• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

vlcsnap-error336
ବିଜେଡିରେ ମିଶିଲେ ପୂର୍ବତନ କଂଗ୍ରେସ ବିଧାୟକ ଦୁଷ୍ମନ୍ତ ନାୟକ

ଭୁବନେଶ୍ୱର: ଆଜି ହାତ ଛାଡି ଶଙ୍ଖ ଧରିଛନ୍ତି ପୂର୍ବତନ କଂଗ୍ରେସ ବିଧାୟକ ଦୁଷ୍ମନ୍ତ ନାୟକ। ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି। ଦୁଷ୍ମନ୍ତଙ୍କ ସହ ତାଙ୍କର କିଛି ସମର୍ଥକ ମଧ୍ୟ ବିଜେଡିରେ ମିଶିଛନ୍ତି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ନିର୍ବାଚନ ମଣ୍ଡଳୀରେ...

vlcsnap-error174
ଭୁବନେଶ୍ୱର ମାଛରୁ ମିଳିଲା ଫର୍ମାଲିନ

ଭୁବନେଶ୍ୱର: ଭୁବନେଶ୍ୱରର ମାର୍କେଟରେ ମାଛରୁ ବିଷାକ୍ତ ଫର୍ମାଲିନ ମିଳିଛି। ଏହି ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପଶୁ ସଂପଦ ବିଭାଗର ସଚିବ ବିଶାଲ ଗଗନ। ସେ କହିଛନ୍ତି ଯେ, ଲାବ୍ ଟେଷ୍ଟ ପରେ ମାଛ ନମୂନାରୁ ଫର୍ମାଲିନ ମିଳିଛି। ୪ ନମ୍ବର ମାର୍କେଟରୁ ରୋହି, ମିରିକାଳି, ପାମ୍‌ପ୍ଲେଟ୍‌ ଆଦି...

vlcsnap-error326
ଅଭିଯୁକ୍ତଙ୍କ ଘରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ସମ୍ବଲପୁର: ଜେଲ୍‌ରେ ଥିବା ଅଭିଯୁକ୍ତଙ୍କ ଘରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ସମ୍ବଲପୁର ଅଞ୍ଚଳର ଅଭିଯୁକ୍ତ ରଞ୍ଜନ ମହାରଣାଙ୍କ ଘରୁ ପୋଲିସ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରିଛି। ଗୁଳି, ବନ୍ଧୁକ, ଜିଲୋଟିନ୍ ଓ ଡିଟୋନେଟର ଜବତ ହୋଇଛି। କିଛି ଦିନ ପୂର୍ବରୁ ବେଆଇନ କୋରେକ୍ସ ବିକ୍ରି...

nayagarh
ସ୍ୱାମୀଙ୍କ ଚିକିତ୍ସା ଲାଗି ରାସନ କାର୍ଡ ବନ୍ଧା ପକାଇଲେ ସ୍ତ୍ରୀ

ନୟାଗଡ଼: ସ୍ୱାମୀର ଚିକିତ୍ସା ପାଇଁ ରାସନ୍ କାର୍ଡ ବନ୍ଧା ପଡ଼ିଛି। ଅର୍ଥାଭାବରୁ ନିଜର ଗୋଟିଏ ମାତ୍ର ସମ୍ବଳକୁ ବନ୍ଧା ପକାଇଛନ୍ତି ଜଣେ ମହିଳା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଭାପୁର ବ୍ଲକରେ। ଭାପୁରର ବଡ଼ଶହରା ଗାଁର ଚୈତନ୍ୟ ନାୟକ ଦୀର୍ଘ ଦିନ ଧରି ଅସୁସ୍ଥ ଅଛନ୍ତି।...

