ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨ପ୍ରତିଶତ ବୃଦ୍ଧି ହୋଇଛି। ଏନେଇ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି। ବର୍ଦ୍ଧିତ ୨% ଭତ୍ତା ଜୁଲାଇରୁ ପିଛିଲା ଭାବେ ଲାଗୁ ହେବ। ଏହାଦ୍ୱାରା ୪୮ଲକ୍ଷ ୪୧ହଜାର କର୍ମଚାରୀ ଓ ୬୨ଲକ୍ଷ ତିନି ହଜାର ପେନସନ ଭୋଗୀ ଉପକୃତ ହେବେ। ସପ୍ତମ...
ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡ ବୁଡ଼ା କେଦାର ଅଞ୍ଚଳରେ ବଡଧରଣର ଭୂସ୍ଖଳନ ଘଟି ୪ଜଣଙ୍କ ମୃତ୍ୟୁ ହୋଇଛି। ଭୂସସ୍ଖଳନରେ ଏକାଧିକ ଘର ଭୁଶୁଡ଼ିପଡ଼ିଛି। ଆହୁରି କିଛି ଲୋକ ଭଗ୍ନାବଶେଷ ତଳେ ଚାପି ହୋଇ ଫସିରହିଥିବା ସନ୍ଦେହ କରାଯାଉଛି। ଜଣକୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଷ୍ଟେଟ୍ ଡିଜାଷ୍ଟର...
ନୂଆଦିଲ୍ଲୀ:ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ସର୍ବକାଳୀନ ରେକର୍ଡସ୍ତରକୁ ହ୍ରାସ ହୋଇଛି। ଟଙ୍କାର ବିନିମୟ ମୂଲ୍ୟ ଡଲାର ତୁଳନାରେ ୭୦ ଟଙ୍କା ୩୨ ପଇସାକୁ ହ୍ରାସ ପାଇଛି। ମୁଖ୍ୟତଃ ବିଶ୍ୱ ବଜାରରେ ଭାରତୀୟ ଟଙ୍କା ତୁଳନାରେ ଆମେରିକୀୟ ଡଲାର ଚାହିଦା ବୃଦ୍ଧି ପାଇଛି। ବିଶ୍ୱବଜାରରେ ଅଶୋଧିକ ତୈଳଦର ବୃଦ୍ଧି...
ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଗତକାଲି ରାତିରେ ୨ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇ ୩ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୨ଜଣ ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ବିଶ୍ୱବିଦ୍ୟାଳୟ ପରିସରରେ ଉତ୍ତେଜନା ଲାଗି ରହିଥିବାରୁ ୨ ପ୍ଲାଟୁନ୍ ଫୋର୍ସ...
ଭୁବନେଶ୍ୱର: ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ନେଇ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି। ବର୍ତ୍ତମାନ ପରିସ୍ଥିତି ସାମାନ୍ୟ ଅଛି। ଭୟଭୀତ ହେବାର ନାହିଁ ବୋଲି ସେ କହିଛନ୍ତି। ଏବେ ମୁଣ୍ଡଳିରେ ୬ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ଆଜି ମଧ୍ୟରାତି ସୁଦ୍ଧା ସାଢ଼େ ୮...
ଭୁବନେଶ୍ୱର: ରାଜ୍ୟରେ ବେଧଡ଼କ ଚାଲିଛି ବେଆଇନ ଗୋ ଚାଲାଣ। ଯାହା ପଛରେ କାମ କରୁଛି ସୁସଂଗଠିତ ରାକେଟ୍। ନିକଟରେ ଟିଟୋ ଗୋ ଚାଲାଣ ରାକେଟ୍ର ମୁଖ୍ୟ କାର୍ପଟଦାର ବଟୁ ପାଣି ଓ ତା ଭାଇ ଗିରଫ ହେବା ପରେ ଏହା ଉପରୁ ପର୍ଦ୍ଦା ଉଠିଛି। କେବଳ ଏହି ଗୋଟିଏ...
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ସାରୁଅଠାରୁ ବେଗୁନିଆ ଯାଏଁ ପ୍ରଶାସନ ୧୪୪ ଧାରା ଜାରି କରିଛି। ବିଜୁ ଛାତ୍ର ଯୁବ ସମାବେଶ ଉପରେ ରୋକ୍ ଲଗାଇ ଏହି ୧୪୪ ଜାରି କରାଯାଇଛି। ବିଜେଡିର ସମାବେଶ ସହ ଅସନ୍ତୁଷ୍ଟ ଗୋଷ୍ଠୀଙ୍କର ଆଉ ଏକ ସମାନ୍ତରାଳ ରାଲି ବାହାରିବାର ଥିଲା। ତେବେ ଅଘଟଣ...
