• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

IMG-20180708-WA0136
ଭଦ୍ରକ: ପୁଣି ନାଗ ସାପ ଉଦ୍ଧାର

ଭଦ୍ରକ: ଗୋଟିକ ପରେ ଗୋଟିଏ ଜାଗାରୁ ଉଦ୍ଧାର ହେଉଛନ୍ତି ନାଗ । ଏଥର ଭଦ୍ରକ କଲେଇ ପଞ୍ଚାୟତ ବିଭୁତିପୁର ଗାଁରୁ ସାପ ଉଦ୍ଧାର ହୋଇଛି । ଗାଁର ଜଣଙ୍କ ଘରେ ନାଗ ସାପ ଛୁଅାକୁ ଦେଖି ପରିବାର ଲୋକ ଡରି ଯାଇଥିଲେ । ଏହା ପରେ ପରିବାର ଲୋକ...

vlcsnap-error838
ଆଗୁଆ ଆସି ବି ଚାଷୀଙ୍କୁ ଠକି ଦେଲା ମୌସୁମୀ

ଭୁବନେଶ୍ୱର: ଖରାରେ କେଉଁଠି ଜମି ଫାଟି ଆଁ କଲାଣି, ତ ଆଉ କେଉଁଠି ବିହନ ଗଜା ହେବା ପୂର୍ବରୁ ବୁଣା ଧାନ ଉଷୁନା ହୋଇ ନାଲି ପଡ଼ିଗଲାଣି।  ତଳି ମରିବା ଦେଖି ଜମିରେ ଗାଈଗୋରୁ ଛାଡ଼ିଦେଲେଣି ଚାଷୀ। ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲାର ପ୍ରାକ୍ ମୌସୁମୀ ବର୍ଷା ଦେଖି...

vlcsnap-error153
ଅଣହିନ୍ଦୁଙ୍କ ପ୍ରବେଶକୁ ଅାମେ ବିରୋଧ କରୁଛୁ, କରିବୁ: ଛତିଶା ନିଯୋଗ

ପୁରୀ: ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶକୁ ଅାମେ ବିରୋଧ କରୁଛୁ, କରିବୁ। ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଅାଭିମୁଖ୍ୟକୁ ସ୍ପଷ୍ଟ କରି ଏହା କହିଛି ଛତିଶା ନିଯୋଗ । ବଂଶାନୁକ୍ରମ ସେବାୟତ ବ୍ୟବସ୍ଥା ଉଚ୍ଛେଦ ଭଳି ସମସ୍ତ ବିଷୟରେ ସୁପ୍ରିମକୋର୍ଟ କେବଳ ମାତ୍ର ପ୍ରସ୍ତାବ ଦେଇଛନ୍ତି, ତା ଉପରେ...

skynews-thai-
ଥାଇ ଗୁମ୍ଫାରୁ ମୁକୁଳିଲେ ୪ ଖେଳାଳି

ବ୍ୟାଙ୍କକ୍‌: ଦୀର୍ଘ ୧୭ ଦିନ ଧରି ରହସ୍ୟଜନକ ଭାବେ ଗୁମ୍ଫାରେ ରହିବା ପରେ ଆଜି ୪ ଜଣଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ୧୮ଜଣିଆ ଉଦ୍ଧାରକାରୀ ଦଳ ଗୁମ୍ଫା ଭିତରକୁ ପ୍ରବେଶ କରିଥିଲେ। ଏଥିରେ ଥାଇଲ୍ୟାଣ୍ଡର ୫ଜଣ ଓ ବିଭିନ୍ନ ଦେଶର ୧୩ଜଣ ଡାଇଭର ରହିଛନ୍ତି।...

vlcsnap-error899
ବାଙ୍କୀ ହସ୍ପିଟାଲ: ସବୁ ବିଭାଗରେ ତାଲା, ମୂଲ୍ୟବାନ ସରଞ୍ଜାମରେ ଅଳନ୍ଧୁ ଲାଗିଲାଣି

ବାଙ୍କୀ: ଗାଁ ଗାଁରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଲାଗି ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା। ହେଲେ ଏହାର ସଫଳ ରୂପାୟନ ହୋଇପାରୁନି। ଅନେକ ସ୍ଥାନରେ ଉଚ୍ଚକୋଟୀର ଡାକ୍ତରଖାନା ନିର୍ମାଣ ହୋଇଛି। ଅନ୍ୟପକ୍ଷରେ ଡାକ୍ତର ଅଭାବ ଯୋଗୁଁ ଖତ ଖାଉଛି ବିଭିନ୍ନ ସରଞ୍ଜାମ। ସେହିପରି ଜରୁରୀକାଳୀନ ଓ୍ୱାର୍ଡରେ ବି...

