ଜାକର୍ତ୍ତା : ଏସିଅାନ୍ ଗେମ୍ସରେ ଭାରତକୁ ମିଳିଲା ଅାଉ ଏକ ସ୍ୱର୍ଣ୍ଣ ପଦକ। ପୁରୁଷ ସଟ୍ପୁଟ୍ରେ ଅାଜି ସ୍ୱର୍ଣ୍ଣ ପଦକ ଜିତିଛନ୍ତି ତଜିନ୍ଦର ପାଲ୍ ସିଂ। ୨୦. ୭୫ ମିଟର ଦୂରକୁ ସଟ୍ପୁଟ୍ ଫିଙ୍ଗି ସେ ଏହି ସଫଳତା ହାସଲ କରିଛନ୍ତି । ତଜିନ୍ଦର ସ୍ୱର୍ଣ୍ଣ ପଦକ ସହ...
ଭୁବନେଶ୍ୱର : ଜୁଲାଇ ୩ , ୨୦୧୭ । ଇଣ୍ଡିଅା ଟୁଡେର କଭରପେଜରେ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଶାସନିକ ଦକ୍ଷତା ପାଇଁ ମାଗାଜିନ୍ର ଲେଖାରେ ନବୀନଙ୍କୁ ମିଳିଥିଲା ଅନେକ ବାହାବା। ଅାଉ ବର୍ଷକ ପରେ ମାଗାଜିନର ସଦ୍ୟତମ ସଂସ୍କରଣରେ ‘ମୁଡ୍ ଅଫ ଦି ନେସନ’ ପୋଲ୍ର ସର୍ଭେ...
ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବୁରାଡ଼ି ଅଞ୍ଚଳରେ ଜଣେ ସ୍କୁଲ୍ ଶିକ୍ଷକଙ୍କର ତାଙ୍କ ନାବାଳିକା ଛାତ୍ରୀଙ୍କ ସହିତ ଆପତ୍ତିଜନକ ଭିଡିଓ ଭାଇରାଲ ହୋଇଛି। ସରକାରୀ ସ୍କୁଲର ସଂସ୍କୃତ ଶିକ୍ଷକ ବାଳମୁକୁନ୍ଦ ତାଙ୍କ ଘରେ ଏହି ଆପତ୍ତିଜନକ କର୍ମ କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ଟ୍ୟୁସନ୍ ପାଇଁ କିଛି ଛାତ୍ରଛାତ୍ରୀଙ୍କୁ...
ଭୁବନେଶ୍ୱର : ସେପ୍ଟେମ୍ବର ୫ରୁ ଜୋରଦାର ହେବ ଶିକ୍ଷକ ଅାନ୍ଦୋଳନ। ସେପ୍ଟେମ୍ବର ୫ ଗୁରୁଦିବସକୁ କଳା ଦିବସ ଭାବେ ପାଳିବ ମିଳିତ ମଞ୍ଚ। ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଷ୍ଟିୟରିଂ କମିଟିରେ ଏହି ନିଷ୍ପତ୍ତି ହୋଇଛି। ୬ ତାରିଖରୁ ସବୁ ସ୍କୁଲ କଲେଜରେ ତାଲା ପକାଇବାକୁ...
ଭୁବନେଶ୍ୱର: ଭାରତୀୟ ଜୁନିୟର ଚୟନ କମିଟିରେ ସ୍ଥାନ ପାଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ତଥା ଓଡ଼ିଆ ଖେଳାଳି ଦେବାଶିଷ ମହାନ୍ତି। ଏ ନେଇ ଆଜି ସେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ତାଙ୍କୁ ଏହି ଦାୟିତ୍ୱ ମିଳିବା ପରେ ସେ ଏହାକୁ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିବେ ବୋଲି ଦେବାଶିଷ...
କଟକ : ପରକୀୟା ପ୍ରୀତିରୁ ଅାତ୍ମହତ୍ୟା ନା ସୁଚିନ୍ତିତ ହତ୍ୟାକାଣ୍ଡ। କଟକ ସାଲେପୁର ଥାନା ଖଣ୍ଡଗାଁର ଏକ ଘରୁ ଝୁଲନ୍ତା ଅବସ୍ଥାରେ ଜଣେ ମହିଳା ଓ ସଂପର୍କୀୟ ଦିଅରଙ୍କ ମୃତ ଦେହ ମିଳିବା ପରେ ଏବେ ଗାଁରେ ଚର୍ଚ୍ଚା। ବୁଧବାର ରାତିରେ ଗାଁର କ୍ଷୀରୋଦ ବେହେରାଙ୍କ ଘରକୁ ପଡ଼ୋଶୀ...
ବାଲେଶ୍ୱର : ବାଲେଶ୍ୱରର ସମଲପୁରରେ ଏମ୍ସର ସାଟେଲାଇଟ୍ ସେଣ୍ଟରର ନିଜସ୍ୱ ଗୃହ ନିର୍ମାଣ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ ହେବ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି.ନଡ୍ଡା ଏହି ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ୩୫ ଲକ୍ଷ ଟଙ୍କା ବ୍ୟୟରେ ଏହି ଗୃହ ନିର୍ମାଣ କରାଯିବ। ଏଠାରେ ଏକ ଓପିଡି ମଧ୍ୟ...
ମୁମ୍ବାଇ: ଯୁବ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ କହିଛନ୍ତି ଭାରତ-ଏ ଟିମ୍ ସହ ଇଂଲଣ୍ଡ ଗସ୍ତକରିବା ତାଙ୍କ ପାଇଁ ଲକି ସାବ୍ୟସ୍ତ ହୋଇଛି। ଏଥିପାଇଁ ତାଙ୍କୁ ଭାରତୀୟ ଟେଷ୍ଟ ଦଳରେ ସୁଯୋଗ ମିଳିବା ସହିତ ଇଂଲଣ୍ଡର ପେସ୍ ଓ ବାଉନସର୍ ବଲ ସହ ପରିଚୟ ହୋଇଯାଇଥିଲା ବୋଲି...