• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

asthi kalash yatra
ବାଜପେୟୀଙ୍କ ଚିତାଭସ୍ମ ଶୋଭାଯାତ୍ରାକୁ ଅଣ୍ଡାମାଡ଼ ଘଟଣାରେ ଜଣେ ଗିରଫ

ଭୁବନେଶ୍ୱର: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥିକଳସ ବା ଚିତାଭସ୍ମ ଶୋଭଯାତ୍ରା ବେଳେ ଅଣ୍ଡାମାଡ଼ ଘଟଣାରେ ପୁଲିସ୍‌ ଜଣକୁ ଗିରଫ କରିଛି । ତାଙ୍କ ନାଁ ଦୀପକ ମହାପାତ୍ର। ଗିରଫ ପରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗତ ୨୩ ତାରିଖ ଦିନ ବାଜପେୟୀଙ୍କ...

representational image
ରକ୍ତ ସମ୍ପର୍କର ଝିଆରୀକୁ ବି ଛାଡ଼ିଲେ ନାହିଁ ପୁଲିସ୍‌ ବାବୁ

ନୟାଗଡ଼: ଖାକି ପୋଷାକରେ ଦାଗ। ରକ୍ତ ସମ୍ପର୍କର ଝିଆରୀକୁ ବି ଛାଡ଼ିଲେ ନାହିଁ ପୁଲିସ୍‌ ବାବୁ। ନୟାଗଡ଼ ଜିଲ୍ଲାରେ ଏପରି କଳଙ୍କିତ ଘଟଣା ଘଟିଛି। ସୂଚନା ଅନୁସାରେ, ପୀଡ଼ିତା ନାବାଳିକାଙ୍କ ବାପା ମାନସିକ ଅନଗ୍ରସର। ମାଆ କେଉଁଆଡ଼େ ଚାଲି ଯାଇଛନ୍ତି। ଏହାର ସୁଯୋଗ ନେଇ ଏଏସ୍‌ଆଇ ନାବାଳିକା ଝିଆରୀକୁ...

accident
ହାଇୱାକୁ ଧକ୍କା ଦେଲା ମାଲ୍‌ବାହୀ ଟ୍ରେନ୍

ଝାରସୁଗୁଡ଼ା:  ଝାରସୁଗୁଡ଼ା ଜିଲ୍ଲା ରାଜପୁର ଠାରେ ଏକ ମାଲ୍‌ବାହୀ ଟ୍ରେନ୍‌ ଏକ ହାଇୱାକୁ ଧକ୍କା ଦେବା ଫଳରେ ଟ୍ରେନ୍‌ର ଗୋଟିଏ ବଗି ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି। ଗତକାଲି ରାତି ପ୍ରାୟ ୧୧ଟା ସମୟରେ ହାଇୱାଟିର ବ୍ରେକ୍‌ ଡାଉନ୍‌ ହୋଇଯିବାରୁ ରେଳ ଧାରଣାରେ ଫସି...

rakhi
ରାକ୍ଷୀ ପୂର୍ଣ୍ଣିମା ପାଇଁ ରାକ୍ଷୀ ବଜାରରେ ଭିଡ଼

ଭୁବନେଶ୍ୱର: ରାତି ପାହିଲେ ରାକ୍ଷୀ ପୂର୍ଣ୍ଣିମା। ଭାଇ-ଭଉଣୀଙ୍କ ପବିତ୍ର ବନ୍ଧନର ଏହି ପର୍ବ ପାଇଁ ରାକ୍ଷୀ ବଜାର ସରଗରମ। ବଜାରରେ ବିକ୍ରି ହେଉଛି ବିଭିନ୍ନ ଡିଜାଇନ୍‌ର ରାକ୍ଷୀ। ଭାଇ-ଭଉଣୀଙ୍କ ସ୍ନେହ, ଭଲପାଇବା ଓ ସମ୍ପର୍କର ପର୍ବ ହେଉଛି ରାକ୍ଷୀ ପୂର୍ଣ୍ଣିମା। ଏହି ଦିନ ଭଉଣୀ ଭାଇ ହାତରେ ରାକ୍ଷୀ...

venkaiah naidu
ଭୁବନେଶ୍ୱରରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ

ଭୁବନେଶ୍ୱର: ଏମ୍‌ସର ପ୍ରଥମ ସମାବର୍ତ୍ତନ ଉତ୍ସବରେ ଯୋଗଦେବାକୁ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି । ବାୟୁସେନାର ସ୍ୱତନ୍ତ୍ର ବିମାନ ରାଜହଂସରେ ଆସି ସକାଳ ୮ଟା ୮ ମିନିଟ୍‌ରେ ଉପରାଷ୍ଟ୍ରପତି ଭୁବନେଶ୍ୱରରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ...

