• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

cm----
ମୁଖ୍ୟମନ୍ତ୍ରୀଙ୍କ ହାତରେ ରାଖୀ ବାନ୍ଧିଲେ କୁନି କୁନି ପିଲା

ଭୁବନେଶ୍ୱର : ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ କୁନି କୁନି ପିଲାମାନେ ଅାଜି ରାଖୀ ବାନ୍ଧିଛନ୍ତି। ରାଖୀ ପୂର୍ଣ୍ଣିମା ଅବସରରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ରାଜ୍ୟପାଳ ଗଣେଶୀ ଲାଲ୍‌ଙ୍କୁ ମଧ୍ୟ କୁନିକୁନି ପିଲାମାନେ ରାଖୀ ବାନ୍ଧିଥିଲେ।

rakhi-up 12
ହାତୀଙ୍କ ସୁରକ୍ଷା ପାଇଁ ରାଖୀ ବାନ୍ଧିଲେ ମହିଳା

ପଶ୍ଚିମବଙ୍ଗ : ରକ୍ଷା ବନ୍ଧନ ଏକ ପବିତ୍ର ବନ୍ଧନ । ଏହା ଭାଇ-ଭଉଣୀଙ୍କ ମଧ୍ୟରେ ନିଆରା ଅନୁଭବ ଆଣିଥାଏ। ସ୍ନେହପ୍ରୀତିର ରଜ୍ଜୁରେ ବାନ୍ଧିଥାଏ ରାଖୀ। ସେଥିପାଇଁ ପ୍ରତିବର୍ଷ ଭାଇର ହାତରେ ରାଖୀ ବାନ୍ଧିବାକୁ ଭଉଣୀଟିଏ ଅନେଇ ବସିଥାଏ। ହେଲେ ପଶ୍ଚିମବଙ୍ଗରେ ରାଖୀ ପୂର୍ଣ୍ଣିମା ଅବସରେ ମଣିଷ ଓ ହାତୀ...

dutee-up
୧୦୦ ମିଟର ମହିଳା ଦୌଡ଼ ଫାଇନାଲରେ ଦୂତି ଚାନ୍ଦ

ଜାକର୍ତ୍ତା : ଏସିଅାନ୍ ଗେମ୍ସ ୧୦୦ ମିଟର ମହିଳା ଦୌଡ଼ ଫାଇନାଲରେ ପହଞ୍ଚିଲେ ଓଡ଼ିଆ ତାରକା ଦୂତୀ ଚାନ୍ଦ। ୧୧.୪୩ ସେକେଣ୍ଡରେ ଦୂରତ୍ୱ ଅତିକ୍ରମ କରି ଫାଇନାଲରେ ଦୂତୀ। ଅାଜି ରାତି ୭ଟା ୪୦ରେ ଗୋଲ୍ଡ ପାଇଁ  ଲଢ଼ିବେ ଦୂତୀ। ସେପଟେ ଏସିଅାନ୍ ଗେମ୍ସରେ ଭାରତକୁ ମିଳିଛି ଅାଉ...

denguprayer
ଡେଙ୍ଗୁର ଦୌରାତ୍ମ୍ୟରୁ ବର୍ତ୍ତିବା ଲାଗି ଠାକୁରାଣୀ ମନ୍ଦିରରେ ପୂଜାର୍ଚ୍ଚନା

ଜଗତସିଂହପୁର  : ଜଗତସିଂହପୁର ଏରସମା ବ୍ଲକ କନାଗୁଳି ଗାଁରେ ଡେଙ୍ଗୁ ସ୍ଥିତି ଅତି ସଙ୍ଗିନ୍। କନାଗୁଳି ଗ୍ରାମରେ ୫୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲା ବେଳେ ସାରା ଜିଲ୍ଲାରେ ଅାକ୍ରାନ୍ତଙ୍କ ସଂଖ୍ୟା ୬୦ ଟପିଲାଣି। ଏହି ଅଞ୍ଚଳରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୬ଟି କ୍ୟାମ୍ପ କରାଯିବା ସହ...

