• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

representational image
ଘରକୁ ଭୋଜି ଖାଇବାକୁ ଡାକି ଯୁବକଙ୍କୁ ନିର୍ମମ ହତ୍ୟା

କେନ୍ଦ୍ରାପଡ଼ା: ଘରକୁ ଭୋଜି ଖାଇବାକୁ ଡାକି ଯୁବକଙ୍କୁ ନିର୍ମମ ହତ୍ୟା। କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ଧୁମାତ ଅଞ୍ଚଳରେ ଏହି ଅମାନବୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ଧୁମାତ ମଠସାହି ଗାଁର ସନ୍ତୋଷ ମଲ୍ଲିକ (୨୦)ଙ୍କୁ ସେହି ଗାଁର ସୁନାକର, ତାଙ୍କ ଝିଅ ଜନ୍ମଦିନରେ ଭୋଜି ଖାଇବାକୁ...

advocate strike
ପୁଲିସ-ଓକିଲ ବିବାଦ: ହାଇକୋର୍ଟ ବାର୍ ଆସୋସିଏସନ୍‌ ପକ୍ଷରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା

କଟକ: କଟକରେ ଓକିଲଙ୍କୁ ପୁଲିସ ମାଡ଼ ମାରିଥିବା ଅଭିଯୋଗ ଘଟଣାରେ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା । ହାଇକୋର୍ଟ ବାର୍ ଆସୋସିଏସନ୍‌ ପକ୍ଷରୁ ଗତକାଲି ଓ ଆଜି ୨ ଦିନ ଧରି କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଛି। ଏହାକୁ ସମର୍ଥନ କରିଛି ରାଜ୍ୟ ଆଇନଜୀବୀ ପରିଷଦ। ଓକିଲଙ୍କୁ...

water
ଆଜି ରାଜଧାନୀର ଅନେକ ଅଞ୍ଚଳରେ ଜଳ ଯୋଗାଣ ବାଧାପ୍ରାପ୍ତ ହେବ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଅନେକ ଅଞ୍ଚଳକୁ ଆଜି ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ ହେବ। କାରଣ ମୁଣ୍ଡୁଳିରୁ ଭୁବନେଶ୍ୱରକୁ ବିଛା ଯାଇଥିବା ପାଣି ପାଇପ୍‌ରେ ଫାଟ ସୃଷ୍ଟି ହୋଇଛି। ଏନେଇ BMCର ସିଟି ଇଞ୍ଜିନିୟର ଦେବସୁନ୍ଦର ମହାପାତ୍ର ସୂଚନା ଦେଇଛନ୍ତି । ଏଥିପାଇଁ ଡୁମ୍‌ଡୁମା, ଧର୍ମ ବିହାର, ଚନ୍ଦକା, ଜାଗମରା,...

bhadrak-6
ପୂର୍ବ ଶତ୍ରୁତାରୁ ଅାକ୍ରମଣ

ଭଦ୍ରକ : ଯୁବକଙ୍କ କାଠଫାଳିଅା ଅାକ୍ରମଣରେ ଦମ୍ପତି ମୃତ। ଝିଅ ଗୁରୁତର। ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ମାଳବାଡ଼ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ପୂର୍ବ ଶତ୍ରୁତାରୁ ତ୍ରିଲୋଚନ ସେନାପତି ନାମକ ଯୁବକ ଗାଁର ସୁଧାକର ବିଶ୍ୱାଳଙ୍କ ପରିବାର ଉପରେ ଅାକ୍ରମଣ କରିଥିଲେ। ଏକ କାଠ ଫାଳିଅାରେ...

road-up
କେମିତି ଚାଲିଛି ସରକାରଙ୍କ ଗାଁ ବିକାଶ ଅଭିଯାନ ?

ଭୁବନେଶ୍ୱର : ଉପାନ୍ତରୁ ଉପକୂଳ। ବାଲେଶ୍ୱରରୁ–ନବରଙ୍ଗପୁର। ଜନନୀ ଯନ୍ତ୍ରଣାର ଦୟନୀୟ ଚିତ୍ର ଏବେ ସବୁଠି ସବୁଦିନିଅା ହୋଇଗଲାଣି। ବାଲେଶ୍ୱର ସହରରୁ ଅଳ୍ପ ଦୂର ପୋଖରୀସାହି ଗାଁକୁ ସଂଯୋଗ କରୁଥିବା ରାସ୍ତାର ଦୁଇ ଦିନ ତଳେ ଏହି ପାଣି କାଦୁଅ ଭରା ଅଣଓସରିଅା ରାସ୍ତାରେ ଖଟିଅାରେ ଭାର କରି ଜଣେ...

