ବରଗଡ଼: ବରଗଡ଼ରେ ଏକ ଅଭାବନୀୟ ଘଟଣା ଘଟିଛି। ବାନ୍ଦୁଟିକରା ଅଞ୍ଚଳରେ ଜଣେ ଡାକ୍ତର ନିଜର ତଣ୍ଟିକାଟି ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଡାକ୍ତରଙ୍କ ନାମ ସୁବୋଧ ସାହୁ ବୋଲି ଜଣାପଡ଼ିଛି। ଜଣେ ରୋଗୀଙ୍କ ମୃତ୍ୟୁ ପରେ ସେ ଏପରି ଅଭାବନୀୟ କାଣ୍ଡ କରିଛନ୍ତି। ଦାନ୍ତ ବିନ୍ଧୁଥିବାରୁ ବନବାସପାଲିର...
ସମ୍ବଲପୁର: ମହାନଦୀ ଅବବାହିକାରେ ବନ୍ୟା ଆଶଙ୍କା ଦେଖାଦେଇଛି। ଆଜି ସୁଦ୍ଧା ହୀରାକୁଦ ଡ୍ୟାମ୍ର ୨୫ଟି ଗେଟ୍ ଖୋଲାଯିବାକୁ ଥିବାରୁ ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ରହିଛି। ଏନେଇ ମହାନଦୀ ଅବବାହିକା ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର ରିଲିଫ୍ କମିଶନର ଆଲର୍ଟ ଜାରି କରିଛନ୍ତି। ୨୫ ଗେଟ୍ରେ ହୀରାକୁଦରୁ ୪ ଲକ୍ଷ କ୍ୟୁସେକ୍...
ନୂଆଦିଲ୍ଲୀ: ଦଶମ ଶ୍ରେଣୀ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର। ସରକାରୀ ଚାକିରି ପାଇବା ପାଇଁ ଏକ ଭଲ ସୁଯୋଗ ଆଣିଛନ୍ତି ହରିୟାଣା ଷ୍ଟାଫ୍ ସିଲେକ୍ସନ୍ କମିଶନ। ଗ୍ରୁପ୍ ଡି’ର ବିଭିନ୍ନ ପଦବୀ ଲାଗି ହରିୟାଣା ଷ୍ଟାଫ୍ ସିଲେକ୍ସନ୍ କମିଶନ ଦରଖାସ୍ତ ଆହ୍ୱାନ କରୁଛି। ଏହି...
ରବାଟ୍(ମରକ୍ଖୋ): ମାନବିକତାର ସବୁ ସୀମାକୁ ଭୁଲିଯାଇ ମଣିଷ କେତେ ଯେ ନୃଶଂସ ହୋଇପାରେ ତାହାର ଏକ ଜ୍ୱଳନ୍ତ ଉଦାହରଣ ସାମ୍ନାକୁ ଆସିଛି। ଏମିତି ଏକ ଦେହଥରା ଘଟଣା ଘଟିଛି ମରୋକ୍କୋର ଜଣେ ୧୭ ବର୍ଷୀୟା ନାବାଳିକାଙ୍କ ସହିତ। ମରୋକୋର ଆଞ୍ଚଳିକ ଗଣମାଧ୍ୟମରେ ଏହି ଖବର ପ୍ରସାରଣ ହୋଇଛି। ସୋଶାଲ...
ମୁମ୍ବାଇ: ବିଲିଉଡ୍ର ବହୁ ପ୍ରତିକ୍ଷୀତ ସିନେମା ‘ନମସ୍ତେ ଲଣ୍ଡନ’ର ପ୍ରମୋଶନ ଜୋରଦାର ଚାଲିଛି। ଏହି ରୋମାଣ୍ଟିକ କମେଡି ଫିଲ୍ମରେ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଅର୍ଜୁନ କପୁର ନଜର ଆସିବେ। ଫିଲ୍ମର ପ୍ରମୋଶନକୁ ନେଇ ଉଭୟ ବେଶ୍ ଉତ୍ସାହିତ ଅଛନ୍ତି। ଫିଲ୍ମ ନିର୍ମାତାଙ୍କ ସହ ହିରୋ ହିରୋଇନ ସୋଶାଲ୍...
