ଭୁବନେଶ୍ୱର: ଶେଷରେ ସୁସ୍ଥ ହୋଇ ଘରକୁ ଫେରିଲେ ଅଭିନେତା ପପୁ ପମ୍ପମ୍। ଅସୁସ୍ଥତା ପାଇଁ ଦିଲ୍ଲୀ ଏମ୍ସରେ ସେ ଚିକିତ୍ସାଧୀନ ଥିଲେ। ଗତ କିଛିଦିନ ତଳେ ପପୁ ICUରୁ ଜେନେରାଲ ୱାର୍ଡ଼କୁ ସ୍ଥାନାନ୍ତର ହୋଇଥିଲେ। ୧୫ ଦିନ ଭିତରେ ପପୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ନେଇ ଡାକ୍ତର କହିଥିବା...
ସୋର: ଘର କବାଟ ଭାଙ୍ଗି ଜଣେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ଗତ ୮ ତାରିଖ ରାତିରେ ସୋର ଅଞ୍ଚଳରେ ଜଣେ ୧୩ ବର୍ଷର ନାବାଳିକା ତାଙ୍କ ଘରେ ଜେଜେମାଆଙ୍କ ପାଖରେ...
ପୁରୀ: ପୁଣି ଷ୍ଟେସନରେ ବଗିକୁ ଛାଡ଼ି ଚାଲିଗଲା ଇଞ୍ଜିନ୍। ଆଉ ୫ କିଲୋମିଟର ଗଡ଼ିଗଲା ଇଞ୍ଜିନ୍। ପୁରୀ ଷ୍ଟେସନ୍ରେ ପୁରୀ-କଟକ ପାସେଞ୍ଜର ଟ୍ରେନ ୩ଟି ବଗିକୁ ଛାଡ଼ି ପ୍ରାୟ ୫ କିଲୋମିଟର ଚାଲିଯାଇଥିଲା। ଏହା ଜଣାପଡ଼ିବା ପରେ ପୁଣି ପଛକୁ ଫେରିଥିଲା ଟ୍ରେନ୍। ଫଳରେ ଏକ ବଡ଼ଧରଣ ଦୁର୍ଘଟଣାରୁ...
କେନ୍ଦୁଝର: କେନ୍ଦୁଝର ଘଟଗାଁ ଥାନା ବାଟହରିଚନ୍ଦନପୁର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ଟ୍ରକ୍କୁ ପଛପଟୁ ବସ୍ ଧକ୍କା ଦେବାରୁ ଏହି ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୪ଜଣ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ସୂଚନା...
ବ୍ୟାଙ୍କକ୍: ଥାଇଲାଣ୍ଡ ଗୁମ୍ଫା ଭିତରେ ଫସି ରହିଥିବା ଫୁଟବଲ ଖେଳାଳିଙ୍କୁ ଉଦ୍ଧାର କରିବା ପାଇଁ ଚାଲିଥିବା ଉଦ୍ଧାରକାର୍ଯ୍ୟ ଆଜି ଶେଷ ହେବାର ସମ୍ଭାବନା ଅଛି। ରବିବାର ୪ ଜଣଙ୍କୁ ଗୁମ୍ଫା ଭିତରୁ ଉଦ୍ଧାର କରାଯିବା ପରେ ଗତକାଲି ଆଉ ୪ ଜଣଙ୍କୁ ଉଦ୍ଧାର କରାଯାଇଛି। ଏବେ ବି ଏହି...
ଭୁବନେଶ୍ୱର: ଲୋକାୟୁକ୍ତକୁ ରାଜ୍ୟ କ୍ୟାବିନେଟର ମୋହର ବାଜିବାର ଗୋଟିଏ ମାସ ଆଠ ଦିନ ପରେ ବିଧାନସଭାରେ ପାରିତ ହେଲା ବିଲ। ସେତେବେଳେ ଏଭଳି ବିଲ୍ ପାରିତ କରିବାରେ ଦେଶରେ ପ୍ରଥମ ବୋଲି କହି ବାହାବା ବି ନେଲେ ସରକାର। ତେବେ ବିଡ଼ମ୍ବନାର କଥା ବିଲ୍ କିନ୍ତୁ ଆଇନରେ ପରିଣତ...
ଭୁବନେଶ୍ୱର: ଫିଟୁଛି ଟିଟୋର କଳା ସାମ୍ରାଜ୍ୟର ଗୁମର। କାହିଁ କେତେ ଜାଗାକୁ ଲମ୍ବିଛି ଟିଟୋର ଚେର। ରିଅଲ୍ ଇଷ୍ଟେଟ୍, ଷ୍ଟିଭେଡରିଂ, ପେଟ୍ରୋଲ ପମ୍ପ, ଗାର୍ମେଣ୍ଟ ସୋରୁମ, ସବୁ ବ୍ୟବସାୟରେ ହାତ ମାରିଛି ଟିଟୋ। ଖାଲି ସେତିକି ନୁହେଁ ଟିଟୋର ରାଜ୍ୟ ବାହାରେ ରହିଛି ଏକାଧିକ ହୋଟେଲ୍ ସାଙ୍ଗକୁ ଜାଗୁଆର...
ଭୁବନେଶ୍ୱର: ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ ପରେ ଏବେ କର୍ଣ୍ଣାଟକ। ଗୋଟିକ ପରେ ଗୋଟିଏ ରାଜ୍ୟ କୃଷିଋଣ ଛାଡ଼ କରିବା ପରେ ଦୋଛକିରେ ପଡ଼ିଛି ରାଜ୍ୟ ସରକାର। ଗୋଟିଏ ପଟେ ଭୋଟ ଚିନ୍ତା, ଅନ୍ୟପଟେ ଆର୍ଥିକ ବୋଝର ଚ୍ୟାଲେଞ୍ଜ। ଏଭଳି ସ୍ଥିତିରେ ୨୦୧୯ ନିର୍ବାଚନ ପାଇଁ ଏବେଠୁ ଚାଷୀ କାର୍ଡ...
