• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

ashes
ଅାଜି ଭୁବନେଶ୍ୱରରେ ପହଞ୍ଚିବ ବାଜପେୟୀଙ୍କ ପବିତ୍ର ଅସ୍ଥିକଳସ

ଭୁବନେଶ୍ୱର :ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପବିତ୍ର ଅସ୍ଥିକଳସ ଅାଜି ଭୁବନେଶ୍ୱରରେ ପହଞ୍ଚିବ।  ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଏହାକୁ ବିମାନରେ ଧରି ଅାସିବେ। ଅସ୍ଥିକଳସକୁ ପ୍ରଥମେ ସାଧାରଣ ଦର୍ଶନ ପାଇଁ ବିଜେପି କାର୍ଯ୍ୟାଳୟରେ ରଖାଯିବ। ଏହା ପରେ ଅାସନ୍ତାକାଲି ସକାଳେ ପୁରୀ ମହୋଦଧିରେ ବିସର୍ଜନ...

LAND ACQUISITION
ଗଠନ ହେବ ଜମିଅଧିଗ୍ରହଣ, ପୁନର୍ବାସ ଓ ଥଇଥାନ ପ୍ରାଧିକରଣ

ଭୁବନେଶ୍ୱର: ବଲାଙ୍ଗିର ଜିଲ୍ଲା ସୁରେନ୍ଦ୍ରଙ୍କ ଚାଷ ଜମି ଉପରେ ଚାଲିଛି ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ କାମ। ଚାଷି ଜମିରେ ଥିବା ସୁରେନ୍ଦ୍ରଙ୍କ ଘରକୁ ଭାଙ୍ଗି ଦେଇଛି ପ୍ରଶାସନ, ହେଲେ ଜମି ବାବଦକୁ ମିଳିଛି ଅଳ୍ପ କ୍ଷତିପୂରଣ। ଘରଭଙ୍ଗା ସହ ଅନ୍ୟାନ୍ୟ କ୍ଷତିପୂରଣ ବି ମିଳିନାହିଁ। ଚାଷ ଜମି...

FOOD SECURITY
ଖାଦ୍ୟ ସୁରକ୍ଷା ଶ୍ରେୟ ନେବାକୁ କେନ୍ଦ୍ର-ରାଜ୍ୟ ଟଣାଓଟରା

ଭୁବନେଶ୍ୱର: ଖାଦ୍ୟ ସୁରକ୍ଷା ଯୋଜନାର ଶ୍ରେୟ ନେବା ପାଇଁ କେନ୍ଦ୍ର-ରାଜ୍ୟ ମଧ୍ୟରେ ପ୍ରତିଯୋଗିତା ଲାଗି ରହିଛି। କେନ୍ଦ୍ର ମୋଟ ୩ କୋଟି ୨୬ଲକ୍ଷ ୪୧ ହଜାର ୮ଶହ ଲୋକଙ୍କୁ ସାମିଲ ପାଇଁ ପରାମର୍ଶ ଦେଇଥିଲା। ହେଲେ ଏଯାଏଁ ୩ କୋଟି ୨୩ ଲକ୍ଷ ୧୨ହଜାର ୯୪୧ ଜଣ ହିତାଧିକାରୀଙ୍କୁ...

tiger and monk
ଆଜିର ଅନୁଚିନ୍ତା: ସୁକର୍ମର ଫଳ ଆଶୀର୍ବାଦ ଆକାରରେ ମିଳେ

-ଓମ୍‌ପ୍ରକାଶ ସାହୁ ଓଡ଼ିଆରେ କୁହାଯାଏ କର୍ମ ଘେନି ଫଳ। ଏଥିରେ ଦ୍ୱିମତ ହେବାର ନାହିଁ । ଏହା ସବୁ ଧର୍ମର ସାର କଥା। ଆପଣ ଜୀବନରେ ଯଦି ଗୋଟିଏ ବି ଭଲ କାମ କରିଥିବେ ତାହାର ପ୍ରତିଦାନରେ ଆପଣଙ୍କୁ ସୁଫଳ ମିଳିବ। ଏଠାରେ ଜାପାନର ଜଣେ ବୌଦ୍ଧ ସଂସ୍କାରକଙ୍କ...

