କେନ୍ଦୁଝର: ରୋଗୀଙ୍କ ସେବା ପାଇଁ ନର୍ସିଂ ତାଲିମ ନେଉଥିବା ଛାତ୍ରୀଙ୍କ ଜୀବନ ଏବେ ବିପଦରେ। କେନ୍ଦୁଝର ସରକାରୀ ହେଲ୍ଥ କେୟାର ଟ୍ରେନିଂ ସେଣ୍ଟରର ଛାତ୍ରୀଙ୍କୁ ଭବିଷ୍ୟତରେ ସ୍ୱାସ୍ଥ୍ୟ ସେବାରେ ଯୋଗ ଦେବାକୁ ଛାତ୍ରୀମାନେ ଟ୍ରେନିଂ ନେଉଛନ୍ତି। ହେଲେ ବିପଦ ସଂକୁଳ ଅବସ୍ଥାରେ ଚାଲିଛି ତାଲିମ। କ୍ଲାସ୍ରୁମର ଅବସ୍ଥା ଖରାପ...
କେନ୍ଦୁଝର: ଆନନ୍ଦପୁରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇ ୫ଜଣ ଆହତ ହୋଇଛନ୍ତି। ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ ସୁନ୍ଦରାପାଳ ନିକଟରେ ଥିବା ମା’ ଗଡ଼ଚଣ୍ଡୀ ପୀଠରେ। ବିବାହ ଉତ୍ସବକୁ ନେଇ ଏହି ଗୋଷ୍ଠୀ ସଂଘର୍ଷ ହୋଇଛି। ସୂଚନା ଅନୁସାରେ ସୁନ୍ଦରାପାଳ ଗାଁରେ ଦୁଇଟି ବିବାହ ହେଉଥିଲା। କୌଣସି...
ଚାନ୍ଦବାଲି: ଚୋରା ମଦ ଗାଡ଼ିକୁ ଅଟକାଇ ଭଙ୍ଗାରୁଜା କରିବା ସାଙ୍ଗକୁ ଲକ୍ଷାଧିକ ଟଙ୍କାର ବିଦେଶୀ ମଦକୁ ରାସ୍ତାରେ ଢାଳି ଦେଲେ ଉତ୍ତ୍ୟକ୍ତ ମହିଳା । ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାଂଶଡ଼ା ଥାନା କରଣପଲ୍ଲୀରେ। ସୂଚନା ଅନୁସାରେ ବାସୁଦେବପୁରରୁ ଧାମରା ଆଡ଼କୁ ଏକ ଗାଡ଼ିରେ ଚୋରା ମଦ ଯାଉଥିବା...
ଭୁବନେଶ୍ୱର: ମୌସୁମୀ ପୁଣି ସକ୍ରିୟ ହୋଇଛି। ଉତ୍ତର ଉପକୂଳରେ ଘୂର୍ଣ୍ଣିବଳୟ ସାଙ୍ଗକୁ ବଙ୍ଗୋପ ସାଗରରେ ଏକ ଲଘୁଚାପ ମଧ୍ୟ ସୃଷ୍ଟି ହେବାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏହାର ପ୍ରଭାବରେ ଆଜିଠୁ ବର୍ଷା ଆରମ୍ଭ ହେବ ।...
ଭୁବନେଶ୍ୱର: କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିରେ ଯୋଗଦେବେ ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାୟକ। ପିସିସି ସଭାପତିଙ୍କୁ ଚିଠି ଲେଖି ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଥିବା ଜଣାଇଛନ୍ତି। ଦଳୀୟ କର୍ମୀ ଏବଂ ପଞ୍ଚାୟତସ୍ତରୀୟ କିଛି ନେତାଙ୍କ ସହ ସେ ବିଜେଡିରେ ଯୋଗଦେବେ। ତେବେ ବ୍ୟକ୍ତିଗତ କାରଣ...
