ଭୁବନେଶ୍ୱର : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଫଳରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ଏହି ଲଘୁଚାପ ଅାସନ୍ତା ୨୪ ଘଣ୍ଟା ମଧ୍ୟରେ ୱେଲ୍ ମାର୍କ ରୂପ ନେଇପାରେ। ଫଳରେ ଅାଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାରେ ଅାହୁରି ଅଧିକ ବର୍ଷା ହେବ ବୋଲି...
ଭୁବନେଶ୍ୱର : ଅାଦିବାସୀ ଉଦ୍ୟୋଗୀଙ୍କୁ ଉତ୍ସାହିତ କରିବା ଲାଗି ଅଭିଭାଷଣ ଦେବା ବେଳେ ବିଜୟ ମାଲ୍ୟାଙ୍କୁ ସ୍ମାର୍ଟ ବୋଲି କହିଥିବାରୁ କ୍ଷମା ମାଗିଲେ କେନ୍ଦ୍ର ଅାଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ୍। ଜୁଏଲ ଗତକାଲି ଏ ସମ୍ପର୍କରେ ଗଣମାଧ୍ୟକୁ ସ୍ପଷ୍ଟୀକରଣ ଦେଇ ମାଲ୍ୟାଙ୍କ ନାଁ ଭୁଲ୍ କ୍ରମେ ଉଚ୍ଚାରଣ...
ବାରିପଦା : ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଆଜି ହେବ ରଥ ଟଣା। ଆଜି ଅପରାହ୍ନରେ ବଳଭଦ୍ର ଓ ସୁଭଦ୍ରାଙ୍କ ରଥ ଟଣାଯିବ। ପରମ୍ପରା ଅନୁସାରେ ଆସନ୍ତାକାଲି ଟଣାଯିବ ମହାପ୍ରଭୁ ଜଗନ୍ନାଥଙ୍କ ରଥ। ଏଠାରେ ସୁଭଦ୍ରାଙ୍କ ରଥ କେବଳ ମହିଳାମାନେ ହିଁ ଟାଣିବାର ପରମ୍ପରା ରହିଛି। ଗତକାଲି ଛେରାପହଁରା ଓ...
ପୁରୀ : ରତ୍ନବେଦୀ ଛାଡ଼ି ଜନ୍ମବେଦୀ ଅଭିମୁଖେ ଶ୍ରୀଜୀଉ। ଭାଇ ଭଉଣୀଙ୍କୁ ଧରି ନବଦିନାତ୍ମକ ଘୋଷଯାତ୍ରାରେ ଆସିଥିବା କାଳିଆ ଠାକୁର ଏବେ ରଥ ଉପରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଗତକାଲି ନୀଳକନ୍ଦରରୁ ବାହାରି ଆସିଥିବା ଚତୁର୍ଦ୍ଧା ମୂରତିଙ୍କ ତିନି ରଥ ମଧ୍ୟରୁ ବଳଭଦ୍ରଙ୍କ ତାଳଧ୍ୱଜ ଓ ସୁଭଦ୍ରାଙ୍କ...
ଲଣ୍ଡନ : ଲର୍ଡସରେ ହାରିଲା ଭାରତ। ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଟିମ୍ ଇଣ୍ଡିଆ ଶୋଚନୀୟ ଭାବେ ପରାସ୍ତ ହୋଇଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପିତ୍ତି ନେଇଥିବା ଘରୋଇ ଦଳ ଭାରତକୁ ୩୨୩ ରନର ବିଜୟ ଲକ୍ଷ୍ୟ ଦେଇଥିଲା। ତେବେ ବିରାଟ ବାହିନୀ ଏହି ଟାର୍ଗେଟର ପିଛା...
ଭୁବନେଶ୍ୱର : ନୂଆଦିଲ୍ଲୀରେ ଓଡିଶା ଫୋରମ ପକ୍ଷରୁ ‘ପ୍ରବାସୀ ଓଡିଆ ସମ୍ମାନ’ ଅନୁଷ୍ଠିତ ହୋଇଯାଇଛି। ପିଏଚ୍ଡି ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୬ ପ୍ରବାସୀ ଓଡିଆଙ୍କୁ ସମ୍ମାନିତ କରାଯାଇଥିଲା। ସେମାନେ ହେଲେ କେନିଆର ସାଂସଦ ଡଃ ସ୍ୱରୂପ ରଂଜନ ମିଶ୍ର, ମହାକାଶ ଉଦ୍ୟୋଗୀ...
