ଭୁବନେଶ୍ୱର: ଭୁବନେଶ୍ୱରରେ ହେବାକୁ ଥିବା ହକି ବିଶ୍ୱକପ୍ରେ ଖେଳାଳି ଓ ଫ୍ୟାନ୍ଙ୍କ ଭିତରେ ରହିବନି ବେଶି ଦୂରତା। କଳିଙ୍ଗ ଷ୍ଟାଡିୟମ୍ରେ ରହିବ ଫ୍ୟାନ୍ ଭିଲେଜ୍। ହକି ଫିଭର୍କୁ ଦ୍ୱିଗୁଣିତ କରିବା ପାଇଁ ଏଭଳି ଏକ ଅଭିନବ ପ୍ରୟାସ ଆୟୋଜକମାନେ ହାତକୁ ନେଇଛନ୍ତି। ଏହାଦ୍ୱାରା ଦର୍ଶକମାନେ ସେମାନଙ୍କ ମନ ପସନ୍ଦର...
ଭୋପାଲ୍: ମଧ୍ୟପ୍ରଦେଶର ମନ୍ଦସୌରରେ ହୋଇଥିବା ବହୁଚର୍ଚ୍ଚିତ ଶିଶୁ ଗଣଦୁଷ୍କର୍ମ ମାମଲାରେ ୨ ଜଣ ଅଭିଯୁକ୍ତଙ୍କୁ ସ୍ଵତନ୍ତ୍ର ଫାଷ୍ଟଟ୍ରାକ୍ କୋର୍ଟ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି। ସ୍ୱତନ୍ତ୍ର ଫାଷ୍ଟଟ୍ରାକ୍ କୋର୍ଟ ମାତ୍ର ୫୬ ଦିନ ମଧ୍ୟରେ ଏହାର ଶୁଣାଣି କରି ଏହି ରାୟ ପ୍ରକାଶ କରିଛନ୍ତି। ଗତ ଜୁନ୍ ୨୬ରେ ଦ୍ୱିତୀୟ...
ଭୁବନେଶ୍ୱର/କେନ୍ଦ୍ରାପଡ଼ା/ପୁରୀ : ଚାରିଆଡ଼େ ସନ୍ତସସନ୍ତିଆ ପରିବେଶ। ନା ଯିବାକୁ ଅଛି ରାସ୍ତା, ନା ରହିଛି ଉତ୍ତମ ପରିବେଶ। ଗୁହାଳଘର ଭଳି ବାହାରକୁ ଦେଖାଯାଉଛି ଝାଟିମାଟି ଚାଳଘର। ଏ ହେଉଛି କେନ୍ଦ୍ରାପଡ଼ା ଜିଲା ଚାନ୍ଦୋଳ ତୋଟାସାହି ର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ। କେବଳ ବାହାର ନୁହେଁ, ଭିତରର ଅବସ୍ଥା ଆହୁରି...
ଦାରିଙ୍ଗବାଡ଼ି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିରେ ତାରରେ ନଦୀ ପାର ହେଉଥିବା ବେଳେ ଦୁର୍ଘଟଣାରେ ୬ଜଣ ଅାହତ ହୋଇଛନ୍ତି। ବିଦ୍ୟୁତ୍ ତାର ବାନ୍ଧି ଲୋକେ ନଦୀ ପାର ହେଉଥିବା ବେଳେ ତାର ଛିଣ୍ଡିଯିବାରୁ ୬ଜଣ ମହିଳା ନଦୀ ଭିତରକୁ ଖସି ପଡ଼ିଥିଲେ। ଏତିକି ବେଳେ ସ୍ଥାନୀୟ ଲୋକେ ମହିଳାଙ୍କୁ ତୁରନ୍ତ...
ଭାରତରେ ସାଧାରଣତଃ ସବୁରାଜ୍ୟରେ ବୋଇତି କଖାରୁ ଚାଷ ହୋଇଥାଏ। ସମସ୍ତେ ଏହି ପରିବାକୁ ମଧ୍ୟ ନିଜ ଖାଇବାରେ ସାମିଲ୍ କରିଥାନ୍ତି। ଏହି ପରିବାରୁ ବହୁତ ମଞ୍ଜି ବାହାରୁଥିଲେ ମଧ୍ୟ ଏହାକୁ କେହି କିଛି କାମରେ ନଲଗାଇ ଫିଙ୍ଗି ଦେଇଥାନ୍ତି। କିନ୍ତୁ ଏହି ମଞ୍ଜିରେ ଯେ ଏତେ ଉପକାରୀ ଗୁଣ...
