ଲାହୋର: ଦେଖାଯାଏ କୌଣସି ଅଫିସ୍ ବା ଅନୁଷ୍ଠାନରେ କାମ କରୁଥିବା କର୍ମଚାରୀମାନେ ନିଜର କିଛି ଜରୁରୀ କାମରେ ଅଧିକା ଦିନ ଛୁଟି ନେବାକୁ ଅଫିସରେ ଦରଖାସ୍ତ ଦେଇଥାନ୍ତି। ହେଲେ ପାକିସ୍ତାନର ଜଣେ ରେଳବାଇ ଅଧିକାରୀ କିଛି ଭିନ୍ନ କାରଣକୁ ନେଇ ଲମ୍ବା ଅବଧିର ଛୁଟି ଦରଖାସ୍ତ କରିଛନ୍ତି । ଯାହାକି...
କଟକ : ଗ୍ୟାଙ୍ଗଷ୍ଟାର ଟିଟୋକୁ ଅାଜି ସାଲେପୁର JMFC ରେ ହାଜର କରାଯାଇଛି। ଜଗତପୁର ପୁଲିସ ଗତ ୨୫ ତାରିଖରୁ ଟିଟୋକୁ ରିମାଣ୍ଡରେ ନେଇଥିଲା। ଗତ ଏପ୍ରିଲ ୨୮ତାରିଖରେ ସନ୍ଦିଗ୍ଧ ଅାତଙ୍କବାଦୀ ଅବଦୁର ରେହମାନର ଭାଇ ତାହେର ଅଲ୍ଲୀକୁ ହୋଇଥିବା ଗୁଳିମାଡ଼ ଘଟଣାରେ ଟିଟୋକୁ ପୁଲିସ ରିମାଣ୍ଡରେ ନେଇଥିଲା।...
ନୂଆଦିଲ୍ଲୀ : ନିର୍ବାଚନ ପ୍ରକିୟାକୁ ନେଇ ଅାଜି ଦିଲ୍ଲୀରେ ସର୍ବଦଳୀୟ ବୈଠକ। ଭାରତୀୟ ନିର୍ବାଚନ କମିଶନ ଡାକିଥିବା ଏହି ବୈଠକରେ ଜାତୀୟ ଓ ଅାଞ୍ଚଳିକ ଦଳର ପ୍ରତିନିଧି ଯୋଗ ଦେଇଛନ୍ତି। ଏହି ବୈଠକରେ ନିର୍ବାଚନ ପ୍ରକ୍ରିୟା ସହିତ ଅନ୍ୟ ସବୁ ପ୍ରସଙ୍ଗରେ ଅାଲୋଚନା ହେଉଛି। EVM ବିବାଦ, ପେଡ୍...
ନୂଆଦିଲ୍ଲୀ: ବିଭିନ୍ନ ଷ୍ଟାଇଲିଶ୍ ତଥା ଅପଗ୍ରେଡ୍ ଭର୍ସନର ମୋବାଇଲ ଫୋନ୍ ବ୍ୟବହାର କରିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଏକ ଖୁସି ଖବର। କାହିଁକି ନା ଚଳିତ ସପ୍ତାହରେ ବିଭିନ୍ନ ବ୍ରାଣ୍ଡ୍ର ଆଣ୍ଡ୍ରଏଡ୍ ମୋବାଇଲ ଫୋନ୍ ଅନ୍ଲାଇନ୍ରେ ଉପଲବ୍ଧ ହେବାକୁ ଯାଉଥିବା ବେଳେ ଆଜି କିଛି ଫୋନ୍ ଅନ୍ଲାଇନ୍ରେ ଉପଲ୍ଲବ୍ଧ...
