୁଡ୍ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଏହି ଅଞ୍ଚଳର ଶତାଧିକ...
ମାଲକାନଗିରି : ମାଲକାନଗିରି ସତୀଗୁଡା ଡ୍ୟାମରେ ଡଙ୍ଗା ବୁଡି ଘଟଣାରେ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଅଗ୍ନିଶମ ଏବଂ ପୋଲିସ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ମିଳିତ ଉଦ୍ୟମରେ ନିଖୋଜ ବ୍ୟକ୍ତିଙ୍କୁ ଖୋଜାଯାଉଛି। ଗତକାଲି ଡ୍ୟାମକୁ ମାଛ ଧରିବାକୁ ଯାଇଥିବାବେଳେ ଭାରସାମ୍ୟ ହରାଇ ଦେଶୀ ଡଙ୍ଗାଟି ବୁଡି ଯାଇଥିଲା।...
ବାଲେଶ୍ୱର : ବାଲେଶ୍ୱରରେ ବିହନ ଯୋଗାଣରେ ମହାଘୋଟାଲା। ଚାଷୀଙ୍କୁ ଯୋଗାଇ ଦିଆଯାଇଥିବା ବିହନ ନକଲି ପ୍ରୋସେସିଂ ପ୍ଲାଣ୍ଟରେ ତିଆରି ହୋଇ ଯୋଗାଇ ଦିଆଯାଇଥିଲା। ବସ୍ତା ବ୍ଲକର ରାଜଘାଟଠାରେ ଥିବା ଓଡିଶା ସିଡ୍ସ ନାମକ ଏକ ବିହନ ପ୍ରୋସେସିଂ ପ୍ଲାଣ୍ଟରେ ବଳକା ହୋଇପଡିଥିବା ବିହନ ଚାଷୀଙ୍କୁ ଫେରାଇବା ବଦଳରେ ଏଠାରେ...
ସମ୍ବଲପୁର : ସମ୍ବଲପୁର ଅମ୍ବିରାନଗରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ପାର୍କିଂରେ ଥିବା ଗାଡ଼ିକୁ ପଛରୁ ପିଟିଲା ସ୍କୁଲ ଭ୍ୟାନ୍ । ସ୍କୁଲ୍ ଭ୍ୟାନ୍ ଦୁର୍ଘଟଣାରେ ୫ ଜଣ ଆହତ ହୋଇଥିବା ବେଳେ୨ଜଣ ଗୁରୁତର ହୋଇଛନ୍ତି। ଆହତ ପିଲାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସମସ୍ତ ପିଲା...
କେନ୍ଦ୍ରାପଡା : କେନ୍ଦ୍ରାପଡା ରାଜନଗରରେ କୂଳ ଲଂଘୁଛି ବ୍ରାହ୍ମଣୀ। ବାରମ୍ବାର ଅତଡା ଖାଇ ଗାଁକୁ ଛୁଇଁଲାଣି। ଗୋବର୍ଦ୍ଧନପୁର, ଜୁନଗଡି, କ୍ଷୀରକୋଟ ଓ ରାଜଗଡ ବ୍ରାହ୍ମଣୀର ସୁଅରେ ଲୀନ ହୋଇଯିବା ଆଶଙ୍କା। ବର୍ଷା ଆରମ୍ଭରୁ ଏଭଳି ସ୍ଥିତି ନଇ କୂଳିଆବାସୀଙ୍କୁ ଆତଙ୍କିତ କରିଛି। ସେପଟେ ପ୍ରତିବର୍ଷ ଭଳି ଏଥର ମଧ୍ୟ...
ମୁମ୍ବାଇ: ୧୨ ବର୍ଷ ପୂର୍ବରୁ ‘ଗଦ୍ଦର-ଏକ୍ ପ୍ରେମ୍ କଥା’ ଫିଲ୍ମ ଜରିଆରେ ଦର୍ଶକଙ୍କ ମନ ଜିଣିଥିବା ସନ୍ନି ଦେଓଲ ଓ ଅମିଷା ପଟେଲଙ୍କ ହିଟ୍ ଯୋଡ଼ିଙ୍କୁ ଆଉ ଥରେ ଦେଖିବାକୁ ମିଳିବ। ସନ୍ନି ଦେଓଲଙ୍କ ଆଗାମୀ ସିନେମା ‘ୟମଲା ପଗଲା ଦିୱାନା ୩’ ଆସିବା ଆଗରୁ ଆଉ ଗୋଟେ...