ଜାମ୍ମୁ କାଶ୍ମୀର: ଜାମ୍ମୁ ଓ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଏନକାଉଣ୍ଟର ହୋଇଛି। ଅନନ୍ତନାଗ ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚିଥିବା ଖବରପାଇ ପୁଲିସ୍, ସିଆରପିଏଫ ଓ ସେନା ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରିବା ପରେ ଏହାର କଡ଼ା ଜବାବ ଦିଆଯାଇଥିଲା। ଏଥିରେ...
ବରପାଲି: ବିଭିନ୍ନ ଦାବି ନେଇ ଆଜି ବରପାଲିରେ ୧୨ଘଣ୍ଟା ବନ୍ଦ ଡାକରା ଦିଆଯାଇଛି। ବରପାଲିକୁ ସବଡ଼ିଭିଜନ ମାନ୍ୟତା ଓ ବରଗଡ଼ରେ କ୍ୟାନସର ହସ୍ପିଟାଲ ଦାବିରେ ବଣିକ ସଂଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଏହାଯୋଗୁ ବରପାଲିର ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ...
ନୂଆଦିଲ୍ଲୀ: ବରିଷ୍ଠ ଟିଡିପି ନେତା ତଥା ଅଭିନେତା ନନ୍ଦମୁରି ହରିକ୍ରିଷ୍ଣାଙ୍କ ପରଲୋକ ଘଟିଛି। ବିଳମ୍ବିତ ରାତିରେ ଗାଡ଼ିରେ ଯାଉଥିବା ବେଳେ ଆନ୍ଧ୍ରପ୍ରଦେଶର ନାଲଗୋଣ୍ଡା ନିକଟରେ ତାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ବର୍ଷ ହୋଇଥିଲା।...
ନୂଆଦିଲ୍ଲୀ: ଏସିଆନ୍ ଗେମ୍ସରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି। ପୁରୁଷ ୮ଶହ ମିଟର ଦୌଡ଼ରେ ମଂଜିତ୍ ସିଂହ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ୧ ମିନିଟ ୪୬.୩୫ ସେକେଣ୍ଡରେ ଏହି ଦୂରତ୍ୱ ଅତିକ୍ରମ କରି ଭାରତକୁ ସଫଳତା ଦେଇଛନ୍ତି। ଏହି ଇଭେଣ୍ଟରେ ଅନ୍ୟତମ ଭାରତୀୟ ଧାବକ...
ବରଗଡ଼: ବରଗଡ଼ରେ ଜଣେ ବ୍ୟବସାୟୀଙ୍କ ଠାରୁ ସାଢ଼େ ୪ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ ପରେ ୩ ପୁଲିସ୍ କର୍ମଚାରୀଙ୍କ ସମେତ ୪ଜଣଙ୍କୁ ପୁଲିସ୍ ଗିରଫ କରିଛି। ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ଏହ ସହ ସେମାନଙ୍କ ଠାରୁ ଟଙ୍କା ମଧ୍ୟ ଜବତ ହୋଇଛି। ଗିରଫ...
ଭୁବନେଶ୍ୱର: ଆଜି ସକାଳ ସାଢ଼େ ୧୦ଟା ଯାଏ ବଜ୍ରପାତ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଝଡ଼ତୋଫାନ, ବର୍ଷା, ବଜ୍ରପାତ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ୧୩ ଜିଲ୍ଲାକୁ ସାଢ଼େ ୧୦ ଯାଏଁ ସତର୍କ ପାଇଁ ପରାମର୍ଶ ଦିଆଯାଇଛି। ଆର୍ଲଟ ଜାରି...
ଭୁବନେଶ୍ୱର: ପପୁ ପମ୍ ପମ୍ ପୁଣି ଅସୁସ୍ଥ। ତାଙ୍କୁ ପୁଣିଥରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ଏମ୍ସର ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗର ଆଇସିୟୁରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଗତ ୭ ଦିନ ହେଲା ସେ ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। କିନ୍ତୁ ପରିବାର ପକ୍ଷରୁ...