ଭୁବନେଶ୍ୱର: ବିଜୁ ଯୁବ ବାହିନୀ ପାଇଁ ଉଦ୍ଦିଷ୍ଟ ଅର୍ଥକୁ ବିଜ୍ଞାପନରେ ଖର୍ଚ୍ଚ କରାଯାଇଥିବା ଅଭିଯୋଗ ହୋଇଛି। ଭାରତୀୟ ଜନତା ପାର୍ଟି ଏହି ଅଭିଯୋଗ କରିଛି। ବିଧାୟକ ଅମର ଶତପଥୀ ଶ୍ରେଷ୍ଠ ବିଧାୟକ ସମ୍ମାନ ପାଇଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ କରିବା ନେଇ ବିଜୁ ଯୁବ ବାହିନୀ ପକ୍ଷରୁ ବିଜ୍ଞାପନ ଦିଆଯାଇଛି।...
ଯାଜପୁର: ପୁଅର ଠେଙ୍ଗା ମାଡ଼ରେ ବାପାର ମୃତ୍ୟୁ ହୋଇଛି। ଯାଜପୁର କମାରସାହି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଜମିବାଡ଼ି ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି। ସୂଚନା ମୁତାବକ,ଆଜି ସକାଳେ ଝଗଡ଼ା ବଢ଼ିବାରୁ ରାଧେଶ୍ୟାମ ବେହେରା ଏବଂ ତାଙ୍କ ସାନ ପୁଅ ପ୍ରମୋଦ ବେହେରା ପରସ୍ପରକୁ...
ପୁରୀ: ଜଣେ ରୋଗୀର ମୃତ୍ୟୁ ହେବାରୁ ପୁରୀ ଜିଲ୍ଲା ପିପିଲି ମେଡିକାଲରେ ଉତ୍ତେଜନା ଦେଖାଦେଇଛି। ମୃତ ବ୍ୟକ୍ତି ଜଣଙ୍କ ଗୋପ ବ୍ଲକ୍ ନାଗପୁର ଅଞ୍ଚଳର ଗଜେନ୍ଦ୍ର ମୁଦୁଲୀ। ସୂଚନା ଅନୁସାରେ ଗଜେନ୍ଦ୍ର ମୁଦୁଲୀ ପିପିଲି କୁଳଶିଖରପାଟଣା ଅଞ୍ଚଳରେ ଥିବା ତାଙ୍କ ଶ୍ୱଶୁର ଘରେ ରହୁଥିଲେ। ସେ ପୂର୍ବରୁ ବିଭିନ୍ନ...
ଭୁବନେଶ୍ୱର: ଚଳିତ ଏସିଆନ୍ ଗେମ୍ସରେ ୧୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ଜିତିଥିବା ଆଥ୍ଲେଟ୍ ଦୂତୀ ଚାନ୍ଦଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରସ୍କାର ରାଶି ଘୋଷଣା କରିଛନ୍ତି। ପୁରସ୍କାର ବାବଦକୁ ତାଙ୍କୁ ଦେଢ଼ କୋଟି ଟଙ୍କା ଦିଆଯିବ। ମୁଖ୍ୟମନ୍ତ୍ରୀ ଆଜି ଏହି ପୁରସ୍କାର ରାଶି ଘୋଷଣା କରିଛନ୍ତି। ଦୀର୍ଘ...
ବାଲେଶ୍ୱର: ବାଲେଶ୍ୱର ସହର ଉପକଣ୍ଠରେ ଥିବା ପାଗନଈ ନିକଟରେ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଶଳା,ଭିଣୋଇଙ୍କ ମୃତ୍ୟୁ ଘଟିଛି। ଦୁଇ ମୃତକ ହେଲେ ଚିତରଞ୍ଜନ ବୋରା ଓ ତାଙ୍କ ଶଳା ସୁଦର୍ଶନ ହେମ୍ବ୍ରମ। ଗତକାଲି ବିଳମ୍ୱିତ ରାତିରେ ସୋନାପୁରରୁ ଏକ ବାଇକ୍ ଯୋଗେ ଉଭୟ ଶଳାଭିଣୋଇ ଘରକୁ...