husband
ଯୌତୁକ ପାଇଁ ବଧୂ ହତ୍ୟା ମାମଲା : ସ୍ୱାମୀ ଦେବାଶିଷ ବାରିକ ଗିରଫ

ଖୋର୍ଦ୍ଧା: ବେଗୁନିଆ ଯୌତୁକ ପାଇଁ ବଧୂ ହତ୍ୟା ମାମଲାରେ ପୀଡ଼ିତାଙ୍କ ସ୍ୱାମୀ ଗିରଫ ହୋଇଛନ୍ତି। ମୃତକ ଚନ୍ଦ୍ରକାନ୍ତିଙ୍କ ସ୍ୱାମୀ ଦେବାଶିଷ ବାରିକକୁ ଗିରଫ କରିଛି ପୋଲିସ। ଚନ୍ଦ୍ରକାନ୍ତିଙ୍କ ମୃତ୍ୟୁ ପରେ ବାପା ଓ ମାଆଙ୍କ ସହିତ ଦେବାଶିଷ ଫେରାର ଥିଲେ। ଯୌତୁକ ପାଇଁ ସେମାନେ ଚନ୍ଦ୍ରକାନ୍ତିଙ୍କ ଉପରେ କିରାସିନି...

alaranatha
ସେବାୟତ-ମନ୍ଦିର କମିଟି ସଭାପତି ମୁହାଁମୁହିଁ

ବ୍ରହ୍ମଗିରି: ଅଲାରନାଥ ମନ୍ଦିର ଲୁଟ୍ ଘଟଣାକୁ ନେଇ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଛି। ମନ୍ଦିର ଉନ୍ନୟନ କମିଟି ସଭାପତି ଓ ସେବାୟତଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା। ପରେ ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି। ଅଲାରନାଥ ମନ୍ଦିର ହୁଣ୍ଡିରୁ ଗତ ୧୦ ତାରିଖ ରାତିରେ ଚୋରି ...

mm das
ଗୃହ ସଚିବଙ୍କୁ ରିପୋର୍ଟ ଦେଲେ କମିଶନଙ୍କ ସଚିବ

ଭୁବନେଶ୍ୱର : ଚିଟ୍‌ଫଣ୍ଡ କେଳେଙ୍କାରୀର ତଦନ୍ତକାରୀ କମିଶନ୍ ଦାଖଲ କରିଛନ୍ତି ପଞ୍ଚମ ଅନ୍ତରୀଣ ରିପୋର୍ଟ। ଚିଟ୍‌ଫଣ୍ଡ କେଳେଙ୍କାରୀର ତଦନ୍ତ କରୁଥିବା କମିଶନ୍ ଜଷ୍ଟିସ ଏମ୍.ଏମ୍ ଦାସ କମିଶନଙ୍କ ତରଫରୁ ତାଙ୍କ ସଚିବ ୫ମ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ରାଜ୍ୟ ଗୃହ ସଚିବଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ପଞ୍ଚମ ପର୍ଯ୍ୟାୟରେ ସତ୍ୟପାଠ...

thief
ଚୋରି କଲା ପରେ ଡ୍ୟାନ୍ସ କରୁଛି ଚୋର, ସିସିଟିଭିରେ ଲାଇଭ ଫୁଟେଜ୍

ନୂଆଦିଲ୍ଲୀ: ଚୋର ଚୋରି କରି ସାରିଲା ପରେ ଡ୍ୟାନ୍ସ କରୁଛି। ଚୋରଙ୍କ ଏହି ନିଆରା ଏବଂ ବେଫିକର୍ ଅନ୍ଦାଜ ଦିଲ୍ଲୀରେ ଦେଖିବାକୁ ମିଳିଛି। ରାତିର ଅନ୍ଧାରରେ କଳାକନା ବୁଲାଉ ଥିବା ବେଳେ ଚୋରମାନେ ବଲିଉଡ୍ ଡ୍ୟାନ୍ସ କରୁଛନ୍ତି। ପ୍ରଥମେ ଗୋଟିଏ ପରେ ଗୋଟିଏ ଦୋକାନର ସଟର୍‌ ତାଡ଼ି ଚୋରି...