ei
ଦୃଷ୍ଟିଶକ୍ତି ବୃଦ୍ଧି ପାଇଁ ଖାଆନ୍ତୁ ଏହି ୫ଟି ଖାଦ୍ୟ

ଆଜିକାଲି ଛୋଟ ପିଲାମାନଙ୍କ ଆଖିରେ ବିଭିନ୍ନ ସମସ୍ୟା ଦେଖାଦେବା ଏକ ସାଧାରଣ କଥା ହୋଇଗଲାଣି। ଏହି ସମସ୍ୟାକୁ ଏଡ଼ାଇବା ପାଇଁ ଛୋଟବେଳୁ ପିଲାମାନଙ୍କୁ ଚଷମା ବ୍ୟବହାର କରିବାକୁ ପଡ଼ୁଛି। କେତେକ କ୍ଷେତ୍ରରେ ଦେଖାଯାଉଛି, ପିଲାମାନେ ବଡ଼ ହେବା ପରେ ମଧ୍ୟ ଏହି ସମସ୍ୟାରୁ ମୁକୁଳିପାରୁ ନାହାନ୍ତି । ଫଳରେ...

sharath koppu
ଆମେରିକାରେ ଭାରତୀୟ ଛାତ୍ରଙ୍କୁ ହତ୍ୟା

କାନସାସ୍: ଆମେରିକାର କାନସାସ୍ ସହରରେ ଜଣେ ଭାରତୀୟ ଛାତ୍ରଙ୍କୁ ହତ୍ୟା କରାଯାଇଛି । ଏହି ଘଟଣାରେ ସ୍ଥାନୀୟ ପୁଲିସ୍ ଅଭିଯୁକ୍ତ ହତ୍ୟାକାରୀର ଭିଡିଓ ଜାରି କରିଛି। ହତ୍ୟାକାରୀ ସମ୍ପର୍କରେ ସୂଚନା ଦେବା ପାଇଁ ପୁରସ୍କାର ରାଶି ମଧ୍ୟ ଘୋଷଣା କରିଛି। ତେବେ କେଉଁ କାରଣରୁ ଭାରତୀୟ ଛାତ୍ରଙ୍କୁ ହତ୍ୟା...

thailand-cave-rescue-
ଗୁମ୍ଫାରେ ଜଳବନ୍ଦୀଙ୍କୁ ଉଦ୍ଧାର ପାଇଁ ଶେଷ ପ୍ରୟାସ

ବ୍ୟାଙ୍କକ୍‌: ରହସ୍ୟଜନକ ଭାବେ ଏକ ଗୁମ୍ଫାରେ ଫସି ରହିଥିବା ୧୨ଜଣ ଫୁଟ୍‌ବଲ ଖେଳାଳୀ ଓ ସେମାନଙ୍କ କୋଚ୍‌ଙ୍କୁ ଉଦ୍ଧାର କରିବାପାଇଁ ଶେଷ ଚେଷ୍ଟା ଆରମ୍ଭ ହୋଇଛି। ଥାଇଲ୍ୟାଣ୍ଡର ଏକ ଗୁମ୍ଫାରେ ଦୀର୍ଘ ୨ ସପ୍ତାହରୁ ଅଧିକ ଦିନ ହେବ ଏମାନେ ଫସି ରହିଛନ୍ତି। ଗୁମ୍ଫା ଭିତରକୁ ଯାଇଥିବା ଟନେଲ୍‌ଟି...

demonitization notes
ଖୋଲିଲା ମଙ୍ଗଳା ମନ୍ଦିରର ହୁଣ୍ଡି; ବାହାରିଲା ଅଚଳ ନୋଟ୍‌

କାକଟପୁର: ଦୀର୍ଘ ୧୮ ମାସ ପରେ ଗତକାଲି କାକଟପୁର ମା’ ମଙ୍ଗଳା ମନ୍ଦିରର ହୁଣ୍ଡି ଖୋଲିଛି । ମନ୍ଦିର ଟ୍ରଷ୍ଟ ମଧ୍ୟରେ ସମନ୍ୱୟର  ଅଭାବ ଯୋଗୁ ଦୀର୍ଘଦିନ ହେଲା ବନ୍ଦ ହୋଇପଡିଥିଲା ହୁଣ୍ଡି। ଦେବୋତ୍ତର କମିଶନଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ହୁଣ୍ଡି ଖୋଲାଯାଇ ଟଙ୍କା ଗଣତି କରାଯାଇଛି ।...

baripada
ସ୍କୁଲ୍ ଛାତ୍ରାବାସରେ ୨ ଛାତ୍ରଙ୍କୁ ଆକ୍ରମଣ

ବାରିପଦା: ସ୍କୁଲ୍ ଛାତ୍ରାବାସରେ ୨ ଜଣ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଘଟଣାଟି ଘଟିଛି ବାରିପଦା ସାରସକଣାରେ ଥିବା ଶିଶୁ ବିଦ୍ୟା ମନ୍ଦିରରେ। ଦୁଇ ଜଣ ଛାତ୍ରଙ୍କୁ ଆଜି ସକାଳେ କେହି ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି। ଗୁରୁତର ଅବସ୍ଥାରେ ଉଭୟ ଛାତ୍ରଙ୍କୁ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଛି। ଛାତ୍ର...