mahakalapara-up
ମହାକାଳପଡ଼ା ଥାନା IIC ନିଲମ୍ବିତ

କେନ୍ଦ୍ରାପଡା : ମହାକାଳପଡ଼ା ଥାନା IIC ନିଲମ୍ବିତ। ମହାକାଳପଡ଼ା ଥାନା IIC ଶ୍ୟାମଘନ ବେହେରାଙ୍କୁ ନିଲମ୍ବନ କରିଛନ୍ତି ଡିଜିପି। କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଏହି ସସ୍‌ପେଣ୍ଡ କରିଛନ୍ତି ଡିଜିପି। ମହାକାଳପଡା ଥାନାରୁ ଚମ୍ପଟ ମାରିଥିବା ଅଭିଯୁକ୍ତ ଅବିନାଶ ପାଇଟଳଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ମୋବାଇଲ ଚୋରି ଅଭିଯୋଗରେ ଗତକାଲି...

modi-up
ମୋଦିଙ୍କ ୪୭ ତମ ମନ୍ କି ବାତ୍

ନୂଆଦିଲ୍ଲୀ : ୪୭ ତମ ମନ୍ କି ବାତ୍‌ରେ ପୁଣି ଥରେ ଏକକ ନିର୍ବାଚନ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଛନ୍ତି, ଏକା ସାଙ୍ଗରେ ଲୋକସଭା ଓ ବିଧାନସଭା ନିର୍ବାଚନ କରାଇବା ଗଣତନ୍ତ୍ର ପାଇଁ ଶୁଭଙ୍କର। ଖୋଲା ମଞ୍ଚ, ଖୋଲା ଚର୍ଚ୍ଚା ପାଇଁ ଏହା...

cot-2-up[
ପୁଣି ଖଟିଅାରେ ବୁହା ହେଲେ ପ୍ରସୂତୀ

ଉମରକୋଟ : ଉମରକୋଟରେ ପୁଣି ଖଟିଅାରେ ବୁହା ହେଲେ ପ୍ରସୂତୀ। ଗାଁକୁ ରାସ୍ତା ନ ଥିବାରୁ ୧୦୨ ଅାମ୍ବୁଲାନ୍ସ ଯାଇ ପାରିଲା ନାହିଁ । ଫଳରେ ୨ କି.ମି ଖଟିଅାରେ ଅାଣିବା ବେଳେ ବାଟରେ ପ୍ରସବ କଲେ ପ୍ରସୂତି। ଗତକାଲି ସନ୍ଧ୍ୟାରେ ଝରିଗାଁ ବ୍ଲକ୍ ଫୁପୁଗାଁ ପଞ୍ଚାୟତ ତରାଯୋଡ଼ି...

basebell
ଉଡ଼ନ୍ତା ବ୍ୟାଟ୍ ଆଘାତରୁ ପିଲାଙ୍କ ଜୀବନ ବଞ୍ଚାଇଲେ ବାପା

ନୂଆଦିଲ୍ଲୀ: ଯେତେବେଳେ ପିଲାମାନଙ୍କ ସୁରକ୍ଷା କଥା ଆସେ, ସେତେବେଳେ ବାପା ମା’ ଅଧିକ ସତର୍କ ହୋଇପଡ଼ନ୍ତି। ଠିକ୍‌ ସେମିତି ଏକ ଘଟଣା ଘଟିଛି ଏକ ଷ୍ଟାଡିୟମ୍ ଗ୍ୟାଲେରୀରେ। ଯାହାକି ଏବେ ସୋଶାଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି।ଭିଡିଓରେ ଦେଖାଯାଉଛି, ଜଣେ ଲୋକ ତାଙ୍କ ପିଲାମାନଙ୍କୁ ଉଡ଼ନ୍ତା ବ୍ୟାଟ୍‌ ଆଘାତରୁ...

