ଭୁବନେଶ୍ୱର : ଚିଟ୍ଫଣ୍ଡ ଲିଙ୍କ୍ ନେଇ ସିବିଆଇ ସ୍କାନରରେ ମନ୍ତ୍ରୀଙ୍କ ପୁଅ। ଅର୍ଥତତ୍ୱ ଲିଙ୍କ୍ରେ ସମବାୟ ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ରଙ୍କୁ ସିବିଆଇ ପଚରାଉଚରା କରିଥିବା ଜଣାପଡ଼ିଛି। ବିପ୍ଲବ ନିଜ ଅଫିସରେ ଲଗାଇଥିବା ଏକାଧିକ କଂପୁଟରର ବିଲ୍ ଅର୍ଥତତ୍ୱ ଆକାଉଣ୍ଟରୁ ପୈଠ ହୋଇଥିବା CBI ସୁରାକ...
ଭୁବନେଶ୍ୱର : ସରିଲା ଗ୍ୟାଙ୍ଗଷ୍ଟର ଟିଟୋର ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି। ଆଜି ତାକୁ କୋର୍ଟରେ ହାଜର କରାଯିବ । ରିମାଣ୍ଡ ସମୟରେ ଗ୍ୟାଙ୍ଗଷ୍ଟର ଟିଟୋର ସାମ୍ରାଜ୍ୟ ସଂପର୍କରେ ଖୋଳତାଡ କରିଛି STF । ଟିଟୋର ପତ୍ନୀ ବେନଜିର ବିବିଙ୍କୁ କ୍ରାଇମବ୍ରାଞ୍ଚ STF ଜେରା କରିବାକୁ ଯୋଜନା ରଖିଛି...
ପୁରୀ : ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଦୀର୍ଘ ୧୫ ଦିନର ଅଣସର ପରେ ଆଜି ଶ୍ରୀଜିଉଙ୍କ ନବ ଯୌବନ ଦର୍ଶନ। ମହାପ୍ରଭୁଙ୍କୁ ନିକଟରୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ଜଗମୋହନ ମରାମତି କାମ ସରିଥିବାରୁ ଭିତର କାଠ ନିକଟକୁ ଶ୍ରୀଜିଉଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ। ଏଥିପାଇଁ ସକାଳ ୬ଟାରେ ଚକା...
ଭୁବନେଶ୍ୱର : ବିଶ୍ୱ ସ୍ମାର୍ଟ ସିଟି ତାଲିକାରେ ଭୁବନେଶ୍ୱରକୁ ମିଳିଛି ୩୪ ନମ୍ବର ରାଙ୍କ୍। ସିଙ୍ଗାପୁର ସ୍ଥିତ ଇଡେନ ଷ୍ଟ୍ରାଟେଜୀ ଇନ୍ଷ୍ଟିଚ୍ୟୁଟ୍ ପକ୍ଷରୁ ଘୋଷିତ ୫୦ଟି ସ୍ମାର୍ଟସିଟି ତାଲିକାରେ ଭୁବନେଶ୍ୱରକୁ ଏହି ରାଙ୍କ୍ ପ୍ରଦାନ କରାଯାଇଛି । ଟପ୍ ୱାନ ତଥା ଶୀର୍ଷରେ ରହିଛି ଲଣ୍ଡନ। ଦ୍ୱିତୀୟ ରାଙ୍କ୍ରେ...
ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟର ସଂରକ୍ଷଣ ଓ ସମୃଦ୍ଧି ସଂପର୍କିତ ବିଭିନ୍ନ ପ୍ରସଙ୍ଗରେ ବିଚାର ବିମର୍ଶ ପୂର୍ବକ ଆବଶ୍ୟକୀୟ ନୀତି ନିର୍ଦ୍ଧାରଣ କରି ତାକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ଗଠନ କରିଛନ୍ତି ଐତିହ୍ୟ କ୍ୟାବିନେଟ। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ୮ ଜଣ ବରିଷ୍ଠ...
ପୁରୀ : ଆସନ୍ତାକାଲି ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ। ଦିନକ ପରେ ରଥଯାତ୍ରା । ଦୀର୍ଘ ୧୫ ଦିନର ଅଣସର ପରେ ମହାପ୍ରଭୁଙ୍କ ଦର୍ଶନ ଲାଗି ପୁରୀରେ ଭକ୍ତଙ୍କ ଭିଡ଼ ବଢ଼ିବାରେ ଲାଗିଛି। ଆଉ ଜନସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏଣେ...