ନୂଆଦିଲ୍ଲୀ: ଦୀର୍ଘ ୪୯ ବର୍ଷ ପରେ ଡିଏମକେକୁ ମିଳିଲା ନୂଅା ମୁଖିଅା। ଦଳର ନୂଅା ସଭାପତି ଭାବେ ଦାୟିତ୍ୱ ନେଇଛନ୍ତି ଏମ୍.କେ.ଷ୍ଟାଲିନ୍। ଅାଜି ଦଳର ସାଧାରଣ ପରିଷଦ ବୈଠକରେ ଷ୍ଟାଲିନ୍ଙ୍କୁ ସଭାପତି ଭାବେ ନିର୍ବାଚିତ କରାଯାଇଥିଲା। ଗତ ରବିବାର ଏଥିପାଇଁ ସେ ପ୍ରାର୍ଥିପତ୍ର ଦାଖଲ କରିଥିଲ। ଏକମାତ୍ର ପ୍ରର୍ଥୀ...
ଭୁବନେଶ୍ୱର: ହୀରାଦୁଦ ଡ୍ୟାମ୍ର ଗେଟ୍ ଖୋଲିବା ପରେ ମହାନଦୀ ଫୁଲୁଛି। ଯାହାଦ୍ୱାରା ଅନେକ ଅଞ୍ଚଳ ଜଳମଗ୍ନ ହେଲାଣି। ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମର ୨୫ଟି ଗେଟ୍ ଦେଇ ୪ ଲକ୍ଷ କ୍ୟୁସେକ୍ ଜଳ ଛଡ଼ାଯାଉଛି। ସୋନପୁର ପାଖରେ ଉଭୟ ମହନଦୀ ଓ ତେଲ ନଦୀର ରୂପ...
ହାଇଦ୍ରାବାଦ/ ପୁଣେ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବାକୁ ‘ଷଡ଼ଯନ୍ତ୍ର’ ଅଭିଯୋଗରେ ପୁଣେ ପୁଲିସ୍ ଆଜି ପ୍ରଖ୍ୟାତ ବିପ୍ଳବୀ କବି ତଥା ମାଓ ଚିନ୍ତକ ଭରଭରା ରାଓଙ୍କ ସମେତ ୭ ଜଣଙ୍କୁ ଗିରଫ କରିଛି। ଭରଭରାଙ୍କୁ ହାଇଦ୍ରାବାଦରୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୨ ସାମ୍ବାଦିକ, ଜଣେ...
ବାଲେଶ୍ୱର: ଉତ୍ତର ଓଡ଼ିଶାର ବିଭିନ୍ନ ଜାଗାରେ ଭୂକମ୍ପର ଝଟ୍କା ଅନୂଭୁତ ହୋଇଛି। ସଂଧ୍ୟା ୬ଟା ୩୬ରେ କିଛି ଜାଗାରେ ଝଟ୍କା ଅନୁଭୂତ ହୋଇଥିବା ସୂଚନା ମିଳିିଛି। ଅାନନ୍ଦପୁର, ବାରିପଦା, ବାଲେଶ୍ୱରରେ ଝଟ୍କା ଅନୁଭୂତ ହୋଇଥିବା ଖବର ମିଳିଛି। ଭୂକମ୍ପ ଝଟ୍କା ପରେ ଭୟରେ ଲୋକେ ଘରୁ ବାହାରକୁ ବାହାରି...
କଟକ: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଘର ମାଲିକଙ୍କୁ ହତ୍ୟା। ଅଭିଯୋଗ ଆସିଛି କଟକ ଜିଲ୍ଲା ଚୌଦ୍ୱାର କପାଳେଶ୍ୱର ନୂଆସାହିରୁ। ମୃତକ ଜଣକ ହେଲେ ଅମଳା ନାୟକ। ଘଟଣାରେ ଆଠଗଡ଼ ବଡମ୍ବା ଅଞ୍ଚଳର ବାବାଜୀ ମହାରଣାଙ୍କୁ ଗିରଫ କରିଛି ପୁଲିସ। ଅଭିଯୋଗ ଅନୁସାରେ, କପାଳେଶ୍ୱର ନୂଅାସାହିରେ ବାବାଜୀ ମହାରଣା ଏକ...
ନୂଆଦିଲ୍ଲୀ: କ୍ୟାନ୍ସର୍ ସହ ଯୁଝୁଥିବା ମୋ ବାପା କହିଥିଲେ, “ ତୁମେ ଆଗକୁ ବଢ଼, ଯାହା ହେବ ଦେଖାଯିବ” ଏଥିପାଇଁ ଏସିଆନ ଗେମ୍ସର ଏହି ଗୋଲ୍ଡ ମେଡାଲ ମୋ ପିତା ଓ ମୋ ପରିବାରକୁ ସମର୍ପିତ। ଏସିଆନ୍ ଗେମ୍ସରେ ଶଟ୍ଫୁଟ୍ରେ ସ୍ୱର୍ଣ୍ଣ ଜିତିବା ପରେ ଏହା ଥିଲା ଭାରତୀୟ...