ଖୋର୍ଦ୍ଧା: ଅବକାରୀ ବିଭାଗର ନାକ ତଳେ ଚାଲିଛି ନିଶା ବେପାର। ଅବକାରୀ ଅଫିସ ଭିତରେ ଧଳା ଜହରର ହାଟ । ସଉଦା କରୁଛନ୍ତି ବିଭାଗର କର୍ମଚାରୀ। ସ୍ଥାନ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ପୁରୁଣା ଅଫିସ ଭିତରେ ଥିବା ଅବକାରୀ ଅଫିସ। ସମୟ ରାତି ପ୍ରାୟ ଗୋଟାଏ ୪୭ ମିନିଟ୍। ନିସ୍ତବ୍ଧ...
ଭୁବନେଶ୍ୱର: କ୍ୟାନ୍ସର୍ ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟରେ ଖର୍ଚ୍ଚ ହେବ ୧ହଜାର କୋଟି ଟଙ୍କା। ଆଜି ସଚିବାଳୟରେ ଟାଟା ଟ୍ରଷ୍ଟ ସହ ଅନୁଷ୍ଠିତ ବୈଠକ ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ। ବୈଠକରେ ତ୍ରିସ୍ତରୀୟ ପଦକ୍ଷେପ ନେଇ ଆଲୋଚନା ହୋଇଛି ।...
ବ୍ୟାଙ୍କକ୍: ଥାଇଲ୍ୟାଣ୍ଡରେ ଗୁମ୍ଫା ଭିତରେ ଫସି ରହିଥିବା ଫୁଟବଲ ଖେଳାଳିଙ୍କ ମଧ୍ୟରୁ ଆଜି ଆଉ ଚାରି ଜଣ ଉଦ୍ଧାର ହୋଇଛନ୍ତି । ଏହାକୁ ମିଶାଇ ଆଜି ସୁଦ୍ଧା ମୋଟ ୮ ଜଣଙ୍କୁ ଉଦ୍ଧାର କରାଯାଇଛି। ପ୍ରବଳ ବର୍ଷା ଫଳରେ ଗୁମ୍ଫାରେ ପାଣି ପଶି ଯାଇଥିବାରୁ ଅତି ସତର୍କତାର ସହ...
କୋଣାର୍କ: ପୁରୀ ଜିଲ୍ଲା କାକଟପୁର ବ୍ଲକ୍ରେ ବାଟବଣା ହୋଇଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ହିତାଧିକାରୀ ଚୟନ ତାଲିକାରେ ନାଁ ଅଛି, କିନ୍ତୁ ପକ୍କାଘର କେବେ ମିଳିବ ତାହା ଭଗବାନଙ୍କୁ ଜଣା। ପୁରୀ ଜିଲ୍ଲା କାକଟପୁର ବ୍ଲକ ଓଳଙ୍ଗରର କିଛି ହିତାଧିକାରୀଙ୍କ ଅଭିଯୋଗ ହୋଇଛି ଯେ ସେମାନଙ୍କର ଚାଳ ଘର...
ଅନୁଗୁଳ: ଯାହା ହୋଇଛି ହୋଇଛି…ଏଥର ରାସ୍ତା ନିର୍ମାଣ ନିଶ୍ଚିତ । ୨୦ ବର୍ଷ ହେଲା ଏମିତି ପାଣିଚିଆ ପ୍ରତିଶ୍ରୁତି ଦେଇ ଅନୁଗୁଳ ଜିଲ୍ଲା ଧୋକୁଟା ପଞ୍ଚାୟତର ଗୋବିନ୍ଦପୁର ବାସିନ୍ଦାଙ୍କୁ ଠକି ଚାଲିଛନ୍ତି ରାଜନେତାଏ । ସେପଟେ ଅସରାଏ ଦି ଅସରା ବର୍ଷା ହେଲେ ରାସ୍ତା ହୋଇଯାଉଛି ପାଣି କାଦୁଅ...
ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୩ ଦୋଷୀଙ୍କ ଫାଶି ଦଣ୍ଡାଦେଶକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ। ଫାଶି ଦଣ୍ଡ ପ୍ରତ୍ୟାହାର ପାଇଁ ୪ ଦୋଷୀଙ୍କ ମଧ୍ୟରୁ ୩ ଜଣ ଏହି ଆବେଦନ କରିଥିଲେ। ତେବେ ଦୋଷୀଙ୍କ ରିଭ୍ୟୁ ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ଏଥିସହିତ...
ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଗ୍ୟାଙ୍ଗଷ୍ଟର ମୁନା ବଜରଙ୍ଗୀକୁ ଜେଲ ଭିତରେ ଗୁଳିକରି ହତ୍ୟା କରାଯାଇଛି। ଆଜି ସକାଳ ୬ଟାରେ ବାଗପଟ୍ ଜେଲ ପରିସରରେ କଏଦୀମାନେ ଚା’ ପିଉଥିବା ବେଳେ ସୁନୀଲ ରଥିଆଟ ନାମକ ଜଣେ କଏଦୀ ମୁନା ବଜରଙ୍ଗୀକୁ ଗୁଳିମାଡ଼ କରିଥିଲା। ଘଟଣାସ୍ଥଳରେ ମୁନା ବଜରଙ୍ଗୀର ମୃତ୍ୟୁ ହୋଇଛି। ଗତ ରବିବାର...