BJP
ସବୁ ଜିଲ୍ଲାର ପ୍ରମୁଖ ନଦୀରେ ବାଜପେୟୀଙ୍କ ଚିତାଭସ୍ମ ବିସର୍ଜନ ହେବ

ଭୁବନେଶ୍ୱର : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମ ରାଜ୍ୟର ସବୁ ଜିଲ୍ଲାରେ ଥିବା ପ୍ରମୁଖ ନଦୀଗୁଡିକରେ ବିସର୍ଜନ କରାଯିବ। ଏହି ଉଦ୍ଦେଶ୍ୟରେ ବିଜେପିର ସମସ୍ତ ଜିଲ୍ଲା ସଭାପତିମାନଙ୍କୁ ଗତକାଲି ବାଜପେୟୀଙ୍କ ଚିତାଭସ୍ମ କଳସ ପ୍ରଦାନ କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ...

rain
ପ୍ରବଳ ବର୍ଷା ସହ ଝଡ଼ତୋଫାନ ସମ୍ଭାବନା

ଭୁବନେଶ୍ୱର: ଆଜି ରାତିରେ ରାଜ୍ୟର ଅଧା ଅଞ୍ଚଳରେ ଘଡ଼ଘଡ଼ି ,ଝଡ଼ତୋଫାନ୍‌ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା। ଏଥିପାଇଁ ୨୨ଟି ଜିଲ୍ଲାକୁ ସତର୍କ କଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହି ସମୟ ଭିତରେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି। ଆଜି ରାତିରେ ଗଞ୍ଜାମ, ଗଜପତି,...

murali
ବିୟର ବଟଲ୍‌ ଧରି ଫଟୋ ପୋଷ୍ଟ କରି ଟ୍ରୋଲ୍‌ ହେଲେ ବିଜୟ ଓ ଧାୱନ

ନୂଆଦିଲ୍ଲୀ: ନଟିଂହାମ୍‌ ମ୍ୟାଚ୍ ଜିତି ଭାରତୀୟ କ୍ରିକେଟ୍‌ ଦଳ ୫ ଟିକିଆ ଟେଷ୍ଟ ସିରିଜରେ କମ୍‌ବ୍ୟାକ୍‌ କରିଛି ସତ। ହେଲେ ବିଅର ବୋତଲ ଧରି ସୋଶାଲ ମିଡିଆରେ ଫଟୋ ପୋଷ୍ଟ କରି ଦୁଇ ଭାରତୀୟ ଷ୍ଟାର୍‌ ଖେଳାଳି ସମାଲୋଚନାର ଶିକାର ହୋଇଛନ୍ତି। ଏହି ଦୁଇ ଖେଳାଳି ହେଉଛନ୍ତି ଶିଖର ଧାୱନ୍...

debasish
ବିସିସିଅାଇ ଜୁନିୟର ଚୟନ କମିଟି ସଦସ୍ୟ ହେଲେ ଦେବାଶିଷ ମହାନ୍ତି

ନୂଆଦିଲ୍ଲୀ  : ଓଡିଶା ପାଇଁ ଗୌରବର କଥା। ରାଜ୍ୟର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟର ଦେବାଶିଷ ମହାନ୍ତି ହୋଇଛନ୍ତି ବିସିସିଅାଇ ଜୁନିୟର ଚୟନ କମିଟି ସଦସ୍ୟ। ଭେଙ୍କଟେଶ ପ୍ରସାଦଙ୍କ କାର୍ଯ୍ୟ ଅବଧି ସରିବା ପରେ ଦେବାଶିଷଙ୍କୁ ତାଙ୍କ ସ୍ଥାନରେ ଦାୟିତ୍ୱ ମିଳିଛି। ଏବେ ସେ ଓଡିଶା କ୍ରିକେଟ ଦଳର କୋଚ୍...

anuska
ଭିଡିଓ ଗେମ୍‌ରେ ଅନୁଷ୍କା ଶର୍ମାଙ୍କ ଏହି ଫଟୋ

ମୁମ୍ବାଇ: ବରୁଣ ଧାୱନ୍ ଓ ଅନୁଷ୍କା ଶର୍ମା ଅଭିନୀତ “ସୁଇ ଢାଗା” ସିନେମାଟି ଚଳିତ ବର୍ଷର ଏକ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର। ଏହି ସିନେମାଟି ଘୋଷଣା ହେବା ଦିନରୁ ହିଁ ଏହାର ଷ୍ଟୋରୀକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଏହାରି ମଧ୍ୟରେ ଏହି ସିନେମାର ଟ୍ରେଲର୍‌ ରିଲିଜ୍‌...