snake.
ଡାକ୍ତରଖାନାରେ ୧୦ ଫୁଟିଆ ବିଷଧର

ବାରିପଦା: ଡାକ୍ତରଖାନାରେ ସାପ।  ମୟୁରଭଞ୍ଜ ଜିଲ୍ଲା ଶ୍ୟାମାଖୁଣ୍ଟା ବ୍ଲକ୍ ଅନ୍ତର୍ଗତ ରଙ୍ଗାମାଟିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଏକ ସାପକୁ ଉଦ୍ଧାର କରାଯାଇଛି। ସାପଟିର ଲମ୍ୱ ପାଖାପାଖି ୧୦ ଫୁଟ୍‌। ଗତକାଲି ସନ୍ଧ୍ୟାବେଳେ ଡାକ୍ତରଖାନାର ଆଉଟ୍‌ ଡୋର୍‌ରେ ଏକ ଏସି ପଛପଟେ ଲୁଚିଥିବା ଦେଖିବାକୁ ମିଳିଥିଲା। ଯାହାକୁ ଦେଖି ଲୋକମାନେ...

shahrukh khan
ପତ୍ନୀଙ୍କ ଅନୁମତି ପରେ ଏହି ଫଟୋ ସେୟାର କଲେ ଶାହାରୁଖ୍‌

ନୂଆଦିଲ୍ଲୀ: ବଲିଉଡ଼ ବାଦ୍‌ଶାହା ଶାହାରୁଖ ଖାନ୍‌ ଓ ପତ୍ନୀ ଗୌରୀ ଖାନ୍‌ଙ୍କ ଲଭ୍‌ ଷ୍ଟୋରୀ ଫିଲ୍ମର କାହାଣୀଠୁ ମଧ୍ୟ କିଛି କମ୍‌ ନୁହେଁ। କଲେଜ ଟାଇମ୍‌ରୁ ଡେଟିଂ ଆରମ୍ଭ କରିଥିବା ଏହି ଦୁଇ ଲଭ୍‌ବାର୍ଡ଼ ୧୯୯୧ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଉଭୟଙ୍କୁ ଏକାଠି ବହୁତ୍‌ କମ୍‌ ଦେଖିବାକୁ...

train
ଟ୍ରେନ୍‌ ଧରିବାରେ ବିଫଳ ହେବାରୁ...

ନୂଆଦିଲ୍ଲୀ: ହାୱଡ଼ା ରାଜଧାନୀ (ନୂଆଦିଲ୍ଲୀ-ହାୱଡ଼ା) ଟ୍ରେନ୍‌ରେ ବୋମା ଥିବା ନେଇ ଫୋନ୍ କଲ୍। ଟ୍ରେନ୍‌ରେ ବୋମା ଥିବା ନେଇ ଫୋନ୍‌ କଲ୍ ମିଳିବା ପରେ ଗାଜିଆବାଦ ଷ୍ଟେସନରେ ଟ୍ରେନ୍‌ଟି କିଛି ଘଣ୍ଟା ପାଇଁ ଅଟକି ରହିଥିଲା। ତେବେ ଯାଞ୍ଚ କରାଯିବା ପରେ ଟ୍ରେନ୍‌ଟି ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥିଲା।...

bombing
କାର୍‌ ଉପରକୁ ବୋମାମାଡ଼; ୪ ଆହତ

ବ୍ରହ୍ମପୁର: ବ୍ରହ୍ମପୁର ଲାଞ୍ଜିପଲ୍ଲୀରେ ଏକ କାର୍‌ ଉପରକୁ ବୋମାମାଡ଼ ହୋଇଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଆହତମାନେ ହେଉଛନ୍ତି ସୁଶାନ୍ତ ବିଶୋୟୀ, ଗୋପି ପାତ୍ର ଓ ରାଜେଶ ବିଶୋୟୀ।  ଅନ୍ୟ ଜଣଙ୍କ ପରିଚୟ ମିଳିପାରିନାହିଁ। ସୂଚନା ଅନୁସାରେ,...

wall collapse
କାନ୍ଥ ପଡ଼ି ମାଆ, ଝିଅ ମୃତ

ସମ୍ବଲପୁର: ପ୍ରବଳ ବର୍ଷାରେ ଭୁଶୁଡ଼ି ପଡ଼ିଲା ଘରର କାନ୍ଥ। ଆଉ ଚାଲିଗଲା ମାଆ, ଝିଅଙ୍କ ଜୀବନ। ସମ୍ବଲପୁରର ଡେଙ୍ଗସରଗି କେନାଲପଡ଼ାରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ୨ ଜଣ ହେଲେ ଚହଲା ପ୍ରଧାନ ଓ ତାଙ୍କ ଝିଅ ଭାଗ୍ୟ ପ୍ରଧାନ ।ରାତିରେ ଘରେ ଶୋଇଥିବାବେଳେ ଏହି ଅଘଟଣ ଘଟିଛି। କାନ୍ଥ...