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟର ନାରାୟଣପୁର ପୁଲିସ୍କୁ ଏକ ବଡ଼ ସଫଳତା ମିଳିଛି। କୋଲେପାଲ ଜଙ୍ଗଲରେ ପୁଲିସ୍ ଏନ୍କାଉଣ୍ଟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଏଥିସହ ପୁଲିସ୍ ଗୋଟିଏ ଦେଶୀ ବନ୍ଧୁକ ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଏହି ଜଙ୍ଗଲରେ ମାଓବାଦୀମାନେ...
ଅହମଦାବାଦ: ଭୁଶୁଡ଼ି ପଡ଼ିଲା ସରକାରୀ ଗୃହ ନିର୍ମାଣ ଯୋଜନାରେ ନିର୍ମିତ କୋଠା। ଅହମଦାବାଦ ଓଧାବ ଅଞ୍ଚଳରେ ଗତକାଲି ଏହି ଅଘଟଣ ଘଟିଛି। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୪ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ କିଛି ଲୋକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଜଣାପଡ଼ିଛି। ଏନ୍ଡିଆର୍ଏଫ୍ ଟିମ୍ ଓ...
ଢେଙ୍କାନାଳ: ଦୁଇ ଭଉଣୀ ମାଉସୀ ଘରକୁ ବୁଲିବାକୁ ଯାଇଥିଲେ। ହେଲେ ଆଉ ଘରକୁ ଫେରିଲେ ନାହିଁ। ମାଉସୀ ଘର ଗାଁ ପୋଖରୀକୁ ଶୌଚ ପାଇଁ ଯାଇଥିବା ବେଳେ ୨ ଭଉଣୀଙ୍କ ମୃତ୍ୟୁ ଘଟିଛି। ଗତକାଲି ସନ୍ଧ୍ୟାରେ ଢେଙ୍କାନାଳ ଜିଲ୍ଲାରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି। ଅନୁଗୁଳ ଜିଲ୍ଲା...
ବରଗଡ଼ : ଅାଜି ହେଉଛି ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ। ଏହି ଅବସରରେ ବରଗଡ଼ ଜିଲ୍ଲାର ପ୍ରାୟ ଅଢ଼େଇ ଲକ୍ଷ ଛାତ୍ରଛାତ୍ରୀ ଏକା ସମୟରେ କବିଙ୍କ କାଳଜୟୀ ଗୀତ ଗାଇଛନ୍ତି। ବରଗଡ଼ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅାୟୋଜିତ ହୋଇଥିଲା। ଏଥିରେ ସବୁ ପ୍ରାଥମିକ...
ଜାକର୍ତ୍ତା: ଏସିଅାନ୍ ଗେମ୍ସରେ ଚମକିଲେ ଓଡ଼ିଆ ଧାବିକା ଦୂତୀ ଚାନ୍ଦ। ମହିଳା ୧୦୦ ମିଟର ଦୌଡ଼ରେ ଦୂତୀଙ୍କୁ ମିଳିଛି ରୌପ୍ୟ ପଦକ । ୧୧.୩୨ ସେକେଣ୍ଡରେ ଦୂତୀ ଏହି ଦୂରତ୍ୱ ହାସଲ କରି ରୌପ୍ୟ ପଦକ ହାସଲ କରିବାରେ ସଫଳ ହୋଇଛନ୍ତି। ଏଥି ସହିତ ଦୀର୍ଘ ୨୦ ବର୍ଷ...
ଅନୁଗୁଳ : ମେଡିକାଲ ଭିତରେ ପାଣି । ପ୍ରବଳ ବର୍ଷା ଯୋଗୁ ଅନୁଗୁଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡ ଡାକ୍ତରଖାନାରେ ଅାଣ୍ଠୁଏ ପାଣି ଜମି ରହିବାରୁ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଓ୍ୱାର୍ଡ, କ୍ୟାବିନ ଓ କ୍ୟାମ୍ପସରେ ଲହଡ଼ ଭାଙ୍ଗୁଛି ପାଣି । ବର୍ଷା ଓ ଡ୍ରେନ୍...