ଭୁବନେଶ୍ୱର (ପ୍ରଦୀପ ଭାରତୀ): କପିଳଦେବଙ୍କ ପରେ ଭାରତୀୟ କ୍ରିକେଟ୍ ଦଳରେ ଭଲ ଅଲ୍ରାଉଣ୍ଡରଙ୍କ ଅଭାବ ଦୀର୍ଘ ଦିନ ଧରି ରହି ଆସିଛି । ମନୋଜ ପ୍ରଭାକର, ଜଭଗଲ ଶ୍ରୀନାଥ, ଇର୍ଫାନ୍ ପଠାନ୍, ଅଜିତ୍ ଅଗରକରଙ୍କ ପରି ମିଡିୟମ୍ ପେସର ଖେଳାଳି କିଛି ଦିନ ପାଇଁ ପ୍ରଭାବୀ ପ୍ରଦର୍ଶନ କରିଥିଲେ...
ପୁରୀ : ୨୦୨୦ ମସିହା ନଭେମ୍ବର ୨୭ରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ । ଦୀର୍ଘ ୨୫ ବର୍ଷ ପରେ ଏହି ବିରଳ ବେଶ ପବିତ୍ର କାର୍ତ୍ତିକ ଦ୍ୱାଦଶୀ ଅର୍ଥାତ୍ ଶୁକ୍ରବାର ଦିନ ପଡିବ । ଏ ନେଇ ଗଣନା କରି ସୂଚନା ଦେଇଛନ୍ତି ସାମନ୍ତ...
ଭୁବନେଶ୍ୱର : ନିଜ ବିଭାଗରେ କଣ ହେଉଛି ଜାଣୁନାହାଁନ୍ତି ମନ୍ତ୍ରୀ । ରାଜ୍ୟରେ ରବି ପାଇଁ ଧାନ ସଂଗ୍ରହ ପରି ଗୁରୁତ୍ୱପୂର୍ଣ୍ଣ ପ୍ରକିୟା ଜୁନ ୩୦ରୁ ବନ୍ଦ ହୋଇସାରିଛି। ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ କହୁଛନ୍ତି ରବି ପାଇଁ ଧାନସଂଗ୍ରହ ଚାଲିଛି। କେବେ ବନ୍ଦ ହେବ ସରକାର...
ପରମ ରହସ୍ୟମୟ ଠାକୁର ଶ୍ରୀଜଗନ୍ନାଥ। ଶ୍ରୀକ୍ଷେତ୍ର ହେଉଛି ତାଙ୍କର ପ୍ରମୁଖ ଲୀଳାକ୍ଷେତ୍ର। ଏହି ସ୍ଥାନରେ ଜଗନ୍ନାଥ ବିଜେ କରିଛନ୍ତି। ଅତୀତରେ ବିଧର୍ମୀମାନଙ୍କ କବଳରୁ ଶ୍ରୀବିଗ୍ରହମାନଙ୍କୁ ରକ୍ଷା କରିବା ପାଇଁ କେତେବେଳେ ଶ୍ରୀମନ୍ଦିରରୁ ସାମୟିକ ଭାବେ ସ୍ଥାନାନ୍ତରିତ ହୋଇଛନ୍ତି ତ’ କେବେ ପାତାଳି ହୋଇ ଗୁପ୍ତରେ ରହି ସେବା ପାଇଛନ୍ତି।...
ଭୁବନେଶ୍ୱର : ଓଟିଭି ପ୍ରଭାବ। ଖୋର୍ଦ୍ଧା ଅବକାରୀ ବିଭାଗ କାର୍ଯ୍ୟାଳୟ ପରିସରରେ ବ୍ରାଉନସୁଗର ସେବନ ଓ କାର୍ଯ୍ୟାଳୟରେ କର୍ମଚାରୀଙ୍କ ଦ୍ୱାରା ମାଫିଆଙ୍କ ସହିତ ମୂଲଚାଲ ଘଟଣାରେ କାର୍ଯ୍ୟାନୁଷ୍ଠାନ। ବିଭାଗୀୟ କନ୍ଷ୍ଟେବଲ ବିଶ୍ୱମ୍ଭର ବିଶ୍ୱାଳଙ୍କୁ ନିଲମ୍ବିତ କରାଯାଇଛି। ଭୁବନେଶ୍ୱର ଏଡିଏମ୍ ମାନସ ରଂଜନ ସାମଲ ଓ ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ଖୋର୍ଦ୍ଧାର...