ବରଗଡ଼: ଖାକି ବର୍ଦିରେ ଲାଗିଛି କଳଙ୍କ। ବରଗଡ଼ର ଜଣେ ବ୍ୟବସାୟୀ ନନ୍ଦଲାଲ ପ୍ରସାଦ ପୁଲିସ ବିରୋଧରେ ଦବଙ୍ଗଗିରି ଅଭିଯୋଗ ଆଣିଛନ୍ତି। ପିସିଆର୍ ଭ୍ୟାନ୍ର ୪ କର୍ମଚାରୀ ବ୍ୟବସାୟୀ ନନ୍ଦଲାଲ୍ ପ୍ରସାଦଙ୍କଠୁ ସାଢ଼େ ୪ ଲକ୍ଷ ଟଙ୍କା ଲୁଟି ଥିବା ସେ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ,ପାଇକମାଳରୁ ବସ୍ ଯୋଗେ ସମ୍ବଲପୁର...
ରାଉରକେଲା: ରାଉରକେଲା ଛେଣ୍ଡ୍ କଲୋନୀରେ ଏକ ଦୁଃଖଦ ଘଟଣା ଘଟିଛି। କାନ୍ଥ ଭୁଶୁଡ଼ି ଜଣଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ଅରବିନ୍ଦ ଗୌଡ଼ ନାମକ ଜଣେ ଯୁବକ ଛେଣ୍ଡ୍ କଲୋନୀର ଏକ ବସ୍ତି ଦେଇ ଯାଉଥିବା ବେଳେ ହଠାତ୍ ତାଙ୍କ ଉପରେ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ତାଙ୍କୁ ଗୁରୁତର...
ଭୁବନେଶ୍ୱର: ଭୁବନେଶ୍ୱର ଆଚାର୍ଯ୍ୟ ବିହାରରେ ଥିବା ଏକ ପ୍ରାଇଭେଟ୍ କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ। ନିଆଁ ଲାଗି କୋଚିଂ ସେଣ୍ଟରର ଦ୍ୱିତୀୟ ମହଲା ପୂରା ଛାର୍ଖାର୍ ହୋଇଯାଇଛି। ଆଜି ସକାଳେ ଏହି ଅଘଟଣ ଘଟିଛି। କୋଚିଂ ସେଣ୍ଟରରୁ ଧୂଆଁ ବାହାରୁଥିବା ନେଇ ଦେଖିବା ପରେ ଦମକଳ ବାହିନୀକୁ ଖବର...
ମୁନିଗୁଡ଼ା: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ଭୂର୍ଷୀଖୁମା ଓ ରାଜୁଲୁଗୁଡ଼ା ଗାଁରେ ମାଓବାଦୀ ପୋଷ୍ଟର୍ ଦେଖିବାକୁ ମିଳିଛି। ବି.ଡି.ଏନ୍ ଡିଭିଜନାଲ କମିଟି ଓ ସିପିଆଇ ମାଓବାଦୀଙ୍କ ନାଁରେ ଏହି ପୋଷ୍ଟର ଲଗାଯାଇଛି। ପୋଷ୍ଟର ରାଜୁଲୁଗୁଡ଼ା ଅଙ୍ଗନୱାଡ଼ି କେନ୍ଦ୍ର ଓ ଏକ ଗଛରେ ଲଗାଯାଇଥିବା ଦେଖିବାକୁ ମିଳିଛି। ସେହିପରି...
ସମ୍ବଲପୁର: ପୂର୍ବତନ ସରପଞ୍ଚଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା। ସମ୍ବଲପୁର ଜିଲ୍ଲା ନାକଟୀଦେଉଳ ଥାନା ସାଲେଭଟା ପଞ୍ଚାୟତରେ ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି। ଗତକାଲି ସାଲେଭଟା ପଞ୍ଚାୟତର ପୂର୍ବତନ ସରପଞ୍ଚ ପର୍ଶୁରାମ ପ୍ରଧାନଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ୪ରୁ ଉର୍ଦ୍ଧ୍ୱ ଲୋକ ମାରଣାସ୍ତ୍ରରେ ତାଙ୍କୁ...
ନୂଆଦିଲ୍ଲୀ: ଜାକର୍ତ୍ତା ଏସିଆନ ଗେମ୍ସରେ ଭାରତକୁ ଅାଉ ଏକ ସ୍ୱର୍ଣ୍ଣ ପଦକ ମିଳଇଛି। ଜାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣ ଜିତିଛନ୍ତି ନୀରଜ ଚୋପ୍ରା। ସେପଟେ ଦୌଡ଼କୁଦରେ ଅାଜି ଅାଉ ୩ଟି ରୌପ୍ୟ ପଦକ ଜିତିଛି ଭାରତ। ୪ଶହ ମିଟର ପୁରୁଷ ହର୍ଡଲ୍ସରେ ଧାରୁନ ଅାୟାସାମିଙ୍କୁ ରୌପ୍ୟ ମିଳିଛି। ମହିଳା ୩...