ଲଣ୍ଡନ: ନଟିଂହାମ୍ରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ୍ରେ ଟିମ୍ ଇଣ୍ଡିଆ ବୃହତ ବିଜୟ ହାସଲ କରିଛି। ଏଥିସହ ସିରିଜ୍କୁ କମ୍ ବ୍ୟାକ୍ କରିବାରେ ସଫଳ ହୋଇଛି। ପ୍ରଥମ ଇନିଂସ୍ରେ ଅଲରାଉଣ୍ଡର ହାର୍ଦ୍ଦିକ ଓ ଦ୍ୱିତୀୟ ଇନିଂସ୍ରେ ଯଶପ୍ରୀତ୍ ବୁମ୍ରା, ପ୍ରତ୍ୟେକ ୫ଟି ଲେଖାଏ ୱିକେଟ୍ ନେଇ ଏହି...
ବଲିଉଡ୍ର ସିନେମା ଇଣ୍ଡଷ୍ଟ୍ରି ଦୁନିଆର ସବୁଠାରୁ ବଡ଼ ସିନେମା ଇଣ୍ଡଷ୍ଟ୍ରି ଭାବେ ଜଣାଶୁଣା। ଏହି ଇଣ୍ଡଷ୍ଟ୍ରିରେ ପ୍ରତି ବର୍ଷ ଅନେକ ସିନେମା ରିଲିଜ୍ ହୁଏ। କିଛି ସିନେମା ହିଟ୍ ହୋଇ ଭଲ ରୋଜଗାର କରେ ଓ ଆଉ କିଛି ଫ୍ଲପ୍ ହୁଏ । ବେଳେବେଳେ ଅଭିନେତା ଓ ଅଭିନେତ୍ରୀମାନଙ୍କର...
ଭୁବନେଶ୍ୱର : କେରଳ ବନ୍ୟା ପୀଡ଼ିତଙ୍କ ସହାୟତା ଲାଗି ଅାଜି କେରଳ ସୋସାଇଟି ପକ୍ଷରୁ ଭୁବନେଶ୍ୱର ବାଣୀବିହାର ଛକରେ ଏକ ସହାୟତା କେନ୍ଦ୍ର ଖୋଲାଯାଇଛି। ଯେଉଁଠି କେରଳ ପୀଡ଼ିତଙ୍କୁ ସହାୟତା ପାଇଁ ଲୋକେ ଅାର୍ଥିକ ସହାୟତା ଦେବାକୁ ବ୍ୟବସ୍ଥା କରାଯାଇଛି। ଏହି କେନ୍ଦ୍ର ସହାୟତାରେ ଲୋକେ ଅନ୍ଲାଇନରେ ମୁଖ୍ୟମନ୍ତ୍ରୀଙ୍କ...
ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଗୁରୁଦାସ କାମାତ୍ଙ୍କ ପରଲୋକ। ୬୩ ବର୍ଷ ବୟସରେ ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅାଜି ସକାଳୁ ତାଙ୍କ ଛାତିରେ ଯନ୍ତ୍ରଣା ହେବା ଯୋଗୁଁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି...
ଜାମ୍ମୁ କାଶ୍ମୀର : ଜାମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାରେ ଜଣେ ବିଜେପି କର୍ମୀଙ୍କୁ ଅାଜି ଅାତଙ୍କବାଦୀମାନେ ହତ୍ୟା କରିଛନ୍ତି। ମୃତକଙ୍କ ନାଁ ସବିର ଅହମ୍ମଦ ଭଟ୍ଟ। ସେ ବିଜେପିର ଜିଲ୍ଲା ସଭାପତି ଭାବେ କାର୍ଯ୍ୟ କରୁଥିଲେ। ଭୋର ୩ଟା ବେଳେ ଅାତଙ୍କବାଦୀମାନେ ସବିରଙ୍କୁ ଘରୁ ଡାକି ନେଇଥିଲେ। ଅାଜି...
