• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

jayiram samal
ସୁସ୍ଥ ଅଛନ୍ତି ହାସ୍ୟ ଅଭିନେତା ଜୟୀ

ଭୁବନେଶ୍ୱର: ଓଲିଉଡର କମେଡି କିଙ୍ଗ୍‌ ଜୟୀରାମ ସାମଲଙ୍କୁ ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି ବୋଲି ପରିବାର ଲୋକ ସୂଚନା ଦେଇଛନ୍ତି। ସେ ଅସୁସ୍ଥ ଅନୁଭବ କରିବାରୁ ଗତକାଲି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସା...

kuldeep nayar
ବରିଷ୍ଠ ସାମ୍ବାଦିକ କୁଲ୍‌ଦୀପ ନାୟାରଙ୍କ ପରଲୋକ

ନୂଆଦିଲ୍ଲୀ: ବରିଷ୍ଠ ସାମ୍ବାଦିକ କୁଲ୍‌ଦୀପ ନାୟାରଙ୍କ ପରଲୋକ ହୋଇ ଯାଇଛି। ଗତକାଲି ରାତିରେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ଆଜି ଅପରାହ୍ନ ୧ଟାରେ ଲୋଧି ରୋଡ୍‌ ସ୍ଥିତ ଘାଟରେ...

b5
ଲଗାଣ ବର୍ଷାରେ ବେହାଲ ଗାଙ୍ଗପୁରା ଗାଁ

ବାଲେଶ୍ୱର: ଲଗାଣ ବର୍ଷାରେ ଗଙ୍ଗାହାର ନଦୀରେ ବନ୍ୟା ଆସିବା ଫଳରେ ବାଲେଶ୍ୱର ଜିଲ୍ଲା ରେମୁଣାର ଗାଙ୍ଗପୁରା ଗାଁର ଲୋକେ ପାଣି ଘେରରେ ଦିନ କାଟୁଛନ୍ତି। ଘରେ ଓ ବାହାରେ ସବୁଠି ପାଣି। ଲୋକମାନଙ୍କୁ କୌଣସି ଜରୁରୀ କାମ ପଡ଼ିଲେ ଅଣ୍ଟାଏ ପାଣି ଭିତରେ ପଶି ବାହାରକୁ ଯିବାକୁ ପଡ଼ୁଛି।...

viral
ମହିଳାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍‌

କେନ୍ଦୁଝର: ସୋଶାଲ୍‌ ମିଡିଆରେ କେନ୍ଦୁଝର ଜିଲ୍ଲାର ଜଣେ ମହିଳାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍‌ ହୋଇଛି। ଭିଡିଓରେ ଥିବା ମହିଳାଙ୍କ ଅଭିଯୋଗ କ୍ରମେ ସଦର ଥାନା ପୁଲିସ ମାମଲା ରୁଜୁ କରିବା ସଙ୍ଗେ ସଙ୍ଗେ ଅଭିଯୁକ୍ତକୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୁଲିସ ସୂଚନା ମୁତାବକ, ଅଭିଯୁକ୍ତ ତାଙ୍କ...

vlcsnap-error518
ଈଶ୍ୱରଙ୍କ ଚମତ୍କାର; ପଡ଼ିଗଲେ ବାପା ମା, ବିନା ଡ୍ରାଇଭରରେ ଶିଶୁକୁ ଧରି ଗାଡ଼ି ଚାଲିଲା

ବେଙ୍ଗାଲୁରୁ: କଥାରେ ଅଛି, ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ। ଯାହାର ଜ୍ୱଳନ୍ତ ପ୍ରମାଣ ଦେଖିବାକୁ ମିଳିଛି ବେଙ୍ଗାଲୁରୁରେ। ଏକ ନିଶ୍ଚିତ ଦୁର୍ଘଟଣାରୁ ଆଶ୍ଚର୍ଯ୍ୟଜନକ ଭାବେ ବର୍ତ୍ତିଯାଇଛି ଏକ ୩ବର୍ଷର ଶିଶୁ। ବାଇକ୍‌ରେ ବାପା ମାଅାଙ୍କ ସହ ଶିଶୁଟି ଅାଗରେ ବସି ଯାଉଥିବାବେଳେ ମଝି ରାସ୍ତାରେ ଅନ୍ୟ...

KEBE PASIBA CHETA
ବାରମ୍ବାର ଅଘଟଣ ସତ୍ତ୍ୱେ ପଶୁନି ଚେତା; କାହିଁକି ଆମ୍ବଟାକୁଆ ଖାଉଛନ୍ତି ଲୋକେ

ନବରଙ୍ଗପୁର: ଆମ୍ବଟାକୁଆ ଖାଇ ମୃତ୍ୟୁବରଣ କରିଥିବା ଘଟଣାକୁ ଇତିମଧ୍ୟରେ ବିତିଯାଇଛି ୪୮ ଘଣ୍ଟା। ହେଲେ ସରକାରୀ ସ୍ତରରେ ସ୍ପଷ୍ଟ ହୋଇନି ମୃତ୍ୟୁର କାରଣ। କିନ୍ତୁ ପରିବାର ଲୋକେ କହୁଛନ୍ତି, ଅାମ୍ବଟାକୁଅାରୁ ପ୍ରସ୍ତୁତ ପିଠା ଖାଇବାରୁ ଏଭଳି ଘଟଣା ଘଟିଛି। ୨ ବୋହୂଙ୍କ ସହ ୪ଜଣ ୩ ଦିନ ତଳର...