ଭୁବନେଶ୍ୱର: ଫିଫା ବିଶ୍ୱକପ୍ରେ ଚଳିତ ବର୍ଷ ପ୍ରଥମଥର ପାଇଁ ଫାଇନାଲରେ ପହଞ୍ଚିଛି କ୍ରୋଏସିଆ। ଦ୍ୱିତୀୟ ସେମିଫାଇନାଲରେ ଇଂଲଣ୍ଡକୁ ୨-୧ ଗୋଲରେ ହରାଇ ଫାଇନାଲରେ ପ୍ରବେଶ କରିଛି। ଫଳରେ ୧୯୬୬ରେ ବିଶ୍ୱକପ୍ ବିଜୟୀ ହୋଇଥିବା ଇଂଲଣ୍ଡର ଦ୍ୱିତୀୟ ବିଶ୍ୱକପ୍ ଜିତିବା ଆଶା ମଉଳି ଯାଇଛି। ୬୭ ମିନିଟ୍ ଧରି ପଛୁଆ...
ଲସ୍ ଏଞ୍ଜଲ୍ସ : ଥାଇଲ୍ୟାଣ୍ଡରେ ଗୁମ୍ଫା ଭିତରେ ଫସି ରହିଥିବା ଫୁଟବଲ ଖେଳାଳିଙ୍କ ଉଦ୍ଧାର ଘଟଣା ଉପରେ ନିର୍ମାଣ ହେବ ହଲିଉଡ୍ ଫିଲ୍ମ । ମଙ୍ଗଳବାର ପ୍ୟୁର୍ ଫ୍ଲିକ୍ସ ଏଣ୍ଟରଟେନ୍ମେଣ୍ଟ୍ ପକ୍ଷରୁ ଏହା ଘୋଷଣା କରାଯାଇଛି । ସଂସ୍ଥାର ସିଇଓ ମାଇକେଲ ସ୍କଟ୍ ଫେସ୍ବୁକ୍ରେ ଏହା ଘୋଷଣା କରିବା...
ଭୁବନେଶ୍ୱର: ରାଜ୍ୟରେ ସବୁଠି ଖୋଲାଖୋଲି ଚାଲିଛି ପଲିଥିନ୍ ବ୍ୟବହାର। ମାତ୍ରାଧିକ ପଲିଥିନ୍ ବ୍ୟବହାର ଯୋଗୁଁ ହିଁ ପ୍ରଦୂଷିତ ହେଉଛି ପରିବେଶ। ଏହାକୁ ଆଖିରେ ରଖି ପଲିଥିନ୍ ବ୍ୟାନ୍ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ତେବେ ପ୍ଲାଷ୍ଟିକ ବ୍ୟବହାର ଅଭ୍ୟାସରୁ ଲୋକଙ୍କୁ କିଭଳି ଦୂରେଇ ରଖାଯିବ? ପଲିଥିନ୍ର ବିକଳ୍ପ ଭାବେ...
ନୂଆଦିଲ୍ଲୀ: ବିଶ୍ୱପ୍ରସିଦ୍ଧ ତାଜମହଲର ସୁରକ୍ଷା ଓ ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି। ତାଜମହଲର ସଂରକ୍ଷଣକୁ ନେଇ କେନ୍ଦ୍ର ପରିବେଶ ମନ୍ତ୍ରାଳୟ ଦେଇଥିବା ରିପୋର୍ଟକୁ ନେଇ ସୁପ୍ରିମକୋର୍ଟ କ୍ଷୋଭ ପ୍ରକାଶ କରିବା ସହ ଜୁଲାଇ ୩୧ରୁ ପ୍ରତିଦିନ ମାମଲାର ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ପ୍ରଦୂଷଣ...
ଭୁବନେଶ୍ୱର: ପ୍ରଥମେ ୭, ପରେ ୧୧ ଆଉ ଏବେ ୧୪। ତଳକୁ ତଳ ଯାଉଛି ଶିଳ୍ପ ଅନୁକୁଳ ବାତାବରଣ ସୃଷ୍ଟି କରିବାରେ ଓଡିଶାର ସ୍ଥାନ। ଶିଳ୍ପ ଅନୁକୂଳ ବାତାବରଣ ସୃଷ୍ଟିରେ ଆମର ସବୁ ପଡ଼ୋଶୀ ଆଗରେ ଅଛନ୍ତି। ଆନ୍ଧ୍ର ପ୍ରଦେଶ ରହିଛି ଏକ ନମ୍ବରରେ। ତେଲେଙ୍ଗାନା ୨, ଝାଡଖଣ୍ଡ...