opepa-officer
ଭିଜିଲାନ୍ସ ଜାଲରେ ଓପେପା ଅାକାଉଣ୍ଟ ଅଫିସର

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଓପେପା ଅଫିସର। ଓପେପାର ଅାକାଉଣ୍ଟ ଅଫିସର ନଳିନୀ ପୃଷ୍ଟି ଅାୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗ ହେବା ପରେ ଭିଜିଲାନ୍ସ ଟିମ୍‌ ରେଡ୍ କରିଥିଲା। ଭୁବନେଶ୍ୱର, ପୁରୀ, ଛତ୍ରପୁର ଓ କେନ୍ଦ୍ରପଡ଼ା ଅାଦି ୯ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍‌ସ।...

rafel---up
ରାଫେଲ ଡିଲ୍ ପ୍ରସଙ୍ଗରେ କଂଗ୍ରେସକୁ ବିଜେପିର ଟାର୍ଗେଟ୍

ନୂଆଦିଲ୍ଲୀ : ରାଫେଲ ଡିଲ୍ ପ୍ରସଙ୍ଗରେ କଂଗ୍ରେସ ଦେଶର ସୁରକ୍ଷା ନେଇ ସାଲିସ୍‌ କରୁଛି। ରାଫେଲ ଡିଲ୍‌ରେ ସମ୍ପୂର୍ଣ୍ଣ ଭାବେ କେନ୍ଦ୍ର ସ୍ୱଚ୍ଛତା ଅବଲମ୍ବନ କରିଛି। କିନ୍ତୁ କଂଗ୍ରେସ ଅଧ୍ୟକ୍ଷା ରାହୁଲ ଗାନ୍ଧୀ ଏବଂ ଉପା ଅଧ୍ୟକ୍ଷା ସୋନିଅା ଗାନ୍ଧୀ ଦେଶର ସୁରକ୍ଷା ନେଇ ସାଲିସ୍‌ କରୁଛନ୍ତି। ଏଏନଅାଇକୁ...

jm-up
ଅାତଙ୍କବାଦୀଙ୍କ ଅାକ୍ରମଣରେ ୪ ପୁଲିସ କର୍ମଚାରୀ ସହିଦ

ଜମ୍ମୁ-କାଶ୍ମୀର : ଜମ୍ମୁ ଓ କାଶ୍ମୀରର ସୋଫିଅାନ୍ ଜିଲ୍ଲାରେ ଅାତଙ୍କବାଦୀଙ୍କ ଅାକ୍ରମଣରେ ୪ ଜଣ ପୁଲିସ କର୍ମଚାରୀ ସହିଦ ହୋଇଛନ୍ତି। ଏହି ଘଟଣା ପରେ ଅାତଙ୍କବାଦୀଙ୍କୁ ଧରିବା ଲାଗି ସମ୍ପୃକ୍ତ ଅଞ୍ଚଳରେ ଖାନତଲାସୀ ଜାରି ରହିଛି। ପାଟ୍ରୋଲିଂ ବେଳେ ପୁଲିସ ଗାଡ଼ି ଖରାପ ହୋଇଯାଇଥିବା ବେଳେ ତାକୁ ମରାମତି...

dutee-up
ଚମକିଲେ ଦୂତୀ

ଜାକର୍ତ୍ତା : ଜାକର୍ତ୍ତା ଏସିଅାଡ୍‌ରେ ଚମକିଲେ ଓଡିଅା ସ୍ପ୍ରିଣ୍ଟର ଦୂତୀ ଚାନ୍ଦ। ମହିଳା ୨ଶହ ମିଟର ଫାଇନାଲରେ ରୌପ୍ୟ ପଦକ ହାସଲ କରିଛନ୍ତି ଧାବିକା ଦୂତୀ ଚାନ୍ଦ। ୨୦୦ ମିଟର ରେସ୍‌କୁ ସେ ୨୩. ୨୦ ସେକେଣ୍ଡରେ ଅତିକ୍ରମ କରିଛନ୍ତି। ପୂର୍ବରୁ ଶହେ ମିଟର ଦୌଡ଼ରେ ସେ ରୌପ୍ୟ...