ମୁମ୍ବାଇ : ଲଗାଣ ବର୍ଷାରେ ବେହାଲ ମୁମ୍ବାଇ । ଲଗାତର ଚତୁର୍ଥ ଦିନ ପାଇଁ ବର୍ଷା ଜାରି ରହିଥିବାବେଳେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଚାରିଆଡେ ପାଣି ହିଁ ପାଣି। ରାସ୍ତା ଘାଟ, ଜାତୀୟ ରଜାପଥ, ଟ୍ରେନ ଲାଇନ୍ ସବୁଠି ସମାନ ଅବସ୍ଥା । କେଉଁଠି ପାଣି...
ଚିଲିକା : ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକା ଜଳରାଶି ମଝିରେ ଅଟକିଲା ଯାତ୍ରୀ ବାହି ଡଙ୍ଗା। ପ୍ରାୟ ଏକ ଘଣ୍ଟା ଧରି ଚିଲିକା ଜଳରାଶିରେ ରହିବା ପରେ ଅନ୍ୟ ଏକ ଯାତ୍ରୀବାହୀ ଡଙ୍ଗା ଦ୍ୱାରା ଲୋକଙ୍କୁ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ, ଦିନ ପ୍ରାୟ ଗୋଟାଏ ବେଳ ଜହ୍ନିକୁଦା...
ବ୍ୟାଙ୍କକ୍ : ଥାଇଲାଣ୍ଡ ଗୁମ୍ଫାରେ ଫସି ରହିଥିବା ୧୨ କିଶୋର ଫୁଟବଲ ଖେଳାଳି ଏବଂ କୋଚ୍ ଉଦ୍ଧାର। ସମସ୍ତଙ୍କୁ ସଫଳତାର ସହ ଉଦ୍ଧାର କଲେ ଉଦ୍ଧାରକାରୀ ଟିମ୍। ସୂଚନା ଯେ, ଗତ ୨୩ ତାରିଖରେ ଉତ୍ତର ଥାଇଲାଣ୍ଡର ୧୨ ଜଣ ଫୁଟବଲ ଖେଳାଳି ସେମାନଙ୍କ କୋଚ୍ଙ୍କ ସହ ଉତ୍ସୁକତାର...
ଭୁବନେଶ୍ୱର : ଲୋକାୟୁକ୍ତ ନିଯୁକ୍ତି ନେଇ ଓଡ଼ିଶାକୁ ୨ ମାସ ସମୟ ଦେଲେ ସୁପ୍ରିମକୋର୍ଟ । ଆଜି ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ଓଡ଼ିଶା ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି । ଲୋକାୟୁକ୍ତ ନେଇ ଗେଜେଟ ନୋଟିଫିକେସନ ବିଷୟ ଜଣାଇଲେ। ତେବେ ସତ୍ୟପାଠ ଦାଖଲ ପରେ ଓଡ଼ିଶାକୁ ସମୟ ଦେଲେ...
ବାସୁଦେବପୁର : ବାସୁଦେବପୁରରେ କାନ୍ଥ ପଡ଼ି ଜଣେ ଛାତ୍ରୀର ମୃତ୍ୟୁ ଘଟିଥିବା ବେଳେ ୩ ଛାତ୍ର ଗୁରୁତର ଅଛନ୍ତି। ବିନାୟକପୁର ୟୁ.ପି ସ୍କୁଲର ପିଲା ଖେଳୁଥିବା ବେଳେ ଏ ଅଘଟଣ ଘଟିଛି। ସ୍କୁଲ ନିକଟରେ ଥିବା ଏକ ପରିତ୍ୟକ୍ତ ଘର ଭୁଶୁଡ଼ି ପଡ଼ିଛି। ସ୍କୁଲ ପାଖରେ ଥିବା ଏକ...
ବାଲେଶ୍ୱର/ନୀଳଗିରି: ଆଜି ବି ଅନ୍ଧବିଶ୍ୱାସର ବିଷ ବିଳୟ ଭିତରେ ରହିଛି ମଣିଷ ସମାଜ। ଆଉ ସେଥି ପାଇଁ କିଛି ନିରୀହ ଲୋକଙ୍କୁ ତାଡ଼ନା ସହିବାକୁ ପଡୁଛି । ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଘଟିଛି ଏମିତି ଏକ ଘଟଣା । ନୀଳଗିରି ଅଂଚଳରେ ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ଆକ୍ରମଣ ଓ...
ଭୁବନେଶ୍ୱର: ଦିନ ଥିଲା ଲୋକେ ପପୁଙ୍କୁ ଦେଖୁ ଦେଖୁ ହସି ବେଦମ୍ ହେଉଥିଲେ । ଏବେ କିନ୍ତୁ ସମୟ ବଦଳିଯାଇଛି । ପପୁଙ୍କୁ ଦେଖି ଆଉ ଲୋକେ ବୋଧହୁଏ ନ ହସି କାନ୍ଦିବେ । ସତରେ ତାଙ୍କର ଚେହେରା ସେତିକି ଖରାପ ହୋଇଯାଇଛି। ଓଲିଉଡ଼ କମେଡ଼ି କିଙ୍ଗ୍ ପପୁ...
ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ଦୁଇ ଦ୍ୱିତୀୟ କଟ୍ଅଫ୍ ମାର୍କ ତାଲିକା। ବିଜ୍ଞାନରେ ରେଭେନ୍ସା ଜୁନିଅର କଲେଜ ସର୍ବାଧିକ ୮୭.୮୩ ପ୍ରତିଶତ କଟ୍ଅଫ୍ ମାର୍କ ରହିଛି। ସେହିପରି କଳାରେ ଶୈଳବାଳା ମହିଳା ଜୁନିଅର କଲେଜ ସର୍ବାଧିକ ୭୮.୬୭ ପ୍ରତିଶତ ଏବଂ ବାଣିଜ୍ୟରେ ଭୁବନ ମହିଳା ଜୁନିଅର କଲେଜ ସର୍ବାଧିକ...
କଲ୍ୟାଣସିଂହପୁର (ରାୟଗଡ଼ା): ଆଦିବାସୀଙ୍କ ପରମ୍ପରା କନିଆଁ ଝିକାକୁ ନେଇ ୪ଟି ଗାଁ ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ୪ ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ପାରସାଲି ପଞ୍ଚାୟତ ନିୟମଗିରି ପାହାଡ଼ ଅଞ୍ଚଳରେ ଏହି ଘଟଣା ଘଟିଛି । ସୂଚନା...
ବାଲେଶ୍ୱର: ବାଲେଶ୍ୱରରେ ଜଣେ ଦିବ୍ୟାଙ୍ଗ ଯୁବକଙ୍କ କଳା କାରନାମା ଦେଖିବାକୁ ମିଳିଛି। ନକଲି ଚାବିରେ ବସ୍ ଚୋରି ଅଭିଯୋଗରେ ଜଣେ ଦିବ୍ୟାଙ୍ଗ ଯୁବକକୁ ପୁଲିସ ଅଟକ ରଖିଛି। ଅଭିଯୋଗ ଅନୁଯାୟୀ, ଗତକାଲି ବିଳମ୍ୱିତ ରାତିରେ ଜଣେ ଦିବ୍ୟାଙ୍ଗ ଯୁବକ ବାଲେଶ୍ୱର ବସ୍ଷ୍ଟାଣ୍ଡରୁ ଏକ ଘରୋଇ ବସ୍କୁ ନକଲି ଚାବିରେ...