ନୂଆଦିଲ୍ଲୀ : ଦେଶର ନିର୍ବାଚନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ଶୃଙ୍ଖଳିତ କରିବାକୁ ଆରମ୍ଭ ହୋଇଛି କସରତ। ଏନେଇ ଆଜି ମୁଖ୍ୟ ନିର୍ବାଚନ କମିଶନ ଡାକିଥିବା ସର୍ବଦଳୀୟ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି। ଆଲୋଚନା ଏଜେଣ୍ଡାର ଫୋକସରେ ଥିଲା ଇଭିଏମ ଓ ଭିଭିପାଟ୍। ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନକୁ ଟ୍ୟାମ୍ପରିଂ...
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଚିଠି। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହେରୁଙ୍କ ସ୍ମୃତିସ୍ଥଳ ନେହେରୁ ମେମୋରିଅାଲ କମ୍ପେକ୍ସକୁ ମ୍ୟୁଜିୟମ ନକରିବା ପାଇଁ ଚିଠିରେ ନିବେଦନ କରିଛନ୍ତି ମନମୋହନ ସିଂହ। ନିକଟରେ କେନ୍ଦ୍ର ସରକାର ଦିଲ୍ଲୀ ସ୍ଥିତି ନେହେରୁ ମେମୋରିଅାଲ କମ୍ପେକ୍ଲସକୁ ମରାମତି...
ନୂଆଦିଲ୍ଲୀ : ମେଜର ଲିଟୁଲ ଗୋଗୋଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ। ଶ୍ରୀନଗରର ଏକ ହୋଟେଲରେ ଯୁବତୀଙ୍କ ସହ ମେଜର ଗୋଗୋଇଙ୍କୁ ଦେଖିବାକୁ ମିଳିଥିଲା। ଏହି ଘଟଣାରେ କୋର୍ଟ ଅଫ୍ ଇନକ୍ୱାରୀ କରାଯାଇ ମେଜର ଗୋଗୋଇଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଏଥିପାଇଁ ତାଙ୍କୁ କୋର୍ଟ ମାର୍ଶାଲ କରାଯାଇପାରେ। କାର୍ଯ୍ୟରେ ଥିବା...
ମୁମ୍ବାଇ: ରିୟଲିଟି ଶୋ ବିଗ୍ ବସ୍ ଏବେ ନୂଆ ଫର୍ମାଟ୍ରେ ଆସୁଛି। ଏହା ସଫଳତାର ସହ ୧୧ ତମ ସଂସ୍କରଣ ପୂରା କରିସାରିଲାଣି। ଏଥିସହିତ ଆଗାମୀ ୧୬ ସେପ୍ଟେମ୍ବଠାରୁ ଏହାର ୧୨ତମ ସଂସ୍କରଣ ଆରମ୍ଭ ହେବା ପାଇଁ ସବୁପ୍ରକାର ପ୍ରସ୍ତୁତି ସରିସାରିଛି। ଚଳିତ ବର୍ଷ ଏହି ‘ଶୋ’ ସାଧାରଣ ପ୍ରତିଯୋଗୀଙ୍କ...
ନୂଆଦିଲ୍ଲୀ: ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ଟିମ୍ ଇଣ୍ଡିଆର ଜଣେ ଭରସା ଯୋଗ୍ୟ ଖେଳାଳି ଭାବେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ଏହି ଡାହାଣ ହାତି ବ୍ୟାଟ୍ସମ୍ୟାନ ଜଣଙ୍କ ବିଭିନ୍ନ ସମୟରେ ତାଙ୍କ ବ୍ୟାଟ୍ର ଯାଦୁ ଦେଖାଇସାରିଛନ୍ତି। ଇଂଲଣ୍ଡରେ ଚାଲିଥିବା ଟେଷ୍ଟ ସିରିଜର ତୃତାୟ ମ୍ୟାଚ୍ ଜିତିବାରେ ମଧ୍ୟ ପାଣ୍ଡ୍ୟା...