jagatsinghpur-up
ଗରିବ ଭୂମିହୀନଙ୍କୁ ଜମି ପଟ୍ଟା ମିଳୁନଥିବା ଅଭିଯୋଗ

ଜଗତସିଂହପୁର  : ଜଗତସିଂହପୁର ଜିଲ୍ଲାରେ ଅାଦିବାସୀ, ହରିଜନ ପରିବାରଙ୍କୁ ମିଳୁନି ନ୍ୟାୟ। ଦୀର୍ଘ ଦିନ ଧରି ଜମି ପଟ୍ଟା ଲାଗି ଅାବେଦନ କଲେ ବି ସରକାର କାହାରିକୁ ଜମି ପଟ୍ଟା ପ୍ରଦାନ କରିନାହାଁନ୍ତି। ସହର ଉପକଣ୍ଠ ମନ୍ତ୍ରାଗାଁ କେନାଳବନ୍ଧ କଡ଼ ବସ୍ତିରେ ରହୁଥିବା ଭୂମିହୀନଙ୍କୁ ମିଳିନି ଜମିପଟ୍ଟା କି...

brahmagiri1-up
ବ୍ରହ୍ମଗିରି ବ୍ଲକ୍‌ ଅଫିସରେ ଖଣ୍ଡଯୁଦ୍ଧ

ବ୍ରହ୍ମଗିରି : ରଣକ୍ଷେତ୍ର ପାଲଟିଲା ବ୍ରହ୍ମଗିରି ବ୍ଲକ ଅଫିସ୍। ବ୍ରହ୍ମଗିରି ବ୍ଲକ୍‌ ଅଫିସରେ ଖଣ୍ଡଯୁଦ୍ଧ ହୋଇ ୨ଜଣ ଅାହତ। ତେବେ ଅାହତଙ୍କ ମଧ୍ୟରୁ ଜଣେ ସମିତି ସଭ୍ୟ, ଅନ୍ୟ ଜଣେ ସମିତି ସଭ୍ୟଙ୍କ ସ୍ୱାମୀ । ଘଟଣାସ୍ଥଳରେ ୧୪୪ ଧାରା ଜାରି ହୋଇଛି। ସୂଚନା ମୁତାବକ, ବିଜେପି ଏବଂ...

vlcsnap-error910
ସର୍ବଶିକ୍ଷା ଅଭିଯାନର ବିକଳ ଚିତ୍ର

ବରଗଡ଼: ଭୂତକୋଠି ପାଲଟିଛି ସ୍କୁଲଘର। କାନ୍ଥ ଫାଟି ଆଁ କରିଥିବାବେଳେ ମୁଣ୍ଡ ଉପରୁ ଉଡ଼ିଯାଇଛି ଆଜ୍‌ବେଷ୍ଟସ। ବରଗଡ଼ ଜିଲା ଭଟଲି ବ୍ଲକ୍ ଜାମବାହାଲି ସ୍କୁଲରେ ଦେଖିବାକୁ ମିଳିଛି ଏଭଳି ଅବ୍ୟବସ୍ଥା। ୩ ବର୍ଷ ହେଲା ସ୍କୁଲଟି ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲିଯାଇଥିବାରୁ ଜଙ୍ଗଲ ବିଭାଗର କେନ୍ଦୁପତ୍ର ଫଡ଼ିଘର ବାରଣ୍ଡାରେ ଚାଲୁଛି...

flood---up
ଭଦ୍ରକରେ ବନ୍ୟା ପରିସ୍ଥିତି

ଭଦ୍ରକ  : ଭଦ୍ରକ ହଦଗଡ଼ ଡ୍ୟାମ୍‌ରୁ ବନ୍ୟା ଜଳ ନିଷ୍କାସନ କରାଯାଉଛି। ଡ୍ୟାମ୍‌ର ୪ଟି ଗେଟ୍ ଖୋଲା ଥିବାରୁ ଏବେ ଜିଲ୍ଲାର ତଳିଅା ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଭଦ୍ରକ ସଦର ବ୍ଲକ ଅନ୍ନପାଳ ପଞ୍ଚାୟତର ରାଜମୁକୁନ୍ଦପୁର, ସୁସୁଅା ଓ ରାଜୁଅାଳିବିନ୍ଧାା ଅଞ୍ଚଳରେ ଲୋକ ପାଣି ଘେରରେ...