ନୂଆଦିଲ୍ଲୀ: ଫ୍ରାନ୍ସ ଭଳି ବିକଶିତ ଦେଶକୁ ପଛରେ ପକାଇ ଦେଇଛି ଭାରତର ଅର୍ଥ ବ୍ୟବସ୍ଥା। ସଦ୍ୟ ପ୍ରକାଶିତ ବିଶ୍ୱବ୍ୟାଙ୍କର ୨୦୧୭ ବର୍ଷର ସୂଚୀରେ ଭାରତ ଷଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛି। ଏହା ପଛକୁ ରହିଛି ଫ୍ରାନ୍ସ। ବିଶ୍ୱବ୍ୟାଙ୍କର ରିପୋର୍ଟ ଅନୁସାରେ ଭାରତର ଜିଡିପିରେ ବ୍ୟାପକ ଅଭିବୃଦ୍ଧି ହୋଇଛି। ଗତ...
କେନ୍ଦ୍ରାପଡ଼ା: ମାର୍ଶାଘାଇ ମହାକାଳୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ। ଘଟଣାରେ ପ୍ରଧାନ ଶିକ୍ଷୟତ୍ରୀ କାଞ୍ଚନବାଳା ବେହେରାଙ୍କୁ ନିଲମ୍ବନ କରାଯାଇଛି। ଏହା ସହ ସ୍କୁଲର ଦୁଇ ଶିକ୍ଷକ ଶିକ୍ଷୟିତ୍ରୀ ଅମରେଶ ଖଟୁଆ ଏବଂ ମୋନାଲିସା ବିଶ୍ୱାଳଙ୍କ ଦରମା ବନ୍ଦ କରାଯାଇଛି। ଗତକାଲି ମଧ୍ୟାହ୍ନ ଭୋଜନ ପରେ ଷଷ୍ଠ...
ଇସ୍ଲାମାବାଦ: ପୁଣି ପଦାକୁ ଆସିଲା ପାକିସ୍ତାନରେ ସଂଖ୍ୟାଲଘୁଙ୍କୁ ନିର୍ଯାତନାର ଆଉ ଏକ ନମୁନା । ସଂଖ୍ୟାଲଘୁ ଶିଖ୍ ସମ୍ପ୍ରଦାୟର ଲୋକମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରିଚାଲିଛି ପାକ୍। ପାକିସ୍ତାନର ପ୍ରଥମ ଶିଖ୍ ପୁଲିସ ଅଫିସର ଗୁଲାବ ସିଂହଙ୍କୁ ଘରୁ ତଡ଼ି ଦେଇଛି ସ୍ଥାନୀୟ ପ୍ରଶାସନ। ତାଙ୍କ ସହ ଧସ୍ତାଧସ୍ତି...
ଅନୁଗୁଳ: ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଅଭିଯୋଗ କରି ୧୫ରୁ ଅଧିକ ସରପଞ୍ଚ ଅନୁଗୁଳ ବ୍ଲକ୍ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଅଣଦେଖା କରାଯାଉଥିବା ଅଭିଯୋଗ କରି ଧାରଣାରେ ବସିଥିଲେ ୧୫ ପଞ୍ଚାୟତର ଜନପ୍ରତିନିଧି। ଗତକାଲି ସରକାରଙ୍କ ଆମ ଗାଁ ଆମ...
ପୁରୀ: ପୁରୀରେ ଡିଜିପିଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ସୁରକ୍ଷା ନେଇ ସମୀକ୍ଷା ବୈଠକ ହୋଇଛି। ଚଳିତ ବର୍ଷ ରଥଯାତ୍ରା ପାଇଁ ୧୪୦ ପ୍ଲାଟୁନ ଫୋର୍ସ ଓ ୧ ହଜାର ଅଫିସର ନିୟୋଜିତ ହେବେ। ସ୍ଥଳ, ଜଳ ଓ ଆକାଶ ମାର୍ଗ ପାଇଁ ସୁରକ୍ଷା କଡ଼ାକଡ଼ି ହେବ। ସାମୁଦ୍ରିକ ମାର୍ଗ ସୁରକ୍ଷା...