baliguda
ମୋବାଇଲ୍‌ ବ୍ୟାଟେରୀ ଫାଟି ଛୋଟ ଛୁଆର ଅବସ୍ଥା ଏମିତି

ବାଲିଗୁଡ଼ା: ମୋବାଇଲ୍‌ ବ୍ୟାଟେରୀ କେତେ ଯେ ସାଂଘାତିକ ହୋଇପାରେ ତାହାର ଜ୍ୱଳନ୍ତ ଉଦାହରଣ କନ୍ଧମାଳ ଜିଲ୍ଲାରେ ଦେଖିବାକୁ ମିଳିଛି। ମୋବାଇଲ ବ୍ୟାଟେରୀ ଫାଟି ବାଲିଗୁଡ଼ା ବାଲିସୁଗା ଗାଁରେ ଜଣେ ୮ ବର୍ଷର ଶିଶୁ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ସଞ୍ଜୟ ମଲ୍ଲିକ। ବିସ୍ଫୋରଣରେ ଶିଶୁଟିର ହାତ, ଗୋଡ...

bbsr
ଘର ଭିତରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଘର ଭିତରୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଚିତ୍ରଲେଖା ପାତ୍ର। ଭୁବନେଶ୍ୱର ସହିଦ ନଗର ଅଞ୍ଚଳରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ଚିତ୍ରଲେଖାଙ୍କ ସ୍ୱାମୀ ନିରଞ୍ଜନ ପାତ୍ର ଆଜି ସକାଳେ ମର୍ଣ୍ଣିଂ ଓ୍ୱାକ୍‌ରୁ ଫେରି ଦେଖିଥିଲେ ଯେ, ସେ ପୋଡ଼ି...

dhenkanal
କାଠ ଫାଳିଆରେ ପିଟିପିଟି ମାରି ଦେଲେ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ଏକ ହତ୍ୟାକାଣ୍ଡ ଘଟିଛି। ଗତକାଲି ରାତିରେ ଘରେ ପଶି ଜଣଙ୍କୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ମୃତକ ହେଲେ ସେହି ଗାଁର  ପ୍ରଦୀପ ମଲ୍ଲିକ। ସୂଚନା ଅନୁସାରେ, ଏକ କାଠ ଫାଳିଆରେ ପ୍ରଦୀପଙ୍କ ମୁଣ୍ଡକୁ ଜୋର୍‌ରେ ଆଘାତ କରାଯାଇଛି।...

saharukh khan
ବାମନ ଚରିତ୍ରରେ ନଜର ଆସିବେ ବଲିଉଡ୍‌ ସୁପରଷ୍ଟାର ଶାହାରୁଖ୍ ଖାନ୍

ମୁମ୍ବାଇ: ବଲିଉଡ୍‌ର କିଙ୍ଗ୍‌ ଖାନ୍‌ ଶାହାରୁଖଙ୍କ ଆଗାମୀ ସିନେମା “ଜିରୋ”ର ଟ୍ରେଲର୍‌କୁ ନେଇ ଉତ୍ସାହିତ ଥିବା ତାଙ୍କ ଫ୍ୟାନ୍ସ ମାନଙ୍କ ପାଇଁ ଏକ ଖୁସି ଖବର। କାହିଁକି ନା ଖୁବ୍‌ ଶୀଘ୍ର ଶାହାରୁଖ୍‌ଙ୍କ ଏହି ଫିଲ୍ମର ଟ୍ରେଲର୍‌ ରିଲିଜ ହେବାକୁ ଯାଉଛି। ଫିଲ୍ମର ଟ୍ରେଲର୍‌ ନଭେମ୍ବର ୨ରେ ରିଲିଜ...

monsoon
ବର୍ଷା ସହ ଝଡ଼ତୋଫାନ ସମ୍ଭାବନା; ୧୫ ଜିଲ୍ଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏହାର ଆଖପାଖରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଆସନ୍ତା ୨୮ ତାରିଖ ଯାଏ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଝଡ଼ତୋଫାନ, ବଜ୍ରପାତ ଓ ମଧ୍ୟମ...

police station
ଥାନାରୁ ଚମ୍ପଟ୍ ମାରି ଆତ୍ମହତ୍ୟା କଲା ଅଭିଯୁକ୍ତ!