SCS FRAUD
ପୁରୀ SCS କଲେଜରେ ୩୭ ପ୍ରମାଣପତ୍ରରୁ ୧୯ ନକଲି

ପୁରୀ: ଧରାପଡ଼ିଲା ଦିବ୍ୟାଙ୍ଗ ସାର୍ଟିଫିକେଟ ଦେଇ ଭଲ କଲେଜରେ ନାଁ ଲେଖାଇବାର କାରସାଦି। ଏଭିଳି ସାଙ୍ଘାତିକ ଅଭିଯୋଗ ଅାସିଛି ପୁରୀ SCS କଲେଜ୍‌ରୁ। ଦିବ୍ୟାଙ୍ଗ ପ୍ରମାଣପତ୍ରରେ ଦିବ୍ୟାଙ୍ଗର ମାତ୍ରା ସୂଚାଇବା ଲାଗି ଉଦ୍ଦିଷ୍ଟ ସ୍ଥାନରେ ଲେଖାଯାଇଛି କେବଳ ଇଅର ବା କାନ। ଏଥିରୁ ସ୍ପଷ୍ଟ, କୌଣସି ଡାକ୍ତର ପ୍ରମାଣପତ୍ର...

vlcsnap-error469
ସମ୍ବଲପୁର ଭିସୁଟ୍‌ରେ ରାଗିଂ ଘଟଣାରେ କାର୍ଯ୍ୟାନୁଷ୍ଠାନ

ସମ୍ବଲପୁର: କଲେଜରେ ଜୁନିୟର ଛାତ୍ରଙ୍କୁ ସିନିୟରଙ୍କ ରାଗିଂ ଅଭିଯୋଗ ପରେ ୨୦ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଏଭଳି ପଦକ୍ଷେପ ନିଆଯାଇଛି ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ। ଅଭିଯୋଗ ଅନୁସାରରେ କଲେଜର ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ଗତ ୧୫ଦିନ ଧରି ଚତୁର୍ଥ ବର୍ଷର ଛାତ୍ର ରାଗିଂ...

TAKUA
ଅାମ୍ବ ଟାକୁଅା ଖାଇବା ଘଟଣା: ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି, ୨ ଗୁରୁତର

ନବରଙ୍ଗପୁର: ପୁଣି ଫେରିଲା ଆମ୍ବ ଟାକୁଆ ଟ୍ରାଜେଡି। ଟାକୁଅା ଗୁଣ୍ଡରେ ପ୍ରସ୍ତୁତ ଖାଦ୍ୟ ଖାଇ ଗୋଟିଏ ପରିବାରର ୨ ଯାଅା ଏବଂ ଜଣେ ଶିଶୁ କନ୍ୟାର ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଶିଶୁର ଅବସ୍ଥା ଗୁରୁତର ରହିଛି। ନବରଙ୍ଗପୁର ଝରିଗାଁ ବ୍ଲକ୍ ମଇନାପଦର ଗାଁରେ ଘଟିଛି ଏହି ଘଟଣା।...

vlcsnap-error492
ଛାତ୍ର ସଂସଦ ନିର୍ବାଚନ; ଉଷ୍ମ ହେଲାଣି କ୍ୟାମ୍ପସ୍‌ ରାଜନୀତି

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ଲାଗି ତାରିଖ ଘୋଷଣା ଏଯାଏ ହୋଇନି। ହେଲେ ଏହାପୂର୍ବରୁ ଉଷ୍ମ ହେଲାଣି କ୍ୟାମ୍ପସ୍। ସୋମବାର ବିଜେବି କଲେଜ୍‌ର ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ରକ୍ତପାତ ପରେ କ୍ୟାମ୍ପସ ରାଜନୀତି ଜୋରଧରିଛି। ବିଜୁ ଛାତ୍ର ଜନତା ଦଳର ଦୁଇ ଗୋଷ୍ଠୀ ମଧ୍ୟରେ ମାର୍‌ପିଟ୍‌କୁ ନିନ୍ଦା...