ରାଓ୍ୱଲପିଣ୍ଡି : ଆସନ୍ତା ସୋମବାର ଦିନ ଦଣ୍ଡାଦେଶ ବିରୋଧରେ କୋର୍ଟରେ ଆବେଦନ କରିବେ ନୱାଜ ସରିଫ୍। ଏନେଇ ସୂଚନା ଦେଇଛନ୍ତି ସରିଫଙ୍କ ଓକିଲ ଖାଓ୍ୱାଜା ହାରିସ୍। ଗତକାଲି ପାକିସ୍ତାନ ପହଞ୍ଚିବା ପରେ ତାଙ୍କୁ ଗିରଫ କରିଥିଲା ପାକିସ୍ତାନ ପୋଲିସ। ନୱାଜଙ୍କ ସହ ତାଙ୍କ ଝିଅ ମରିୟମଙ୍କୁ ମଧ୍ୟ ଗିରଫ...
ଭୁବନେଶ୍ୱର : କେବଳ ପୁରୀ ନୁହେଁ, ଆଜି ପୁରପଲ୍ଲୀ ପାଲଟିଛି ଶ୍ରୀକ୍ଷେତ୍ର। ରାଜରାସ୍ତାଠୁ ଗଳିକନ୍ଦି, ସବୁ ପାଲଟିଛି ବଡ଼ଦାଣ୍ଡ। ସେଇ ଭାବ, ସେଇ ଭକ୍ତିରେ ପାଳିତ ହୋଇଛି ମହାପ୍ରଭୁଙ୍କ ପତିତପାବନ ଯାତ୍ରା। ଘଣ୍ଟଘଣ୍ଟା ଓ ହରିବୋଲ ହୁଳହୁଳିରେ ଉଛୁଳି ପଡ଼ୁଛି ରାଜଧାନୀର ରାଜରାସ୍ତା। ବର୍ଷା ସତ୍ତ୍ୱେ ମଳିନ ପଡ଼ିନି...
ପୁରୀ : ରାତି ପାହୁ ପାହୁ ଉଚ୍ଛୁଳୁ ମୁଛୁଳୁ ବଡ଼ଦାଣ୍ଡ। ତାରି ଭିତରେ କିଏ ବଡ଼ଦାଣ୍ଡକୁ ରଙ୍ଗୋଲିରେ ସଜୋଉଥିଲା, ତ କିଏ ବାଢୁଥିଲା ଭକ୍ତିର ଅର୍ଘ୍ୟ। ବିବିଧ ବର୍ଣ୍ଣ, ବିବିଧ ବିଭା, ବିଭିଧ ସେବା। କେତେ ଭାବ, କେତେ ଭଙ୍ଗୀ। କେଉଁଠି ମହାଦେବଙ୍କ ଉଦଣ୍ଡ ନୃତ୍ୟ ତ ପୁଣି...
ପାରାଦୀପ : ପ୍ରଥମେ ଜଣେ ନାବାଳିକାକୁ ଦୁଷ୍କର୍ମ। ଆଉ ପରେ ଅଭିଯୁକ୍ତର ଆତ୍ମହତ୍ୟା ଅଭିଯୋଗ। ଏଭଳି ଏକ ଘଟଣା ଘଟିଛି କୁଜଙ୍ଗ ବ୍ଲକ ଅଞ୍ଚଳରେ। ମୃତ ଯୁବକଙ୍କ ନାଁ ଗୋପି ସାମଲ। ଅଭିଯୋଗ ଅନୁଯାୟୀ, ଜଣେ ୧୦ ବର୍ଷୀୟା ନାବାଳିକାଙ୍କୁ ଘରକୁ ଡାକି ସଂପୃକ୍ତ ଯୁବକ ତାଙ୍କୁ ଦୁଷ୍କର୍ମ...
ପୁରୀ : ପୁରୀ ଜଗନ୍ନାଥ ମନ୍ଦିର ରୀତିନୀତି ଅନୁସାରେ ଭୁବନେଶ୍ୱର ଇସ୍କନ ମନ୍ଦିରରେ ମଧ୍ୟ ଖୁବ୍ ଧୁମ୍ଧାମ୍ରେ ପାଳିତ ହେଉଛି ରଥଯାତ୍ରା। ଭୋର ୪ଟାରୁ ମନ୍ଦିର ଦ୍ୱାର ଖୋଲାଯିବା ପରେ ମଇଲମ, ତଡ଼ପଲାଗି, ସକାଳ ଧୂପ ଅନୁଷ୍ଠିତ ହୋଇଥିଲା । ଦିନ ୧୧ଟାରେ ଆରମ୍ଭ ହୋଇଥିଲା ପହଣ୍ଡି ବିଜେ...