ପାଟକୁରା: ଥାନାରୁ ଚମ୍ପଟ୍‌ ମାରି ଜଣେ ଅଭିଯୁକ୍ତ ଆତ୍ମହତ୍ୟା କରିଥିବା କୁହାଯାଉଛି। ତାଙ୍କ ନାଁ ଅବିନାଶ। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ଗତକାଲି ଦିନ ପ୍ରାୟ ୧୧ଟା ବେଳେ ପୁଲିସ୍ ମୋବାଇଲ୍‌ ଚୋରି ଅଭିଯୋଗରେ ମାର୍ଶାଘାଇ ଅଞ୍ଚଳର ଅବିନାଶ...

kalahandi
ଖାଁ ଖାଁ ଲାଗୁଛି ଗାଁ: ଡେଙ୍ଗୁ ଭୟରେ ସ୍କୁଲ ଆସୁ ନାହାନ୍ତି ଛାତ୍ରଛାତ୍ରୀ

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲାରେ ଆତଙ୍କ ଖେଳାଇଛି ଡେଙ୍ଗୁ। ଗୋଟିଏ ଗାଁରୁ ଅନ୍ୟ ଏକ ଗାଁକୁ ଡେଇଁବାରେ ଲାଗିଛି ଡେଙ୍ଗୁ। କେବଳ ଲଡୁଗାଁରେ ସରକାରୀ ଭାବେ ୧୨୦ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ବେସରକାରୀ ଭାବରେ ଏହି ସଂଖ୍ୟା ୨୦୦ ବୋଲି କୁହାଯାଉଛି। ଡେଙ୍ଗୁ ଭୟରେ ଗତ...

tito
ରିମାଣ୍ଡରେ ଗଲା ଗ୍ୟାଙ୍ଗଷ୍ଟର ଟିଟୋ

କଟକ: ଗ୍ୟାଙ୍ଗଷ୍ଟର ଟିଟୋକୁ ରିମାଣ୍ଡରେ ନେଲା କଟକ କମିଶନରେଟ୍‌ ପୁଲିସ୍‌। ତାହିର୍‌ ଅଲ୍ଲୀ ଗୁଳିକାଣ୍ଡ ମାମଲାରେ ଟିଟୋକୁ ଗତକାଲିଠୁ ୨ ଦିନିଆ ରିମାଣ୍ଡରେ ଅଣାଯାଇଛି। କାଲି ଟିଟୋକୁ ସାଲେପୁର JMFC କୋର୍ଟରେ ହାଜର କରାଯାଇଥିଲା। ପରେ ୨ଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟ ଜଗତପୁର ପୁଲିସ୍‌କୁ ଅନୁମତି ପ୍ରଦାନ...

raksha bandhan
ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା: ଭାଇ ହାତରେ ରାକ୍ଷୀ ବାନ୍ଧି ଶୁଭ ମନାସୁଛି ଭଉଣୀ

ଭୁବନେଶ୍ୱର: ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ଭାଇ ଭଉଣୀ ମଧ୍ୟରେ ଥିବା ଅତୁଟ ବନ୍ଧନକୁ ଚିରନ୍ତନ କରିବା ପାଇଁ ସାରା ରାଜ୍ୟରେ ପାଳିତ ହେଉଛି ରକ୍ଷା ବନ୍ଧନ। ଆଜିର ଏହି ଦିନରେ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ନିଜର ସୁରକ୍ଷା ଲୋଡିଥାଏ। କେବଳ ଭାଇ ଭଉଣୀ ନୁହଁନ୍ତି, ଅନେକ...

JP-NADDA-UP
ଅାୟୁଷ୍ମାନ ଭାରତ ଯୋଜନାରୁ ବଞ୍ଚିତ ନହୁଅନ୍ତୁ ଓଡ଼ିଶାବାସୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ବାଲେଶ୍ୱର: କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ ହେବାକୁ ଯାଉଥିବା ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ଯୋଜନା ଆୟୁଷ୍ମାନ ଭାରତରୁ ଓଡ଼ିଶାବାସୀଙ୍କୁ ବଞ୍ଚିତ କରିବା ଠିକ୍ ନୁହେଁ। ଏହି ଯୋଜନାକୁ ରାଜନୈତିକ ଦୃଷ୍ଟିକୋଣରୁ ବିଚାର କରାନଯାଉ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା। ଆଜି ବାଲେଶ୍ୱରରେ ଭୁବନେଶ୍ୱର ଏମ୍‌ସ୍‌ର ସାଟେଲାଇଟ...