representational image
୧୧ ବର୍ଷର ଝିଅକୁ ମଦ୍ରାସାରେ ତାଲା ପକାଇ ଗଣଦୁଷ୍କର୍ମ, ଅଭିଯୁକ୍ତ ପରିଚାଳକ ଗିରଫ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଘୋଷି ଅଂଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି । ଏକ ୧୧ ବର୍ଷର ଶିଶୁକନ୍ୟାକୁ ୬ ଜଣ ବର୍ବର ଲମ୍ପଟ ଗଣଦୁଷ୍କର୍ମ କରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛି ସ୍ଥାନୀୟ ମଦ୍ରାସାର ପରିଚାଳକ ଯାହାକୁ ପୁଲିସ ଧରିଛି। ଅନ୍ୟମାନେ ଏହି ଘଟଣାରେ ଫେରାର ଅଛନ୍ତି।...

rain
ସାଢ଼େ ୭ଟା ଯାଏ ହୁସିଆର

ଭୁବନେଶ୍ୱର: ସଂଧ୍ୟା ସାଢ଼େ ୭ଟା ଯାଏ ହୁସିଆର। କଟକ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, ଯାଜପୁର,କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ପୁରୀ, ଢ଼େଙ୍କାନାଳ, ଅନୁଗୁଳ ଜିଲ୍ଲାକୁ ସତର୍କ କରିଛି ପାଣିପାଗ ବିଭାଗ। ଏହି ୧୩ଟି ଜିଲ୍ଲାକୁ ରାତି ସାଢ଼େ ୭ଟା ଯାଏ ସତର୍କ ରହିବାକୁ ପରାମର୍ଶ। ବର୍ଷା, ବଜ୍ରପାତ,...

vlcsnap-error634
ଫେସ୍‌ବୁକ୍‌ରେ ପ୍ରେମ, ତା’ ପରେ ପ୍ରେମିକାକୁ ବ୍ଲାକ୍‌ମେଲିଂ

ଯାଜପୁର: ଫେସ୍‌ବୁକ୍‌ରେ ପ୍ରେମ, ତା’ ପରେ ପ୍ରେମିକାକୁ ବ୍ଲାକ୍‌ମେଲିଂ। ଫେସବୁକ୍‌ରେ ଯୁବତୀଙ୍କ ଅଶ୍ଳୀଳ ଫଟୋ ପୋଷ୍ଟ୍‌ କରି ଜଣେ ଯୁବକ ଗିରଫ ହୋଇଛନ୍ତି। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳର ଜଣେ କଲେଜ ଛାତ୍ରୀଙ୍କ ସହ ଖୋର୍ଦ୍ଧା ଜିଲ୍ଲା ଭୋଗଡ଼ା ଗ୍ରାମର ନବକିଶୋର ବେହେରାଙ୍କ ଫେସ୍‌ବୁକ୍‌ରେ ପ୍ରେମ ସମ୍ପର୍କ...

india england
ଭାରତୀୟ ବୋଲରଙ୍କ ଦମ୍‌ଦାର ପ୍ରର୍ଦଶନ ଜାରି, ଝଡ଼ିଲାଣି ୪ଟି ୱିକେଟ୍

ଲଣ୍ଡନ: ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ ୦-୨ରେ ପଛୁଆ ଥିବା ଟିମ୍‌ ଇଣ୍ଡିଆକୁ ନଟିଂହାମ୍‌ ଟେଷ୍ଟ ବିଜୟର ସ୍ୱାଦ ଦେଇପାରେ। ଚାଲିଥିବା ତୃତୀୟ ଟେଷ୍ଟରେ ଦିଲ୍ଲୀ ସ୍ପିଡ୍‌ ଷ୍ଟାର ଇଶାନ୍ତ ଶର୍ମା ଦମ୍‌ଦାର ବୋଲିଂ ଜାରି ରଖିଛନ୍ତି। କ୍ରମାଗତ ଦୁଇଟି ଓଭର୍‌ରେ ଦୁଇ ଇଂଲିଶ ଓପନ୍‌ରଙ୍କୁ ପ୍ୟାଭିଲିୟନ ଫେରାଇ ବିଶାଳ...