ମୁମ୍ବାଇ : ମୁମ୍ବାଇରେ ଏକ ଉଚ୍ଚ ଅଟ୍ଟାଳିକାରେ ଅଗ୍ନିକାଣ୍ଡ ଘଟି ୪ ମୃତ, ୧୬ରୁ ଅଧିକ ଅାହତ। ଅାଜି ସକାଳେ କେନ୍ଦ୍ର ମୁମ୍ବାଇର ପରେଲରେ ଥିବା କ୍ରିଷ୍ଟାଲ ଟାୱାର ଅାପାର୍ଟମେଣ୍ଟରେ ନିଆଁ ଲାଗିଯାଇଥିଲା। ବିଲଡିଂର ଦ୍ୱାଦଶ ମହଲାରେ ଏହି ନିଆଁ ଲାଗିଥିଲା। ନିଆଁର ପ୍ରକୋପ ଏତେ ଥିଲା ଯେ...
ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କମର୍ଦ୍ଦା କଲେଜର ନୂତନ କୋଠା ଉଦଘାଟନ ବେଳେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ଅନୁଦାନରେ ନିର୍ମିତ କୋଠାକୁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀ ଉଦଘାଟନ କରିବାକୁ ବିରୋଧ କରିଛି ଗୋଟିଏ ଗୋଷ୍ଠୀ। ଏହାକୁ ନେଇ ଛାତ୍ରଗୋଷ୍ଠୀ...
ଶ୍ରୀନଗର: ଇଦ୍ ଉଲ୍ ଜୁହାରେ ମଧ୍ୟ କାଶ୍ମୀର ଉପତ୍ୟକାରେ ଅଶାନ୍ତି ଦେଖାଦେଇଛି। ଶ୍ରୀନଗରରେ ପାକିସ୍ତାନ ପତାକା ଉଡ଼ିଛି। ଇଦ୍ ଉଲ୍ ଜୁହାର ନମାଜ ପାଠ ପରେ ସୁରକ୍ଷାକର୍ମୀଙ୍କ ଉପରେ ପ୍ରବଳ ପଥର ମାଡ଼ ହୋଇଛି। ପାକିସ୍ତାନ ଏବଂ ବିଶ୍ୱର ଟପ୍ ମୋଷ୍ଟ ଆତଙ୍କୀ ସଂଗଠନ ଆଇଏସ୍ଆଇଏସ୍ ପତାକା ଦେଖାଇ...
ପୁରୀ: ବିଶେଷଜ୍ଞ ଟିମ୍ ଆଜି ତୃତୀୟ ଦିନରେ ମଧ୍ୟ ଶ୍ରୀମନ୍ଦିର ନାଟମଣ୍ଡପର ଯାଞ୍ଚ କରିବେ। ଗତକାଲି ଆଇ.ଆଇ.ଟି ଚେନ୍ନାଇର ଆସୋସିଏଟ ପ୍ରଫେସର ଡ. ଅରୁଣ ମେନନ, ଅମ୍ଳାନ ସେନଗୁପ୍ତ, ଆଇ.ଆଇ.ଟି ଖଡଗପୁର ଡର ଏସ୍.କେ ଭଟାଚାର୍ଯ୍ୟଙ୍କ ସହ ଏ.ଏସ୍.ଆଇର ବହୁ ବିଶେଷଜ୍ଞ ନାଟମଣ୍ଡପ, ଜୟବିଜୟ ଦ୍ୱାର, ଗରୁଡ଼ ସ୍ତମ୍ବ...
ଜାକର୍ତ୍ତା: ଏସିଆନ ଗେମସ ସୁଟିଂରେ ଭାରତକୁ ପୁଣି ଏକ ସ୍ୱର୍ଣ୍ଣ ପଦକ ମିଳିଛି। ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ୧୬ ବର୍ଷୀୟ ସୁଟର ସୌରଭ ଚୌଧୁରୀ ଏହି ସଫଳତା ପାଇଛନ୍ତି। ପ୍ରଥମ ଥର ପାଇଁ ସିନିୟର ଗ୍ରୁପରେ ପ୍ରତିନିଧିତ୍ୱ କରୁଥିବା ସୌରଭ ଫାଇନାଲରେ ୨୪୦. ୭ ପଏଣ୍ଟ ସ୍କୋର...