ବୌଦ୍ଧ: ବୌଦ୍ଧ ପୁରୁଣା କଟକ ଜିରାଳ ଗାଁରେ ଅଭାବନୀୟ ଘଟଣା। ଜମିଜମା ବିବାଦକୁ କେନ୍ଦ୍ର କରି ସାନଭାଇକୁ ବଡ଼ଭାଇ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ଝିଆରୀ ଗୁରୁତର ହୋଇଛି। ତାଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଗତକାଲି ରାତିରେ...
ଭୁବନେଶ୍ୱର: ଆଜି ସରୁଛି ଗ୍ୟାଙ୍ଗଷ୍ଟର ଟିଟୋର ରିମାଣ୍ଡ ଅବଧି। ଏନ୍କାଉଣ୍ଟର ପରେ ଟିଟୋକୁ ୫ଦିନ ରିମାଣ୍ଡରେ ଆଣି ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚର ଏସ୍ଟିଏଫ୍ ଟିମ୍। ତେବେ ତଦନ୍ତକୁ ଆଖି ଆଗରେ ରଖି ଟିଟୋକୁ ଦ୍ୱିତୀୟ ଥର ପାଇଁ ରିମାଣ୍ଡରେ ଆଣିବାକୁ କ୍ରାଇମବ୍ରାଞ୍ଚ ଯୋଜନା କରୁଥିବା ଜଣାପଡ଼ିଛି। ଯାଞ୍ଚ ବେଳେ...
ଭୁବନେଶ୍ୱର: ଆଜିଠୁ ୩ଦିନ ଧରି ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡିଶା ସମେତ ଆଭ୍ୟନ୍ତରୀଣ ଓ ଉତ୍ତର ଓଡିଶାରେ ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ...
ଭୁବନେଶ୍ୱର: ଉତ୍ସାହୀ ଶିଳ୍ପଦ୍ୟୋଗୀଙ୍କୁ ଭୁଆଁ ବୁଲାଇଲେ ସରକାର। କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ପ୍ରହେଳିକା ସାଜିଲା କେନ୍ଦ୍ରର ସବ୍ସିଡି ଯୋଜନା। କେନ୍ଦ୍ର ସରକାରଙ୍କ ଜାତୀୟ ଖାଦ୍ୟ ପ୍ରକ୍ରିୟାକରଣ ମିଶନ-୨୦୧୨ରେ କେବିକେ ଜିଲ୍ଲାରେ ୧୨ଜଣ ଶିଳ୍ପଦ୍ୟୋଗୀ ରାଇସ ମିଲ୍ ଓ ଜଣେ ଆଇସକ୍ରିମ୍ ୟୁନିଟ୍ ବସାଇଥିଲେ। ହେଲେ କେନ୍ଦ୍ର...
ବରଗଡ଼ : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ପରେ ବରଗଡ଼ରେ ଫୁଟିଲା ପାର୍ସଲ ବୋମା। ଅତାବିରା ଭାଲୁପତ୍ରା ଗାଁର ଜଣଙ୍କ ଘର ସାମ୍ନାରେ ଏହି ବିସ୍ଫୋରଣ ହୋଇଛି । ଘର ସାମ୍ନାରେ ଥୁଆ ହୋଇଥିବା ଏକ ଅଜଣା ପ୍ୟାକେଟ ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ ସି.ଏଚ୍. ନାଗଭୂଷଣ ନାମକ ଜଣେ...
ନୂଆଦିଲ୍ଲୀ: ବୁରାଡ଼ି ଗଣ ଆତ୍ମହତ୍ୟା ପଛରେ ମହିଳା ତାନ୍ତ୍ରିକଙ୍କ ସଂପୃକ୍ତି। ଗୋଟିଏ ଇସାରାରେ ଭାଟିଆ ପରିବାରର ୧୧ ଜଣ କଲେ କି ଆତ୍ମହତ୍ୟା? ତନ୍ତ୍ର ବିଦ୍ୟା ଯୋଗୁ ଗଲା କି ଭାଟିଆ ପରିବାରର ଜୀବନ ? ଏସମସ୍ତ ଖିଅକୁ ନେଇ ଏବେ ତଦନ୍ତ ଆଗକୁ ବଢ଼ାଇଛି ଦିଲ୍ଲୀ କ୍ରାଇମବ୍ରାଞ୍ଚ।...
ଉଦଳା: ଖତ ଖାଉଛି ବିଦ୍ୟୁତ୍ ଉପକରଣ। ଅଚଳ ହୋଇ ପଡ଼ରହିଛି ଇଲେକ୍ଟ୍ରିକ୍ ଟାୱାର ସହ ଟ୍ରାନ୍ସଫର୍ମର। ୨୦୧୨ ମସିହାରେ କପ୍ତିପଦା ବ୍ଲକର ୮ ପଞ୍ଚାୟତବାସୀଙ୍କ ଲୋ ଭୋଲଟେଜ ସମସ୍ୟା ଦୂର ଲାଗି ଏଠାରେ ସବ୍ ଷ୍ଟେସନ ନିର୍ମାଣ ହୋଇଥିଲା। ହେଲେ ଏଯାଏଁ କାର୍ଯ୍ୟକାରୀ ହୋଇପାରୁନାହିଁ। ସେପଟେ ସବ୍ ଷ୍ଟେସନର...