ଖୋର୍ଦ୍ଧା : ଯେତେ ସଚେତନତା ଏବଂ ଆଇନ ତିଆରି କଲେ ବି ଯୌତୁକ ରାକ୍ଷାସ କବଳରୁ ଫିଟିପାରୁନି ମଣିଷ । ଆଜି ବି ବୋହୂଟି ଜଳୁଛି ଯୌତୁକ ଜୁଈରେ। ଜଳିପୋଡ଼ି ଧୂଳିସାତ ହୋଇଯାଉଛି, ତାର ସବୁ ଅସୁମାରୀ ସ୍ୱପ୍ନ । ଆଜି ଖୋର୍ଦ୍ଧା ଜିଲ୍ଲାରୁ ଆସିଛି ଆଉ ଏକ...
ନୂଆଦିଲ୍ଲୀ :ବରିଷ୍ଠ କଂଗ୍ରେସ ନେତା ଶଶି ଥରୁରଙ୍କ ମନ୍ତବ୍ୟ ଉପରେ କଡା ଟିପ୍ପଣୀ ରଖିଲେ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ । ଥରୁରଙ୍କ ଚିକିତ୍ସା ଦରକାର, ଏମିତିକି ଦରକାର ପଡିଲେ ତାଙ୍କୁ ମେଣ୍ଟାଲ ହସ୍ପିଟାଲରେ ଭର୍ତ୍ତି କରାଯିବା ଦରକାର ବୋଲି କହିଛନ୍ତି ସୁବ୍ରମଣ୍ୟମ ସ୍ୱାମୀ। ୨୦୧୯ ସାଧାରଣ ନିର୍ବାଚନରେ...
ନୂଆଦିଲ୍ଲୀ : ଧାରା ୩୭୭କୁ ନେଇ ସୁପ୍ରିମ୍କୋର୍ଟରେ ବିତର୍କ । ୩୭୭କୁ ବଦଳାଇବାକୁ ରାଜି ହୋଇଛନ୍ତି ସବୋର୍ଚ୍ଚ ଅଦାଲତ । ୩୭୭ ଧାରା ବଳରେ ଦେଶର ନାଗରିକଙ୍କ ମଧ୍ୟରେ ଭେଦଭାବ ରହୁଛି । ନାଗରିକଙ୍କ ମୌଳିକ ଅଧିକାର କ୍ଷୂର୍ଣ୍ଣ ହେବା ସଙ୍ଗୀନ ବ୍ୟାପାର ବୋଲି ଦର୍ଶାଇଛନ୍ତି କୋର୍ଟ ।...
ନୂଆଦିଲ୍ଲୀ : କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଅନ୍ତର୍ଜାତୀୟ କୋର୍ଟଙ୍କ ଦ୍ୱାରସ୍ତ ହେବ ପାକିସ୍ତାନ। ଭାରତୀୟ ନୌସେନାର ପୂର୍ବତନ ଅଧିକାରୀ କୁଲଭୂଷଣ ଯାଦବଙ୍କ ମାମଲାରେ ଦ୍ୱିତୀୟ ଥର ପାଇଁ କାଉଣ୍ଟର ପିଟିସନ୍ ଦାଖଲ କରିବ ପାକିସ୍ତାନ। ଆସନ୍ତା ୧୭ ତାରିଖରେ ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସ୍-ICJଙ୍କ...
କୋରାପୁଟ/ରାୟଗଡ଼ା: ଲକ୍ଷ୍ମୀପୁର ବିଧାୟକ କୈଳାଶ ଚନ୍ଦ୍ର କୁଲେସିକାଙ୍କ ବିରୋଧରେ ଏତଲା । ନୀଳାଦ୍ରି ବିହାରୀ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କୁ ବିଧାୟକ ଫୋନ୍ରେ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ ସହ ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ...
ଭୁବନେଶ୍ୱର : ପୋଲାଭରମ ପ୍ରକଳ୍ପ କାର୍ଯ୍ୟକୁ ଆଉ ବର୍ଷେ ଅନୁମତି ପ୍ରସଙ୍ଗରେ ଜାରି ରହିଛି ରାଜନୈତିକ ବୟାନବାଜି। ଆଜି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟାରେ କହିଛନ୍ତି ଯେ ଉପା ସରକାର ବେଳେ ପୋଲାଭରମ ଏକ ପ୍ରତିଶ୍ରୁତି ଥିଲା। ଆନ୍ଧ୍ର ବିଭାଜନ ବେଳେ ପୋଲାଭରମ କେନ୍ଦ୍ରର ପ୍ରତିଶ୍ରୁତି...
ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ। ପାଟନାରେ ପହଞ୍ଚି ଶାହ ନୀତୀଶଙ୍କ ସହ ସାକ୍ଷାତ କରିଛନ୍ତି। ଉଭୟ ନେତାଙ୍କ ମଧ୍ୟରେ କିଛି ସମୟ ଧରି ଆଲୋଚନା ହୋଇଥିଲା। ଏହାପରେ ପୁଣି ଥରେ ଉଭୟ ନେତାଙ୍କ ମଧ୍ୟରେ ଆଜି ହେବ ଡିନର୍...