vlcsnap-error045
ଚୋରି ଅଭିଯୋଗରେ ଯୁବକଙ୍କୁ ମାଡ଼

ବାଲେଶ୍ୱର: ଚୋରି ଅଭିଯୋଗରେ ଜଣେ ଯୁବକଙ୍କୁ ଧରି ନିସ୍ତୁକ ପିଟିଛନ୍ତି ସ୍ଥାନୀୟ ଲୋକେ। ଏହି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଧୀନ ମଛୁଆ-କାଠପାଳ ରାସ୍ତା ସିଂଘାସିନୀ ପୋଖରୀ ନିକଟରେ। ଅଭିଯୋଗ ଅନୁସାରେ, ସ୍ଥାନୀୟ ଅଞ୍ଚଳରେ କିଛି ଦିନ ହେବ ପାଣି ମୋଟର ଓ ମୋବାଇଲ ଆଦି...

venkeya
ସାନ୍ତାଳୀ ଭାଷାକୁ ମିଳିଲା ରାଜ୍ୟସଭାର ମାନ୍ୟତା

ନୂଆଦିଲ୍ଲୀ : ସାନ୍ତାଳୀ ଭାଷାକୁ ମିଳିଲା ରାଜ୍ୟସଭାର ମାନ୍ୟତା । ଏହା ସହିତ ଆଉ ୪ଟି ଭାଷାକୁ ବି ମାନ୍ୟତା ମିଳିଛି। ସେଗୁଡ଼ିକ ହେଲା ଡୋଗ୍ରୀ, କାଶ୍ମୀରି, କୋଙ୍କଣୀ ଓ ସିନ୍ଧି। ରାଜ୍ୟସଭାରେ ଆଲୋଚନା ବେଳେ ଏହି ନୂଆ ୫ଟି ଭାଷା ବ୍ୟବହାର କରିପାରିବେ ସାଂସଦମାନେ। ଆଲୋଚନା ବେଳେ...

mm
ଆଜି ୫ମ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ପ୍ରଦାନ କରିବେ କମିଶନ

ଭୁବନେଶ୍ୱର: ଚିଟ୍‌ଫଣ୍ଡ କେଳେଙ୍କାରୀର ତଦନ୍ତ କରୁଥିବା ଜଷ୍ଟିସ ଏମ୍.ଏମ୍ ଦାସ କମିଶନ ଆଜି ପଞ୍ଚମ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବେ। ପଞ୍ଚମ ପର୍ଯ୍ୟାୟରେ ସତ୍ୟପାଠ ଯାଞ୍ଚ ପରେ କମିଶନ ଏହି ରିପୋର୍ଟ ପ୍ରଦାନ କରିବେ। ଏହି ରିପୋର୍ଟ ଗୃହ ସଚିବଙ୍କୁ କମିଶନଙ୍କ ସଚିବ ପ୍ରଦାନ କରିବେ...

fish
ଆନ୍ଧ୍ରରୁ ଆସୁଥିବା ମାଛକୁ ଯାଞ୍ଚ ନିର୍ଦ୍ଦେଶ

ଭୁବନେଶ୍ୱର : ଆନ୍ଧ୍ରପ୍ରଦେଶରୁ ଆସୁଥିବା ମାଛର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ଏହି ଖବର ପ୍ରକାଶ ପରେ ରାଜ୍ୟର ବିଭିନ୍ନ ମାଛ ମାର୍କେଟରେ ଲୋକ ମାଛ କିଣିବା ବେଳେ ଆଶାଆଶଙ୍କାରେ ରହୁଛନ୍ତି। ମାଛରେ କ୍ୟାନସର ସୃଷ୍ଟିକାରୀ ଫର୍ମାଲିନ ମିଶା ଯାଉଥିବା ଅଭିଯୋଗ ପରେ ଏହାର ଯାଞ୍ଚ ଲାଗି...