vlcsnap-error288
ଅାଜି ସଂଧ୍ୟାରେ ପହଞ୍ଚିବ କେରଳରୁ ଅାସୁଥିବା ସ୍ପେଶାଲ୍‌ ଟ୍ରେନ୍‌

ଭୁବନେଶ୍ୱର: ଆଜି ସଂଧ୍ୟାରେ ପହଞ୍ଚିବ କେରଳରୁ ଆସୁଥିବା ସ୍ପେଶାଲ ଟ୍ରେନ। କେରଳ ବନ୍ୟାରେ ଫସିରହିଥିବା ଓଡ଼ିଆ ଲୋକମାନେ ଏହି ଟ୍ରେନ୍‌ରେ ଆସୁଛନ୍ତି।  ଆଜି ସକାଳେ ଟ୍ରେନ୍‌ଟି ଭୁବନେଶ୍ୱର ଷ୍ଟେସନ୍‌ରେ ପହଞ୍ଚିବାର ଥିଲା।  କିନ୍ତୁ ୮ ଘଣ୍ଟା ବିଳମ୍ବ ଥିବା ଯୋଗୁଁ ସଂଧ୍ୟାରେ ଭୁବନେଶ୍ୱର ପହଞ୍ଚିବାନେଇ ସୂଚନା ମିଳିଛି। କେରଳର...

vlcsnap-error303
‍‍୨୦୧୯ ପାଇଁ ଏବେଠୁ କଂଗ୍ରେସର କସରତ ଆରମ୍ଭ

ଭୁବନେଶ୍ୱର: ୨୦୧୯ ପାଇଁ କଂଗ୍ରେସର ଏବେଠୁ ଆରମ୍ଭ ହୋଇଗଲାଣି ପ୍ରାର୍ଥୀ ଖୋଜା। ଆଜି କଂଗ୍ରେସ ଭବନ କାର୍ଯ୍ୟାଳୟରେ ୨୫ ଆଶାୟୀଙ୍କୁ ନେଇ ଓ୍ୱାନ୍ ଟୁ ଓ୍ୱାନ୍ ଆଲୋଚନା କରାଯାଉଛି। ୨୦୧୪ରେ ୧୫ ହଜାରରୁ କମ୍ ଭୋଟ୍ ବ୍ୟବଧାନରେ ପରାଜିତ ପ୍ରାର୍ଥୀ ଉପସ୍ଥିତ ଅଛନ୍ତି। ଉତ୍ତର, ଦକ୍ଷିଣ ଓ ଉପକୂଳ...

vlcsnap-error025
ପୁଞ୍ଜିଲାଲଙ୍କ ବିରୋଧରେ ୩ଶହ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ

ବଲାଙ୍ଗିଲ: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ବିରୋଧରେ ୩ଶହ ପୃଷ୍ଠାର ଚାର୍ଜସିଟ ଦାଖଲ ହୋଇଛି। ପାଟଣାଗଡ଼ ଏସ୍‌ଡିଜେଏମ କୋର୍ଟରେ କ୍ରାଇମ୍‌ବ୍ରାଞ୍ଚ ଦାଖଲ କରିଥିବା ଏହି ଚାର୍ଜସିଟରେ ୭୨ଜଣ ସାକ୍ଷୀ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରହିଛି।  କଲେଜ ଅଧ୍ୟକ୍ଷ ପଦ ପାଇଁ ଚାଲିଥିବା...

IT
୨୦୧୭-୧୮ ଆର୍ଥିକ ବର୍ଷରେ ୧୦.୦୩ କୋଟି ଆୟକର ସଂଗ୍ରହ

ନୂଆଦିଲ୍ଲୀ: ଦେଶରେ ୨୦୧୭-୧୮ ଆର୍ଥିକ ବର୍ଷରେ ୧୦.୦୩ କୋଟି ଆୟକର ସଂଗ୍ରହ ହୋଇଛି। ଗୌହାଟୀରେ ଅନୁଷ୍ଠିତ ୨ ଦିନଆ ସମ୍ମିଳନୀରେ ସେଣ୍ଟ୍ରାଲ ବୋର୍ଡ ଡିରେକ୍ଟ ଟ୍ୟାକ୍ସ (ସିବିଡିଟି) ର ସଦସ୍ୟ ଶାବ୍ରି ଭଟ୍ଟଶାଲୀ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ୨୦୧୭- ୧୮ ଆର୍ଥିକ ବର୍ଷରେ ୬.୯୨ କୋଟି...