ଭୁବନେଶ୍ୱର : ଲିଙ୍ଗରାଜ ରୋଡ ରେଲୱେ ଓଭରବ୍ରିଜ୍ରେ ଅଘଟଣ। ଲାଇଟ୍ ସଜା ବେଲୁନ୍ ଛିଡ଼ାଇବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିବା ଯୁବକଙ୍କର ମୃତ୍ୟୁ ହୋଇଛି। କଂଗ୍ରେସ ନେତା ମାନସ ଚୌଧୁରୀ, ବିଜେପି ନେତା ମନମୋହନ ସାମଲ ଓ ଅମିୟ ଦାଶ ଏଥିପାଇଁ ସରକାରଙ୍କୁ ଦାୟୀ କରିଛନ୍ତି। ଆଜି ସନ୍ଧ୍ୟାରେ...
ମୁମ୍ବାଇ: ବଲିଉଡର ସୁପରହିଟ୍ ଯୋଡ଼ି ଭାବେ ଜଣାଶୁଣା ଦୀପିକା ଓ ରଣବୀର ସଂଙ୍କ ଯୋଡ଼ି। ସେମାନେ ଆଗାମୀ ନଭେମ୍ବର ମାସରେ ବିବାହ କରିବାକୁ ଯାଉଛନ୍ତି ଓ ଏହା ମଧ୍ୟ କୁହାଯାଉଛି ଯେ ସେମାନେ ଇଟାଲିରେ ବିବାହ କରିବେ। ଏହି ଖବର ପାଇବା ପରେ ତାଙ୍କ ଫ୍ୟାନ୍ମାନଙ୍କ ମଧ୍ୟରେ ବହୁତ...
ଜାକର୍ତ୍ତା : ଏସିଅାନ ଗେମ୍ସର ପଞ୍ଚମ ଦିନରେ ଭାରତର ଦମଦାର ପ୍ରଦର୍ଶନ। ଅାଜି ପୁଣି ଚମକିଛନ୍ତି ସୁଟର । ପୁରୁଷ ବର୍ଗ ସୁଟିଂ ଡବଲ ଟ୍ରାପରେ ସୁଟର ସାର୍ଦ୍ଦୁଲ ବିହାନ ରୌପ୍ୟ ପଦକ ହାସଲ କରିଛନ୍ତି। ଫାଇନାଲ ରାଉଣ୍ଡରେ ୭୩ ପଏଣ୍ଟ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଥିଲେ।...
ପୁରୀ : ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମ ଶୋଭାଯାତ୍ରାକୁ ଅଣ୍ଡା ମାଡ଼ ଅଭିଯୋଗ। ପୁରୀ ମହୋଦଧିକୁ ବିସର୍ଜନ ପାଇଁ ଯିବା ବାଟରେ ପୁରୀ ଚନ୍ଦନପୁର ନିକଟରେ ଶୋଭାଯାତ୍ରା ଉପରକୁ ଅଣ୍ଡା ମାଡ଼ କରାଯାଥିବା ଅଭିଯୋଗ ହୋଇଛି। ବିଜେପି ନେତା ଭୃଗୁ ବକ୍ସିପାତ୍ର ଓ ପ୍ରଭାତୀ ପରିଡ଼ା ଏହି ସଙ୍ଗୀନ...
ଗଜପତି : ଜୀବନକୁ ବାଜି ଲଗାଇ ଉଛୁଳା ନଦୀରେ ପାର୍ ହେଉଛନ୍ତି ଲୋକେ। ହାତରେ ଖଣ୍ଡିଏ ବାଡି ସାହାଯ୍ୟରେ ବିପଦଜନକ ଭାବେ ନଦୀ ପାର୍ ହେଉଛନ୍ତି ଲୋକେ। ଲୋକେ ଏଠି ବାଧ୍ୟ ହେଉଛନ୍ତି ଏଭଳି ଭାବେ ଯାତାୟତ କରିବାକୁ। ଗଜପତି ଜିଲ୍ଲା ଆର୍.ଉଦୟଗିରି ବ୍ଲକ୍ ଗାଣ୍ଡୁପଦର ଗାଁ ଏବଂ...
ଯାଜପୁର : ପାଣି ପାଇଁ ଛାତ୍ରଛାତ୍ରୀଙ୍କ ପ୍ରତିବାଦ। ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ପ୍ରଥମାଖଣ୍ଡ ପ୍ରକଳ୍ପ ଉଚ୍ଚପ୍ରାଥମିକ ସ୍କୁଲ ସାମ୍ନାରେ ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ। ଅଭିଯୋଗ ମୁତାବକ, ଗଲା ୬ ମାସ ଧରି ସ୍କୁଲ କ୍ୟାମ୍ପସରେ ଥିବା ନଳକୂଅରୁ ଗୋଳିଅା ପାଣି ବାହାରୁଥିବା ଅଭିଯୋଗ ହୋଇଅାସୁଛି। ପାଣି ସମସ୍ୟା...