ଭୁବନେଶ୍ୱର : ରାଜଧାନୀରେ ବିଶାଳ ଚାଷୀ ଧାରଣା। କଂଗ୍ରେସ ଆହ୍ୱାନରେ ଲୋୟର ପିଏମଜିରେ ଧାରଣା ଦିଆଯାଇଛି। କୃଷିଋଣ ଛାଡ଼ ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଇଛି। ଏଥିସହ ଧାନର ଏମ୍ଏସପି ବୃଦ୍ଧି, ଚାଷୀଙ୍କୁ ବୋନସ୍, ପେନସନ, ବୀମା ଟଙ୍କା ପ୍ରଦାନ ଓ ରବି...
ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶରୁ ଆସୁଥିବା ମାଛକୁ ଆସାମ ସରକାର ବ୍ୟାନ୍ କରିବା ପରେ ଓଡ଼ିଶାକୁ ଆସୁଥିବା ମାଛକୁ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଓଡ଼ିଶା କୃଷି ଓ ମତ୍ସ୍ୟ ସଂପଦ ମନ୍ତ୍ରୀ ପ୍ରଦୀପ ମହାରଥୀ ଆନ୍ଧ୍ରରୁ ଓଡ଼ିଶାକୁ ଆସୁଥିବା ମାଛର ଅନୁଧ୍ୟାନ କରାଯିବାକୁ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶାକୁ ଆସୁଥିବା...
ବରଗଡ଼ : ବରଗଡ଼ ପାଇକମାଳରେ ମୃତ ଘୋଷିତ ଯୁବକ ଜୀବନ୍ତ ଫେରିବା ଘଟଣାରେ କ୍ରାଇମବ୍ରାଞ୍ଚ ଏଡିଜି ଓ ବରଗଡ଼ ଜିଲ୍ଲାପାଳଙ୍କୁ ନୋଟିସ୍। OHRC ଏହି ନୋଟିସ ଜାରି କରିଛନ୍ତି । ୬ ସପ୍ତାହ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ ADGଙ୍କୁ ନିର୍ଦ୍ଦେଶ ଦେଇଛନ୍ତି OHRC। ସେହିପରି ସଂପୃକ୍ତ ଯୁବକଙ୍କ...
ପୁରୀ : ପୁରୀ ବଡ଼ଦାଣ୍ଡକୁ ନୋ ଫ୍ଲାଇଂ ଜୋନ୍ କରିବାକୁ ହୋଇଥିବା ଆବେଦନ ଅଗ୍ରାହ୍ୟ ହୋଇଯାଇଛି। ଆବେଦନକୁ ଅଗ୍ରାହ୍ୟ କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ। ଏହା ଇଣ୍ଟରନ୍ୟାସନାଲ ଫ୍ଲାଇଂ ରୁଟ୍ ହୋଇଥିବାରୁ ଆବେଦନ ଅଗ୍ରାହ୍ୟ ହୋଇଥିବା ନେଇ ପୁରୀ ଏସ୍ପି ସୂଚନା ଦେଇଛନ୍ତି। ବିମାନଗୁଡ଼ିକ ୩୫ ହଜାର...
ଖୋର୍ଦ୍ଧା: ଯୌତୁକ ପାଇଁ ବୋହୂକୁ ନିଆଁରେ ପୋଡ଼ି ହତ୍ୟା ଅଭିଯୋଗ । ଏହି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଡିଙ୍ଗତ୍ରୟ ଗାଁରେ। ଗାଁର କାଳିକା ସାହିର ରବି ବାରିକ,ତାଙ୍କ ସ୍ତ୍ରୀ ଓ ପୁଅ ସହ ମିଶି ବୋହୂକୁ ଯୌତୁକ ପାଇଁ କିରାସିନି ଢାଳି ନିଆଁ ଲଗାଇ...
ବୌଦ୍ଧ: ସେବାଶ୍ରମ ସ୍କୁଲ୍ଗୁଡ଼ିକର ଶିକ୍ଷକ କର୍ମଚାରୀମାନେ ପିଲାଙ୍କୁ ନିର୍ଯାତନା ଦେଉଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇଆସୁଛି । ସେଥି ପାଇଁ ବିଭିନ୍ନ ସମୟରେ ପିଲାମାନେ ସେବାଶ୍ରମ ଛାଡ଼ି ପଳାଇ ଆସୁଥିବା ନଜିର ରହିଛି । ସେମାପାଜୁ ଘଞ୍ଚ ଜଙ୍ଗଲରେ ୪ ନାବାଳିକା କାନ୍ଦୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ...