• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

aap
୩୧ରେ ଓଡ଼ିଶା ଆସିବେ ଅରବିନ୍ଦ କେଜ୍ରିୱାଲ୍‌

ଭୁବନେଶ୍ୱର: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଆସନ୍ତା ୩୧ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ୩୧ ତାରିଖ ଅପରାହ୍ନରେ ଭୁବନେଶ୍ୱର ଲୋୟର ପିମ୍‌ଜିରେ ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏକ ସାଧାରଣ ସଭାରେ କେଜ୍ରିୱାଲ୍‌ ଯୋଗ ଦେବେ। ଏନେଇ ଆମ୍‌ ଆଦମୀ ପାର୍ଟି (AAP)ର ରାଜ୍ୟ...

tigress sundari
‘ସୁନ୍ଦରୀ’କୁ ଜଗିବେ ଦୁଇ ପୋଷା ହାତୀ

ଅନୁଗୁଳ/ବାରିପଦା: ଅନୁଗୁଳ ଜିଲ୍ଲା ସାତକୋଶିଆରେ ଥିବା ବାଘୁଣୀ ସୁନ୍ଦରୀ ଉପରେ ଦୁଇ ପୋଷା ହାତୀ ନଜର ରଖିବେ। ଏନେଇ ବନ ବିଭାଗ ପକ୍ଷରୁ ୨ଟି ହାତୀକୁ ସାତକୋଶିଆ ଅଭୟାରଣ୍ୟକୁ ପଠାଯାଇଛି। ଆଜି ଭୋରରୁ ଶିମିଳିପାଳରୁ ୨ଟି ପୋଷା ହାତୀ ମହେନ୍ଦ୍ର ଓ ରାଜକୁମାରକୁ ସାତକୋଶିଆ ପଠାଯାଇଛି। ଉଭୟ ହାତୀ...

sundergarh
ପରିବାରର ୫ ଜଣଙ୍କ ମୃତ୍ୟୁ ଘଟଣା: ଗୁଣି ଗାରେଡ଼ି ନେଇ ହତ୍ୟା ସନ୍ଦେହରେ ୬ଜଣଙ୍କୁ ଉଠାଇ ନେଲା ପୁଲିସ୍‌

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ ଇନ୍ଦୁପୁର ଗାଁର ଜଣେ ମହିଳା ଓ ତାଙ୍କର ୪ ପିଲାଙ୍କୁ ହତ୍ୟା ସନ୍ଦେହ ଘଟଣାରେ ପୁଲିସ୍‌ ୬ଜଣଙ୍କୁ ଅଟକ ରଖିଛି। ସେମାନଙ୍କ ନିକଟରୁ ହତ୍ୟାକାଣ୍ଡରେ ବ୍ୟବହୃତ କୋଦାଳ ଓ ଶାବଳ ଜବତ ହୋଇଥିବା ସୂଚନା ମିଳିଛି। ଅଟକ ଅଭିଯୁକ୍ତ ମାନେ...

adivasi mela
ରାଜଧାନୀରେ ଆଦିବାସୀ ମେଳା ଆରମ୍ଭ

ଭୁବନେଶ୍ୱର: ଗତକାଲି ରାଜଧାନୀ ଭୁବନେଶ୍ୱରରେ ଆଦିବାସୀ ମେଳା ଆରମ୍ଭ ହୋଇଛି। ତେବେ ଏଥର ଏହି ମେଳା ଆଦିବାସୀ ପଡ଼ିଆରେ ନୁହେଁ ବରଂ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଛି। ୧୫ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ଆଦିବାସୀ ଲୋକଙ୍କ ଚାଲିଚଳନ, ସେମାନେ ବ୍ୟବହାର କରୁଥିବା ଅଳଙ୍କାର, ରହୁଥିବା ଘର, ଆସବାବ...

journalist attack
ରାଜଧାନୀରେ ପୁଣି ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀରେ ପୁଣି ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି। ମହିଳାଙ୍କୁ ଅଶ୍ଲୀଳ କମେଣ୍ଟ୍‌ କରୁଥିବା ଯୁବକଙ୍କୁ ପ୍ରତିବାଦ କରିବାରୁ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ସହିଦନଗର ଥାନାରେ ଏତଲା ଦିଆଯାଇଛି। ଆକ୍ରମଣର ଶିକାର ହୋଇଥିବା ଗଣମାଧ୍ୟମ ପ୍ରତିନିଧି...

woman
କାଗଜ ଠୁଙ୍ଗା ବିକ୍ରି କରି ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି ମହିଳା

ଜୟପୁର: ବ୍ୟାନ୍‌ ପରେ ବି ଅନେକ ସ୍ଥାନରେ ଖୁଲମଖୁଲା ପଲିଥିନ୍ ବ୍ୟବହାର ହେଉଛି। ଫଳରେ ପରିବେଶ ପ୍ରଦୂଷଣ ହେଉଛି। ଏଭଳି ସ୍ଥିତିରେ ଲୋକଙ୍କ ମଧ୍ୟରେ ସଚେତନତା ପାଇଁ ଜୟପୁରର ଏକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଅଣ୍ଟା ଭିଡିଛି। କାଗଜରୁ ଠୁଙ୍ଗା ତିଆରି କରି ବଜାରରେ ବିକ୍ରି କରିବା...

republic day
ସାରା ରାଜ୍ୟରେ ୭୦ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର: ଭୁବନେଶ୍ୱରରେ ଆଜି ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ହୋଇଛି। ମହାତ୍ମା ଗାନ୍ଧି ମାର୍ଗରେ ରାଜ୍ୟପାଳ ପଫ୍ରେସର୍ ଗଣେଶୀ ଲାଲ୍ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ରାଜ୍ୟପାଳ ପରେଡ୍‌ ଅଭିବାଦନ ଗ୍ରହଣ କରିଥିଲେ। ଏଥର ପରେଡ୍‌ରେ ସାମରିକ ଓ ବେସାମରିକ କ୍ଷେତ୍ରର ୫୪ଟି ଟ୍ରୁପ୍ ଭାଗ...

paradip port
ଦୀର୍ଘ ବର୍ଷ ପରେ ପାରାଦୀପ ବନ୍ଦରକୁ ଆସିଲା ଯାତ୍ରୀବାହୀ ଜାହାଜ

ପାରାଦୀପ: ଦୀର୍ଘ ବର୍ଷ ପରେ ପାରାଦୀପ ବନ୍ଦରକୁ ଆସିଲା ଯାତ୍ରୀବାହୀ ଜାହାଜ। ଆଜି ଯାତ୍ରୀବାହୀ ଜାହାଜ ‘ସିଲ୍‌ଭର୍‌ ଡିସ୍‌କଭରର୍‌’ ପାରାଦୀପ ବନ୍ଦରରେ ପହଞ୍ଚିଛି। ଏହି ଜାହାଜରେ ଆମେରିକା, ଅଷ୍ଟ୍ରେଲିଆ, ନ୍ୟୁଜ୍‌ଲାଣ୍ଡ ଭଳି ବିଭିନ୍ନ ଦେଶରୁ ୬୨ ଜଣ ପର୍ଯ୍ୟଟକ ଆସିଛନ୍ତି। ପର୍ଯ୍ୟଟକଙ୍କ ସହିତ ଜାହାଜରେ ୯୩ ଜଣ କର୍ମଚାରୀ...

bjd leader
ବିଜେଡି ନେତାଙ୍କ କାର୍‌ ଉପରକୁ ବୋମାମାଡ଼

ଯାଜପୁର: ବିଚ୍ ରାସ୍ତା ଉପରେ ବିଜେଡି ନେତାଙ୍କୁ ଆକ୍ରମଣ। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍‌ ଯୁବ ବିଜେଡି ସଭାପତି ପ୍ରସନ୍ନ ରାଉତଙ୍କ କାର୍‌ ଉପରକୁ ଜଣେ ଯୁବକ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି। ବୋମାମାଡ଼ରେ ତାଙ୍କ ଡାହାଣ ହାତରେ ଆଘାତ ଲାଗିଛି। ସୂଚନା ଅନୁସାରେ, ପ୍ରସନ୍ନ ଆଜି ସକାଳ...

accident 1
ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ୫ ଗୁରୁତର ଆହତ

ସୋର: ଦୁଇଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୫ ଜଣ ଆହତ ହୋଇଛନ୍ତି। ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ କୁଆମରା ଛକ ଠାରେ ଗତକାଲି ଏହି ସଡ଼କ ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ପ୍ରଥମେ ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର...

kamala pujari
ପଦ୍ମଶ୍ରୀ ପୁରସ୍କାର ଲାଗି ମନୋନୀତ ହୋଇଥିବା କମଳା ପୂଜାରୀ ଅସୁସ୍ଥ

ଜୟପୁର: ପଦ୍ମଶ୍ରୀ ପୁରସ୍କାର ଲାଗି ମନୋନୀତ ହୋଇଥିବା କମଳା ପୂଜାରୀ ଅସୁସ୍ଥ ହୋଇ ପଡ଼ିଛନ୍ତି। ତାଙ୍କୁ ଜୟପୁର ସ୍ଥିତ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କର ରକ୍ତଚାପ ବଢ଼ି ଯାଇଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି। କମଳାଙ୍କୁ ଗତକାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚଳିତବର୍ଷର ସମ୍ମାନଜନକ ପଦ୍ମ ପୁରସ୍କାର ପାଇଁ...

former ias officer
କଂଗ୍ରେସରେ ଯୋଗ ଦେଲେ ପୂର୍ବତନ ଆଇଏଏସ୍‌ ଅଫିସର ଜଗଦୀଶ ମହାନ୍ତି

ଭୁବନେଶ୍ୱର: ଗୋଟିଏପଟେ କଂଗ୍ରେସର ବରିଷ୍ଠ ନେତାମାନେ ଦଳ ଛାଡ଼ୁଥିବା ବେଳେ, ଅନ୍ୟପଟେ ପୂର୍ବତନ ବରିଷ୍ଠ ଆଇଏଏସ୍‌ ଅଫିସର ଜଗଦୀଶ ଚନ୍ଦ୍ର ମହାନ୍ତି ଗତକାଲି କଂଗ୍ରେସରେ ଯୋଗ ଦେଇଛନ୍ତି। ଭାରତୀୟ ପ୍ରଶାସନିକ ସେବାର ସେ ଜଣେ ଦକ୍ଷ ଅଧିକାରୀ ଭାବେ ପରିଚିତ। ୭୦ ଦଶକରେ ରାଜ୍ୟରେ ଛାତ୍ର ରାଜନୀତିରେ ନିଜକୁ...

Gita Mehta
‘ପଦ୍ମଶ୍ରୀ’ ସମ୍ମାନକୁ ଅଗ୍ରାହ୍ୟ କଲେ ଗୀତା ମେହେଟା

ଭୁବନେଶ୍ୱର: ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିବାକୁ ଅଗ୍ରାହ୍ୟ କଲେ ବିଶିଷ୍ଟ ଲେଖିକା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟା। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏହି ସମୟରେ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିବା ଠିକ୍ ହେବନି। ଏହା ଜନସାଧାରଣଙ୍କ ନିକଟକୁ ଭୁଲ୍‌ ବାର୍ତ୍ତା ଯିବ ଯାହା ଉଭୟ ସରକାର...

republic day
ଆଜି ୭୦ତମ ସାଧାରଣତନ୍ତ୍ର ଦିବସ

ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜି ହେଉଛି ୭୦ତମ ସାଧାରଣତନ୍ତ୍ର ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। Happy Republic Day to all fellow Indians. सभी देशवासियों को #गणतंत्रदिवस की शुभकामनाएं। जय हिन्द! — Narendra Modi (@narendramodi) 26 January...

rahul gandhi
ରାଉରକେଲାରେ ମାଲ୍‌ବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ

ରାଉରକେଲା: ରାଉରକେଲାରେ ମାଲ୍‌ବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ। ଆଜି ରାଉରକେଲା ବନ୍ଧମୁଣ୍ଡାରେ ଏକ ମାଲ୍‌ବାହୀ ଟ୍ରେନ୍‌ର ୫ଟି ବଗି ଲାଇନଚ୍ୟୁତ ହୋଇଥିଲା। ଫଳରେ କିଛି ସମୟ ଲାଗି ସେହି ରୁଟ୍‌ରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପରେ ଲାଇନ୍‌ କ୍ଲିଅର ହେବା ପରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଥିଲା। ତେବେ...

dharmendra pradhan
ଠକେଇ ମାମଲାରେ ନିରଞ୍ଜନ ପଟ୍ଟନାୟକଙ୍କୁ ନୋଟିସ୍‌ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଓଡ଼ିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଦିଲ୍ଲୀ ପୁଲିସ୍‌ର ନୋଟିସ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି। ରାହୁଲ ଗାନ୍ଧି ଓ ଓଡ଼ିଶା ପିସିସି ସଭାପତିଙ୍କୁ ଏହାର ଜବାବ ଦେବାକୁ ପଡିବ ବୋଲି ଧର୍ମେନ୍ଦ୍ର କହିଛନ୍ତି। ସେ କହିଛନ୍ତି, ’୩୦ କୋଟି ଟଙ୍କାରୁ ଅଧିକ ଠକେଇ...

