ନୂଆଦିଲ୍ଲୀ: ବଡ଼ ଭାଇ ପାଠ ପଢ଼ି ହେଲା ଆଇପିଏସ, କିନ୍ତୁ ସାନ ଭାଇ ଅଧାରୁ ଡାକ୍ତରୀ ପାଠ ଛାଡ଼ି ବନିଲା ଆତଙ୍କବାଦୀ। ଏମିତି ଏକ ଖବର ଆଜି ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି । ଜାମ୍ମୁ ଓ କାଶ୍ମୀରର ୨୦୧୨ ବ୍ୟାଚ୍ ଆଇପିଏସ ଅଫିସର ଇନାମୁଲ ହକ୍ ଭାଇ...
ହାଇଦ୍ରାବାଦ: ହାଇଦ୍ରାବାଦ ପୁଲିସ ଏକ ହାଇପ୍ରୋଫାଇଲ ସେକ୍ସ ଆଡ୍ଡା ଉପରେ ଚଢ଼ାଉ କରି ଜଣେ ଅଭିନେତ୍ରୀଙ୍କୁ ଉଦ୍ଧାର କରିଛି । ଅଭିନେତ୍ରୀ ଜଣକ ଆଗ୍ରାର ବୋଲି ପୁଲିସ ସୂତ୍ରରୁ କୁହାଯାଇଛି। ସହର ପାଖ ବଞ୍ଜାରା ହିଲ୍ସ୍ ଅଞ୍ଚଳରେ ଏକ ହୋଟେଲରେ ଚାଲିଥିଲା ଏହି ସେକ୍ସ ରାକେଟ୍ । ରବିବାର...
କ୍ୟାନସର, ଏ ନାଁ ଟି ଶୁଣିଲେ ଭୟରେ ଶୀତେଇ ଉଠେ ଦେହ। କ୍ୟାନସରକୁ ସମସ୍ତଙ୍କର ଭୟ। କିନ୍ତୁ କ୍ୟାନସର ସହିତ ଲଢ଼େଇ କରି ଅନେକ ବିଜୟୀ ମଧ୍ୟ ହୋଇଛନ୍ତି। କ୍ୟାନସରକୁ ମାତ୍ ଦେଇଛନ୍ତି ଅନେକ ଲୋକେ। ଯେଉଁମାନଙ୍କ ଭିତରେ ରହିଛନ୍ତି ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ...
ଦୁନିଆରେ ଅନେକ ଦ୍ୱୀପ ଅଛି ଯାହା ମନଲୋଭା ସୌନ୍ଦର୍ଯ୍ୟ ପାଇଁ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ହୋଇଥାଏ। ଏମିତି ଗୋଟେ ଦ୍ୱୀପ ରହିଛି ଯାହା ବିଷୟରେ ଆପଣ ଜାଣି ନଥିବେ। ଦୁନିଆର ୨୦୦୦ ରୁ ଅଧିକ ଦ୍ୱୀପ ମଧ୍ୟରୁ ଏମିତି ଗୋଟେ ଦ୍ୱୀପ ବିଷୟରେ ଆମେ କହିବାକୁ ଯାଉଛୁ ଯାହା...
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାରକେଡ୍ ପାଇଁ ଅଟକିଲା ଆମ୍ବୁଲାନ୍ସ। ଭୁବନେଶ୍ୱର ବିଜେଡ଼ି କାର୍ଯ୍ୟାଳୟ ସାମ୍ନାରେ ଆଜି ଏଭଳି ଘଟଣା ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ପାଇଁ ଟ୍ରାଫିକ ନିୟନ୍ତ୍ରଣ ଥିଲା। ଚାରି ଦିଗରୁ ଗାଡ଼ି ଗୁଡ଼ିକୁ ଅଟକାଇ ଥିଲା ଟ୍ରାଫିକ ପୋଲିସ। ଫରେଷ୍ଟପାର୍କରୁ ଏଜି ଯାଏ ଗାଡ଼ିମୋଟର...
ସମ୍ବଲପୁର: ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍। ୫୫ ନମ୍ବର ଜାତୀୟ ରାଜପଥର ରେଢ଼ାଖୋଲ-ଲୁହାପଙ୍କ ରୋଡ଼୍ ନିକଟରେ ଏହି ଦୁର୍ଘଟଣା ଘଟିଛି। ବସ୍ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିବା ଯୋଗୁ ୯ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି।...
ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୧୨ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇଛି। ଯାହାର ପ୍ରଭାବରେ ମୌସୁମୀ ବାୟୁ ସକ୍ରିୟ ହେଉଛି। ଫଳରେ ଉପକୂଳ ଓଡିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବର୍ଷା ହେବ। ଢ଼େଙ୍କାନାଳ, କେନ୍ଦୁଝର...
ପୁରୀ: ପୁରୀ ସମୁଦ୍ର ବେଳାଭୂମିରେ କୋଷ୍ଟାଲ ରେଗୁଲେସନ୍ ଜୋନ୍ ବା CRZ ଆଇନ୍ର ଖୋଲାଖୋଲି ଉଲ୍ଲଂଘନ ଅଭିଯୋଗ। ପୁରୀ ସମୁଦ୍ର ବେଳାଭୂମିରେ ଗାନ୍ଧିସ୍ମୃତି ପୀଠ ଓ ରାଜଭବନ ପଛପଟେ ବାଲି ସିମେଣ୍ଟରେ ଅସ୍ଥାୟୀ ପାଇଖାନା ନିର୍ମାଣ ହେଉଥିବା ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ, ତିଆରି ହେଉଛି ପ୍ରାୟ...