ମାଲକାନଗିରି: ଜାଳେଣି କାଠ ଅଭାବ ଯୋଗୁ ରୋଷେଇ ନହୋଇପାରିବାରୁ ୧୧୯ ଜଣ ପିଲା ଉପାସରେ ରହିଥିବା ଅଭିଯୋଗ ହୋଇଛି। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ଥିବା କୋଣ୍ଡାରେଡ଼ି ଆବାସିକ ବିଦ୍ୟାଳୟରେ ଏହି ଅଭାବନୀୟ ଘଟଣା ଘଟିଛି। ୧୧୯ ଜଣ ଛାତ୍ର ଗତକାଲି ମଧ୍ୟରାତ୍ର ଯାଏ ଉପାସରେ ରହିଥିବା ଅଭିଯୋଗ ହୋଇଛି।...
ପୁରୀ : ପୁରୀରେ ପହଞ୍ଚିଲା ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମ। ଭୁବନେଶ୍ୱରସ୍ଥିତ ବିଜେପି ରାଜ୍ୟ ମୁଖ୍ୟାଳୟରୁ ଏକ ବିରାଟ ପଟୁଅାରରେ ପୁରୀ ଅଣାଯାଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମ ଅାଉ କିଛି ସମୟ ପରେ ମହୋଦଧିରେ ବିସର୍ଜନ କରାଯିବାକୁ କାର୍ଯ୍ୟକ୍ରମ ରହିଛି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ...
ଭୁବନେଶ୍ୱର: ଓକିଲ ବେଶରେ ବାଇକ୍ ଚୋରି। ଏଭଳି ଅଭିନବ ଉପାୟ ଆପଣାଇଥିଲେ କିଛି ଲୁଟେରା। ତହସିଲ୍ ଅଫିସ ପରିସରରୁ ଏହି ଲୁଟେରାମାନେ ଓକିଲ ଡ୍ରେସ୍ ପିନ୍ଧି ଚୋରି କରୁଥିଲେ। ଯେମିତି ସେମାନଙ୍କୁ କେହି ଆଉ ସନ୍ଦେହ କରିପାରିବେ ନାହିଁ। ଏହି ଚୋରିର ପର୍ଦ୍ଦାଫାସ କରିଛନ୍ତି ପୁଲିସ୍ କମିଶନର। ସିସିଟିଭି...
କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବ୍ୟାପକ ଦୁର୍ନୀତିର ପ୍ରମାଣ ମିଳିଛି। ଉଚ୍ଚ ଶିକ୍ଷା ବିଭାଗ ଅତିରିକ୍ତ ସଚିବ ପ୍ରଶାନ୍ତ କୁମାର ଦାସ ରେଭେନ୍ସା ଦୁର୍ନୀତିର ତଦନ୍ତ କରୁଥିଲେ। ଦୁର୍ନୀତିର ପ୍ରମାଣ ମିଳିଥିବା ନେଇ ସେ ସୂଚନା ଦେଇଛନ୍ତି। ଗୋଟିଏ ନୁହେଁ ଏକାଧିକ କ୍ଷେତ୍ରରେ ଦୁର୍ନୀତିର ପ୍ରମାଣ ମିଳିଛି। ସପ୍ତାହକ ମଧ୍ୟରେ ସେ...
ବୌଦ୍ଧ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ କେଉଁଟାପାଲି ଗାଁରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ମୀନକେତନ ପଟେଲ। ତାଙ୍କ ଘର ଗୁଚ୍ଛାପଡ଼ାରେ। ସୂଚନା ଅନୁସାରେ, ଗତକାଲି ରାତିରେ ମୀନକେତନ ଘରକୁ ଫେରି ନଥିଲେ। ଆଜି ସକାଳେ ତାଙ୍କ ମୃତଦେହ ବିଲରେ ପଡ଼ିଥିବା...
ନୂଆଦିଲ୍ଲୀ: ଟଙ୍କା ପାଇଁ ମଣିଷ କିଭଳି ସମ୍ପର୍କ ଭୁଲି ଯାଇ ତଳକୁ ଖସି ଯାଏ ତାହାର ଏକ ଜ୍ୱଳନ୍ତ ଉଦାହରଣ ଦିଲ୍ଲୀର କଲ୍ୟାଣପୁରୀରେ ଦେଖିବାକୁ ମିଳିଛି। ୫୦୦ ଶହ ଟଙ୍କାଙ୍କୁ ନେଇ ଜଣେ ୨୪ ବର୍ଷର ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ମଙ୍ଗଳବାର ରାତିରେ ଏହି...
ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାପୁଜୀ ମହାବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଛାତ୍ରୀଙ୍କ ବାପା ଗତକାଲି ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ, ଛାତ୍ରୀ ଜଣକ ଛେଣ୍ଡିପଦା ଅଞ୍ଚଳରେ ନିଜ ସମ୍ପର୍କୀୟଙ୍କ ଘରେ ରହି ପାଠ ପଢ଼ୁଥିଲେ। ସେ କଲେଜରୁ...