ସେଣ୍ଟ ପିଟର୍ସବର୍ଗ: ଆଜି ଫିଫା ବିଶ୍ୱକପ୍ର ଦ୍ୱିତୀୟ ସେମିଫାଇନାଲ । ଇଂଲଣ୍ଡ ଓ କ୍ରୋଏସିଆ ମଧ୍ୟରେ ଏହି ମ୍ୟାଚ୍ ଖେଳାଯିବ । ପୂର୍ବରୁ ଫୁଟବଲ ବିଶ୍ୱକପ୍ ଫାଇନାଲରେ ପ୍ରବେଶ କରିଛି ଫ୍ରାନ୍ସ। ପ୍ରଥମ ସେମିଫାଇନାଲରେ ବେଲଜିୟମ୍କୁ ୧-୦ ଗୋଲରେ ହରାଇ ଫ୍ରାନ୍ସ ଚଳିତ ବିଶ୍ୱକପ୍ର ପ୍ରଥମ ଦଳ ଭାବେ...
ଭୁବନେଶ୍ୱର : ସନ୍ଦେହ ପରିସରକୁ ଆସିଛି ଗ୍ୟାଙ୍ଗଷ୍ଟର ଟିଟୋର ଓଲିଉଡ୍ ଲିଙ୍କ୍। ଟିଟୋର ଓଲିଉଡ ଲିଙ୍କ୍ ନେଇ କ୍ରାଇମବ୍ରାଞ୍ଚ STFକୁ ମିଳିଛି ସୁରାକ୍। ଏକ ନିର୍ମାଣାଧୀନ ଓଡ଼ିଆ ଫିଲ୍ମରେ ଟିଟୋର ଟଙ୍କା ଲାଗିଥିବା କ୍ରାଇମବ୍ରାଞ୍ଚ ଖୋଳତାଡରୁ ସୂଚନା ମିଳିଛି। ଫିଲ୍ମ ‘ବିଶ୍ୱନାଥ’ର ମହୁରତ ସରି ଏବେ ଶୁଟିଂ ପର୍ଯ୍ୟାୟରେ...
ବୌଦ୍ଧ: ବାଉଁଶୁଣି ଥାନା ମଳିକପଡା ଗାଁରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ସାମାନ୍ୟ ବଚସାକୁ ନେଇ ସାଙ୍ଗକୁ ସାଙ୍ଗ ମାରିଥିବା ଅଭିଯୋଗ ହୋଇଛି। ଗାଁରେ ଗତକାଲି ରାତିରେ ୪ଜଣ ସାଙ୍ଗ ମିଶି ଭୋଜିଭାତ କରିଥିଲେ। ଭୋଜି ଖାଇବା ପରେ କୌଣସି କାରଣକୁ ନେଇ ୪ଜଣ ସାଙ୍ଗଙ୍କ ମଧ୍ୟରେ ବଚସା...
ଆମର ଦୈନନ୍ଦିନ ଜୀବନରେ ବରଫକୁ ଅନେକ ଉପାୟରେ ବ୍ୟବହାର କରିଥାଉ। ପାନୀୟ ଜଳ, ଜୁସ୍ ଇତ୍ୟାଦିରେ ପକାଇ ପିଇଥାଉ। ଯଦି ଆମର ହାତ କିମ୍ବା ଗୋଡ଼ ମୋଡ଼ି ହେଇଯାଇଥାଏ ତାହାଲେ ସେହି କଷ୍ଟରୁ ରକ୍ଷା ପାଇବା ପାଇଁ ବରଫ ବ୍ୟବହାର କରିଥାଉ। କିନ୍ତୁ ଆପଣ ଜାଣି ନଥିବେ ବରଫ...