ବାଲେଶ୍ୱର: ପୁଣି ଥରେ ଅଲୋଡା ଶିଶୁ କନ୍ୟା। ବାଲେଶ୍ୱର ଫୁଲାଡ଼ି ଅଞ୍ଚଳର ରାସ୍ତାକଡ଼ରୁ ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି। ଗତକାଲି ରାତିରେ କିଛି ସ୍ଥାନୀୟ ଲୋକ ଶିଶୁ କନ୍ୟାକୁ ଦେଖିବାକୁ ପାଇଥିଲେ। ପରେ ଶିଶୁ କନ୍ୟାକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ଭବନରେ...
ବ୍ରହ୍ମପୁର: ବ୍ରହ୍ମପୁର ଲାଞ୍ଜିପଲ୍ଲୀ ବୋମାମାଡ଼ ଘଟଣାରେ ୬ ଅଟକ। ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ଏମାନଙ୍କୁ ଅଟକ ରଖିଛି। ସୂଚନା ଥାଉ କି, ଲାଞ୍ଜିପଲ୍ଲୀ ଅଞ୍ଚଳର ୫ ଜଣ ଲୋକ ଗତକାଲି ଏକ କାର୍ରେ ଥାନାକୁ ଯାଉଥିବା ସମୟରେ କିଛି ଦୁର୍ବୃତ୍ତ ବାଇକରେ ଆସି ସେମାନଙ୍କ କାର୍ ଉପରକୁ...
ଭୁବନେଶ୍ୱର: ଜାଲ୍ ନୋଟ୍ କାରବାରକୁ ନେଇ ଏକ ଗ୍ୟାଙ୍ଗର ପର୍ଦ୍ଦାଫାସ୍ ହୋଇଛି। ବ୍ରହ୍ମପୁର ଅଞ୍ଚଳରୁ କମିଶନରେଟ୍ ପୋଲିସର କ୍ୱିକ୍ ଆକ୍ସନ୍ ଟିମ୍ ଏକ ଜାଲ୍ ନୋଟ୍ ଛାପା କାରଖାନାକୁ ଠାବ କରିଛନ୍ତି। ଏହି ଘଟଣାରେ ପୋଲିସ ମାଷ୍ଟରମାଇଣ୍ଡ ସମେତ ୫ଜଣଙ୍କୁ ଗିରଫ କରିଛି। ପ୍ରାୟ ସାଢ଼େ ୪ ଲକ୍ଷରୁ...
ବ୍ରିଷ୍ଟଲ: ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି-ଟ୍ୱେଣ୍ଟି ମ୍ୟାଚ ଜିତି ୨-୧ରେ ସିରିଜ ବିଜୟୀ ହୋଇଛି ଟିମ୍ ଇଣ୍ଡିଆ। ବ୍ରିଷ୍ଟଲରେ ଖେଳା ଯାଇଥିବା ଶେଷ ଟି- ଟ୍ୱେଣ୍ଟି ମ୍ୟାଚରେ ଭାରତ ସାତ ଓ୍ୱିକେଟରେ ଇଂଲଣ୍ଡକୁ ପରାସ୍ତ କରିଛି। ୧୯୯ ରନ୍ର ବିଜୟ ଲକ୍ଷ୍ୟକୁ ଦଳ ୮ଟି ବଲ୍...
ଭୁବନେଶ୍ୱର: ଏ ବର୍ଷ ବି ଫାଙ୍କା ପଡ଼ିବ ହଜାର ହଜାର ଇଞ୍ଜିନିୟରିଂ ସିଟ୍। ରାଜ୍ୟରେ ଚଳିତ ବର୍ଷ ଛାତ୍ରଛାତ୍ରୀଙ୍କ ବି.ଟେକ୍ ରେଜିଷ୍ଟ୍ରେସନ୍ ସଂଖ୍ୟା ଏହା କହୁଛି। ଚଳିତ ବର୍ଷ ବି.ଟେକ୍ ପାଠ୍ୟକ୍ରମରେ ନାମ ଲେଖାଇବା ଲାଗି ୧୨ ହଜାର ୩୧୯ ଜଣ ରେଜିଷ୍ଟ୍ରେସନ କରିଥିଲେ। ସେମାନଙ୍କ ମଧ୍ୟରୁ ୧୦ହଜାର...
ମାଲକାନଗିରି: ଗ୍ରାମାଞ୍ଚଳର ବିକାଶ ପାଇଁ ତିଆରି ହେଉଛି ଫର୍ଦ୍ଦ ଫର୍ଦ୍ଦର ଯୋଜନା। ହେଲେ ବାସ୍ତବରେ ବିକାଶ ଗାଁକୁ ଛୁଉଁଛି ତ ? ସତରେ କଣ ବଦଳିଯାଉଛି ଗାଁ ଲୋକଙ୍କ ଭାଗ୍ୟ? ଆଜି ବି ଏମିତି କିଛି ଚିତ୍ର ଅଛି, ଯାହା ଦେଖିଲେ ଆପଣ କହିବେ, ଯୋଜନାର ବାସ୍ତବ ରୂପ...