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ଗଦରପୁର ବ୍ଲକ ପାଖଡ଼ ପଞ୍ଚାୟତର ନୂଆପଡ଼ା ଗ୍ରାମରେ ବାହାଘର ଭୋଜି ଖାଇ ଅନେକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସମସ୍ଥ ଅସୁସ୍ଥଙ୍କୁ ପାଟକୁରା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଗାଁରେ ଏକ ମେଡ଼ିକାଲ ଟିମ୍ ପହଞ୍ଚି ସ୍ଥିତି ପରଖିଛନ୍ତି। ପାଟକୁରା...
କାଜାନ: ୫ଥରର ବିଶ୍ୱ ଚାମ୍ପିଅନ୍ ବ୍ରାଜିଲ୍କୁ ୨-୧ରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛି ବେଲଜିୟମ୍। ମ୍ୟାଚ ଆରମ୍ଭରୁ ବେଲଜିୟମ୍ ଆକର୍ଷଣୀୟ ଖେଳ ପ୍ରଦର୍ଶନ କରି ମାତ୍ର ୧୩ ମିନିଟ ମଧ୍ୟରେ ଦଳ ଅଗ୍ରଣୀ ହାସଲ କରିନେଇଥିଲା। ବ୍ରାଜିଲ୍ ଡିଫେଣ୍ଡର ପର୍ଣ୍ଣାଣ୍ଡିନୋଙ୍କ ତ୍ରୁଟି ଯୋଗୁ ବେଲଜିୟମ୍ ପ୍ରଥମ ଗୋଲ ସ୍କୋର...
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ୍ ଗାଡ଼ାଖୁଣ୍ଟାରେ ଅଭାବନୀୟ ଘଟଣା। ଆମ୍ବୁଲାନ୍ସ ନଆସିବାରୁ ଅଟୋରେ ପ୍ରସବ କଲେ ପ୍ରସୂତୀ। ଡଙ୍ଗରା ଗାଁର ଏହି ପ୍ରସୂତୀଙ୍କ ପାଇଁ ପ୍ରଥମେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ ସମ୍ଭବ ନ ହେବାରୁ ୧୦୨କୁ ଫୋନ୍ କରାଯାଇଥିଲା । ୧୦୨ ଆମ୍ବୁଲାନ୍ସ ଆସୁଛି ବୋଲି...
ଭୁବନେଶ୍ୱର: ଶ୍ରୀମନ୍ଦିରରୁ ବଂଶଗତ ସେବାୟତ ପରମ୍ପରା ଉଚ୍ଛେଦ ପ୍ରସ୍ତାବ ଏକ ଷଡ଼ଯନ୍ତ୍ର। ଏହା ପଛରେ ଓଡ଼ିଶା ବାହାର ଲୋକଙ୍କ ହାତ ରହିଛି। ଏଭଳି ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ଏହି ପ୍ରସ୍ତାବ ନୂଆ ସଂକଟ ତିଆରି କରିବ ବୋଲି ଅଜି ଏକ ସାମ୍ବାଦିକ ସମ୍ମିଳନୀରେ...
ସମ୍ବଲପୁର : ସମ୍ବଲପୁରରେ ଓକିଲ-ପୋଲିସ ଧସ୍ତାଧସ୍ତି । ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଗସ୍ତକୁ ବିରୋଧ ପ୍ରଦର୍ଶନ ପାଇଁ କଳା ପତାକା ଧରି ରାଲି କରୁଥିବା ବେଳେ ଏହି ଘଟଣା ଘଟିଛି। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ୍ ପ୍ରତିଷ୍ଠା ଦାବି ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର...
ପୁରୀ: ପିଲାଙ୍କୁ ପାଠ ପଢ଼ାଇଲେ ଜିଲ୍ଲାପାଳ। ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ୱାଲ ସାକ୍ଷୀଗୋପାଳ ସ୍ଥିତ ସତ୍ୟବାଦୀ ବନ ବିଦ୍ୟାଳୟରେ ପାଠ ପଢ଼ାଇ ଏବେ ଚର୍ଚ୍ଚାରେ। ଗତକାଲି ଜିଲ୍ଲାପାଳ ବିଦ୍ୟାଳୟକୁ ପରିଦର୍ଶନରେ ଯାଇଥିଲେ। ଏହି ସମୟରେ ସ୍କୁଲରେ ପାଠପଢା ଚାଲିଥିବାବେଳେ, ଜିଲ୍ଲାପାଳ ମଧ୍ୟ ସେଥିରେ ସାମିଲ ହୋଇଥିଲେ। ଆଉ ପିଲାଙ୍କୁ...