SURAT
ରାଜନୈତିକ ସତରଞ୍ଜରେ ସୁରତ୍ ସିଟି

ଭୁବନେଶ୍ୱର: ରାଜନୈତିକ ପଶାପାଲିରେ ସୁରତ୍ ସିଟି। କିଏ ଜିତିବ ପ୍ରବାସୀ ଓଡ଼ିଆଙ୍କ ସମର୍ଥନ ? ଅାଗାମୀ ବିଧାନସଭା ନିର୍ବାଚନରେ କିଏ ହାସଲ କରିବ ସୁରତ ଓଡ଼ିଆଙ୍କ ଭୋଟ ? ଏଥିପାଇଁ ବିଜେପି-ବିଜେଡ଼ି ମଧ୍ୟରେ ଆରମ୍ଭ ହୋଇଯାଇଛି ଜୋରଦାର କସରତ। ଅାସନ୍ତା ୨ ଓ ୩ ତାରିଖରେ ଓଡ଼ିଆ ସମାଜ...

vlcsnap-error846
୨୦ ବର୍ଷ ହେଲା ରାସ୍ତାରେ ପଡ଼ିପାରୁନି ମୁଠାଏ ମାଟି

ବ୍ରହ୍ମଗିରି: ଖାଲଖମା ଭରା ୩ କିଲେମିଟର କଚା ରାସ୍ତାରେ ଦୈନିକ ଯାଆ ଆସ କରୁଛନ୍ତି ୨୦ଟି ଗ୍ରାମର ଲୋକେ। ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ୍‌ ଡେଲାଙ୍ଗ ଗୋଦାବରୀ ରୋଡ୍‌ର ଦେଖାଦେଇଛି ଏଭଳି ଦୁରବସ୍ଥା। ଏହାର କିଛି ଅଂଶ ମଣପଡ଼ା ପଞ୍ଚାୟତରେ ରହିଥିବା ବେଳେ ଅନ୍ୟ କିଛି ଅଂଶ ବ୍ରାହ୍ମଣିଆ...

AYUSHMAN VS BIJU
ମୋଦିଙ୍କ ଆୟୁଷ୍ମାନ ବନାମ ନବୀନଙ୍କ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା

ଭୁବନେଶ୍ୱର: ମୋଦିଙ୍କ ଆୟୁଷ୍ମାନ ବନାମ ନବୀନଙ୍କ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା। କେନ୍ଦ୍ରର ଅାୟୁଷ୍ମାନକୁ ନା କହି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅାରମ୍ଭ ପରେ ବି ତୁଟୁନି ବିବାଦ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ. ପି ନଡ୍ଡାଙ୍କୁ ଜବାବ ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା। ରାଜ୍ୟ...

ELEPHANT
ବାଘଙ୍କ ଉପରେ ନଜର ରଖିବେ ସ୍ୱତନ୍ତ୍ର ପ୍ରଶିକ୍ଷକ କୁମ୍‌କୀ ହାତୀ

ଭୁବନେଶ୍ୱର: ସାତକୋଶିଅା ଅଭୟାରଣ୍ୟକୁ ବାଘ ଅାସିବା ଦିନଠୁ ବଢିଯାଇଛି ଏହି ଅଞ୍ଚଳର ଲୋକଙ୍କ ଚିନ୍ତା। ବାଘ ଜନବସତି ଅାଡକୁ ଚାଲିଅାସିବା ଅାଶଙ୍କାରେ ଲୋକେ ଅାତଙ୍କିତ ଅବସ୍ଥାରେ ଅଛନ୍ତି। ତେବେ ଲୋକଙ୍କ ଭୟ ଦୂର କରିବା ଲାଗି ବନବିଭାଗ ପାଞ୍ଚିଛି ନୂଅା ଉପାୟ। ବାଘଙ୍କୁ ଜଗିବା ଲାଗି କର୍ଣ୍ଣାଟକରୁ ଅାସିବେ...

students
ସେଣ୍ଟ୍ରାଲ୍‌ ୟୁନିଭର୍ସିଟି ଫାଉଣ୍ଡେସନ୍‌ ଡେ’ କୁ ବର୍ଜନ

କୋରାପୁଟ: କୋରାପୁଟ ସେଣ୍ଟ୍ରାଲ ୟୁନିଭର୍ସିଟି ଫାଉଣ୍ଡେସନ ଡେ’କୁ ବର୍ଜନ କଲେ ଛାତ୍ରଛାତ୍ରୀ। ବିଶ୍ୱବିଦ୍ୟାଳୟରେ ୧୦ମ ଫାଉଣ୍ଡେସନ ଡେ’ ପାଳନ କରାଯାଉଥିବା ବେଳେ ଛାତ୍ରଛାତ୍ରୀ କଳାବ୍ୟାଜ୍‌ ପିନ୍ଧି ଏହାକୁ ବର୍ଜନ କରିବା ସହ ହଷ୍ଟେଲ୍‌ଗୁଡ଼ିକର ଗେଟରେ କଳା ପତାକା ଲଗାଇଥିଲେ। ପୂର୍ବରୁ ଲାଗି ରହିଥିବା ବିବାଦ ତଥା ୬୦ ଦଫା...