msp
ଏମ୍ଏସ୍‌ପି ସଂକ୍ରାନ୍ତରେ ଆଜି ବିଧାନସଭା ଗୃହ କମିଟି ବୈଠକ

ଭୁବନେଶ୍ୱର : ଚାଷୀ ଓ ଚାଷକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ ଆଜି ବିଧାନସଭା ଗୃହ କମିଟିର ବୈଠକ ବସୁଛି। ପୂର୍ବରୁ ଏହି କମିଟି ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ସମୟ ମାଗିଥିଲେ ମଧ୍ୟ ସମୟ ମିଳି ନଥିଲା। ଏହାକୁ ନେଇ...

bric
ପ୍ରଦୂଷିତ ହେଇଛି ପରିବେଶ, ନିରବ ପ୍ରଶାସନ 

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ସହର ଉପକଣ୍ଠରେ ବେଧଡକ ଚାଲିଛି ବେଆଇନ ଇଟାଭାଟି। ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ଇଟା ମାଫିଆ । ଗୋଟିଏ କି ଦୁଇଟି ନୁହେଁ ସହର ଆଖପାଖରେ ଶତାଧିକ ଇଟାଭାଟି ପ୍ରତିଷ୍ଠା ଯୋଗୁଁ ଉତ୍ତାପ ବଢିବା ସହ ଭାଟିର ଧୂଆଁ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଆଉ...

mobile blast
ମୋବାଇଲ୍ ଚାର୍ଜ କରିବା ବେଳେ ଫାଟିଲା ବ୍ୟାଟେରୀ , ନାବାଳକ ଆହତ

ବରଗଡ଼  : ମୋବାଇଲ୍ ଚାର୍ଜ କରିବା ବେଳେ ବ୍ୟାଟେରୀ ଫାଟି ନାବାଳକ ଆହତ। ଘଟଣା ଘଟିଛି ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ୍ ଅନ୍ତର୍ଗତ ହାତୀଖୋଜା ଗାଁରେ । ଆହତ ନାବାଳକର ନାଁ ମହେଶ ପ୍ରଧାନ। ମହେଶ ସଂଧ୍ୟାରେ ନିଜ ଘରେ ମୋବାଇଲ୍ ଚାର୍ଜ କରିବାକୁ ଉଦ୍ୟମ କରିବା ସମୟରେ...

hima--
ଇତିହାସ ରଚିଲେ ହିମା ଦାସ

ନୂଆଦିଲ୍ଲୀ : ଇତିହାସ ରଚିଲେ ଭାରତୀୟ ଆଥ୍‌ଲେଟ୍ ହିମା ଦାସ। ଅନ୍ତର୍ଜାତୀୟ ଆଥ୍‌ଲେଟିକ୍ ଚାମ୍ପିଆନସିପ୍‌ରେ ପ୍ରଥମ ଭାରତୀୟ ମହିଳା ଭାବେ ଜିତିଲେ ସ୍ୱର୍ଣ୍ଣ ପଦକ। ଫିନ୍‌ଲାଣ୍ଡରେ ଚାଲିଥିବା ୨୦ ବର୍ଷରୁ କମ୍ ଅନ୍ତର୍ଜାତୀୟ ଆଥ୍‌ଲେଟିକ୍ ଚାମ୍ପିଆନସିପ୍‌ର ୪୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ହିମା ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।...

INDIA
ଇଂଲଣ୍ଡକୁ ୮ ୱିକେଟରେ ହରାଇଲା ଭାରତ

ନଟିଂହାମ୍‌ : ଭାରତ-ଇଂଲଣ୍ଡ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆର ଦମଦାର ବିଜୟ। ଚାଇନାମ୍ୟାନ୍ ବୋଲର କୁଲଦୀପ ଯାଦବଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ବୋଲିଂ ଏବଂ ରୋହିତ ଶର୍ମାଙ୍କ ୧୮ତମ ଶତକ ବଳରେ ପ୍ରଥମ ଦିନିକିଆରେ ଇଂଲଣ୍ଡକୁ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ଇଂଲଣ୍ଡ ଦେଇଥିବା ୨୬୯...