ପୁରୀ : ଆଜି ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କର ଘଣାଲାଗି ଗୁପ୍ତ ସେବା କରାଯାଉଛି। ଏହି ବିଶେଷ ନୀତିରେ ସୁଦୁ ସୁଆରଙ୍କ ଘରେ ପ୍ରସ୍ତୁତ କରାଯାଇଥିବା ଖଳିପ୍ରସାଦ ଶ୍ରୀମନ୍ଦିରକୁ ବିଜେ କରିବା ପରେ ଦଇତାପତି ସେବାୟତମାନେ ଶ୍ରୀଜିଉଙ୍କ ଶରୀରରେ ଦିବ୍ୟଲେପନ କରିବେ। ଚନ୍ଦନ, କର୍ପୁର, କସ୍ତୁରୀ ମିଶ୍ରିତ ଖଳିକୁ ସୁଦୁସୁଆର...
ନୂଆଦିଲ୍ଲୀ : ଇଜ୍ ଅଫ୍ ଡୁଇଙ୍ଗ ବିଜିନେସ୍ ରାଙ୍କିଂରେ ପୁଣି ତଳକୁ ଖସିଲା ଓଡ଼ିଶା। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଥିବା ଇଜ୍ ଅଫ୍ ଡୁଇଙ୍ଗ ବିଜିନେସ୍ ତାଲିକାରେ ୨୦୧୭ ବର୍ଷ ପାଇଁ ଓଡ଼ିଶା ଚତୁର୍ଦ୍ଦଶ ସ୍ଥାନରେ ରହିଛି। ତାଲିକାର ପ୍ରଥମ ସ୍ଥାନରେ ଆନ୍ଧ୍ର...
ଭୁବନେଶ୍ୱର : ଶ୍ରୀମନ୍ଦିର ହୁଣ୍ଡିର ପ୍ରାୟ ୪ କେଜି ସୁନା ନ ମିଳିବା ଘଟଣାର ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ। ରାଜ୍ୟ ବିଜେପିର ଉପସଭାପତି ସମୀର ମହାନ୍ତି ଏହି ମାମଲା ରୁଜୁ କରିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀ, ଅର୍ଥ ଓ ଆଇନ ସଚିବ, ସିବିଆଇ,...
ଭୁବନେଶ୍ୱର : ଫୁଟ୍ବଲ ବିଶ୍ୱକପ୍ ଫାଇନାଲ ଟିକଟ୍ ପାଇଁ ଟକ୍କର। ସାମ୍ନାସାମ୍ନି ହେବେ ଦୁଇ ପଡ଼ୋଶୀ ରାଷ୍ଟ୍ର ବେଲଜିୟମ ଓ ଫ୍ରାନ୍ସ। ସୀମା ଗୋଟିଏ ଭାଷା ବି ଗୋଟିଏ। ତେବେ ଲଢେଇ ହେବ ଜୋରଦାର। ଫ୍ରାନ୍ସର ଆକ୍ରମଣାତ୍ମକ ଷ୍ଟାଇଲକୁ କାଉଣ୍ଟର କରିବ ବେଲଜିୟମର ଶକ୍ତିଶାଳୀ ଫରଓ୍ୱାର୍ଡ ଲାଇନ ।...
ଭୁବନେଶ୍ୱର: ରାଜ୍ୟର ଏନ୍ଜିଓଙ୍କୁ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ରେଡ୍ ସିଗ୍ନାଲ୍। ଅନୁଦାନ ଅର୍ଥ ହେରଫେରକୁ ନେଇ ତନାଘନା ପରେ ପ୍ରକାଶ ପାଇଲା ଖରାପ ଏନ୍ଜିଓ ତାଲିକା। ଦେଶର ୯୨୪ଟି ଏନ୍ଜିଓ ଖରାପ ତାଲିକାଭୁକ୍ତ ହୋଇଥିବା ବେଳେ ଏଥିରେ ଓଡ଼ିଶାରୁ ରହିଛି ସର୍ବାଧିକ ୨୮୯। କେବଳ...