ପୁରୀ : ଗୁଣ୍ଡିଚା ମନ୍ଦିରରେ ଲାଗିଲା ବଳଭଦ୍ରଙ୍କ ତାଳଧ୍ୱଜ ଓ ସୁଭଦ୍ରାଙ୍କ ଦେବଦଳନ ରଥ। ଗୁଣ୍ଡିଚା ମନ୍ଦିରଠୁ ଅଳ୍ପ ଦୂରରେ ଅଟକିଛି ଜଗନ୍ନାଥଙ୍କ ନନ୍ଦିଘୋଷ ରଥ। ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ ହୋଇଛି। ଶ୍ରୀକ୍ଷେତ୍ର ପାଲଟିଛି ଜନସମୁଦ୍ର। ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ। ଆଜି ପ୍ରବଳ...
ତାମିଲନାଡୁ : ତାମିଲନାଡୁ କୋଇମ୍ବାଟୁରର ମକ୍ଡ୍ରିଲ୍ ବେଳେ ଛାତ୍ରୀ ମୃତ୍ୟୁ ଘଟଣାରେ ଗିରଫ ପ୍ରଶିକ୍ଷକଙ୍କୁ ୧୩ଦିନିଆ ବିଚାର ବିଭାଗ ହାଜତକୁ ନିଆଯାଇଛି। ଗତକାଲି କୋଏମ୍ବାଟୁରର କଲାଇ ମଗଲ୍ କଲେଜ୍ରେ ମକ୍ଡ୍ରିଲ୍ ଚାଲିଥିବା ବେଳେ ଦ୍ୱିତୀୟ ମହଲା ସନ୍ସେଡ୍ରୁ ଖସି ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ମୃତଛାତ୍ରୀ ଜଣକ ହେଲେ...
ଚଣ୍ଡିଗଡ଼: ୫ ବର୍ଷର ଝିଅ ବୈଷ୍ଣବୀ । ଏତେ କମ୍ ବୟସରେ ଅସୀମ ପ୍ରତିଭାଧାରୀ ଏହି ଝିଅଟି । ବୈଷ୍ଣବୀ ସବୁ ପ୍ରଶ୍ନର ଉତ୍ତର ଏପରି ଦେଉଛି ଯେ ଜଣେ ସାଧାରଣ ଲୋକ ସେହି ପ୍ରଶ୍ନର ଉତ୍ତର ଏତେ ଶୀଘ୍ର ଦେବା କଷ୍ଟକର। ଭାରତ ସହ ଜଡ଼ିତ ଅନେକ...
ଭୁବନେଶ୍ୱର : ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଫଳରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅାରମ୍ଭ ହୋଇଛି ବର୍ଷା । ଆସନ୍ତା ୭୨ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ହେବ । ଏହାସହ ସମ୍ବଲପୁର, ସୋନପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, ବୌଦ୍ଧ, ଅନୁଗୁଳ, ଦେଓଗଡ଼,...
ନିଶ୍ଚିନ୍ତକୋଇଲି (ମନୋଜ ଆଚାର୍ଯ୍ୟ) : ପିଲା ଠାରୁ ଆରମ୍ଭ କରି ବୁଢା, ସମସ୍ତଙ୍କ ହାତରେ କୋଡ଼ି କୋଦାଳ। ଲାଗି ପଡ଼ିଛନ୍ତି ଗାଁ ରାସ୍ତା ନିର୍ମାଣରେ। ପ୍ରଶାସନକୁ ବାରମ୍ବାର ରାସ୍ତା ନିର୍ମାଣ ଲାଗି ଗୁହାରୀ କରି ଫେଲ୍ ମାରିବାପରେ , ଏବେ ନିଜ ପାରିଶ୍ରମରେ ରାସ୍ତା ନିର୍ମାଣ କରିଛନ୍ତି କଟକ...
ଯାଜପୁର (ଅଭୟ କୁମାର ପତି) : ଜନ୍ମରୁ ନାହିଁ ମଳ ଦ୍ୱାର । ପେଟ ବାଟେ ହେଉଛି ମଳତ୍ୟାଗ । ୮ ବର୍ଷ ହେବ ଏମିତି କଷ୍ଟରେ ବିତୁଛି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କାକୁଲ ପ୍ରଧାନଙ୍କ ଜୀବନ । ମଳଦ୍ୱାର ଅପରେସନ ପାଇଁ ମାଆଙ୍କ ପାଖରେ ନାହିଁ...
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଅାଖପାଖ ଅଂଚଳରେ ବେଅାଇନ ଭାବେ ଚାଲିଛି ଶତାଧିକ ଇଟାଭାଟି। ଫଳରେ ଉତ୍ତାପ ବଢିବା ସହ ପ୍ରଦୂଷଣ ବି ବଢ଼ିଚାଲିଛି। ଗୋଟିଏ କି ଦୁଇଟି ନୁହେଁ ସହର ଅାଖପାଖରେ ଶତାଧିକ ଇଟାଭାଟି ପ୍ରତିଷ୍ଠା ଯୋଗୁ ଉତ୍ତାପ ବଢ଼ିବା ସହ ଭାଟିର ଧୁଅାଁ...