ashram
ଆଶ୍ରମରୁ ଛାତ୍ର ନିଖୋଜ, ବାବା ଫେରାର

ଢେଙ୍କାନାଳ: ଆଶ୍ରମରୁ ଛାତ୍ର ନିଖୋଜ। ଢେଙ୍କାନାଳ ଜିଲ୍ଲା ଗୋବିନ୍ଦପୁର ସ୍ଥିତ କଳ୍ପତରୁ ଆଶ୍ରମରୁ ଜଣେ ଛାତ୍ର ନିଖୋଜ ହୋଇଥିବା ନେଇ ଅଭିଯୋଗ ହୋଇଛି। ଗତକାଲି ଏନେଇ ଛାତ୍ରଙ୍କ ପରିବାର ପକ୍ଷରୁ ସଦର ଥାନାରେ ଅଭିଯୋଗ ହେବା ପରେ ପୁଲିସ୍‌ ଘଟଣାର ଛାନ୍‌ଭିନ୍‌ ଚଳାଇଛି। ନିଖୋଜ ଛାତ୍ର ହେଉଛନ୍ତି ୧୦ ବର୍ଷୀୟ...

freedom fighter
ସ୍ୱାଧୀନତା ସଂଗ୍ରାମୀଙ୍କୁ ରାସ୍ତାରେ ଛାଡ଼ି ଦେଇ ପଳାଇଲେ ପୁଅ ଓ ବୋହୂ

ଭୁବନେଶ୍ୱର: ବ୍ରିଟିଶ ସରକାରଙ୍କ ଠାରୁ ଲାଠି ମାଡ଼ ଖାଇ ଜେଲ୍‌ ଦଣ୍ଡ ଭୋଗି ଦେଶକୁ ସ୍ୱାଧୀନ କରିଥିବା ସ୍ୱାଧୀନତା ସଂଗ୍ରାମୀ ଆଜି ପରାଧୀନ। ରହିବାକୁ ଘର ନାହିଁ କି ଖାଇବାକୁ ମୁଠେ ଦାନା ମିଳୁନି। ସରକାରଙ୍କଠାରୁ ସଂଗ୍ରାମୀ ଭତ୍ତା ଯାହା ମିଳୁଛି  ତାକୁ ପୁଅ ବୋହୂ ନେଇ ନିର୍ଯାତନା...

puri
ଆଜି ପୁରୀରେ କାଳିଆ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ପୁରୀ: ଆଜି ପୁରୀ ଜିଲ୍ଲା ମାଳତୀପାଟପୁର ନିକଟ ରାହାଙ୍ଗିରିଆଠାରେ କାଳିଆ ଯୋଜନା ପାଇଁ ଏକ ବିଶାଳ ସମାବେଶ ହେବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ସମାବେଶରେ ରାଜ୍ୟର ୩୧୪ ବ୍ଲକ୍‌ରୁ ୨ଲକ୍ଷ ଚାଷୀ ଯୋଗଦେବା ପାଇଁ ବ୍ୟବସ୍ଥା କରାଯାଇଛି।  କାଳିଆ ଯୋଜନାରେ...

cable wire
ଅରଟେଲ୍‌ କମ୍ୟୁନିକେସନ୍‌ର କେବୁଲ୍‌ ତାର କାଟି ଦିଆଯାଇଥିବା ଅଭିଯୋଗ

କଟକ: କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ ଅରଟେଲ୍‌ କମ୍ୟୁନିକେସନ୍‌ର କେବୁଲ୍‌ ତାର କାଟି ଦିଆଯାଇଥିବା ଅଭିଯୋଗ ହୋଇଛି। ବାଙ୍କୀ ଅଞ୍ଚଳରେ ଦୀର୍ଘ ଦିନ ଧରି ଅରଟେଲ୍‌ କମ୍ୟୁନିକେସନ୍‌ ଗ୍ରାହକଙ୍କୁ ସେବା ଯୋଗାଇ ଆସୁଛି। ଗତ କିଛି ଦିନ ହେଲା ବାଙ୍କୀରେ ଅନ୍ୟ ଏକ ଘରୋଇ କେବୁଲ ଅପରେଟର ସଂସ୍ଥାର...