EID UPATAJYA
ଇଦ୍-ଉଲ୍-ଜୁହାରେ କାଶ୍ମୀରରେ ରକ୍ତର ହୋଲି

ଶ୍ରୀନଗର: ସାରାଦେଶରେ ଭକ୍ତି ଓ ଶ୍ରଦ୍ଧାର ସହ ପାଳିତ ହୋଇଛି ବଳିଦାନର ପର୍ବ ଇଦ୍-ଉଲ୍-ଜୁହା। ତେବେ ଏଭଳି ଏକ ପବିତ୍ର ଦିନରେ ଜାମ୍ମୁ ଓ କାଶ୍ମୀରରେ ରକ୍ତପାତ ଘଟାଇଛନ୍ତି ଅାତଙ୍କବାଦୀ। ଜଣେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରିଛନ୍ତି ମୃତ୍ୟୁର ଏହି ସୌଦାଗରମାନେ। ଜାମ୍ମୁ ଓ କାଶ୍ମୀର ପୋଲିସର କନେଷ୍ଟବଳ ଫୟଜ...

SABUTHI PARTHI
ଅାଗୁଅା ନିର୍ବାଚନ ଅାଭାସରେ ଜୋର ଧରିଲା ପ୍ରାର୍ଥୀ ଚୟନ କସରତ

ଭୁବନେଶ୍ୱର: ପ୍ରାର୍ଥୀ ଚୟନ ଲାଗି ଆରମ୍ଭ ହୋଇଯାଇଛି ତିନି ଦଳର କସରତ। କଂଗ୍ରେସର ପିଇସି ବୈଠକ, ଗୁପ୍ତ ଭାବେ ବିଜେଡିର ଅଙ୍କକଷା, ଆଉ ଆଭ୍ୟନ୍ତରୀଣ ସର୍ଭେ ଆଧାରରେ ପ୍ରାର୍ଥୀ ଚୟନରେ ବିଜେପି ବି ବ୍ୟସ୍ତ । ତିନି ଦଳ ମଧ୍ୟରୁ ପ୍ରାର୍ଥୀ ଚୟନ ନେଇ ଅଧିକ ଅଡୁଆରେ ବିଜେଡି।...

puri
ଶ୍ରୀମନ୍ଦିର ନାଟ ମଣ୍ଡପ ଛାତରେ ଫାଟ

ପୁରୀ: ଶ୍ରୀମନ୍ଦିର ନାଟ ମଣ୍ଡପର ଛାତ ଓ ୨ଟି କଲମ୍‌ କ୍ୟାପିଟାଲ୍‌ରେ ଫାଟ ରହିଛି। କିଛି ସ୍ଥାନରେ ଫାଟ ଥିବାରୁ ପାଣି ଗଳି ନାଟ ମଣ୍ଡପ ଚୂନ ଛାଡ଼ୁଛି। ଶ୍ରୀମନ୍ଦିର ନାଟ ମଣ୍ଡପର ମିଳିତ ଅନୁଧ୍ୟାନ ସାରି ଏହି ସୂଚନା ଦେଇଛନ୍ତି ଯାଞ୍ଚ କମିଟି ସଦସ୍ୟ ଏ.କେ. ପଟେଲ।...

vlcsnap-error113
ଓଡିଶାରେ ପହଞ୍ଚିଲା ଦିବଂଗତ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମ

ଭୁବନେଶ୍ୱର: ସବୁ ରାଜ୍ୟର ବିଜେପି ମୁଖିଆମାନଙ୍କୁ ବାଜପେୟୀଙ୍କ ଚିତାଭସ୍ମକୁ ହସ୍ତାନ୍ତର କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଏହି ଅସ୍ଥିକଳସକୁ ଦିଆଯାଇଛି। ଦେଶର ଏକ ଶହ ନଦୀରେ ବିସର୍ଜନ ହେବ ଦଳର ଆଇଡଲ ବାଜପେୟୀଙ୍କ ଚିତାଭସ୍ମ। ଓଡିଶା...

venkaiah-naidu-
ଉପରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ୱର: ଉପରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଭୁବନେଶ୍ୱରରେ ୨୫ ପ୍ଲାଟୁନ୍‌ ଫୋର୍ସ ସହ ୮୦ରୁ  ଅଧିକ ଅଫିସର ସୁରକ୍ଷା ଦାୟିତ୍ୱରେ ମୁତୟନ ରହିବେ ବୋଲି ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ ହୋଇଛି। ଆସନ୍ତା ୨୫ ତାରିଖରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଓଡ଼ିଶା ଆସୁଥିବାରୁ, ଭୁବନେଶ୍ୱର...