kkk-8
ଟ୍ରାଫିକ୍ ଉଲ୍ଲଂଘନକାରୀଙ୍କ ଦାଦାଗିରି

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶରେ ଟ୍ରାଫିକ୍ ଉଲ୍ଲଂଘନ କରୁଥିବା ଜଣେ ବ୍ୟକ୍ତିଙ୍କ ଦାଦାଗିରି।  ବିଧାନସଭା ପରିସର ବାହାରେ ପୁଲିସ ପକ୍ଷରୁ ନିୟମିତ ଚେକିଂ କରାଯାଉଥିବା ବେଳେ ଜଣେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରିଥିବା ଜଣାପଡିଥିଲା। ପୁଲିସ ତାଙ୍କୁ ପଚରାଉଚରା କରୁଥିବା ବେଳେ ସେ ନିଜକୁ ମୁଖ୍ୟମନ୍ତ୍ରୀଙ୍କ ଭିଣୋଇ ବୋଲି ପରିଚୟ...

lalu-up
ପୁଣି ଜେଲ ଯିବେ ଲାଲୁ

ପାଟନା : ପୁଣି ଜେଲ ଯିବେ ଅାରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ। ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁଙ୍କ ଜାମିନ ଅାବେଦନକୁ ଝାଡଖଣ୍ଡ ଉଚ୍ଚ ନ୍ୟାୟାଳୟ ଖାରଜ କରି ଦେଇଛନ୍ତି। ଅଗଷ୍ଟ ୩୦ସୁଦ୍ଧା ରାଞ୍ଚିର ଜେଲ ଅଧିକାରୀଙ୍କ ନିକଟରେ ଅାତ୍ମସମର୍ପଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଲାଲୁଙ୍କ...

samsung
ବଜାରକୁ ଆସିଲା ସାମ୍‌ସଙ୍ଗ୍‌ galaxy j2 core

ନୂଆଦିଲ୍ଲୀ: ସାମସଙ୍ଗ୍‌ କମ୍ପାନି galaxy j2 ମଡେଲ୍‌କୁ ବଜାରକୁ ଛାଡ଼ିଛି। ଏହି ସ୍ମାର୍ଟଫୋନ୍‌ android go ପ୍ଲାଟ୍‌ଫର୍ମରେ ଚାଲୁଥିବା କମ୍ପାନିର ପ୍ରଥମ ସ୍ମାର୍ଟଫୋନ୍‌। ଏହି ଫୋନ୍‌କୁ ଭାରତ ସମେତ ମାଲେସିଆରେ ଲଞ୍ଚ କରାଯାଇଛି।  ଏହି ଫୋନ୍‌ରେ android 8.1 oreo (go edition) ଫିଚର ରହିଛି। ଏହାର ଦର...

sc
ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ପଂଚାୟତ ନିର୍ବାଚନରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ପ୍ରତିନିଧିମାନଙ୍କ ବିଜୟକୁ ନାକଚ କରିବା ପାଇଁ ଅାଗତ ଅାବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ପଂଚାୟତ ନିର୍ବାଚନରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ପ୍ରତିନିଧିମାନେ ଶାସକ ତୃଣମୂଳ କଂଗ୍ରେସର ବୋଲି ଅଭିଯୋଗ ହୋଇଥିଲା। ନିର୍ବାଚନ ବେଳେ ଅନ୍ୟମାନଙ୍କୁ ନାମାଙ୍କନ...

parinitee
ନିକ୍‌ ଜୋନ୍‌ସଙ୍କ ଜୋତା ଚୋରି କରିବେ ପରିଣୀତି ଚୋପ୍ରା

ମୁମ୍ବାଇ: ବଲିଉଡ୍‌ରେ ହେବାକୁ ଯାଉଛି ଏକ ଗ୍ରାଣ୍ଡ ମ୍ୟାରେଜ୍‌ ସେରମନି। ସେ ପୁଣି କୌଣସି ମାମୁଲି କଳାକାରଙ୍କର ନୁହେଁ। ବଲିଉଡ୍‌ ତଥା ହଲିଉଡ୍‌ ଜଗତର ଚର୍ଚ୍ଚିତ ନାୟିକା ପ୍ରିୟଙ୍କା ଚୋପ୍ରାଙ୍କ ଘରେ ବାଜିବ ସାହାନାଇ। ନିକ୍‌ ଜୋନ୍ସ ଓ ପ୍ରିୟଙ୍କା ଚୋପ୍ରାଙ୍କର ନିର୍ବନ୍ଧ ସରିବା ପରେ ଆରମ୍ଭ ହୋଇଯାଇଛି...